ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲେ, ଅଧା ରାସ୍ତାରୁ ଝାମ୍ପି ନେଲେ

ଟିଟିଲାଗଡ଼,୩୧।୭(ଡି.ଏନ.ଏ): କିଛିଦିନର ନୀରବତା ପରେ ଶନିବାର ଲୁଟେରା ଆପାଚି ଗ୍ୟାଙ୍ଗ ଟିଟିଲାଗଡ ଅଞ୍ଚଳରେ ଲୁଟ୍‌ପାଟ୍‌ କରିଛନ୍ତି। ସହରର ଯୁବ ଠିକାଦାର ମହେଶ ଅଗ୍ରୱାଲଙ୍କ ଦୁଇଜଣ କର୍ମଚାରୀଙ୍କଠାରୁ ସେମାନେ ୨ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଖବର ପାଇ ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହା, ଏସଆଇ ଆଶୁତୋଷ ସାମଲ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନାରୁ ପ୍ରକାଶ ଯେ, ମହେଶଙ୍କ ଦୁଇ କର୍ମଚାରୀ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରୁ ୨ ଲକ୍ଷ ଟଙ୍କା ଉଠାଇ ଏକ ଗାଡିରେ ଫେରୁଥିଲେ। ହଟଲି ଛକ ନିକଟରେ ୨ ଜଣ ଲୁଟେରା ଏକ ଆପାଚି ବାଇକ୍‌ରେ ଆସି ପଛରେ ବସିଥିବା କର୍ମଚାରୀଙ୍କ ହାତରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଲୁଟ ଘଟଣା ସିସିଟିଭିରେ କଏଦ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜମିରେ ସ୍ଥାୟୀ ଭାବେ ରହିବାରୁ ସଂଘର୍ଷ

କୃଷ୍ଣପ୍ରସାଦ, ୮।୧୧(ଡି.ଏନ୍‌.ଏ): କୃଷ୍ଣପ୍ରସାଦ ବ୍ଲକ ଅଧୀନ ଚିଲିକା ମଧ୍ୟରେ ଥିବା ବ୍ରହ୍ମପୁର ଗ୍ରାମରେ ୩୦ ଦଳିତ ପରିବାର ସ୍ଥାୟୀ ଭାବେ ରହୁଥିଲେ। ମିଳିଥିବା ସୂଚନା ଅନୁସାରେ...

ବଜ୍ରପାତରେ ଦୁଇ ମୃତ, ଦୁଇ ଗୁରୁତର

ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ପଦ୍ମପୁରରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।...

ଜଙ୍ଗଲ ନିଆଁ ଲିଭାଇଲେ ଥାନା ଆଇଆଇସି

ଖଡିଆଳ,୩୧।୩: ନୂଆପଡ଼ା ଜିଲା ଖଡିଆଳ ବ୍ଲକ ବରଗାଁ ସ୍ଥିତ ଚକା ଜଙ୍ଗଲରେ କିଛି ବ୍ୟକ୍ତି ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ଖଡିଆଳ ଆଇଆଇସି କୈଳାଶ...

ହତ୍ୟା ଅଭିଯୁକ୍ତ ୩ ବର୍ଷ ପରେ ଗିରଫ

ନୟାଗଡ଼ ଅଫିସ,୨୧ା୧୦: ୩ ବର୍ଷ ତଳେ ହତ୍ୟାକାଣ୍ଡ ଘଟାଇ ଫେରାର ଥିବା ଜଣେ ଯୁବକଙ୍କୁ ଟାଉନ ଥାନା ପୋଲିସ ଶନିବାର ଗିରଫ କରିଛି। ସେ ହେଲେ...

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନଓ୍ବାଡି କର୍ମୀଙ୍କ ବିକ୍ଷୋଭ

ବଲାଙ୍ଗୀର ଅଫିସ,୭ା୪: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍‌ ଓଡ଼ିଶା ଅଙ୍ଗନଓ୍ବାଡି ମହିଳା ଓ୍ବାର୍କର୍ସ ଆସୋସିଏଶନର ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ...

ମିଲ୍‌ରୁ ୪.୫ ଲକ୍ଷ ଟଙ୍କାର କାଜୁ ଚୋରି ଘଟଣାରେ ୨ ଗିରଫ

ନବରଙ୍ଗପୁର,୪।୪(ବି.ପ୍ର.): କାଜୁ ମିଲ୍‌ରୁ ଲକ୍ଷାଧିକ ଟଙ୍କାର କାଜୁ ଚୋରିକରି ପୋଲିସ ହାତରେ ଧରାପଡ଼ିଛନ୍ତି ୨ ଯୁବକ। ଅଭିଯୁକ୍ତମାନେ ହେଲେ ବିଜରାଗୁଡ଼ା ଗ୍ରାମର ନରହରି ଭତରା ଏବଂ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଗଞ୍ଜାମ ପୁଇଁତୋଳାର ଭୂପେଶ

ଗଞ୍ଜାମ,୧୨ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ପୁଇଁତୋଳା ଗ୍ରାମର ଭୂପେଶ କୁମାର ପଲାଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ୨୦୦ ବୈଷୟିକ ପ୍ରମାଣପତ୍ର ପାଇ ୨୦୨୧ ପାଇଁ ଇଣ୍ଡିଆ...

ଇକୋ ସେନି୍ସଟିଭ୍‌ ଜୋନ ନାଁରେ ଉଚ୍ଛେଦକୁ ବିରୋଧ: ୨୮୫ ଗାଁ ବାସିନ୍ଦାଙ୍କ ବିକ୍ଷୋଭ ଶୋଭାଯାତ୍ରା

ବାରିପଦା ଅଫିସ,୧୮ା୧୦- ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଞ୍ଚଳରୁ ୨୮୫ ଗ୍ରାମର ଆଦିବାସୀ ମୂଳବାସିନ୍ଦାମାନଙ୍କୁ ଇକୋ-ସେନ୍ସିଟିଭ୍‌ ଜୋନ ବାହାନାରେ ଉଚ୍ଛେଦ କରିବା ଯୋଜନାକୁ ବିରୋଧ କରାଯାଇଛି। ଏଥିନେଇ...

Advertisement
Archives

Model This Week