କାଳବୈଶାଖୀ ବର୍ଷା: ଜମିରେ ଭାସୁଛି ପାଚିଲା ଧାନ
ଲଙ୍ଗଳେଶ୍ୱର, ୧୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳରେ ଅଦିନିଆ କାଳବୈଶାଖୀ ବର୍ଷା ଯୋଗୁ ହେକ୍ଟର ହେକ୍ଟର ଜମିରେ ପାଚିଲା ଧାନ ସବୁ ପାଣିରେ ଭାସୁଛି। ବିଶେଷ କରି ଧାନଜମିରେ ଦୁଇ ଫୁଟ୍ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି। ପବନ ସହ ବର୍ଷା ଯୋଗୁ…
ଆୟୁର୍ବେଦିକ ଔଷଧ ବଣ୍ଟନରେ ବିଳମ୍ବ
ବାଲେଶ୍ୱର ଅଫିସ, ୧୪।୫-ମହାମାରୀ କରୋନା ସମୟରେ ଜିଲାରେ ସଂକ୍ରମଣ ହୁ ହୁ ହୋଇ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ଯୋଗ ପ୍ରାଣାୟମ ସାଙ୍ଗକୁ ଆୟୁର୍ବେଦ ଔଷଧ ସେବନ ଉପରେ ଗୁରୁତ୍ୱ ଦିଆଯାଉଛି।…
ଜାଲ୍ ସାର୍ଟିଫିକେଟରେ ଚାକିରି
ଉଦଳା, ୧୪।୫ (ଡି.ଏନ.ଏ.)- ଜାଲ୍ ସାର୍ଟିଫିକେଟ୍ ଦେଇ ଦୀର୍ଘ ୧୪ ବର୍ଷରୁ ଊର୍ଦ୍ଧ୍ୱ ହେବ ଚାକିରି କରିଆସୁଥିଲେ ଅଧ୍ୟାପିକା। ଏ ସମ୍ପର୍କରେ ଜଣାପଡ଼ିବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ। ସେପଟେ ଧରାପଡ଼ିଯିବା ପରେ…
ଆଖି ବୁଜିଲା ‘ହିରୋ’
ଢେଙ୍କାନାଳ ଅଫିସ,୧୪।୫ କରୋନା ମହାମାରୀ ସମୟରେ ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନରୁ ଆସିଛି ଦୁଃଖଦ ଖବର। ଏଠାକାର ଏଲିଫ୍ୟାଣ୍ଟ ରେସ୍କ୍ୟୁ ସେଣ୍ଟର ପରିସରରେ ରହୁଥିବା ଅଣ୍ଡିରା ହାତୀ ହିରୋର ହଠାତ୍ ମୃତ୍ୟୁ ଘଟିଛି। ପେଟରେ ଟ୍ୟୁମର, ବ୍ରେନ୍ ହାମରେଜ୍ କିମ୍ବା…
ସ୍ବତନ୍ତ୍ରତା ବଜାୟ ରଖିଛି ମେଘନାଦ ମଣ୍ଡପ
ବଅଁରପାଳ,୧୪ା୫ ଭଲ କର୍ମ କଲେ ପୁଣ୍ୟ ମିଳେ। ଏହାଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ଲାଭ କରିଥାଏ ମଣିଷ। ଖରାପ କର୍ମକୁ ପାପ ବୋଲି ବିବେଚନା କରାଯାଏ। ହେଲେ ବେଳେ ବେଳେ ଜାଣତରେ କିମ୍ବା ଅଜାଣତରେ ଏପରି କିଛି ଅଘଟଣ ଘଟିଯାଏ, ଯାହାକୁ ପାପବୋଧ…
୯ ଦିନ ବନ୍ଦ ହେବ ହାଲ୍ ମିଗ୍ କାରଖାନା
କୋରାପୁଟ/ସୁନାବେଡ଼ା,୧୩।୫: କରୋନା ସଂକ୍ରମଣ ହାର କୋରାପୁଟ ଜିଲାରେ ବଢ଼ିଚାଲିଛି। ଏହାର ମୁକାବିଲା ନେଇ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। ଏହା ସତ୍ତ୍ୱେ ସଂକ୍ରମଣ କମିବା ନାଁ ନେଉନି। ସୁନାବେଡ଼ା ହାଲ୍ ଟାଉନଶିିପ ଅଞ୍ଚଳରେ ମଧ୍ୟ କରୋନା ସଂକ୍ରମଣର ହାର ବଢ଼ିଚାଲିଛି।…
ଇୟରଫୋନ୍ ନେଲା ଜୀବନ
