ଆମ ଜିଲା ଖବର

୫ ବର୍ଷର ଶିଶୁ ଉପରେ ମାଡ଼ିଗଲା ଟ୍ରକ, ଉତ୍ତ୍ୟେକ୍ତ ଜନତାଙ୍କ ରାସ୍ତାରୋକୋ

ପୁରୁଷୋତ୍ତମପୁର,୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର କୁମାରୀଠାରେ ଗଙ୍ଗାଧର ପାଣିଗ୍ରାହୀଙ୍କ ଶିଶୁପୁତ୍ର ଗୋପାଳ ପାଣିଗ୍ରାହୀ(୫ବର୍ଷ)ରାସ୍ତା ପାର ହେଉଥିବା ବେଳେ ଏକ ଟ୍ରକ ଦ୍ରୁତ ଗତିରେ ଆସି ଚାପି ତାଙ୍କୁ ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତ୍ୟେକ୍ତ…

ଆୟକର ଅଫିସର ପରିଚୟ ଦେଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ଝାରସୁଗୁଡ଼ା ଅଫିସ,୪।୪: ନିଜକୁ ଆୟକର ବିଭାଗର ଜଣେ ଅଧିକାରୀ ବୋଲି ପରିଚୟ ଦେଇ ଗତ ମଙ୍ଗଳବାର ଝାରସୁଗୁଡ଼ା ସହରର ଏକ ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିବା ଜଣାପଡିଛି। ଏ ନେଇ ଦୋକାନ ମାଲିକ…

ଗଛରେ ପିଟିହେଲା କୁକୁଡ଼ା ବୋଝେଇ ଭ୍ୟାନ: ଡ୍ରାଇଭର ମୃତ, ହେଲପର ଗୁରୁତର

ଠାକୁରମୁଣ୍ଡା,୪।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ଚାଇଁବାଇଁସି ପେଟ୍ରୋଲ ପମ୍ପ ନିକଟରେ ରବିବାର ସକାଳେ ଏକ କୁକୁଡ଼ା ବୋଝେଇ ପିକଅପ୍‌ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଶାଳ ଗଛରେ ପିଟି ହେବାରୁ ଭ୍ୟାନ ଭିତରେ ଚାପି ହୋଇ…

କରୋନାର ସଙ୍ଗିନ ସ୍ଥିତି : ଝାରସୁଗୁଡ଼ା ଜିଲାର ୧୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଝାରସୁଗୁଡ଼ା ଅଫିସ, ୪।୪: ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଝାରସୁଗୁଡ଼ା ଜିଲାରେ ଏହାର ପ୍ରଭାବ ଦେଖାଦେଇଛି । ଶନିବାର ଜିଲାରେ ୧୭ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏହି…

ଜୋରଦାର ହେଉଛି ତ୍ରିମୁଖୀ ପ୍ରଚାର

ପିପିଲି, ୪।୪(ସ୍ବ.ପ୍ର.): ପିପିଲିରେ ଚାଲିଛି ଜୋରଦାର ପ୍ରଚାର। ବିଜେଡି ଗଡ଼କୁ ଦଖଲ କରିବା ପାଇଁ ଜୋର ଲଗାଇଛନ୍ତି ବିରୋଧୀ ଭାଜପା ଓ କଂଗ୍ରେସ। ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି। ପିପିଲିରେ ପରିବର୍ତ୍ତନ ପାଇଁ ଭାଜପା ଆହ୍ବାନ ଦେଇଥିବାବେଳେ ଗଡ଼ ଫେରି…

ବିନା ଭକ୍ତରେ ହେବ ସାଗରସ୍ନାନ ଯାତ୍ରା

ସାକ୍ଷୀଗୋପାଳ,୪।୪(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳର ଅନ୍ୟତମ ପ୍ରସିଦ୍ଧ ମେଳା ସାଗରସ୍ନାନ ଯାତ୍ରା ଚଳିତବର୍ଷ କୋଭିଡ୍‌ କଟକଣା ପାଇଁ ବିନାଭକ୍ତରେ ଅନୁଷ୍ଠିତ ହେବ। ଏ ନେଇ ସ୍ଥାନୀୟ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରରେ ଶନିବାର ବସିଥିବା ପ୍ରଶାସନିକ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ…

ପିପିଲି ଲଢ଼େଇରେ ୧୦ ପ୍ରାର୍ଥୀ, ୧୦୨ ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ

