ତଦନ୍ତ ପାଇଁ ଯାଇଥିଲେ ପୋଲିସ କର୍ମଚାରୀ: ଏମିତି ମାଡ଼ ଖାଇଲେ, ପହଞ୍ଚିଲେ ହସ୍ପିଟାଲରେ
ପଦ୍ମପୁର,୮।୭:(ଡି.ଏନ.ଏ.): ଭଦ୍ରକ ସଦର ବ୍ଲକ ଅଧିନ ସାବରଙ୍ଗ ପୋଲିସ ଏକ ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ ସଙ୍ଘବଦ୍ଧ ଆକ୍ରମଣ ଶିକାର ହୋଇଛି। ତଦନ୍ତ ପାଇଁ ଗୋରା ମାଟି ଗ୍ରାମକୁ ଯାଇଥିବା ବେଳେ ଅଭିଯୁକ୍ତଙ୍କ ପରିବାର ଲୋକେ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ।…
ପୋଲିସ ଡିଜିଙ୍କ ଖବରଦାତା ସମ୍ମିଳନୀକୁ ବର୍ଜନ
ବଲାଙ୍ଗୀର ଅଫିସ,୭।୮: ବଲାଙ୍ଗୀର ଜିଲା ଗସ୍ତରେ ଶନିବାର ପୋଲିସ ଡିଜି ଅଭୟ ଆସିଛନ୍ତି। ଏ ନେଇ ପୂର୍ବାହ୍ନ ୧୧ଟା ୧୫ରେ ମନୋହରପୁର ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ ଡକାଯାଇଥିଲା । ଏହି ଖବରଦାତା ସମ୍ମିଳନୀକୁ ଯିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ…
୨ଗାଈ,୪ଛେଳି ଜୀବନ୍ତ ଦଗ୍ଧ
ପଦ୍ମପୁର,୭।୮(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ଗୋବିନ୍ଦପୁର ଗ୍ରାମପଞ୍ଚାୟତ କଷିମଳାଗୋଠ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗାଁର ନରି ଜେନାଙ୍କ ଗୁହାଳ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨ ଟି…
୪୦ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
ପଦ୍ମପୁର,୭।୮(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ନାୟକାଣିଡିହ ପୋଲିସ କିସ୍ମତ କୃଷ୍ଣପୁର ଗ୍ରାମର ଅରୁଣ ମାଝି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଚୋରା ମଦ ବିକ୍ରି ଅଭିଯୋଗରେ ପୋଲିସ ଏହି ଗିରଫ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୁକ୍ରବାର ପୂର୍ବାହ୍ନରେ…
ଏମକେସିଜି କୋଭିଡ ହସ୍ପିଟାଲରୁ କଏଦୀ ଚମ୍ପଟ
ବ୍ରହ୍ମପୁର ଅଫିସ,୭।୮: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର କୋଭିଡରେ ଚିକିତ୍ସାଧୀନ ଥିବା ଜଣେ କଏଦୀ ଶନିବାର ଭୋରୁ ଚମ୍ପଟ ମାରିଛନ୍ତି। ଫେରାର କଏଦୀ ଜଣଙ୍କ ହେଲେ ବାଲିଗୁଡା ଉପ କାରାଗାରର କୀର୍ତ୍ତି ସିଂ(୩୭) । ତାଙ୍କ ଠାରେ କୋଭିଡ…
୧୮ ଜଣଙ୍କୁ ମିଳିଲା ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରଶସ୍ତୀପତ୍ର
କଟକ ଅଫିସ,୭।୮: କଟକ ପୋଲିସ ମୁଖ୍ୟାଳୟସ୍ଥିତ ଆର୍.କେ. ପାଢୀ ମେମୋରିଆଲ ହଲ୍ ପରିସରରେ ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରଶସ୍ତି ପତ୍ର (ଡିଜିପିସ୍ କମେଣ୍ଡେସନ୍ ରୋଲ୍) ପ୍ରଦାନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଡିଜିପି ଅଭୟ ଯୋଗଦେଇ ୧୨ ଜଣ…
ଭୁବନେଶ୍ୱରରେ ବଜ୍ରକାପ୍ତା ଚାଲାଣ ର଼୍ୟାକେଟ
