ଜିଲା ମୁଖ୍ୟାଳୟ ଛାଡ଼ି ବାହାରେ ରହୁଛନ୍ତି ସରକାରୀ କର୍ମଚାରୀ
ଜଗତ୍ସିଂହପୁର ଅଫିସ,୧୬।୪: ଜଗତ୍ସିଂହପୁର ଜିଲାରେ ବିଶେଷକରି ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ଅନେକେ କଟକ, ଭୁବନେଶ୍ୱରରେ ରହୁଛନ୍ତି। ଏଥିଯୋଗୁ ସ୍ଥାନୀୟ ଲୋକେ ବହୁ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧିକାରୀ ଓ କର୍ମଚାରୀମାନେ ମୁଖ୍ୟାଳୟରେ ନ ରହି କୌଣସି…
ଆମ୍ବରେ ଜହର
କେନ୍ଦ୍ରାପଡ଼ା ଅଫିସ, ୧୬। ୪: ଖରାର ପ୍ରକୋପ ବଢ଼ିଲାଣି। ପାଚିଲା ଆମ୍ବ ବଜାରକୁ ଆସିଲାଣି। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଏବେ ଆମ୍ବର ପସରା। ବିଭିନ୍ନ ପ୍ରକାର ଆମ୍ବକୁ ଦୋକାନରେ ସଜାଇ ବ୍ୟବସାୟୀମାନେ ଗ୍ରାହକଙ୍କ ଆକୃଷ୍ଟ କରୁଛନ୍ତି। ଧୀରେ ଧୀରେ ବ୍ୟବସାୟ…
ଆଜି ଛତିଶା ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା
ପୁରୀ ଅଫିସ,୧୬।୪: ପୁରୀରେ ସଂକ୍ରମଣ ବଢ଼ିବା ପରେ ସହରରେ କୋଭିଡ୍ କଟକଣା ବଢ଼ିଛି। ୧୦ଦିନିଆ ଏନଫୋର୍ସମେଣ୍ଟ ଡ୍ରାଇଭ୍ରେ ପୁରୀ ସହର ଚିତ୍ର ବଦଳିଲାଣି। ପୋଲିସ ପ୍ରତି ଛକରେ ମାସ୍କ ଚେକିଂ କରୁଛି। ଶନିବାରଠାରୁ ପୁରୀରେ ନାଇଟ କର୍ଫ୍ୟୁ ଲାଗିବା ନେଇ ଯୋଜନା…
ପାଇପ୍ଲାଇନ ବିଛା କାର୍ଯ୍ୟରେ ଅନିୟମିତତା
ନିମାପଡ଼ା,୧୬।୪(ଡି.ଏନ୍.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ କଳାପାଞ୍ଚଣ ପଞ୍ଚାୟତର ମାଧିବରହମପୁର ଗ୍ରାମଠାରୁ ଉମାମହେଶ୍ୱରପୁର ଗ୍ରାମ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପଲାଇନ ସଂଯୋଗ କାର୍ଯ୍ୟ ଚାଲିଛି। ପଞ୍ଚାୟତ ପକ୍ଷରୁ ୬ଲକ୍ଷ ଟଙ୍କା ଆର୍ଥିକ ଅନୁଦାନରେ ୪ଶହରୁ ଊର୍ଦ୍ଧ୍ୱ ମିଟରର ପାଇପଲାଇନ ବିଛା…
ମ୍ୟାଙ୍ଗୋ ହବ୍ ପରିତ୍ୟକ୍ତ
ଢେଙ୍କାନାଳ ଅଫିସ, ୧୬।୪ ଜାତୀୟସ୍ତରରେ ସୁନାମ ଅର୍ଜିଛି ଢେଙ୍କାନାଳର ଆମ୍ବ। ବିଦେଶରେ ମଧ୍ୟ ଏହାର ଆଦର କିଛି କମ୍ ନୁହେଁ। ଜିଲାର ଆମ୍ବ ଚାଷୀ ଏବଂ ଆମ୍ବ ବ୍ୟବସାୟକୁ ପ୍ରୋତ୍ସାହିତ କରିବାକୁ ସଦର ବ୍ଲକ ଗୋବିନ୍ଦପୁରଠାରେ ପ୍ରତିଷ୍ଠା ହୋଇଥିଲା ପନିପରିବା ବିପଣନ…
ମେଧାବୀଙ୍କ ମନ ଊଣା
ଅନୁଗୋଳ ଅଫିସ, ୧୬।୪ ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇଥାନ୍ତା ମାଟ୍ରିକ ପରୀକ୍ଷା। ଏଥିପାଇଁ ଗତ ଜାନୁୟାରୀରୁ ଜୋର ଧରିଥିଲା ପ୍ରସ୍ତୁତି। ସ୍କୁଲରେ ଶହେ ଦିନିଆ ପାଠପଢ଼ା ଟାର୍ଗେଟ୍ ସହ ଦଶମ ଶ୍ରେଣୀର ସବୁ ଛାତ୍ରୀଛାତ୍ରଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ…
ମେ ୧୫ ଯାଏ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ମନା
