ପୁଅ ବାହାଘର ଦେଖିପାରିଲେନି ବାପା, ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ଯାଇଥିବା ବେଳେ ଟ୍ୟାଙ୍କର୍ ଚକା ତଳେ ପଡ଼ି ଜୀବନ ଗଲା
ବାଲେଶ୍ୱର ଅଫିସ, ୯।୨- ପୁଅ ବାହାଘରକୁ ଦିନ କେଇଟା ଥିବା ବେଳେ ଦେଖିପାରିଲେନି ବାପା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସହରରେ। ସହରର ଗୋଲେଇ ନିକଟରେ ଜଣେ ବ୍ୟକ୍ତି ମଙ୍ଗଳବାର ବାଇକ୍ରେ…
ବେଲପାହାଡ଼ ପୌର ପରିଷଦ କର୍ମଚାରୀଙ୍କୁ କୋଭିଡ୍ ଟିକା
ବେଲପାହାଡ଼,୯।୨(ଡି.ଏନ୍.ଏ.): ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରପରିଷଦ କର୍ମଚାରୀଙ୍କ ପାଇଁ ମଙ୍ଗଳବାର କୋଭିଡ୍ ୧୯ ଟିକାକାରଣ ଆରାମ୍ଭ ହୋଇଛି । ଏଥିପାଇଁ ପୌର କାର୍ଯ୍ୟାଳୟରେ ପଞ୍ଜୀକାରଣ କକ୍ଷ, ପ୍ରତୀକ୍ଷା କକ୍ଷ, ଟିକାକରଣ କକ୍ଷ ଓ ଟିକାକରଣ ପରବର୍ତ୍ତୀ ପାର୍ଶ୍ୱ ପ୍ରତୀକ୍ଷା ପରିଚାଳନା କକ୍ଷର…
ବିନା ନୋଟିସରେ ଭାଙ୍ଗିଲେ ଘର, ମାମଲା ପହଞ୍ଚିଲା ଥାନାରେ
ଗଞ୍ଜାମ,୯।୨(ଡି.ଏନ୍.ଏ.): ଗଞ୍ଜାମ ତ୍ରିବେଣୀ ମଠ ଛକଠାରେ ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ୍ୱ ହେବ କନ୍ଧ ଶତପଥୀ ଓ ତାଙ୍କ ପରିବାର ରହି ଆସୁଛନ୍ତି। ବିନା ନୋଟିସରେ ମନ୍ଦିର ଜାଗା କହି ମନ୍ଦିର ମାଲିକ ମଙ୍ଗଳବାର ଶତପଥୀଙ୍କ ଘରକୁ ଜେସିବି ଦ୍ୱାରା ଭାଙ୍ଗି…
ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲିଟି କ୍ୟାସିୟର
ନୟାଗଡ ଅଫିସ,୯।୨: ନୟାଗଡ଼ ଜିଲା ମ୍ୟୁନିସିପାଲିଟି କ୍ୟାସିୟର ସାଥୁଆ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବିଲ୍ ପାସ୍ କରାଇ ଦେବା ପାଇଁ ସେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି।
ମଣ୍ଡିରୁ ଉଠୁନି ଧାନ, ବ୍ଲକ ଅଫିସରେ ଧାନ ଗଦାଇଲେ ଚାଷୀ
ବରଗଡ଼ ଅଫିସ,୯।୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ପ୍ରାୟ ତିନି ମାସ ବିତି ଗଲାଣି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡିଗୁଡିକୁ ବନ୍ଦ କରି…
ପଣ୍ୟାଗାର କାର୍ଯ୍ୟକ୍ଷମ ଦାବି: ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ଶ୍ରମିକ
ବରଗଡ଼ ଅଫିସ,୯।୨: ବରଗଡ଼ ସହର ଉପକଣ୍ଠ କେନ୍ଦପାଲିସ୍ଥିତ ପଣ୍ୟାଗାର ଗତବର୍ଷ ଜୁନ ମାସରୁ ବନ୍ଦ ରହିଛି। ଫଳରେ ଏହି ପଣ୍ୟାଗାରରେ କାର୍ଯ୍ୟ କରି ପରିବାର ପୋଷଣ କରୁଥିବା ଶ୍ରମିକ (ହେମାଲି)ମାନେ ବେରୋଜଗାରକ୍ଷମ ହୋଇ ପଡିଛନ୍ତି। ଏ ନେଇ ସେମାନେ ଓଡ଼ିଶା ରାଜ୍ୟ…
