ଆମ ଜିଲା ଖବର

ଗଞ୍ଜାମରେ ଦାୟିତ୍ୱ ନେଲେ ନୂତନ ଏଡିଏମ୍‌

ଛତ୍ରପୁର,୧୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କୋଭିଡ୍‌ ମୁକାବିଲା କାର୍ଯ୍ୟକ୍ରମରେ ନୂତନ ଅତିରିକ୍ତ ଜିଲାପାଳ ଭାବେ ଲୀନା କୁମାରୀ ଖେସ୍‌ ଯୋଗ ଦେଇଛନ୍ତି। ଏହାପୂର୍ବରୁ ସେ ସୁନ୍ଦରଗଡ଼ ଜିଲାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ୧୯୯୭ ମସିହା ବ୍ୟାଚ୍‌ର ଏହି…

ପୋଲିସ ଗାଡ଼ି ଭଙ୍ଗାରୁଜା ଘଟଣା: ୬୭ ବସ୍ତିବାସିନ୍ଦା ଗିରଫ

କଟକ ଅଫିସ,୧୩।୫: କାଳବୈଶାଖୀ ଜନିତ ବର୍ଷା ପବନରେ କଟକ ନୂଆପଡ଼ା ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଭାଙ୍ଗିବା ପରେ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସିଏମ୍‌ସି କର୍ମଚାରୀ ଓ ପୋଲିସ ଉପରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ୬୭ ଜଣ…

ଆମ୍ବୁଲାନ୍ସ ଅଧିକ ଚାର୍ଜ କଲେ ୧୧୨କୁ ଡାଏଲ କରିବାକୁ ଗଞ୍ଜାମ ଏସ୍‌ପିଙ୍କ ଅନୁରୋଧ

ଛତ୍ରପୁର,୧୩।୫(ଡି.ଏନ୍‌.ଏ.): କୋଭିଡ୍‌ ନିୟନ୍ତ୍ରଣ ପାଇଁ ଗଞ୍ଜାମ ଜିଲାରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ସମୟରେ ବିଭିନ୍ନ ହସ୍ପିଟାଲକୁ ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସଗୁଡ଼ିକ ଅଧିକ ଚାର୍ଜ ନେଉଥିବା ଅଧିକାଂଶ ସମୟରେ ଅଭିଯୋଗ ହେଉଛି। କୌଣସି ଆମ୍ବୁଲାନ୍ସ ଲକ୍‌ଡାଉନ୍‌ ସମୟରେ ରୋଗୀଙ୍କୁ ହସ୍ପିଟାଲ…

ହେଲ୍ପଲାଇନ୍‌ ନମ୍ବର ଅଭିଯୋଗକୁ ଗୁରୁତ୍ୱ

କଟକ ଅଫିସ,୧୩ା୫:ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ନେଇ କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୁଧବାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟରେ ବର୍ତ୍ତମାନ କୋଭିଡ୍‌ ସ୍ଥିତି କିଭଳି ରହିଛି, ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଚେକ୍‌ ପୋଷ୍ଟ, ଟିକାକରଣ କେନ୍ଦ୍ରରେ…

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ବ୍ରହ୍ମପୁର ଅଫିସ,୧୨ା୫: ଜନୈକା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ନୂଆ ଅନନ୍ତେଇ ଗ୍ରାମର ବୋଲି ଜଣାପଡିଛି। ପୋଲିସ ଏକ ମାମଲା (ନଂ.୧୪୪/୨୧)…

ଅନ୍ୟର ତ୍ରୁଟି ୨ଜଣଙ୍କୁ କାଳ ହେଲା

ବରଗଡ଼ ଅଫିସ୍‌/ବରପାଲି,୧୨।୫: ବରଗଡ଼ ଜିଲା ବରପାଲି ଥାନା ମହଦା କେନାଲ ଛକ ନିକଟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାରେ ଆସୁଥିବା ବେଳେ ଗଛଡ଼ାଳ ଭାଙ୍ଗି ୨ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବରପାଲି ଥାନା ବିଶିପାଲି ଗ୍ରାମର…