ଭୁବନେଶ୍ୱର,(ବ୍ୟୁରୋ)/ ବାରଙ୍ଗ, ୭।୮(ଡି.ଏନ୍.ଏ.) : ରାଜ୍ୟରେ ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ଦିନକୁ ଦିନ ବଢିଚାଲିଛି। ବନକର୍ମଚାରୀ ଓ ଶିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ବନ୍ୟପ୍ରାଣୀମାନେ ବଡ଼ ବିପଦର ସମ୍ମୁଖୀନ ହେଉଛନ୍ତି। ଏହି ର଼୍ୟାକେଟର ଚେର ଓଡ଼ିଶାର ବିଦେଶକୁ ଲମ୍ବିଥିବାବେଳେ…
ଗଞ୍ଜାମରେ ଦ୍ୱିତୀୟ ଡେଙ୍ଗୁ ପଜିଟିଭ୍ ଚିହ୍ନଟ
ବ୍ରହ୍ମପୁର ଅଫିସ,୭।୮: ଗଞ୍ଜାମ ଜିଲାରେ ଶୁକ୍ରବାର ପୁଣି ଜଣେ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ହେଉଛି ଦ୍ୱିତୀୟ ପଜିଟିଭ୍ ବୋଲି ଜିଲା ମ୍ୟାଲେରିଆ ଅଧିକାରୀ ଡା. ସନ୍ତୋଷ ପାଢ଼ୀ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ରୋଗୀ ଜଣେ ଯୁବତୀ। ସେ…
ଟିକା ନେବା ପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ
ନୂଆପଡ଼ା ଅଫିସ,୭।୮: କରୋନା ଟିକା ନେବା ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି। ମହିଳା ଜଣକ ହେଲେ ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ପଞ୍ଚାୟତ ହୀରାପୁର ଗାଁର ମହିଳା କୁମାରୀ ବନ୍ଦିଛୋର (୨୫)।…
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣି ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବଲାଙ୍ଗୀର ଅଫିସ,୭।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲାର ପୁଇଁତଲା ବ୍ଳକର ବରିଷ୍ଠ କିରାଣିଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଶନିବାର ସକାଳେ ବରିଷ୍ଠ କିରାଣି ରବୀନ୍ଦ୍ର କୁମାର ମହାନ୍ତିଙ୍କ ବଲାଙ୍ଗୀର ସହର ସାଗରପଡା ବାସଭବନ, ଗୁଡଭେଲା ବ୍ଳକର…
ଶିଶୁକନ୍ୟା ଜନ୍ମଦେଲେ ନାବାଳିକା
ଅନୁଗୋଳ ଅଫିସ, ୭।୮: ନାବାଳିକାଙ୍କ ଗର୍ଭରେ ବଢୁଥିଲା ସନ୍ତାନ। ହେଲେ ଏ କଥା ଜାଣି ନ ଥିଲେ ପରିବାର ସଦସ୍ୟ। ହଠାତ୍ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ଟ୍ୟୁମର ହୋଇଥିବା ସନ୍ଦେହରେ ଘର ଲୋକେ ତାଙ୍କୁ ନେଇ ଯାଉଥିଲେ ଡାକ୍ତରଖାନା।…
ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଦାବିରେ କଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
ସୁନ୍ଦରଗଡ଼,୭।୮(ଡି.ଏନ୍.ଏ.): ସୁନ୍ଦରଗଡ଼ରେ ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଜିଲା କଗ୍ରେସ ପକ୍ଷରୁ ଶନିବାର ସକାଳୁ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସକାଳୁ ସକାଳୁ ଜିଲାରେ ବନ୍ଦର ପ୍ରଭାବ ଦେଖିବାକୁ ମଳିଛି। ବନ୍ଦକୁ ସମର୍ଥନ ଜଣାଇ ଏଠାରେ ଦୋକାନ ବଜାର ବନ୍ଦ…