ପୁରୀ ଅଫିସ,୪।୪: ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ୨ଜଣ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ସେମାନେ ହେଲେ ଦୀପକ କୁମାର ଦାସ ଓ ସମ୍ବିତ ପଟ୍ଟନାୟକ। ଶନିବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ପୂର୍ବରୁ ୩ଜଣଙ୍କ ପ୍ରାର୍ଥତ୍ପତ୍ର ନାକଚ…

ଚିକିତ୍ସା ପରିବର୍ତ୍ତେ ରୋଗୀଙ୍କୁ ରେଫର

ଅନୁଗୋଳ ଅଫିସ, ୪ା୪: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ଭିତ୍ତିଭୂମି ରହିଛି। ସେଥିପାଇଁ ଜିଲାର ବିଭିନ୍ନ ପ୍ରାଥମିକ, ଗୋଷ୍ଠୀ ଓ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରୁ ରୋଗୀଙ୍କୁ ଏଠାକୁ ପଠାଯାଉଛି। ଏପରି କି ପଡ଼ୋଶୀ ଜିଲାଗୁଡ଼ିକରୁ ମଧ୍ୟ ବହୁ ରୋଗୀ…

ସକ୍ରିୟ ହେଲେଣି ଶିକାରୀ

ଢେଙ୍କାନାଳ ଅଫିସ, ୪।୪: ତମାମ ଯୋଜନା, ଆବଶ୍ୟକ ପଦକ୍ଷେପ ସତ୍ତ୍ୱେ ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟ ଶିକାରୀ ମୁକ୍ତ ହୋଇପାରୁନାହିଁ। ଜୀବଜନ୍ତୁଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ପରିଚିତ ଏହି ସଂରକ୍ଷିତ ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ ବନ ବିଭାଗର ମୁଣ୍ଡବ୍ୟଥା ବଢ଼ାଇଛି। ଶୁକ୍ରବାର…

ଅନ୍ଧାର କୋଠରୀରେ ୧୦ ବର୍ଷ

ସୋର,୪।୪(ଡି.ଏନ.ଏ.)-ଗୋଟିଏ ଘରେ ରହିବା, ଖାଇବା ସହ ସେହିଠାରେ ଶୌଚ। ଫ୍ୟାନ ବୁଲିବା ତ ଦୂରର କଥା, ଲାଇଟ୍‌ ମଧ୍ୟ ଲାଗିନି। ଏମିତି ୧୦ ବର୍ଷ ହେଲା ଅନ୍ଧାର କୋଠରୀରେ ରହିଆସୁଛନ୍ତି ନିରାକାର ସାହୁ। ନିରାକାରଙ୍କ ଘର ସୋର ବ୍ଲକ ଅଧୀନ ନଦିଗାଁ…

ସୁରକ୍ଷା ଖୋଜୁଛି ଶାଳ ଜଙ୍ଗଲ

କେନ୍ଦୁଝର,୪।୪(ସ୍ବ.ପ୍ର.)- କେନ୍ଦୁଝର ଜିଲାରେ ଗତ ଏକ ଦଶନ୍ଧି ହେଲା ଦ୍ରୁତ ଜଙ୍ଗଲ କ୍ଷୟ ଯୋଗୁ ବ୍ୟାପକ ଶାଳ ଜଙ୍ଗଲ ନଷ୍ଟ ହୋଇଗଲାଣି। ପ୍ରାକୃତିକ ପରିବେଶରେ ଆପେ ଆପେ ଗଛ ଉଠୁଥିବା ଶାଳ ଜଙ୍ଗଲର ବିକଳ୍ପ ନାହିଁ। ଅର୍ଥାତ ଏହି ଗଛ ପ୍ରସ୍ତୁତ…

ଲିଭୁନି ଶିମିଳିପାଳ ନିଆଁ

ବାରିପଦା ଅଫିସ,୪।୪: ଶିମିଳିପାଳରେ ଦିନରାତି ନିଆଁ ଜଳୁଛି। ସବୁଜ ସୁନ୍ଦର ଏହି ଅଭୟାରଣ୍ୟକୁ ଗ୍ରାସ କରିଚାଲିଛି ବାନାଗ୍ନି। ସରୀସୃପଠାରୁ ଆରମ୍ଭ କରି ବନ୍ୟଜନ୍ତୁମାନେ ନିଆଁ ଯୋଗୁ ବେଶ୍‌ ପ୍ରଭାବିତ ହୋଇଛନ୍ତି। ଗତ ୪ ଦିନ ହେଲା ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?