ଆମ ଜିଲା ଖବର

କରୋନା ଛଡ଼ାଇ ନେଉଛି କର୍ମନିଯୁକ୍ତି

କେନ୍ଦ୍ରାପଡ଼ା ଅଫିସ,ର,୭।୫: କେନ୍ଦ୍ରାପଡ଼ା ଜିଲାକୁ କରୋନା ସଂକ୍ରମଣ ବେକାବୁ କରୁଛି। ପ୍ରତିଦିନ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପ୍ରବାସୀ ଘରକୁ ଫେରୁଛନ୍ତି। ରୋଜଗାର ନ ଥିବାରୁ ଜିଲାବାସୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେଉଛି। ପ୍ରାୟ ୧୬ ଲକ୍ଷରୁ ଅଧିକ ଲୋକସଂଖ୍ୟା…

ଦାଉ ସାଧୁଛି ପାରାଦୀପ ଶିଳ୍ପାଞ୍ଚଳର ନିର୍ଗତ ବିଷାକ୍ତ ଗ୍ୟାସ୍‌: ମହାକାଳପଡ଼ା ଲୋକେ ଅଣନିଃଶ୍ୱାସୀ

ମହାକାଳପଡ଼ା,୭।୫(ଡି.ଏନ୍‌.ଏ.): ବାୟୁ ମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଉଛି। ଅମ୍ଳଯାନ ସ୍ତର ହ୍ରାସ ପାଇବା ଦ୍ୱାରା ଜୀବଜଗତ ଉପରେ ପ୍ରଭାବ ପକାଉଛି। କେନ୍ଦ୍ରାପଡ଼ା ଜିଲା ଅଧୀନ ଉପକୂଳ ଅଞ୍ଚଳର ମହାକାଳପଡ଼ା ଆକାଶର ବାୟୁରେ ମିଶୁଛି କାରଖାନାର ନିର୍ଗତ ବିଷାକ୍ତ ଗ୍ୟାସ ଓ ସୁଉଚ୍ଚ…

ଟେଣ୍ଡର ଫିକ୍ସିଂ ନେଇ ଚର୍ଚ୍ଚା

ଯାଜପୁର ଅଫିସ,୭।୫: ଯାଜପୁର ଜିଲାର ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ପାଇଁ ବିଭିନ୍ନ ପ୍ରଭାବଶାଳୀ କମ୍ପାନୀ ପକ୍ଷରୁ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ଏହି ପ୍ରଭାବଶାଳୀ କମ୍ପାନୀ ଓ କେତେଜଣ ରାଜନୈତିକ ବ୍ୟକ୍ତିଙ୍କ ଚାପରେ ସରକାରଙ୍କ ସବୁ ନୀତିନିୟମ ଉଲ୍ଲଂଘନ କରାଯାଉଛି।…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌: ରାଜ୍ୟରେ ଗୋପ ବ୍ଲକ ପ୍ରଥମ

ଗୋପ,୭।୫(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ରାଜ୍ୟରେ ପୁରୀ ଜିଲାର ଗୋପ ବ୍ଲକ ପ୍ରଥମ ସ୍ଥାନ ଅଧିକାର କରିଛି। ଏଥିଯୋଗୁ ଗୁରୁବାର ବିଡିିଓ ଦୀପ୍ତିରାଣୀ ଦାସ, କନିଷ୍ଠ ଯନ୍ତ୍ରୀ ପ୍ରଦୀପ ବେଶ୍ରା, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ…

ପାଣି ପାଇଁ ହଇରାଣ ୪୦୦ ପରିବାର

କାକଟପୁର,୭।୫(ଡି.ଏନ୍‌.ଏ.): କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ଚାରିଗାଁରେ ପାନୀୟଜଳ ସଙ୍କଟ ସୃଷ୍ଟି ହୋଇଛି। କୁରୁଜଙ୍ଗ ପଞ୍ଚାୟତର ବାମରା, କୁରୁମ, ପାଟ୍ଟଶାଣୀପୁର ଓ ଆଢୁଆଳ ଗ୍ରାମକୁ ନେଇ ନାମିତ ଚାରିଗାଁରେ ଦୀର୍ଘବର୍ଷ ଧରି ପାନୀୟଜଳ ସମସ୍ୟା ଲାଗିରହିଛି। ଏହି ଗ୍ରାମଗୁଡ଼ିକରେ ଥିବା…