ରାୟଗଡ଼ା ଅଫିସ,୧୩ା୫: ଇୟରଫୋନ୍ ଜଣେ ଯୁବକଙ୍କ ପାଇଁ କାଳ ସାଜିଛି। ଇୟରଫୋନ୍ ଲଗାଇ ରେଳଧାରଣା ନିକଟରେ ଶୌଚ ବେଳେ ଏକ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପିତାମହଲ ଅଞ୍ଚଳର ଜଗନ୍ନାଥ ସାହୁକାର। ରାୟଗଡ଼ା ଜିଆର୍ପି ପହଞ୍ଚି…
କରୋନାରେ ଆକ୍ରାନ୍ତ ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ
ମାଲକାନଗିରି/ଏମ୍ଭି୭୯,୧୩।୫: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲାରେ ଥିବା ବିଏସ୍ଏଫ୍ କ୍ୟାମ୍ପରେ ଗୁରୁବାର କରୋନାରେ ଆକ୍ରାନ୍ତ ହୋଇ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଅର୍ଜୁନ ତାତି ଓ ଲକ୍ଷ୍ମୀ ତାତି। ଆତ୍ମସମର୍ପଣ ପରେ ଦମ୍ପତିଙ୍କ ଚିକିତ୍ସା ବ୍ୟବସ୍ଥା…
ପରୀକ୍ଷା ନ କରି ରିପୋର୍ଟ ପଜିଟିଭ୍
ଭଞ୍ଜନଗର,୧୩।୫: କରୋନା ଆତଙ୍କ ଜାରି ରହିଥିବା ବେଳେ ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ କୋଭିଡ୍ ପରୀକ୍ଷା ନ କରି ଜଣେ ଶିଶୁଙ୍କ ରିପୋର୍ଟ ପଜିଟିଭ ଆସିବା ଓ ପରେ ଏହା ଭୁଲ ସୂଚନା ବୋଲି କୁହାଯିବା ଘଟଣା ଚର୍ଚ୍ଚାର ବିଷୟ…
ମହାମାରୀରୁ ମୁକ୍ତି ପାଇଁ ଦେବଦେବୀଙ୍କ ଶରଣ ପଶିଲେ ଗ୍ରାମବାସୀ
କୋକସରା/ଭବାନୀପାଟଣା:୧୩।୫: କରୋନା ଏବେ ଗାଁ ମୁହାଁ। ଗାଁର ଭୟ, ଆତଙ୍କର ବାତାବରଣ। ଦିନେ ଗାଁ ଦାଣ୍ଡ ସକାଳୁ ଗୋଧୂଳି ସହ ସନ୍ଧ୍ୟାରେ ମନ୍ଦିର ଘଣ୍ଟ ଶବ୍ଦରେ ଫାଟି ପଡୁଥିଲା। ଆଜି ସେଇଠି ନୀରବତା । ଗାଁ ଦାଣ୍ଡ ଶୂନ୍ଶାନ। ତାଟି କବାଟ…
କରୋନାରେ ଚାଲିଗଲେ ସୁନ୍ଦରଗଡ଼ ଜିଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ରସାଇ ଲାଗୁରୀ
ସୁନ୍ଦରଗଡ଼,୧୩।୫(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ଅତିରିକ୍ତ ଜିଲାପାଳ (ରାଜସ୍ବ) ତଥା ସୁନ୍ଦରଗଡ଼ ଜିଲା ଖଣିଜ ପ୍ରତିଷ୍ଠାନର ସିଇଓ ରସାଇ ଲାଗୁରୀଙ୍କର ଗୁରୁବାର ପରଲୋକ ଘଟିଛି। କିଛିଦିନ ହେଲା ସେ କରୋନାରେ ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେଶନରେ ରହି ଚିକିତ୍ସାଧୀନ…
ଯାଞ୍ଚ କଡ଼ାକଡ଼ି: ଅମାନିଆ ଗଣିଲେ ତଣ୍ଡ
ପଦ୍ମପୁର,୧୩।୫(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ଆଦର୍ଶ ଥାନା ପୋଲିସ ପକ୍ଷରୁ ପଦ୍ମପୁର ଭେଉରିଆ ଛକଠାରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅମାନିଆଙ୍କଠାରୁ ୧୧ହଜାର ୯୦୦ ଟଙ୍କା ଆଦାୟ କରାଯିବା ସହିତ ଅନେକ ଅମାନିଆଙ୍କ ବାଇକ୍ ଥାନାରେ ରଖାଯାଇଛି।…

