ଆମ ଜିଲା ଖବର

ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ଜେରା

ବାରିପଦା ଅଫିସ,୨ା୯: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ଗୁରୁବାର ତାଙ୍କ ବାପଘର ମୟୂରଭଞ୍ଜ ଜିଲା କପ୍ତିପଦାର ଗୌଡ଼ଗଁା ଘରେ ଜେରା କରୁଛି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌। ସୂଚନାଯୋଗ୍ୟ, ଗତ ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟ ଏବଂ ତାଙ୍କ…

ସଫାରୀରୁ ଜାଲ ଛିଣ୍ଡାଇ ଖସି ପଳାଇଥିଲା ବାଘ, ଏବେ ଖୁଆଡ଼କୁ ଫେରିଲା

ବାରଙ୍ଗ,୨ା୯(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ସକାଳେ ୩୩ ନମ୍ବର ଖୁଆଡ଼ରୁ ଏକ ବାଘ ପଛପଟ ଜାଲି ଛିଣ୍ଡାଇ ଖସି ଯାଇଥିଲା। ତୁରନ୍ତ କର୍ମଚାରୀମାନେ ବାଘଟିକୁ ଧରି ଖୁଆଡ଼ ଭିତରେ ପୂରାଇବାରେ ସକ୍ଷମ ହୋଇଛନ୍ତି। ଆଜି ସକାଳେ ସଫାରୀରେ ବାଘ ସୂରଜକୁ…

ପାରାଦୀପ ବନ୍ଦରାଞ୍ଚଳରେ ବାଘ ! ଭାଇରାଲ ହେଉଛି ଭିଡିଓ

ପାରାଦୀପ,୨ା୯(ସ୍ବ.ପ୍ର): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ବୁଧବାର ରାତିରେ ଏକ ବାଘ ବୁଲୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓ ବନ୍ଦର ପ୍ରଶାସନ ପକ୍ଷରୁ ଲଗାଯାଇଥିବା ସିସିଟିଭିରେ କଏଦ୍‌ ହୋଇଛି। ଏହା ନିଷିଦ୍ଧାଞ୍ଚଳ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳରେ। ଏ ସମ୍ପର୍କରେ କୁଜଙ୍ଗ…

ଋଷିକୂଲ୍ୟାରେ ଭାରତ ମାନଚିତ୍ର, ଭାଇରାଲ ହେଉଛି ଫଟୋ

ପୁରୁଷୋତ୍ତମପୁର,୨ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ନିକଟରେ ପ୍ରବାହିତ ଋଷିକୂଲ୍ୟା ନଦୀ କୂଳରେ ପ୍ରକୃତି ସୃଷ୍ଟି କରିଛି ଏକ ଭାରତ ମାନଚିତ୍ର। ନଦୀରେ ପାଣି ପ୍ରବାହିତ ହେଉଥିବା ବେଳେ ଆପେ ଆପେ ଏଭଳି ଭାରତ ମାନଚିତ୍ର ସଦୃଶ ଭଳି ପାଣି ରହି ପ୍ରବାହିତ…

ବନ୍ୟଜନ୍ତୁ ଶିକାର ପାଇଁ ବୁଲୁଥିଲେ ଜଙ୍ଗଲରେ, ୨ ଗିରଫ

ଭଞ୍ଜନଗର,୨ା୯(ଡି.ଏନ୍‌.ଏ.): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ସଂରକ୍ଷିତ ଜଙ୍ଗଲରୁ ବୁଧବାର ରାତିରେ ବନ ବିଭାଗ କର୍ମଚାରୀ ବନ୍ଧୁକ ସହ ୨ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଜଗନ୍ନାଥପ୍ରସାଦର ସନ୍ତୋଷ ବେହେରା ଓ ଆଙ୍କୁଲକୁମ୍ପାର ଜଳନ୍ଧର ଜାନି।…

ସମସ୍ୟା ବଢ଼ାଉଛି ମାଟି ସଡ଼କ

ଛେଣ୍ଡିପଦା,୨ା୯(ସ୍ବ.ପ୍ର.): ଗାଁର ମୁଖ୍ୟ ସମସ୍ୟା ଗମନାଗମନରେ ଅସୁବିଧା। ବର୍ଷାଦିନେ ମାଟି ରାସ୍ତାରେ ଯାତାୟାତ ଗ୍ରାମବାସୀଙ୍କ ପକ୍ଷେ ଅତି କଷ୍ଟକର। ଏପରି କି ରୋଗୀଙ୍କୁ ଡାକ୍ତରଖାନା ଯାଏ ନେବାକୁ ଆମ୍ବୁଲାନ୍ସ ପଶିପାରୁନି ଗ୍ରାମରେ। ତେଣୁ ପକ୍କା ସଡ଼କଟିଏ ନିର୍ମାଣ ନିମନ୍ତେ ଗାଁଲୋକେ ଅନେକଥର…

