ଆମ ଜିଲା ଖବର

ଗାଧୋଇବାବେଳେ କେନାଲରେ ଭାସିଗଲେ

ଜୟପୁର, ୨୯।୩(ନି.ପ୍ର.) କୋରପୁଟ ଜିଲା ଜୟପୁର ବ୍ଲକ କୁମୁଲିପୁଟ ପଞ୍ଚାୟତ ଦଣ୍ଡସେନାଗୁଡ଼ା ଗ୍ରାମ ନିକଟ କେନାଲରେ ଗାଧୋଉଥିବାବେଳେ ଜଣେ ବ୍ୟକ୍ତି ଭାସିଯାଇଛନ୍ତି। ସେ ହେଲେ ଦଣ୍ଡସେନାଗୁଡ଼ାର ସମ୍ବାରୁ ଜାନି (୫୫)। ସୂଚନା ଅନୁଯାୟୀ, ସୋମବାର ସକାଳେ ସମ୍ବାରୁ ଗାଈ ଚରାଇବାକୁ ଯାଇଥିଲେ।…

ବରିଷ୍ଠ ନାଗରିକ, ଗର୍ଭବତୀଙ୍କୁ ମନା

ଛତ୍ରପୁର,୨୯।୩: ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଯାତ୍ରା ମଙ୍ଗଳବାର ଆରମ୍ଭ ହେବ। ଯାତ୍ରା ମାସେ ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତି ଅନୁସାରେ ଚାଳିବ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ବରିଷ୍ଟ ନାଗରିକ, ଗର୍ଭବତୀ ଓ…

କଟକଣା ମଧ୍ୟରେ ହୋଲି ମନାଇଲେ କଟକବାସୀ

କଟକ ଅଫିସ,୨୯।୩: ଭାଇଚାରାର ସହର କଟକରେ ସୋମବାର ରଙ୍ଗର ପର୍ବ ହୋଲି ପାଳିତ ହୋଇଯାଇଛି। ଚଳିତ ବର୍ଷ କରୋନା କଟକଣା ହୋଲିକୁ ଫିକା କରିଦେଇଛି। ଲୋକେ ଘରେ ରହି ହୋଲି ମନାଇଛନ୍ତି। ଛୋଟରୁ ବଡ ସଭିଏଁ ରଙ୍ଗ ଅବିରରେ ରଙ୍ଗେଇ ହୋଇଛନ୍ତି।…

ଆଧ୍ୟାତ୍ମିକ ବାତାବରଣରେ ପାଳିଲେ ହୋଲି

ସେମିଳିଗୁଡ଼ା, ୨୯।୩(ସ୍ବ.ପ୍ର.): ସେମିଳିଗୁଡ଼ା ଆର୍ଟ ଅଫ୍‌ ଲିଭିଂ ପରିବାର ପକ୍ଷରୁ ଶ୍ରୀ ଶ୍ରୀ ଧ୍ୟାନକେନ୍ଦ୍ରରେ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ହୋଲି ଉତ୍ସବ ପାଳନ କରାଯାଇଛି। ଛାତ୍ରୀଛାତ୍ରମାନେ ଏକତ୍ରିତ ହୋଇ ସମୂହ ଧ୍ୟାନ କରିବା ସହ ଗୁରୁପୂଜା ଓ ସତ୍‌ସଙ୍ଗରେ ସାମିଲ ହୋଇଥିଲେ।…

କରୋନା ପାଇଁ ଫିକା ପଡ଼ିଲା ରଙ୍ଗର ପର୍ବ ହୋଲି

ରାୟଗଡ଼ା ଅଫିସ, ୨୯।୩: କରୋନା ପାଇଁ ରାୟଗଡ଼ାରେ ଚଳିତ ବର୍ଷର ହୋଲି ସାମାନ୍ୟ ପିକା ପଡ଼ିଯାଇଛି। ଲୋକେ ବିଶେଷଭାବେ ରଙ୍ଗ ଖେଳି ନ ଥିବା ନଜରକୁ ଆସିଛି। ସୂଚନ ଅନୁଯାୟୀ, ରାୟଗଡ଼ା ଜିଲା ପ୍ରଶାସନ କୋଭିଡ୍‌କୁ ଦୃଷ୍ଟିରେ ରଖି ଚଳିତ ବର୍ଷର…

ନାଚଗୀତରେ ପାଳିଲେ ହୋଲି

ଗଞ୍ଜାମ, ୨୯।୩(ଡି.ଏନ୍‌.ଏ.): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ରଙ୍ଗର ପର୍ବ ହୋଲି ସୋମବାର ପାଳନ ହୋଇଯାଇଛି। ଏହି ଅବସରରେ ପୁଇଁତୋଳା ବାରିକିସାହି, ବଡ଼ସାହି ଓ ସାନସାହି ଯୁବକମାନେ ଗୀତର ତାଳେତାଳେ ନାଚୁଥିବା ଦେଖିବାକୁ ମିଳିଥିଲା। ଦିନ ବାରଟା ପରେ ହୋଲି…

