ଆମ ଜିଲା ଖବର

କେନ୍ଦୁଝରରେ ବିକ୍ରି ହେଉନି କେନ୍ଦୁ

କେନ୍ଦୁଝର, ୧୮ା୪(ସ୍ବ.ପ୍ର): ବଣପାହାଡ଼ ଘେରା କେନ୍ଦୁଝର ଜିଲାର ଅନ୍ୟତମ ମୁଖ୍ୟ ପାହାଡିଆ ଫଳ ମଧ୍ୟରେ କେନ୍ଦୁର ସ୍ଥାନ ନିଆରା। ଏହି ସୁସ୍ବାଦୁ ଫଳ କେନ୍ଦୁଝର ଜିଲାର ନାମକୁ ସାର୍ଥକ କରୁଛି। ଖରା ଦିନରେ ଜିଲାର ବିଭିନ୍ନ ଜଙ୍ଗଲ ପାହାଡ଼ିଆ ଅଞ୍ଚଳ ତଥା…

ଲୁଟ୍‌ ହେଉଛି ଲଘୁଖଣିଜ ଦ୍ରବ୍ୟ

ବାରିପଦା ଅଫିସ,୧୮।୪-ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଞ୍ଚଳରେ ଲଘୁ ଖଣିଜ ପଦାର୍ଥ ଲୁଟ୍‌ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ଜାଲ ପରମିଟ୍‌ କିମ୍ବା ବେଆଇନ ଗଚ୍ଛିତ କରି ମାଫିଆମାନେ ଖଣିଜ ଚାଲାଣ କରୁଥିବା ବେଳେ ରାଜସ୍ବ ବିଭାଗ ନୀରବଦ୍ରଷ୍ଟା ସାଜିଛି।…

ଠିକ୍‌ କରୁନି ଠିକା ସଂସ୍ଥା

ଅନୁଗୋଳ ଅଫିସ, ୧୮।୪: ଅନୁଗୋଳ ସହରକୁ ସ୍ବଚ୍ଛ, ସୁନ୍ଦର କରିବା ଉପରେ ଜିଲା ପ୍ରଶାସନ ଓ ପୌରପାଳିକା ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ନୂଆକରି ସଫେଇ ଠିକା ନେଇଥିବା ଏକ ଠିକା ସଂସ୍ଥା ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବାରୁ…

ଟ୍ରକ୍‌ ‌ କଣ୍ଟେନରରେ ମହିଳାଙ୍କୁ ୨୧ ଦିନ ରଖି ବଳାତ୍କାର

ନୟାଗଡ଼ ଅଫିସ,୧୭।୪: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଖୁଲୁଡା ବଜାରରୁ ଜଣେ ବିବାହିତା ମହିଳାଙ୍କୁ ଅପହରଣ କରାଯାଇ ଏକ ଟ୍ରକ୍‌ କଣ୍ଟେନରରେ ୨୧ ଦିନ ଧରି ରଖାଯାଇଥିଲା। ଏହି ସମୟ ମଧ୍ୟରେ ତାଙ୍କୁ ୪ ଥର ବଳାତ୍କାର କରାଯାଇଥିବା ନୟାଗଡ଼…

ହାଇଦରଙ୍କୁ ମହଙ୍ଗା ପଡିଲା ଯୁବତୀଙ୍କ ପ୍ରେମ

କେନ୍ଦ୍ରାପଡ଼ା ଅଫିସ, ୧୭ା୪- ୫୮ ବର୍ଷୀୟ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଶେଖ ହାଇଦରଙ୍କ ସହ କେନ୍ଦ୍ରାପଡ଼ା ବଡ଼ ମୂଳବସନ୍ତର ଜଣେ ଯୁବତୀଙ୍କ ପ୍ରେମ ମହଙ୍ଗା ପଡ଼ିଛି। ଏସ୍‌ସିବିରୁ ଚମ୍ପଟ ମାରିବା ପରେ ହାଇଦର ତାଙ୍କର ଯେଉଁ ତିନି ପ୍ରେମିକାଙ୍କ ସହ ମୋବାଇଲ୍‌ରେ କଥା…

