ଢାବା ମାଲିକାଣୀଙ୍କୁ ଗୁଳି କରି ହତ୍ୟା

ନୂଆପଡ଼ା ଅଫିସ, ୩୧।୭: ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଡୁଆଝର ଗାଁରେ ଗୁଳିକାଣ୍ଡ ଘଟିଛି। ଶନିବାର ରାତିରେ ବିଭୀଷଣ ମେହେରଙ୍କ ଢାବାରେ ତାଙ୍କର ସ୍ତ୍ରୀ ବାସନ୍ତୀ ମେହେର(୪୭)ଙ୍କ ଉପରକୁ କେହି ଦୁର୍ବୃତ୍ତ ଗୁଳି ଚଳାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ବାସନ୍ତୀ ତାଙ୍କ ଝିଅଙ୍କୁ ଝାରସୁଗୁଡ଼ା ଜିଲାରେ ବିବାହ କରିଛନ୍ତି। ସେମାନଙ୍କ ମଧ୍ୟରେ ସମ୍ପର୍କ ଠିକ ରହୁ ନ ଥିଲା। ତାଙ୍କ ଜ୍ୱାଇଁ ମଝିରେ ମଝିରେ ପାଟି ତୁଣ୍ଡ କରି ଗୁଳିକରି ମାରିଦେବି ବୋଲି ଧମକ ଦେଉଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ନ ହେଲେ କେହି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳି କରିଥିବା ସନ୍ଦେହ କରାଯାଉଛି  । ହେଲେ ପ୍ରକୃତ କାରଣ ଜଣାପଡିନାହିଁ  । ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ-ଲୁଙ୍ଗି ପିନ୍ଧି ଗାଡ଼ି ଚଳାଇଲେ କଟିବ ଚାଲାଣ? ଜାଣନ୍ତୁ ଟ୍ରାଫିକ୍‌ ନିୟମ

ନୂଆଦିଲ୍‌ଲୀ,୪।୫: ଗାଡ଼ି ଚଲାଇବା ସମୟରେ ପ୍ରାୟତଃ ଲୋକମାନେ ପରସ୍ପରକୁ ଚେତାଇ ଦେଇ କୁହନ୍ତି ଯେ ଚପଲ ପିନ୍ଧି ଗାଡ଼ି ଚଲାଅ ନାହିଁ, ପୋଲିସ ଚାଲାଣ କାଟିଦେବ! ଆପଣ…

ମୁଜାଫରପୁର ହସ୍ପିଟାଲରେ ଅଗ୍ନିକାଣ୍ଡ; ଅନେକ ରୋଗୀଙ୍କ ଜୀବନ ବଞ୍ଚାଇଲେ ୯୫ ବର୍ଷୀା ବୃଦ୍ଧା, ବଖାଣିଲେ ଲୋମଟାଙ୍କୁରା ଘଟଣା

ପାଟନା,୪।୬: ମୁଜାଫରପୁରର ପ୍ରସାଦ ହସ୍ପିଟାଲରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟି ଚାରି ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।…

ଏବେ ଅସଲ ଖେଳ: ମମତାଙ୍କ ଦଳରେ ଲାଗିଥିବା ନିଆଁ ସଂସଦରେ ବଦଳାଇଦେବ ସମୀକରଣ, ଖୁସିରେ ଗଦ୍‌ଗଦ୍‌ ହେଲା ଭାଜପା

ନୂଆଦିଲ୍ଲୀ, ୪।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଦମନମୂଳକ ପରାଜୟ ପରେ, ତୃଣମୂଳ କଂଗ୍ରେସ (TMC) ଭିତରେ ଅସନ୍ତୋଷ ପତନ ଦ୍ୱାରରେ ପହଞ୍ଚିଛି। ଟିଏମସି ଭିତରେ…

ଫସିଗଲେ ମମତା, ଦଳରେ ବିଦ୍ରୋହ ଭିତରେ ଋତବ୍ରତ ପୁଣି ଖେଲିଲେ ବଡ଼ ଗେମ୍‌, ଆଗକୁ…

କୋଲକାତା,୪।୬: ବଙ୍ଗାଳ ବିଧାନସଭା ନିର୍ୱାଚନରେ ପରାଜୟ ପରେ ଟିଏମସି (TMC) ଏବେ ତା’ର ସବୁଠାରୁ ବଡ଼ ଆଭ୍ୟନ୍ତରୀଣ ସଙ୍କଟ ଦେଇ ଗତି କରୁଛି। ପ୍ରଥମ ଥର ପାଇଁ…

ଆଜି କେରଳ ଛୁଇଁବ ମୌସୁମୀ: ୧୦ ଘଣ୍ଟା ପରେ ଭୟଙ୍କର… IMD ବଡ଼ ଅପଡେଟ୍‌

ନୂଆଦିଲ୍ଲୀ, ୪।୬: IMD ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନଅ ଦିନ ବିଳମ୍ବରେ ଜୁନ ୪ ତାରିଖରେ କେରଳରେ ପ୍ରବେଶ କରିବ। ବର୍ତ୍ତମାନଠାରୁ ପ୍ରାୟ ୧୦ ଘଣ୍ଟା…

ଜମିରେ ଜୈବିକ ପଦ୍ଧତିରେ ଖତସାର ପ୍ରୟୋଗ ଜରୁରୀ, ଉର୍ବରତା ବଢ଼ିବା ସହ…

ମହାକାଳପଡ଼ା,୪ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କୃଷି ଓ କୃଷକର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କୃଷି ପ୍ରଣାଳୀ ଉପରେ…

ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଝଟ୍‌କା: କୋହଲି ବିଦା

ନୂଆଦିଲ୍ଲୀ,୪।୬: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସିରିଜ ଆରମ୍ଭ ହେବାକୁ ଯାଉଛି। ପ୍ରଥମେ ଜୁନ ୬ରୁ ଏକ ଟେଷ୍ଟ ମ୍ୟାଚ ଖେଳାଯିବ। ଏହା ପରେ ଜୁନ ୧୩ରୁ…

ଓଡ଼ିଶା ମୁହାଁ ‘ସୁପର ଏଲ୍‌ ନିନୋ’, ରାଜ୍ୟରେ ପଡିବ ମରୁଡ଼ି! ଜାଣନ୍ତୁ କ’ଣ କହିଲା ପାଣିପାଗ ବିଭାଗ

ଭୁବନେଶ୍ୱର,୪।୬: ଓଡ଼ିଶାର ପାଣିପାଗକୁ ନେଇ ଆସିଛି ଏକ ଚିନ୍ତାଜନକ ଖବର। ଚଳିତ ବର୍ଷ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ‘ସୁପର ଏଲ ନିନୋ’ (Super El Ni୦o)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri