ଗାଁ ମୁହାଁ ବନ୍ୟଜନ୍ତୁ: ବଗିଚାକୁ ପଶି ଆସିଲା ହରିଣ
ପାଟଣା,୧୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ା ସାଉଥ୍ ବିଟ ତାଳପଦା ଗ୍ରାମ ପ୍ରଧାନସାହିର ଜଣଙ୍କ ବଗିଚାରୁ ରବିବାର ସକାଳୁ ଏକ ମାଈ ହରିଣ ଛୁଆ ଉଦ୍ଧାର ହୋଇଛି। ଗ୍ରାମର ରାଇଚରଣ ମହାନ୍ତଙ୍କ ବଗିଚାକୁ ହରିଣଟି ପଶି ଆସିଥିଲା।…
ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍ ପଡ଼ିଛି ଭିତରକନିକା
କେନ୍ଦ୍ରାପଡ଼ା ଅଫିସ, ୧୮ା୪: ବିଶ୍ୱ ଐତିହ୍ୟ ତାଲିକାରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଧୀନ ଜାତୀୟ ଉଦ୍ୟାନ ଭିତରକନିକାକୁ ଯୋଡ଼ିବା ପାଇଁ ୟୁନେସ୍କୋ ପକ୍ଷରୁ ୨୦୧୬ରେ ଉଦ୍ୟମ ଆରମ୍ଭ ହୋଇଥିଲା । ଏକ ଟିମ୍ ଏଥିପାଇଁ ଅନୁଧ୍ୟାନ କରିଥିଲେ । ତେବେ…
ମିନି ଷ୍ଟାଡିୟମ କାମ ଆଗଉନି, ସାଧାରଣରେ ଅସନ୍ତୋଷ
କୋଣାର୍କ, ୧୮।୪ (ଡି.ଏନ୍.ଏ): କୋଣାର୍କ ଏନ୍ଏସି ଅଧୀନ ଭଗବତୀ ମହାବିଦ୍ୟାଳୟ ପରିସରରେ ମିନି ଷ୍ଟାଡିୟମ ନିିର୍ମାଣରେ ଅହେତୁକ ବିଳମ୍ବ ଘଟୁଛି। ଏଥିଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ଛାତ୍ରୀଛାତ୍ରମାନେ ଖେଳାଖେଳି କରିବା ପାଇଁ ପୂର୍ବତନ…
ସିଦ୍ଧେଶ୍ୱର ମନ୍ଦିର ନିକଟରୁ ପୁଣି ଶିବଲିଙ୍ଗ ଉଦ୍ଧାର
ଯାଜପୁର ଟାଉନ,୧୮ା୪(ଡି.ଏନ.ଏ.): ଯାଜପୁର ଜିଲା ଅନ୍ତର୍ଗତ ବୈତରଣୀ ନଦୀ ଅବବାହିକାର ସିଦ୍ଧେଶ୍ୱର ଘାଟରୁ ଶନିବାର ପୁଣି ୫ଫୁଟ ଲମ୍ବର ଏକ ମୁଗୁନିପଥର ନିର୍ମିତ ଶିବଲିଙ୍ଗ ଉଦ୍ଧାର କରାଯାଇଛି। ଉଦ୍ଧାର ଶିବଲିଙ୍ଗଙ୍କୁ ସ୍ଥାନୀୟ ଲୋକେ ସିଦ୍ଧେଶ୍ୱର ମନ୍ଦିରରେ ରଖି ପୂଜାର୍ଚ୍ଚନା କରୁଛନ୍ତି। ବାଲି…
କରୋନାରେ ନାଟ୍ୟକାର ବଟରାଜ ଦେବ ଗୋସ୍ବାମୀ ଓ ସ୍ତ୍ରୀଙ୍କ ଦେହାନ୍ତ
ପୁରୀ ଅଫିସ, ୧୮ା୪: ସୁପରିଚିତ ନାଟ୍ୟକାର, ଅଭିନେତା ତଥା ନିର୍ଦ୍ଦେଶକ ବଟରାଜ ଦେବ ଗୋସ୍ବାମୀ ଓ ତାଙ୍କ ସହଧର୍ମିଣୀ ରାଧାମଣି ଗୋସ୍ବାମୀଙ୍କର ଶନିବାର କରୋନାରେ ଜୀବନ ଯାଇଛି। ମୃତ୍ୟୁବେଳକୁ ବଟରାଜଙ୍କୁ ୭୩ବର୍ଷ ବୟସ ହୋଇଥିଲା। ଏହି ଦମ୍ପତି କରୋନାରେ ଆକ୍ରାନ୍ତ ହେବା…
ବେଆଇନ କଳାପଥର ଖନନର ତଦନ୍ତ କରିବ ଭିଜିଲାନ୍ସ
ଯାଜପୁର ଅଫିସ,୧୮ା୪: ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଛାଖଣ୍ଡି ପାହାଡ଼ରେ ଚାଲିଥିବା ବେଆଇନ କଳାପଥର ଖନନର ତଦନ୍ତ ପାଇଁ ଭିଜିଲାନ୍ସକୁ ଲୋକାୟୁକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ଲୋକାୟୁକ୍ତ ୧୨/୨୦୨୧ ନମ୍ବର ମାମଲା ଉପରେ ଗତ ୧୨ ତାରିଖରେ ଶୁଣାଣି କରି ଲୋକାୟୁକ୍ତ…
