ଆମ ଜିଲା ଖବର

ଜମିବାଡ଼ି ପାଇଁ ହତ୍ୟା, ମା’-ଭାଉଜ ଗୁରୁତର

ଭଦ୍ରକ ଅଫିସ, ୧୭।୩: ପୂର୍ବଶତ୍ରୁତା ଓ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ଅର୍ଣ୍ଣପାଳ ପଞ୍ଚାୟତ ରାଜମୁକୁନ୍ଦପୁର ଗାଁ ରାଜୁଆଳିବିନ୍ଧା ବେହେରାସାହିରେ ବୁଧବାର ପୂର୍ବାହ୍ନରେ…

ଶ୍ରମିକଙ୍କୁ ହତ୍ୟା; ମିଳୁନି ସ୍ତ୍ରୀ ପିଲାଛୁଆଙ୍କ ପତ୍ତା

ଅତାବିରା,୧୭।୩: ବରଗଡ଼ ଜିଲା ଅତାବିରା ଥନା ସିଂହପାଲି ଗ୍ରାମର ଏକ ବନ୍ଦ କୋଠରୀରେ ଜଣେ ଶ୍ରମିକଙ୍କ ମୃତଦେହ ପଡ଼ିଛି। ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ଜଣାପଡ଼ି ନାହିଁ। ସେ ଛତିଶଗଡ଼ର ମୂଳ ବାସିନ୍ଦା ଏବଂ ତାଙ୍କ ଡାକନାମ ମୁନିରାମ ବୋଲି ସ୍ଥାନୀୟ ଲୋକେ…

ଭୋଜି ଲୋଭ ଦେଖାଇ ବ୍ୟବସାୟୀଙ୍କୁ ହତ୍ୟା

ମଦନପୁର/ରିଷିଡ଼ା, ୧୭।୩: କଳାହାଣ୍ଡି ଜିଲା ମ.ରାମପୁର ଥାନା ଅଧୀନ ମଦନପୁର ଆଶ୍ରମ ସ୍କୁଲ ଛକ ନିକଟରେ ବୁଧବାର ଯୁବକଙ୍କ ରକ୍ତାକ୍ତ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ରିଷିଡା ଗ୍ରାମର ଯୁବ ବ୍ୟବସାୟୀ ରୁପେଶ ଅଗ୍ରଓ୍ବାଲ(୩୬)। ମୃତକଙ୍କ ବଡଭାଇ ନରେଶ…

ଚାଷୀ ଜୀବିତ ଥିଲାବେଳେ ପଚାରିଲେନି କେହି, ମଲାପରେ ଦରଦ ଦେଖାଉଛି ପ୍ରଶାସନ

ସମ୍ବଲପୁର,୧୭ା୩(ବ୍ୟୁରୋ): ରାଜ୍ୟରେ ଧାନର ଅଭାବୀ ବିକ୍ରି ଓ ଚାଷୀ ସମସ୍ୟା ନେଇ ବିଧାନସଭାଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଉଛି। ଏପରି ସମୟରେ ସମ୍ବଲପୁର ଜିଲା କତରବଗା ଥାନା କୁସୁମଡିହି ଗ୍ରାମର ଚାଷୀ ଦାମୋଦର ବଗର୍ତ୍ତିଙ୍କ ଆତ୍ମହତ୍ୟା ଘଟଣା ଚର୍ଚ୍ଚାର…

ପେଟ୍ରୋଲ ପମ୍ପ୍‌ କର୍ମଚାରୀଙ୍କଠାରୁ ୭ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଜେନାପୁର,୧୭।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ କାନ୍ତପଡ଼ା ଛକ ନିକଟସ୍ଥ ନୀଳାଞ୍ଚଳ ପେଟ୍ରୋଲ ପମ୍ପ କର୍ମଚାରୀଠାରୁ ୭ ଲକ୍ଷ ୫୫ ହଜାର ଟଙ୍କା ଓ ୧ଲକ୍ଷ ୬୪ ହଜାର ଚେକ୍‌ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ…

ବିଭିନ୍ନ ଦାବି ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ଆନନ୍ଦପୁର,୧୭।୩(ସ୍ବ.ପ୍ର.): ଘସିପୁରା ବ୍ଲକ କଂଗ୍ରେସ ପକ୍ଷରୁ ବୁଧବାର ଘସିପୁରା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆନନ୍ଦପୁର ପୌରପରିଷଦ ଶୈଲଙ୍ଗସ୍ଥିତ କଂଗ୍ରେସ କାର୍ଯ୍ୟାଳୟରୁ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରାରେ ବାହାରି ଘସିପୁରା ବ୍ଲକ ସମ୍ମୁଖରେ ପହଞ୍ଚି ରାଜ୍ୟ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ…