ଟିକା ନ ନେଇ ଆସୁଛି ମେସେଜ: କର୍ତ୍ତୃପକ୍ଷ କହିଲେ ଆମର କିଛି ଭୁଲ୍‌ ନାହିଁ

ପୁରୀ ଅଫିସ,୭।୫: ପୁରୀ ଜିଲାରେ କୋଭିଡ୍‌ ଟିକାକରଣରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଗୋଟିଏ ପଟେ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ବିଳମ୍ବ ଘଟୁଛି। ଅନ୍ୟପଟେ ଜନସାଧାରଣ ଟିକା ପାଉ ନ ଥିବା ଅଭିଯୋଗ ହେଉଛି। ଗୁରୁବାର ପ୍ରଶାସନର ଅବହେଳା ପଦାରେ ପଡ଼ିଛି।…

୧୪ ଦିନରେ ଗଲାଣି ୬୩୫୪.୭୪୨ ଟନ୍‌ ଅକ୍ସିଜେନ୍‌

କଟକ ଅଫିସ,୭।୫: କରୋନା ସଂକ୍ରମଣ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍‌ ଅଭାବ ଦେଖାଦେଇଛି। ଏଭଳି ସ୍ଥିତିରେ ସାରା ଦେଶକୁ ମେଡିକାଲ ଅକ୍ସିଜେନ୍‌ ଯୋଗାଇଛି ଓଡ଼ିଶା। ୧୪ ଦିନ ମଧ୍ୟରେ ଅନୁଗୋଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲାରୁ ୩୪୫ଟି ଟ୍ୟାଙ୍କରରେ…

ବିବାହ ଉତ୍ସବରେ କୋଭିଡ୍‌ ନିୟମ ଉଲ୍ଲଂଘନ: ୩୦ ହଜାର ଜରିମାନା

ଭଣ୍ଡାରିପୋଖରୀ,୭।୫(ଡି.ଏନ.ଏ)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ରହଣିଆ ପଞ୍ଚାୟତ ପୁରସ୍ତମପୁର ଗ୍ରାମରେ ଏକ ବିବାହ ଉତ୍ସବରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଗ୍ରାମର ବିଦ୍ୟାଧର ସାମଲଙ୍କ ଝିଅ ବାହାଘର ଭୋଜି…

ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ସଂକ୍ରମିତ

ବାସୁଦେବପୁର/ପଦ୍ମପୁର,୭।୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ତୃତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ବିଧାୟକଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ କରୋନା ଆକ୍ରାନ୍ତ ହୋଇ ହୋମ୍‌ ଆଇସୋଲେଶନରେ ଅଛନ୍ତି। ବିଧାୟକଙ୍କ ପ୍ରତିନିଧି ଅସିତ୍‌ କୁମାର ଦାସ ସୋସିଆଲ…

ଅନିଶ୍ଚିତତାରେ ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କ ଭବିଷ୍ୟତ

କପ୍ତିପଦା,୭।୫(ଡି଼.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତର ଢିପାସାହିରେ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ବଣପାହାଡ଼ ଘେରା ଶିମିଳିପାଳ ପାଦ ଦେଶରେ ଅବସ୍ଥିତ ଏହି…

ଅକ୍ସିଜେନ ମ୍ୟାନ ମୁନା

କେନ୍ଦୁଝର, ୭।୫ (ସ୍ବ.ପ୍ର.): କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶରେ ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଛି। ମେଡିକାଲ ଭିତ୍ତିଭୂମି ଥିଲେ ମଧ୍ୟ ଅକ୍ସିଜେନ ଅଭାବ ସମସ୍ୟାକୁ ଜଟିଳ କରିଦେଉଛି। ଯେଉଁଥିପାଇଁ ବହୁ କରୋନା ଅକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି। ସେଥିଲାଗି ସରକାରଙ୍କ…

ପ୍ରକଳ୍ପ ଥାଇ ମିଳୁନି ପାଣି

ବଇଣ୍ଡା,୭ା୫(ଡି.ଏନ.ଏ.) ଗ୍ରାମାଞ୍ଚଳର ଲୋକଙ୍କୁ ପାଇପ୍‌ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପ୍ରକଳ୍ପମାନ ନିର୍ମାଣ କରୁଛନ୍ତି। ଏଥିପାଇଁ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଆବଶ୍ୟକ ରକ୍ଷାଣାବେକ୍ଷଣ କରାଯାଉ ନାହିଁ। ଫଳରେ କିଛିବର୍ଷ ପରେ ଅନେକ ଅଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?