ଆମ ଜିଲା ଖବର

କୋଭିଡ ଡ୍ୟୁଟି ପାଇଁ ଯିବା ବେଳେ ଡାକ୍ତରୀ ଛାତ୍ରଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ

ନୟାଗଡ଼ ଅଫିସ/ଦଶପଲ୍ଲା, ୮।୫,(ଡି.ଏନ୍‌. ଏ.): କୋଭିଡ ଡ୍ୟୁଟି ପାଇଁ କଟକ ଏସ୍‌ସିବିରୁ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ବସ ଶୁକ୍ରବାର ବିଳମ୍ବତ ରାତିରେ ନୟାଗଡ଼ ଜିଲାରେ ଦୁର୍ଘଟଣା ଘଟିଛି। କଟକରୁ କେତେକ ମେଡିକାଲ ଛାତ୍ରୀଛାତ୍ରଙ୍କୁ ନେଇ ରାଜ୍ୟ…

କରୋନାରେ ଖବରଦାତା ପ୍ରଦୀପ ସାହୁଙ୍କ ଦେହାନ୍ତ

ବ୍ରହ୍ମପୁର ଅଫିସ, ୮।୫: ବ୍ରହ୍ମପୁରରେ ଦୈନିକ ଖବରକାଗଜ ‘ସମ୍ବାଦ’ରେ ଗଞ୍ଜାମ ଜିଲା ପ୍ରତିନିଧି ଭାବେ କାର୍ଯ୍ୟରତ ପ୍ରଦୀପ କିଶୋର ସାହୁ (୪୩)ଙ୍କ ଶୁକ୍ରବାର ପୂର୍ବାହ୍ନରେ ଦେହାନ୍ତ ହୋଇଛି। ସେ କରୋନା ଆକ୍ରାନ୍ତ ହୋଇ କନିଷିସ୍ଥିତ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ।…

ଭୋଜି ବନ୍ଦ ପାଇଁ ଯାଇଥିବା ତହସିଲଦାରଙ୍କୁ ଆକ୍ରମଣ

ଆର.ଉଦୟଗିରି,୮।୫(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ଥାନା ଛେଳିଗଡ଼ ଗ୍ରାମ ଖ୍ରୀଷ୍ଟିଆନ ସାହିରେ ଶୁକ୍ରବାର କୋଭିଡ୍‌ ନିୟମ ଉଲ୍ଲଂଘନ କରି ଏକ ବାହାଘର ଭୋଜି ଚାଲିଥିଲା। ଖବରପାଇ ଆର୍‌. ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ବନ୍ଦ କରିବାକୁ ଯାଇଥିବା ବେଳେ ତାଙ୍କୁ ଆକ୍ରମଣ…

ଅଚାନକ ବ୍ରହ୍ମପୁର ଗସ୍ତରେ ପୋଲିସ ଡିଜି

ବ୍ରହ୍ମପୁର ଅଫିସ,୮।୫: ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜି) ଅଭୟ ଶନିବାର ବ୍ରହ୍ମପୁର ଅଚାନକ ଗସ୍ତରେ ଆସିଛନ୍ତି। ବ୍ରହ୍ମପୁର ଏସ୍‌ପି ଓ ଗଞ୍ଜାମ ଏସ୍‌ପିଙ୍କୁ ନେଇ କରୋନାର ସଠିକ ମୁକାବିଲା…

ବେଆଇନ ଟେଷ୍ଟିଂ: ପାଥୋଲାବ୍‌ ସିଲ୍‌, ମାଲିକ ଗିରଫ

ପୁରୀ ଅଫିସ/କାକଟପୁର, ୮।୫(ଡି.ଏନ୍‌.ଏ): କାକଟପୁରରେ ବେଆଇନ ଭାବେ କୋଭିଡ୍‌ ଟେଷ୍ଟ କରାଯାଇ ରିପୋର୍ଟ ଦେବା ଅଭିଯୋଗରେ ମା’ ପାଥୋଲାବକୁ ଶୁକ୍ରବାର ପୋଲିସ ସିଲ୍‌ କରିବା ସହ ମାଲିକଙ୍କୁ ଗିରଫ କରିଛି। ଦୁଇଟି ଟେଷ୍ଟିଂ କିଟ୍‌ ସମେତ ଜାଲ୍‌ କୋଭିଡ୍‌ ରିପୋର୍ଟ ଜବତ…

ଯୁବତୀଙ୍କୁ ଗଣ ବଳାତ୍କାର: ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍‌

ଝାରସୁଗୁଡ଼ା ଅଫିସ,୮।୫: ଝାରସୁଗୁଡ଼ା ବସ୍‌ଷ୍ଟାଣ୍ଡ ଆଖପାଖ ଅଞ୍ଚଳ ରେଲଓ୍ବେ ପୋଲିସ ଓ ଓଡ଼ିଶା ପୋଲିସ ଅଧୀନରେ ରହିଛି। ଅନେକ ସମୟରେ ଉଭୟ ପୋଲିସ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ଉକ୍ତ ଅଞ୍ଚଳରେ ଅପରାଧୀମାନେ ଅସାମାଜିକ କାର୍ଯ୍ୟ ଘଟାଇ ଚାଲିଛନ୍ତି। ଏଠାରେ…

