ଆମ ଜିଲା ଖବର

ଚଳନ୍ତା କାରରେ ଲାଗିଗଲା ନିଆଁ

ବଡବିଲ, ୩୧।୩(ସ୍ବ.ପ୍ର): କେନ୍ଦୁଝର ଜିଲା ବଡବିଲ ଡାକ ବଙ୍ଗଳା ଛକ ନିକଟରେ ମଙ୍ଗଳବାର ହଠାତ ଏକ ଚଳନ୍ତା କାରରେ ନିଆଁ ଲାଗି ଜଳିଯାଇଛି। ମାତ୍ର କାରରେ ଥିବା ଚାଳକ ଓ ଜଣେ ଆରୋହୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର…

୩ମାସରେ ଅତିକ୍ରମ କଲେ ୨୫୪୪ କି.ମି.

ଝାରସୁଗୁଡ଼ା ଅଫିସ,୩୧ା୩: ନିଶା ସେବନ ବର୍ଜନ କରି ନିୟମିତ ଶାରୀରିକ ବ୍ୟାୟାମ କରନ୍ତୁ ଓ ସୁସ୍ଥ ରୁହନ୍ତୁ। ଏହି ବାର୍ତ୍ତା ନେଇ ଝାରସୁଗୁଡ଼ା ଜିଲା ଦୁର୍ଲଗା ଗ୍ରାମର ଅଭିରାମ ଶତପଥୀ ଜାନୁୟାରୀ ୬ରୁ ପଦଯାତ୍ରାରେ ବାହାରି ମାର୍ଚ୍ଚ ୨୬ରେ ଦିଲ୍ଲୀରେ ପହଞ୍ଚତ୍ଥିଲେ।…

ଦୁର୍ଦ୍ଦିନରେ ରାସ୍ତାପାର୍ଶ୍ୱ ପରିବା ବ୍ୟବସାୟୀ

ନିମାପଡ଼ା,୩୧।୩(ଡି.ଏନ୍‌.ଏ.): ନିମାପଡ଼ା ଏନ୍‌ଏସିର ଦୋଳବେଦୀ ଛକ, ହାଟ ଛକ, ଜୟଶ୍ରୀ ଛକ, ଜୟଗୁରୁ ଆଶ୍ରମ ଛକ, ଗୋଲେଇ ଛକ, ପତିତପାବନ ପାଟଣା ଛକଠାରେ ପ୍ରାୟ ୧ଶହ ଉଠାପରିବା ଦୋକାନୀ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଏହି ପରିବା ବ୍ୟବସାୟୀମାନେ ଦୀର୍ଘବର୍ଷ ଧରି…

ଜଙ୍ଗଲ ଜଗିବେ ହାତୀ

ଢେଙ୍କାନାଳ ଅଫିସ,୩୧ା୩: ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟକୁ ଜଗିବେ ହାତୀ। ଏଥିପାଇଁ କପିଳାସ ପ୍ରାଣୀ ଉଦ୍ୟାନରେ ଥିବା ୫ ହାତୀଙ୍କୁ ତାଲିମ ଦିଆଯିବା କାର୍ଯ୍ୟ ଆରମ୍ଭ ହୋଇଛି। ତାଲିମ ସମ୍ପୂର୍ଣ୍ଣ ହେଲେ ଉକ୍ତ ହାତୀଙ୍କୁ ଜଙ୍ଗଲ ଜଗିବା କାର୍ଯ୍ୟରେ ନିୟୋଜିତ କରାଯିବ…

ହୋଲିରେ ଦୁର୍ଘଟଣା: ୨ ଜୀବନ ଗଲା

ସମ୍ବଲପୁର,୩୧ା୩(ବ୍ୟୁରୋ): ସମ୍ବଲପୁର ଜିଲାରେ ହୋଲିରେ ଏକ ଅଘଟଣ ଘଟିଛି। ଶାସନ ଥାନା ନୂଅଁାମୁଣ୍ଡା ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ ଜୀବନ ଯାଇଛି। ସେମାନେ ହେଲେ ପରମାଣପୁର ଗ୍ରାମର ଚିଣ୍ଟୁ ସାହୁ (୨୪) ଓ ଦୁଲ୍ଲଭ ମରେଇ (୨୩)।…

ପାରଶନାଥ ଏମ୍ପୋରିୟମରେ ନିଆଁ

ନବରଙ୍ଗପୁର,୩୧।୩(ବି.ପ୍ର.): ନବରଙ୍ଗପୁର ସହର ମୁଖ୍ୟ ରାସ୍ତା ତଥା ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପାରଶନାଥ ଏମ୍ପୋରିୟମ ଲୁଗାଦୋକାନରେ ନିଆଁ ଲାଗିଯାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇ ପାରି ନ ଥିଲା। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ…