ନୂଆଦିଲ୍ଲୀ, ୧୬।୪(ପି.ଟି.):ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସମେତ କେନ୍ଦ୍ରୀୟ ସଂରକ୍ଷଣରେ ଥିବା ତଥା ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍ଆଇ) ଅଧୀନରେ ଆସୁଥିବା ସମସ୍ତ ଐତିହ୍ୟ ସ୍ଥଳ ଓ ସଂଗ୍ରହାଳୟଗୁଡ଼ିକୁ ମେ’ ୧୫…
ବଳାତ୍କାର ପରେ ନାବାଳିକା ୬ ମାସର ଗର୍ଭବତୀ
ଝାରସୁଗୁଡ଼ା ଅଫିସ,୧୫।୪: ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଝାରସୁଗୁଡ଼ା ଜିଲା ବଡମାଲ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ବଡମାଲ ଥାନା ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସିଡିପିଓ ସୁପ୍ରଭା ମହାପାତ୍ରଙ୍କ ଅଭିଯୋଗ ମୁତାବକ…
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ: ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ନିଲମ୍ବିତ
ଦେବଗଡ଼,୧୫।୪: ଦେବଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଓଟିଇଟି (ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ) ପରୀକ୍ଷା ବେଳେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁରୁବାର କେନ୍ଦ୍ର ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) କୁମୁଦ ବନ୍ଧୁ ପୃଷ୍ଟିଙ୍କୁ ଜିଲା…
ଘରୁ ମୟୁର ଜବତ କଲା ବନ ବିଭାଗ
ଭବାନୀପାଟଣା,୧୫।୪: କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ କର୍ମଚାରୀ ଗୁରୁବାର କଲମପୁର ଅଞ୍ଚଳର ସନ୍ତୋଷ ଅଗ୍ରୱାଲଙ୍କ ଘରେ ଚଢାଉ କରି ଏକ ମୟୁର ଉଦ୍ଧାର କରାଯାଇଛି। ସନ୍ତୋଷ ମୟରୁକୁ ଘରେ ରଖିଥିବା ନେଇ ବନବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଫରେଷ୍ଟ ଆକ୍ଟ ଅନୁଯାୟୀ…
ସେବାୟତଙ୍କୁ କରୋନା: ୩ ଦିନ ସାଧାରଣ ଦର୍ଶନ ବନ୍ଦ
ଆରଡ଼ି,୧୫।୪: ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ସକାଳ ୮ଟାରୁ ୩ ଦିନ ପାଇଁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଘୋଷଣା କରାଯାଇଛି। ସେବାୟତମାନେ ଯଥାରୀତି…
ମାସ୍କ ଚେକିଂ ବେଳେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ
ଭଦ୍ରକ ଅଫିସ,୧୫।୪: ମାସ୍କ ଚେକିଂ ବେଳେ ଗୁରୁବାର ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ୩ ବ୍ରାଉନସୁଗାର ବେପାରୀ। ପୋଲିସ ଗିରଫ ବେପାରିଙ୍କଠାରୁ ୧୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ…