ରାଉରକେଲା ସ୍ମାର୍ଟ ସିଟିରେ କରୋନା ଆତଙ୍କ
ରାଉରକେଲା ଅଫିସ୍, ୧୮।୪: ରାଉରକେଲା ସ୍ମାର୍ଟ ସିଟିରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। କରୋନାର ଭୟାବହତାକୁ ଆଖି ଆଗରେ ରଖି ଶନିବାରଠାରୁ ସହରରେ ସପ୍ତାହାନ୍ତ ସଟ୍ଡାଉନ୍ କରାଯାଇଛି। ସଟ୍ଡାଉନ ଯୋଗୁ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ରାଉରକେଲା ଏସ୍ପି…
ସ୍ତ୍ରୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ ସାଜନ୍
ଢେଙ୍କାନାଳ ଅଫିସ, ୧୯।୪: ସ୍ତ୍ରୀଙ୍କୁ ଜନ୍ମଦିନରେ ଉପହାର ସ୍ବରୂପ ମିଳିଛି ୫ ଏକର ଜାଗା। ତେବେ ପୃଥିବୀରେ ନୁହେଁ, ବରଂ ଜହ୍ନରେ କିଣାଯାଇଛି ଏହି ଜମି। ଏଭଳି ଏକ ନିଆରା ଉପହାର ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ଢେଙ୍କାନାଳ ସହର କାରିଗରସାହି…
ଖଇରାରେ ପଜିଟିଭ୍, ମାର୍କୋଣାରେ ନେଗେଟିଭ୍
ଖଇରା,୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକରେ କରୋନା ପରୀକ୍ଷାକୁ ନେଇ ଲୋକଙ୍କ ମନରେ ସଂଶୟ ଦେଖାଦେଇଛି ା ଗୋଟେ ପରୀକ୍ଷାରେ ପଜିଟିଭ ବାହାରୁଥିବା ବେଳେ ଅନ୍ୟ ସ୍ଥାନରେ କରାଯାଉଥିବା ପରୀକ୍ଷାରେ ନେଗେଟିଭ ବାହାରୁଥିବାରୁ ଲୋକେ ଦ୍ୱନ୍ଦ୍ୱରେ ରହୁଛନ୍ତି। ମାଖନପୁର ଗ୍ରାମରେ ଏଭଳି ଘଟଣା…
ଆଇନଜୀବୀଙ୍କୁ ଆକ୍ରମଣ ଘଟଣା: ୩ ଗିରଫ
ବାଲେଶ୍ୱର ଅଫିସ, ୧୮।୪-ବାଲେଶ୍ୱର କଚେରୀ ପରିସର ବାର୍ ଅଫିସ ସମ୍ମୁଖରେ ଶୁକ୍ରବାର ଆଇନଜୀବୀମାନଙ୍କୁ କେତେକ ଦୁର୍ବୃତ୍ତ ଦୁର୍ବ୍ୟବହାର କରିବା ଏବଂ ବନ୍ଧୁକ, ଭୁଜାଲି ଓ ବୋମା ଦେଖାଇ ଧମକ ଦେଇଥିଲେ। ଏନେଇ ଆଇନ୍ଜୀବୀ ଭବେନ୍ଦୁ ଶେଖର ଉପାଧ୍ୟାୟଙ୍କ ଲିଖିତ ଅଭିଯୋଗ ଅନୁଯାୟୀ…
କଲେଜ ଆଗରୁ ତମ୍ବା ନାଗ ଉଦ୍ଧାର
ସଜନାଗଡ଼,୧୮।୪(ଡି.ଏନ.ଏ.)-ନୀଳଗିରି କଲେଜ ସମ୍ମୁଖରେ ଶନିବାର ଅପରାହ୍ନରେ ଏକ ୫ଫୁଟ ଲମ୍ବର ତମ୍ବା ନାଗ ବୁଲୁଥିବାର ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ। ଏନେଇ ସାପ ଧରାଳୀଙ୍କୁ ଲୋକେ ଖବର ଦେଇଥିଲେ। ସାପ ଧରାଳୀ ଶୁକ ବେହେରା ଘଟଣାସ୍ଥଳରେ ପହଞ୍ଚତ୍ ତମ୍ବାନାଗକୁ ଉଦ୍ଧାର…
୩ ମାସ ହେଲା ଜଳ ସଙ୍କଟରେ ୩୫ ପରିବାର
ଜଳେଶ୍ୱର, ୧୮।୪(ଡି.ଏନ.ଏ.)-ଦୀର୍ଘମାସ ଧରି ବର୍ଷା ନ ଥିବାରୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ରାଇବଣିଆ ପଞ୍ଚାୟତରେ ଜଳକଷ୍ଟ ଦେଖାଦେଇଛି ା ଭୂତଳ ଜଳସ୍ତର ୧୦୦ଫୁଟ ତଳକୁ ଖସି ଯାଇଥିବାରୁ ପାହାଡିଆ ରାଇବଣିଆ ଅଞ୍ଚଳରେ ଜଳସଙ୍କଟ ସୃଷ୍ଟି ହୋଇଛି ା ରାଇବଣିଆ…