୧୧ ବର୍ଷରେ ୮୪୩ ହାତୀ ମୃତ

ଯାଜପୁର ଅଫିସ,୩୧ା୩: ରାଜ୍ୟରେ ୨୦୧୦-୧୧ରୁ ୨୦୨୦-୨୧ ମାର୍ଚ୍ଚ ୨୨ ସୁଦ୍ଧା ୧୧ ବର୍ଷ ମଧ୍ୟରେ ୮୪୩ ହାତୀଙ୍କ ମୃତ୍ୟୁ ହୋଇଛି। ସେହି ବିଶାଳକାୟ ପ୍ରାଣୀଙ୍କ ମୃତ୍ୟୁକୁ ରୋକିବା ପାଇଁ ୧୪ ହାତୀ ଚଲାପଥ (ଏଲିଫ୍ୟାଣ୍ଟ କରିଡର) ଏବଂ ୩ ହାତୀ ସଂରକ୍ଷିତ…

ସ୍ତ୍ରୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉନାହିଁ

ଯାଜପୁର ଅଫିସ,୩୧ା୩: ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ଶୁକ୍ରବାର ରାତିରେ ଆକ୍ରମଣ କରାଯାଇଥିଲା। ଇତିମଧ୍ୟରେ ୩ ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଧର୍ମଶାଳା ଥାନା ପୋଲିସ ହାତ ଖାଲି ରହିଛି। ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ…

ଟିଟିପିଏସ୍‌ ଆଜିଠୁ ବନ୍ଦ: ଏନ୍‌ଟିପିସି

ତାଳଚେର,୩୧ା୩(ନି.ପ୍ର.): ଏନ୍‌ଟିପିସି ପରିଚାଳନାଧୀନ ଅନୁଗୋଳ ଜିଲା ତାଳଚେର ଥର୍ମାଲ ପାୱାର ଷ୍ଟେଶନ(ଟିଟିପିଏସ୍‌)କୁ ନେଇ ଲାଗି ରହିଥିବା ନାନା କଳ୍ପନାଜଳ୍ପନାର ମଙ୍ଗଳବାର ଅନ୍ତଃ ଘଟାଇଛନ୍ତି ଏନ୍‌ଟିପିସି କର୍ତ୍ତୃପକ୍ଷ। ପୂର୍ବ ନିର୍ଦ୍ଧାରିତ ତାରିଖ ତଥା ଆସନ୍ତା ୩୧(ବୁଧବାର)ରୁ ୫୪ ବର୍ଷର ଏହି ପୁରୁଣା ତାପଜ…

ପରୀକ୍ଷାମୂଳକ ଭାବେ ଗଡ଼ିଲା ବିଦ୍ୟୁତ୍‌ ଟ୍ରେନ୍‌

ନୟାଗଡ଼ ଅଫିସ,୩୧।୩: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ପରୀକ୍ଷାମୂଳକ ଭାବେ ବିଦ୍ୟୁତ୍‌ ଟ୍ରେନ ଚଳାଚଳ କରିଛି। ମଙ୍ଗଳବାର ପୂର୍ବାହ୍ନ ୯ଟାରେ ଖୋର୍ଦ୍ଧା ରୋଡ଼(ଜଟଣୀ)ରୁ ବାହାରିଥିବା ଏହି ଟ୍ରେନ ନୟାଗଡ଼ରେ ମଧ୍ୟାହ୍ନ ୧୨ଟା ୧୫ରେ ପହଞ୍ଚିଥିଲା। ପରେ ସେହି ଟ୍ରେନ ୧୨.୪୫ଟାରେ ନୟାଗଡ଼ ଟାଉନ ଷ୍ଟେଶନ…

ଆନ୍ଧ୍ରର ଅନୁପ୍ରବେଶ ରୋକିପାରୁନି ଓଡ଼ିଶା

ପଟ୍ଟାଙ୍ଗ,୩୧ା୩(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଅନୁପ୍ରବେଶ ଜାରି ରହିଛି। ଏ ଦିଗରେ ଓଡ଼ିଶା ଜିଲା ପ୍ରଶାସନ ରୋକୋ ଲଗାଇବାକୁ ବିଫଳ ହେଉଥିବାରୁ ଆନ୍ଧ୍ର ଫାଇଦା ଉଠାଉଛି। କୋଟିଆ ପଞ୍ଚାୟତର ତିନି ଗ୍ରାମ ଯଥା ତଳଗଞ୍ଜେଇପଦର, ଫଗୁଣ…

ବନ୍ୟା ବିପନ୍ନଙ୍କ ଚୁଡ଼ା ପୋଡ଼ାଗଲା

ବରୀ,୩୧ା୩(ଡି.ଏନ.ଏ.): ଯାଜପୁର ଜିଲାର ବରୀ ବ୍ଲକ ଏକ ବନ୍ୟା ବାତ୍ୟା ପ୍ରଭାବିତ ଅଞ୍ଚଳ। ବିଭିନ୍ନ ସମୟରେ ଏଠି ପ୍ରାକୃତିକ ବିପର୍ଯ୍ୟୟ ଆସି ଲୋକଙ୍କର କ୍ଷତି କରିଥାଏ। ସେହି ଅନୁସାରେ ସରକାରଙ୍କ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଚୁଡ଼ାଗୁଡ଼ ମହଜୁଦ ରଖାଯାଇଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?