ଅଛୁଆଁ ହେଲେ କରୋନା ରୋଗୀ

ଢେଙ୍କାନାଳ ଅଫିସ,୮।୫: କରୋନା ସଂକ୍ରମିତ ବୋଲି କେହି ପାଖ ମାଡ଼ିଲେନି। ଜୀବନ ଭୟରେ ଲୁଚିଲେ କୋଭିଡ୍‌ ଯୋଦ୍ଧା। ବହୁକଷ୍ଟରେ ହସ୍ପିଟାଲ ଯାଏ ଆସିଥିଲେ ହେଁ ଶଯ୍ୟା ପର୍ଯ୍ୟନ୍ତ ନେବାକୁ ପହଞ୍ଚତ୍ଲାନି କାହାରି ସହାୟତାର ହାତ। ଫଳରେ ଛଟପଟ ହୋଇ ଚାଲିଗଲା ଜଣେ…

ଆକ୍ରାନ୍ତ ବୃଦ୍ଧଙ୍କ ଆତ୍ମହତ୍ୟା ପରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ସ୍ତ୍ରୀ

ବିଜେପୁର,୭।୫: ବରଗଡ଼ ଜିଲା ବିଜେପୁର ଥାନା ଅଧୀନ ସାତବନ୍ଧ ଗ୍ରାମରେ ଶୁକ୍ରବାର କରୋନା ଆକ୍ରାନ୍ତ ଜଣେ ବୃଦ୍ଧ ମାନସିକ ଭାରସାମ୍ୟ ହରାଇ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଅର୍ଜୁନ ମେହେର (୬୫)। ମିଳିଥିବା ସୂଚନା ମୁତାବକ ସାତବନ୍ଧ ଗ୍ରାମର…

ଗାଁ ପାଖରେ ବୁଲୁଛି ଗୋଠଛଡ଼ା ଦନ୍ତା

ପାଟଣା, ୭।୫: କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ଗୁରୁବାର ବିଳମ୍ବିତ ରାତିରେ ଏକ ଗୋଠଛଡ଼ା ଦନ୍ତା ହାତୀ ପଶିଆସିଛି। ହାତୀଟି ଶୁକ୍ରବାର ସକାଳେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଶବ ବ୍ୟବଚ୍ଛେଦ କେନ୍ଦ୍ର ପର୍ଯ୍ୟନ୍ତ ଆସିଥିଲା। ପରେ ପାଟଣା ଇଲେକ୍ଟ୍ରି ସେକ୍ସନ ଅଫିସ…

ଭେଣ୍ଟିଲେଟର ପାଇଁ ୧ ଟଙ୍କା

ବରଗଡ଼ ଅଫିସ୍‌,୭।୫: ବରଗଡ଼ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୦୦ ଭେଣ୍ଟିଲେଟର ସମେତ ଆଇସିୟୁ ଶଯ୍ୟାର ଶୁଭାରମ୍ଭ କରିଛନ୍ତି । ଉଦ୍‌ଘାଟନୀ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଗରିବ ଲୋକଙ୍କୁ ଶସ୍ତାରେ ଚିକିତ୍ସା ସେବା ଯୋଗାଇ ଦେବାକୁ…

ଯୁବତୀଙ୍କୁ ଗଣବଳାତ୍କାର: ଭିଡିଓ ଭାଇରାଲ୍‌

ଝାରସୁଗୁଡ଼ା ଅଫିସ୍‌,୭।୫: ଝାରସୁଗୁଡ଼ାରେ ପୁଣି ଲଜ୍ଜା । ଏକ ପରିତ୍ୟକ୍ତ କୋଠାରେ ଜଣେ ଯୁବତୀଙ୍କୁ ଗଣବଳତ୍କାର କରାଯାଇଛି। ବର୍ତ୍ତମାନ ଏହାର ଏକ ଭିଡିଓ ସୋସିଆଲ ମେଡିଆରେ ଭାଇରାଲ୍‌ ହୋଇଛି। ଲକ୍‌ଡାଉନ୍‌ ସମୟରେ ପୋଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ହେଲେ…

ଦୁର୍ଘଟଣାର ୨୦ ଘଣ୍ଟା ପରେ ଉଠିଲା ମୃତଦେହ

ବାଲିଶଙ୍କରା, ୭ା୫ : ସୁନ୍ଦରଗଡ଼ ଜିଲା କିଞ୍ଜିରକେଲା ଥାନା ଅଧୀନ ତିଲଡେଗା ଗ୍ରାମ ବଣ୍ଡେଡୁଙ୍ଗୁରି ନିକଟରେ ଏକ ୧୪ ଚକିଆ ହାଇଓ୍ବା ଗୁରୁବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାର ୧୦ ଫୁଟ୍‌ ତଳକୁ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଜନ୍ମେଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?