ସରୁନି ହଳଦିଆ ପୋଲ ନିର୍ମାଣ
ବାଲେଶ୍ୱର ଅଫିସ, ୮।୮: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ କଲ୍ୟାଣପୁର ପଞ୍ଚାୟତ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ ଉପରେ ୨୦୧୪ରେ ୭କୋଟି ୪୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୋଲ ନିର୍ମାଣ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହି ପୋଲ ନିର୍ମାଣ ହେଲେ…
କର୍ମଚାରୀ ଅଭାବ, ମିଳୁନି ତ୍ୱରିତ ନ୍ୟାୟ
ବୈଶିଙ୍ଗା,୮|୮(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅନ୍ତର୍ଗତ ବୈଶିଙ୍ଗା ଥାନା ଏକ ବୃହତ ଅଞ୍ଚଳକୁ ନେଇ ଗଠିତ। ଏହି ବ୍ଲକର ୧୭ ପଞ୍ଚାୟତ ଅଧୀନ ୨୦୫ ରାଜସ୍ବ ଗ୍ରାମ ଉକ୍ତ ଥାନା ଉପରେ ନିର୍ଭରଶୀଳ। ପ୍ରାୟ ୧ଲକ୍ଷ ୪୫ ହଜାର ଜନ…
ଆଗେଇ ପାରୁନି ଚାଷ କାମ
ବନ୍ତ, ୮।୮ (ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଅଞ୍ଚଳରେ କେନାଲରେ କମ୍ ପାଣି ଛଡ଼ାଯାଉଥିବାରୁ ଚାଷ ପାଇଁ ନିଅଣ୍ଟ। ଫଳରେ କାମ ଆଗେଇପାରୁ ନାହିଁ ବୋଲି ଅଭିଯୋଗ କରୁଛନ୍ତି ଚାଷୀ। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବନ୍ତ…
ଉନ୍ନତି ଦିଗକୁ ଉପେକ୍ଷା
ଅନୁଗୋଳ ଅଫିସ, ୮ା୮: ଅନୁଗୋଳ ଜିଲାର ଅନୁଗୋଳ, ତାଳଚେର, ବଅଁରପାଳ, ଛେଣ୍ଡିପଦା ଓ ଢେଙ୍କାନାଳ ଜିଲା ମେରାମଣ୍ଡଳୀ ଅଞ୍ଚଳର ବିଭିନ୍ନ ବିକାଶ କାର୍ଯ୍ୟ ପାଇଁ ଅନୁଗୋଳ-ତାଳଚେର-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା) ଆରମ୍ଭ ହୋଇଥିଲା। ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ତାମଡା…
କୋରାପୁଟରେ ଉତ୍ପାଦିତ କଫି ଗଲା କର୍ନାଟକ
କୋରାପୁଟ,୮ା୮(ସ୍ବ.ପ୍ର.): କୋରାପୁଟର ଉତ୍ପାଦିତ ୩୧୮ କୁଇଣ୍ଟାଲ କଫି ଶନିବାର ୨ଟି ଟ୍ରକରେ କର୍ନାଟକ ପଠାଯାଇଛି। ଏହାକୁ ଜିଲାପାଳ ଅବଦାଲ ମହମ୍ମଦ ଅଖତାର ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସମୟରେ କୋରାପୁଟ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର…
ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ
ଆଳି,୭।୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋକୁ ଜଣେ ଯୁବକ ସୋସିଆଲ ମିଡିଆରେ ଭାଇରଲ କରିଥିବା ଅଭିଯୋଗ ଆସିଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଜଣେ ଯୁବତୀ…