ପିପିଲି ଉପନିର୍ବାଚନ: ଅଧିକ ୭୫ ବୁଥ୍‌, କୋଭିଡ୍‌ କଟକଣାରେ ହେବ ନିର୍ବାଚନ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ପିପିଲି ଉପନିର୍ବାଚନରେ ମତଦାନ କେନ୍ଦ୍ରସଂଖ୍ୟା ବଢ଼ିବ। ପୂର୍ବରୁ ୨୭୧ଟି ବୁଥ୍‌ ଥିଲା। ଏବେ ଏହାକୁ ବୃଦ୍ଧି କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ଅତିରିକ୍ତ ଭାବେ ୭୫ଟି ସହାୟକ ବୁଥ୍‌ କରାଯାଉଛି ବୋଲି…

ଗଞ୍ଜାମରେ ଝାମୁ ଯାତ୍ରା ଶୁଭାରମ୍ଭ: ୨୩ରୁ ନିଆଁରେ ଚାଲିବେ ମାନସିକଧାରୀ

ଞ୍ଜାମ,୧୭।୩(ଡି.ଏନ୍‌.ଏ.): ଆବାହନ କାଳରୁ ହୋଇ ଆସୁଥିବା ତେଲୁଗୁ ସମ୍ପ୍ରଦାୟ ଦେବୀ ମା’ ଏଲଏମାଙ୍କ ଝାମୁ ଯାତ୍ରା ମଙ୍ଗଳବାର ଆରମ୍ଭ ହୋଇଛି । ଗଞ୍ଜାମସ୍ଥିତ ଷୋହଳ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ଙ୍କ ମନ୍ଦିରରେ ଏହି ଯାତ୍ରା ଅନୁଷ୍ଟିତ ହୁଏ। ବର୍ତ୍ତମାନ…

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ସାଇକେଲ ରାଲି

ବଲାଙ୍ଗୀର ଅଫିସ,୧୭।୩: ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ବଲାଙ୍ଗୀର ପକ୍ଷରୁ ବୁଧବାର ସାଇକେଲ ଶୋଭାଯାତ୍ରା ଆୟୋଜନ ହୋଇଛି। ସ୍ଥାନୀୟ ଗାନ୍ଧୀ ଭବନ ସମ୍ମୁଖରୁ ଆରମ୍ଭ ହୋଇଥିବା ସଚେତନତା ସାଇକେଲ ରାଲିକୁ ପ୍ରଫେସର ମଧୁସୂଦନ ପତି ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ।…

ବନ୍ଧୁକ,ଭୁଜାଲି ଦେଖାଇ ୨୧ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ସୋନପୁର,୧୭।୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବାଘଲପୁର-ବିଶିପଡ଼ା ରାସ୍ତାରେ ବୁଧବାର ପୂର୍ବାହ୍ନରେ ବନ୍ଧୁକ ଓ ଭୁଜାଲି ଦେଖାଇ ୬ ଦୁର୍ବୃତ୍ତ ୨୧ ଲକ୍ଷ ଲୁଟି ନେଇଛନ୍ତି। ରାଇଟର ସେଫ ଗାଡର ଏକ୍‌ଜିକ୍ୟୁଟିଭ୍‌ ଏଟିଏମଓ ସୁଧାଂଶୁ ପଧାନ ଓ ସୁନୀଲ ମହାରଣା ବ୍ୟାଙ୍କ ଅଫ ବରୋଦା…

ଯୁବକଙ୍କୁ ଗୁଳିମାଡ଼; ୩ ଗିରଫ, ବନ୍ଧୁକ ଜବତ

ବ୍ରହ୍ମପୁର ଅଫିସ, ୧୭।୩: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ସିଂ ଧୋବା ସାହିରେ ମଙ୍ଗଳବାର ମଧ୍ୟରାତିରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ପୋଲିସ ଏହି ଘଟଣାରେ ବୁଧବାର ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଖୋଡାସିଂ…

ପକେଟରେ ଥିବା ସ୍ମାର୍ଟଫୋନ ହଠାତ୍‌ ଫାଟିଗଲା, ଯୁବକ ଗୁରୁତ଼ର

କେନ୍ଦୁଝର,୧୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା କାଶିପୁର ଗ୍ରାମରେ ଏକ ଅଘଟଣ ଘଟିଛି। ଗ୍ରାମର ଜଣେ ଯୁବକ ପକେଟରେ ସ୍ମାର୍ଟଫୋନ ରଖିଥିବା ବେଳେ ତାହା ହଠାତ୍‌ ଫାଟିଯାଇଛି। ଫଳରେ ସେ ଗୁରୁତ଼ର ହୋଇଛନ୍ତି। ଚିକିତ୍ସା ପାଇଁ ତ଼ାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚ଼ିକିତ୍ସାଳୟରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?