ଟିକା ନେଲେ ଏନ୍ଏସି କୋଭିଡ୍ ନୋଡାଲ ଅଫିସର
ଗଞ୍ଜାମ, ୯।୨(ଡି.ଏନ୍.ଏ.): ରାଜ୍ୟ ସରକାର ପ୍ରଥମେ କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ଗଞ୍ଜାମ ଏନ୍ଏସି କୋଭିଡ୍ ନୋଡାଲ ଅଫିସର ବିପିନ କୁମାର ବାରିକି କୋଭିଡ୍ ଟିକା ନେଇଛନ୍ତି । ଟିକା ନେବା ପରେ ସେ…
ଧୁଙ୍ଗିଆପାଣି ଗାଁ ରାସ୍ତା ଭୁଲିଯାଇଛି ବିକାଶ
ଉମରକୋଟ, ୯।୨(ସ୍ବ.ପ୍ର.): ଉମରକୋଟ ବ୍ଲକ ତହୋରା ପଞ୍ଚାୟତର ଧୁଙ୍ଗିଆପାଣି ଗ୍ରାମ। ଏହି ଗ୍ରାମକୁ ବିକାଶ ଯେମିତି ବାଟ ଭୁଲିଯାଇଛି। ପାହାଡ଼ିଆ ଅଙ୍କାବଙ୍କା ମାଟି ରାସ୍ତା ଦେଇ ସତେ ଯେମିତି ବିକାଶ ପହଞ୍ଚତ୍ପାରୁନାହିଁ ଧୁଙ୍ଗିଆପାଣି। ସ୍ବାଧୀନତାର ୭୪ବର୍ଷ ପରେ ମଧ୍ୟ ଏଠାକାର ଲୋକଙ୍କୁ ମୌଳିକ…
୧୦୦୨ ପୋଲିସ ଦେଇଛନ୍ତି ପ୍ଲାଜ୍ମା
କଟକ ଅଫିସ, ୯।୨: ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଇତିମଧ୍ୟରେ ରାଜ୍ୟର ସମସ୍ତ ଜିଲା, ବାଟାଲିୟନ ଓ ପୋଲିସ ପ୍ରତିଷ୍ଠାନରୁ ୧୦୦୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ କରୋନାରୁ ସୁସ୍ଥ ହେବା ପରେ ପ୍ଲାଜ୍ମା ଦାନ କରିଛନ୍ତି। ଓଡ଼ିଶା ପୋଲିସ କର୍ମଚାରୀଙ୍କ ପକ୍ଷରୁ ଦାନ କରାଯାଇଥିବା…
ବିନା ଲାଇଫ ଜ୍ୟାକେଟରେ ଯାତ୍ରା
ବାଲୁଗାଁ,୯।୨(ଡି.ଏନ୍.ଏ.): ଚିଲିକାରେ ବାରମ୍ବାର ଡ଼ଙ୍ଗାବୁଡ଼ି ଘଟଣା ପରେ ଯାତ୍ରୀ ପରିବହନ ନିମନ୍ତେ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ଗାଇଡ୍ଲାଇନ୍ ଜାରି କରାଯାଇଛି। ତେବେ କେତେଜଣ ଡଙ୍ଗା ଚାଳକ ବିନା ଲାଇଫ୍ ଜ୍ୟାକେଟ୍ରେ ଯାତ୍ରୀ ପରିବହନ କରୁଥିବା ଦେଖିବାକୁ ମିଳିଛି। ପ୍ରକାଶଯେ, ୨୦୧୮…
ବଡ଼ଝିଅ ଦେଲେ ମୁଖାଗ୍ନି
ମାଲକାନଗିରି,୯।୨ (ଡି.ଏନ୍.ଏ.): ପୁଅ ପରି ମଧ୍ୟ ଜଣେ ଝିଅ ସବୁ କିଛି ଦାୟିତ୍ୱ ସୂଚାରୁରୂପେ ତୁଲାଇପାରେ। ଉଡାଜାହାଜରେ ଆକାଶରେ ଉଡିବାଠାରୁ ଆରମ୍ଭ କରି ପାଣିରେ ପହଁରିବା ପର୍ଯ୍ୟନ୍ତ ସବୁ ଅସମ୍ଭବକୁ ସମ୍ଭବ କରିପାରେ ଝିଅ। ଏପରି ଏକ ନଜିର ସୋମବାର ମାଲକାନଗିରି…
ଓଳାଶୁଣୀ ମେଳାରେ ୧୪୪ ଧାରା
ବାଲିଚନ୍ଦ୍ରପୁର,୯।୨(ସ୍ବ.ପ୍ର.): ପ୍ରସିଦ୍ଧ ଓଳାଶୁଣୀ ଗୁମ୍ପାମେଳା ରବିବାରଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁ ଭକ୍ତମାନଙ୍କୁ ମେଳାକୁ ଆସିବାକୁ ବାରଣ କରାଯାଇଥିଲା। କେବଳ ମହାପୁରୁଷଙ୍କ ପୂଜାବିଧି ଓ ନୀତିକାନ୍ତି ପାଳନ ହେବ ବୋଲି ନିଷ୍ପତ୍ତି ପ୍ରସ୍ତୁତି ବୈଠକରେ ନିଆଯାଇଥିଲା ା…
Archives