ବଜ୍ରପାତରେ ଚାଲିିଗଲା ୮ ଜୀବନ
ବାଲେଶ୍ୱର ଅଫିସ/ ବସ୍ତା/ ରୂପ୍ସା/ ଜଳେଶ୍ୱର/ସୋର/ ବାସୁଦେବପୁର/ ଖୁଣ୍ଟା, ୭।୮(ଡି.ଏନ.ଏ.): ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲାରେ ଶନିବାର ବଜ୍ରପାତ ଘଟି ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲାରେ ୬, ଭଦ୍ରକରେ ଜଣେ ଓ ମୟୂରଭଞ୍ଜରେ…
ଧରାପଡ଼ିଲେ ବଳାତ୍କାରୀ
ବଡବିଲ,୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଝୁମ୍ପୁଡି ହଟିଂ ଅଞ୍ଚଳର ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ୨ନାବାଳକଙ୍କୁ କାବୁ କରିଛି। ଗିରଫ ଅଭିଯୁକ୍ତ ହେଲେ…
ହର ହର ମହାଦେବ, ଜୟ ଶ୍ରୀରାମ ଲେଖି ୨ ଗିରଫ
ଆନନ୍ଦପୁର,୭ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ମନୋହରପୁର ପୁଣି ଚର୍ଚ୍ଚାର ପରିସରକୁ ଆସିଛି। ୧୯୯୯ ମସିହାରେ ଗ୍ରାହାମ ଷ୍ଟୁଆର୍ଟ ଷ୍ଟେନସ୍ ଓ ତାଙ୍କ ଦୁଇ ଶିଶୁ ପୁତ୍ର ଟିମୋଥି ଓ ଫିଲିପ୍ଙ୍କୁ ଗାଡ଼ି ଭିତରେ ଶୋଇଥିବା ଅବସ୍ଥାରେ…
ଚିକିତ୍ସାଧୀନ ଅସୁସ୍ଥ ହାତୀର ମୃତ୍ୟୁ
କେନ୍ଦୁଝର,୭ା୮(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅଧିନସ୍ଥ ତଳ ଚମ୍ପେଇ ପଞ୍ଚାୟତ ସିନ୍ଦୁରିଆ ଜଙ୍ଗଲରେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ଏକ ମାଈହାତୀର ଶନିବାର ଭୋର୍ରେ ମୃତ୍ୟୁ ହୋଇଛି। ଶୁକ୍ରବାର ଅସୁସ୍ଥ ଅବସ୍ଥାରେ ତାକୁ ବନ ବିଭାଗରେ…
କାଠଯୋଡ଼ିରେ ଭାସି ୨ ନିଖୋଜ
କଟକ ଅଫିସ,୭।୮: କାଠଯୋଡ଼ି ନଦୀରେ ଭାସିଯାଇ ଶନିବାର ୨ ଜଣ ନିଖୋଜ ହୋଇଛନ୍ତି। ତ୍ରିଶୁଳିଆ ନିକଟ ମୁଣ୍ଡମୁହାଣ ଘାଟରେ ଏହି ଅଭାବନୀୟ ଘଟଣା ଘଟିଛି। ନଦୀରେ ଗାଧାଉ ଥିବାବେଳେ ୪ ଜଣ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଏକ…
ଏନ୍ଏଚ୍ରେ ଜଳିଗଲା ଟ୍ରକ୍
କେନ୍ଦୁଝର,୭ା୮(ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହର ରାଜବାଟୀ ନିକଟରେ ଏନ୍ଏଚ୍ ୨୦ରେ ଏକ ଟ୍ରକର ଇଞ୍ଜିନ୍ରେ ହଠାତ୍ ନିଆଁ ଲାଗିଯିବାରୁ ଏହା ଜଳିଯାଇଥିବା ଜଣାପଡ଼ିଛି। ଶୁକ୍ରବାର ମଧ୍ୟରାତ୍ରିରେ ଏହି ଅଘଟଣ ଘଟିଥିଲା। ଜଳିଯାଇଥିବା ଟ୍ରକ ନମ୍ବର ହେଉଛି ଓଡି-୦୯ ଜେ/୫୩୫୨। ଖବର ପାଇ…