ଦଣ୍ଡକାଳୀଙ୍କ ୧୮ଦିନିଆ ଦଣ୍ଡଯାତ୍ରା ଆରମ୍ଭ

ବୁଗୁଡ଼ା ୨୯।୩ (ଡି.ଏନ୍‌ .ଏ.): ଜିଲା ପ୍ରଶାସନ ଜାରି କରିଥିବା କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ, ବୁଗୁଡ଼ା ବ୍ଲକ ଅଧୀନ ଭାମଶ୍ୟାଳି ଗ୍ରାମର ମା’ ଦଣ୍ଡକାଳୀଙ୍କ ୧୮ଦିନିଆ ଦଣ୍ଡଯାତ୍ରା ରବିବାର ଆରମ୍ଭ ହୋଇଛି। ସ୍ପଳ୍ପ ମାନସିକଧାରୀ ଦଣ୍ଡୁଆଙ୍କୁ ନେଇ ଏହି ଯାତ୍ରା ଆରମ୍ଭ…

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଜବତ

ନନ୍ଦପୁର,୨୯।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ନନ୍ଦପୁର ଥାନା ଥୁବା ପଞ୍ଚାୟତ ପରଟା ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଗାଁ ନିକଟ ରେଳ ଧାରଣାରୁ ମିଳିଛି। ମୃତକ ହେଲେ ପରଟା ଗାଁର ଗିରିଧର ଗୋଲରୀ। ମୃତଦେହ ରେଳଧାରଣା ନିକଟରେ ପଡ଼ିଥିବା ଦେଖି ଗ୍ରାମବାସୀ ପୋଲିସକୁ…

ମହିଳାଙ୍କ ଠାରୁ ସୁନା ଚେନ୍‌ ଛଡ଼ାଇନେଲେ ଦୁର୍ବୃତ୍ତ, ଛୁରାମାଡ଼ରେ ଜଣେ ଗୁରୁତର

ବାଲେଶ୍ୱର ଅଫିସ,୨୯।୩: ବାଲେଶ୍ୱର ସହର ସିନେମା ଛକ ନିକଟସ୍ଥ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ସମ୍ମୁଖରେ ଜଣେ ମହିଳା ସୋମବାର ପ୍ରାତଃ ଭ୍ରମଣ ପାଇଁ ଆସିଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କ ବେକରୁ ସୁନାହାର ଛଡ଼େଇ ନେଇ ପଳାଇଥିଲେ। ମହିଳାଜଣଙ୍କ ପାଟି…

କେମିକାଲ ମିଶା ରଙ୍ଗ ବିକି ଦୋକାନୀ ଗିରଫ

ବାଲେଶ୍ୱର ଅଫିସ,୨୯।୩: କୀଟନାଶକ ମିଶା ରଙ୍ଗ ବିକ୍ରି ଅଭିଯୋଗରେ ବାଲେଶ୍ୱର ଜିଲା ସହଦେବ ଖୁଣ୍ଟା ଥାନା ପୋଲିସ ସୋମବାର ଜଣେ ଦୋକାନୀଙ୍କୁ ଗିରଫ କରିଛି। ସୂଚନା ଯୋଗ୍ୟ, ଜଣେ ଯୁବକଙ୍କ ମୁହଁରେ କେମିକାଲ ମିଶା ରଙ୍ଗ ଲାଗିବାରୁ ଅସହ୍ୟ ଯନ୍ତ୍ରଣା ଅନୁଭବ…

କଟକଣାରେ ଚାଲିଛି ହୋଲି ଖେଳ

ଖୋର୍ଦ୍ଧା ଅଫିସ,୨୯।୩: ରଙ୍ଗର ପର୍ବ ହୋଲି। ସହରଠୁ ପୁରପଲ୍ଲୀ ଯାଏ ସବୁଠି ଉତ୍ସବର ମାହୋଲ। କୋଭିଡ କଟକଣା ହୋଲିକୁ ରଙ୍ଗହୀନ କରଦେଇଛି। ସହରଠୁ ଗାଁ ସବୁଠି ରାସ୍ତାଘାଟ ଖାଁ ଖାଁ। ଲୋକେ ପରିବାର ସହ ହୋଲି ପାଳୁଥିବା ଦେଖିବାକୁ ମିଳିଛି। ବର୍ଷକୁ…

କୋଭିଡ୍‌ ଗାଇଡ୍‌ଲାଇନ୍‌ ସହ ଶେଷ ହେଲା ନୂଆଗୁଡ଼ା ଫଗୁ ମହୋତ୍ସବ

ଜୁନାଗଡ଼,୨୯।୩(ଡିଏନଏ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରେ ଗତ କିଛି ଦିନ ହେଲା ଚାଲିଥିବା ଫଗୁମହୋତ୍ସବ ସୋମବାର ହୋଲି ଉତ୍ସବ ସହ ଶେଷ ହୋଇଯାଇଛି। କରୋନା ପ୍ରଭାବ ଯୋଗୁ ଏଥର ଏହା ଫିକା ପଡ଼ିଥିବା ଦେଖିବାକୁ ମିଳିଛି। ଲୋକଙ୍କ ସୁରକ୍ଷାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?