ଚାଷୀଙ୍କ ଦୁଃଖ କପାଳି

ବନ୍ତ,୨।୯(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଦେଇ ୩ ନଦୀ ସାଳନ୍ଦୀ, କପାଳି ଓ ସରୁସାଗର ପ୍ରବାହିତ। ସାଳନ୍ଦୀ ବ୍ୟତୀତ ସରୁସାଗର ଓ କପାଳିକୁ ସରକାରୀ ଖାତାରେ ଅଦ୍ୟାବଧି ନଦୀର ମାନ୍ୟତା ମିଳିନାହିଁ। ପ୍ରତ୍ୟେକ ବର୍ଷ ବର୍ଷାଋତୁରେ ଏହି ୨ ନଦୀର ବନ୍ୟାପାଣିରେ…

ରାସ୍ତାରୁ ଜବତ ହେଲା ଯୁବକଙ୍କ ମୃତଦେହ: କାରଣ ଖୋଜୁଛି ପୋଲିସ

କୋକସରା,୧।୯(ଡି.ଏନ.ଏ): କଳାହାଣ୍ଡି ଜିଲା ଆମପାଣି ଥାନା ଅଧୀନ ସାନ ପୋଡ଼ାଗୁଡା ପଞ୍ଚାୟତ କଲୋନୀପଡ଼ା ନିକଟସ୍ଥ ବିଜୁ ଏକ୍ସପ୍ରେସ ୱେରୁ ଜଣେ ଯୁବକଙ୍କ ମୃତଦେହ ବୁଧବାର ରାତିରେ ପୋଲିସ ଜବତ କରିଛି। ସେ ହେଲେ ସାନ ପୋଡ଼ାଗୁଡା ଗ୍ରାମର ଟିକେଶ୍ୱର ବେମାଲ(୩୦)। ରାସ୍ତା…

ଗ୍ରାହକ ସାଜି ବନ ବିଭାଗ ଧରିଲା

ବାଲିଗୁଡ଼ା,୧ା୯(ଡି.ଏନ.ଏ.): ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିବା ଏକ ବଜ୍ରକାପ୍ତାକୁ କନ୍ଧମାଳ ଜିଲା ବାଲିଗୁଡ଼ା ବନ ବିଭାଗ ବୁଧବାର ଉଦ୍ଧାର କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମହାସିଙ୍ଗି ଗ୍ରାମର ମହାଦେବ ବେହେରଦଳାଇ, ପାରିଗଡ଼ର ଭୀମସେନ…

ହସ୍ପିଟାଲ ତୃତୀୟ ମହଲାକୁ ଚଢ଼ି ନାକେଦମ କଲେ ଯୁବକ

ଅନୁଗୋଳ ଅଫିସ,୧।୯: ଆଉ କେଉଁଠିକୁ ନୁହେଁ, ହସ୍ପିଟାଲ ତୃତୀୟ ମହଲା ଝରକା ତାଜାକୁ ଚଢ଼ି ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ହସ୍ପିଟାଲ କର୍ମଚାରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନାକେଦମ ହୋଇଥିଲେ। ଶେଷରେ ପ୍ରାୟ ଦେଢ଼ ଘଣ୍ଟା ପରିଶ୍ରମ…

ତଳି ରୋଇବାକୁ ଗଲାବେଳେ ଓଲଟିଲା ଅଟୋ, ୩ ଗୁରୁତର,୧୧ ଆହତ

ଦିଗପହଣ୍ଡି,୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ମୁଖ୍ୟ ରାସ୍ତାର ଶଶ୍ମାନ ନିକଟରେ ବୁଧବାର ସକାଳେ ଦୁର୍ଘଟଣା ଘଟିଛି। ଏକ ଏକ ଡାଲା ଅଟୋ ଓଲଟି ପଡିବାରୁ ଫାସିଗୁଡ଼ା ଗ୍ରାମ ବଡ଼ସାହିର ୧୪ ମହିଳା ଶ୍ରମିକ ଆହତ ହୋଇଥିବା…

ବିଭିନ୍ନ ଦାବି ନେଇ ଡ୍ୟାମ ସମ୍ମୁଖରେ ଧାରଣାରେ ବସିଲେ ସୁରକ୍ଷାକର୍ମୀ

ଚିତ୍ରକୋଣ୍ଡା,୧ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ଡ୍ୟାମ ପ୍ରକଳ୍ପ ଦାରା ପରିଚାଳିତ ଚିତ୍ରକୋଣ୍ଡା କାର୍ଯ୍ୟାଳୟରେ ଆଜକୁ ଦୀର୍ଘ ବର୍ଷ ହେଲା କାର୍ଯ୍ୟରତ ସୁରକ୍ଷାକର୍ମୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରକଳ୍ପ ଅଧିକାରୀଙ୍କୁ ଜଣାଇବା ସତ୍ତ୍ୱେ ସମସ୍ୟା ସମାଧାନ ପାଇଁ ବିଚାରକୁ ନ ନିଆଯାଉନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?