ଶିକାର କରି ଭୟରେ ଖାଇ ପାରିଲେନି ମାଂସ

ନାକଟିଦେଉଳ,୧୭ା୪: ନାକଟିଦେଉଳ ବନାଞ୍ଚଳ ଅଧୀନ ମୁଷାକାନୀ ଗ୍ରାମରୁ ଶନିବାର ଏକ ହରିଣର ମୃତଦେହ ଜବତ ହୋଇଛି। ସକାଳେ ଗାଁ ଲୋକେ ରକ୍ତାକ୍ତ ଅବସ୍ଥାରେ ହରିଣ ପଡ଼ିଥିବା ଦେଖି ନାକଟିଦେଉଳ ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟର ଓ ଅନ୍ୟ କର୍ମଚାରୀ ପହଞ୍ଚତ୍…

ପୁଅ ଅଜିତଙ୍କ ପଛରେ ଚାଲିଗଲେ ମା’

ପୁରୀ ଅଫିସ,୧୭।୪: ପିପିଲି ଉପନିର୍ବାଚନ ପୂର୍ବରୁ ଗତ ୧୪ ତାରିଖରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା। ଏହାର ଦିନ କେଇଟା ପରେ ତାଙ୍କ ମା’ କ୍ଷେତ୍ରମଣିଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। ତେବେ ସେ ମଧ୍ୟ…

ମରଣାନ୍ତକ ଆକ୍ରମଣ କରି ଲୁଟ୍‌: ୨ ଅଭିଯୁକ୍ତ ଗିରଫ

ବଡ଼ବିଲ,୧୭।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ମାଟକାମବେଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଶୁକ୍ରବାର ମରଣାନ୍ତକ ଆକ୍ରମଣ କରି ୪ ହଜାର ଟଙ୍କା ଓ ମୋବାଇଲ ଲୁଟ୍‌ ଘଟଣାରେ ପୋଲିସ ଶନିବାର ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ…

ଜୁନାଗଡରେ ଶଟ୍‌ଡାଉନର ପ୍ରଭାବ: ରାସ୍ତାଘାଟ ଖାଁ ଖାଁ

ଜୁନାଗଡ,୧୭।୪(ଡି.ଏନ୍‌.ଏ.): ମହମାରୀ କରୋନା ସଂକ୍ରମଣ ଦିନକୁ ଦିନକୁ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲାର ସହରାଞ୍ଚଳରେ ସପ୍ତାହର ଶନିବାର ଓ ରବିବାର ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏହି ୧୦ଟି ଜିଲା ମଧ୍ୟରେ କଳାହାଣ୍ଡି ମଧ୍ୟ ରହିଛି। ଜିଲାର…

ଏବେ ପୁଣି ଖୋଜା ପଡ଼ିଲାଣି ବେଡ୍‌ ଆଉ ତକିଆ

ମାଲକାନଗିରି,୧୭।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ପ୍ରତି ପଞ୍ଚାୟତରେ ଗତବର୍ଷ ଠିକ୍‌ ଏହି ଦିନରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବା ସହ ପୌରପରିଷଦ, ମ୍ୟୁନିସିପାଲିଟି ଅଞ୍ଚଳରେ ଅଧିକରୁ ଅଧିକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲା। ସେଠାରେ ରୋଗୀମାନଙ୍କ ପାଇଁ ବେଡ୍‌, ଚଦର, ତକିଆ, ବାଲ୍‌ଟି, ପାଣି…

ମାଲକାନଗିରିରେ ଶଟ୍‌ଡାଉନ୍‌ର ପ୍ରଭାବ: ରାସ୍ତାଘାଟ ଜନଶୂନ୍ୟ

ମାଲକାନଗିରି,୧୭।୪(ଡି.ଏନ୍‌.ଏ.): କରୋନା ମହାମାରୀର ଦ୍ୱିତୀୟ ଲହର ଆଜି ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିବା ସହ ଏହାକୁ କିପରି ରୋକାଯାଇପାରିବ ସେଥିପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଜନସାଧାରଣଙ୍କୁ…

ଭୟଙ୍କର ରୂପ ନେଉଛି କରୋନା: ଗଜପତି ଜିଲାପାଳ ଜାରିକଲେ କଟକଣା

ପାରଳାଖେମୁଣ୍ଡି,୧୭।୪(ଡି.ଏନ୍‌.ଏ.): ଭୟଙ୍କର ରୂପ ନେଉଛି କରୋନା। ଦେଶ ତଥା ରାଜ୍ୟରେ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ପୁଣି ଗଜପତି ଜିଲାରେ ୬୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ପଜିଟିଭ୍‌ ସଂଖ୍ୟା ମୋଟ ୪୨୭୨ରେ ପହଞ୍ଚିଛି। ମୁକାବିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?