ଟେଣ୍ଟ ଭାଙ୍ଗିଲା ପ୍ରଶାସନ

ବନ୍ତ,୧୨।୫: ଭଦ୍ରକ ଜିଲା ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ଗ୍ରାମର ସର୍ବସାଧାରଣ ରାସ୍ତା ଉପରେ ବନ୍ଧା ଯାଇଥିବା ଟେଣ୍ଟକୁ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ସୂଚନା ଅନୁଯାୟୀ, କୋଭିଡ୍‌ କଟକଣା ତଦାରଖ ପାଇଁ ତହସିଲଦାର ଇନ୍ଦିରା ସାହୁ…

ଗାଁରେ ବ୍ୟାପୁଛି ଜ୍ବର: ବିନା ଟେଷ୍ଟରେ ଖାଉଛନ୍ତି ଔଷଧ

ଖପ୍ରାଖୋଲ, ୧୨ା୫: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଗାଁ ଗାଁରେ ଲୋକଙ୍କୁ ଜ୍ବର ହେଉଛି। ସଚେତନ ଲୋକେ କରୋନା ଟେଷ୍ଟ କରୁଥିବା ବେଳେ ଅନେକ ବିନା ଟେଷ୍ଟରେ ଔଷଧ ଖାଇ ଭଲ…

ଜୁଆଆଡ୍ଡାରେ ଚଢ଼ାଉ: ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ୧୦ ବାଇକ୍‌; ୪ ବୋଲେରୋ ଜବତ

ସୁନ୍ଦରଗଡ଼,୧୨।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା,୧୦ ବାଇକ୍‌, ୪ଟି ବୋଲେରୋ, ଗୋଟିଏ କାର୍‌ ସହ ୧୧ଟି ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ…

ଦମ୍ପତିଙ୍କୁ ମାଡ଼ ମାରି ଲୁଟିନେଲେ ଟଙ୍କା, ଚେନ

ନୟାଗଡ ଅଫିସ,୧୨।୫: ନୟାଗଡ଼ ଜିଲା ରଣପୁର ଥାନା କୋଟଗଡ଼ ଘାଟିରେ ବୁଧବାର ଲୁଟ ହୋଇଛି। ଦମ୍ପତିଙ୍କୁ ମାଡ଼ ମାରି ୯ ହଜାର ଟଙ୍କା ସହିତ ସୁନା ଚେନ ଲୁଟି ନେଇଛନ୍ତି ୩ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ ରାଜସୁନାଖେଳା ମେଡିକାଲରେ ଭର୍ତ୍ତି…

କୋଭିଡ୍‌ ଭୟ : ମୃତଦେହ ପାଖ ମାଡିଲେନି ପରିବାର ଲୋକେ , ଉପଜିଲାପାଳ କଲେ ସତ୍କାର

ଭଞ୍ଜନଗର,୧୨।୫(ଡି.ଏନ୍‌.ଏ.): ବର୍ତ୍ତମାନ ଏମିତି ଅନେକ ଘଟଣା ଦେଖିବାକୁ ମିଳୁଛି, କୋଭିଡ୍‌ କିମ୍ବା କୋଭିଡ ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ପରିବାର ଲୋକ ମୁହଁ ଫେରାଇ ନେଉଛନ୍ତି। ମଙ୍ଗଳବାର ସେମିତି ଏକ ଘଟଣା ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଉତ୍ସର୍ଗୀକୃତ କୋଭିଡ୍‌ କେୟାର ସେଣ୍ଟର ବା…

ବୁଲା ଗୋରୁଙ୍କୁ ଖାଦ୍ୟ ପ୍ରଦାନ ଲୋକଦେଖାଣିଆ

ପୁରୁଷୋତ୍ତମପୁର,୧୨।୫(ଡି.ଏନ୍‌.ଏ.): ମହାମାରୀ କରୋନାକୁ ନେଇ ଲକ୍‌ଡାଉନ୍‌ ଯୋଗୁ ବୁଲା ଗୋରୁଗାଈଙ୍କୁ ଖାଦ୍ୟ ଯୋଗାଣ ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପ୍ରଶାସନ ପକ୍ଷରୁ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାକୁ ନେଇ ଜନସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?