ଆମ ଜିଲା ଖବର

ଦଶମ ଛାତ୍ରୀଙ୍କୁ ବଳାତ୍କାର

ବ୍ରହ୍ମପୁର ଅଫିସ,୪।୯: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ବ୍ରହ୍ମପୁର ବଡବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ପାଣିଗ୍ରାହୀପେଣ୍ଠର ଶମ୍ଭୁ ଓରଫ ସୀମାଞ୍ଚଳ ସାବତ(୨୫)। ପୋଲିସ ପୀଡ଼ିତା ଓ…

ଚୁଲି ନିଆଁରେ ଜଳିଗଲେ

ବାରିପଦା ଅଫିସ,୪ା୯: କାଠ ଚୁଲିରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ସୁମୀ ବିନ୍ଧାଣୀ ନାମ୍ନୀ ଜଣେ ମହିଳା ଗୁରୁତର ହୋଇଛନ୍ତି । ତାଙ୍କ ଘର ବାରିପଦା ସହର ୨୨ ନମ୍ବର ୱାର୍ଡ ହଦ୍‌ହଦି ସାହିରେ। ନିଆଁ ଲାଗିବା ଜାଣି ସୁମି…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଚାଞ୍ଚଲ୍ୟକର ବୟାନ ଦେଲେ ରାତି ଜଗୁଆଳି, କହିଲେ ରାତିରେ ସୌମ୍ୟଙ୍କ ଘରକୁ ଯାଆନ୍ତି ଡିଏଫ୍‌ଓ

ଗଜପତି,୪ା୯(ଡି.ଏନ୍‌.ଏ.): ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଯେତିକି ବିଳମ୍ବ ହେଉଛି ସେତିକି ଅଡୁଆ ବଢୁଛି। ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ପୋଲିସ ଏବଂ ପରେ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସୌମ୍ୟଙ୍କ ମୃତ୍ୟୁର ୫୦ଦିନ…

ମରୁଡ଼ି ଅଞ୍ଚଳ ପରିଦର୍ଶନ କଲେ ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ଟିମ୍‌

ପାଟଣା,୪ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ନିଅଣ୍ଟିଆ ବର୍ଷା ନେଇ ଶନିବାର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏକ ଟିମ୍‌ ମରୁଡ଼ି ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଟିମ୍‌ ପାଟଣା ବ୍ଲକ ଅଧୀନ ତୁରୁମୁଙ୍ଗା ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ…

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର,୪ା୯(ବ୍ୟୁରୋ): ଚଳିତମାସ ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଶନିବାର ଘୋଷଣା କରିଛନ୍ତି। ତେବେ କରୋନା ଯୋଗୁ ଏହା ସ୍ଥଗିତ ଥିଲା। ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର ହେବ। ଅକ୍ଟୋବର ୩ରେ ଭୋଟ୍‌ ଗଣତି…

ପରିଚାଳନାଗତ ତ୍ରୁଟିରୁ ରାଜସ୍ଵ କ୍ଷତି

କଟକ ଅଫିସ,୪।୯: ସହରର ବିକାଶ ଲକ୍ଷ୍ୟରେ ଦୀର୍ଘ ୪ଦଶନ୍ଧି ତଳେ କଟକ ଡେଭଲପମେଣ୍ଟ ଅଥରିଟି (ସିଡିଏ) ଗଠନ ହୋଇଥିଲା। ଗତ ୧ତାରିଖରେ ଏହା ୩୯ବର୍ଷ ପୂରଣ କରିଛି। ସିଡିଏର ବିଭିନ୍ନ ବିଭାଗ କାର୍ଯ୍ୟ ତଦାରଖ ଏବଂ ତ୍ୱରାନ୍ବିତ କରାଇବା ଲାଗି ଅଭିଜ୍ଞ…

ଜଳସଙ୍କଟ, ଶିଳ୍ପ ପ୍ରଦୂଷଣ ବଢୁଛି

କେନ୍ଦ୍ରାପଡ଼ା ଅଫିସ, ୪।୯: ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ଉପରେ ବିପଦ ଘନେଇ ଆସୁଛି। ମଧୁର ଜଳ ସଙ୍କଟ ସହ ଶିଳ୍ପ ପ୍ରଦୂଷଣ ଏଥିପାଇଁ କାରଣ ସାଜିଛି। କେବଳ ବ୍ରାହ୍ମଣୀ ନଦୀରୁ ଶିଳ୍ପ ଓ ଖଣି ପାଇଁ ବର୍ଷକୁ ୮୬.୨୬…

ସଙ୍ଗଠନ ଆଳରେ ବିଦ୍ୱେଷଭାବ ସୃଷ୍ଟି କରୁଥିଲେ ମାନସ

ଖୋର୍ଦ୍ଧା ଅଫିସ,୪।୯: ବେଗୁନିଆ ଥାନା ଅଧୀନ ଅଭିମାନପୁରର ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ମାନବବାଦ ସଙ୍ଗଠନର ମୁଖ୍ୟ ତଥା ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କୁ ଗୁରୁବାର ପୋଲିସ ଗିରଫ କରଛି। ସେହିପରି କଡ଼ବ ଗ୍ରାମର ମାଗୁଣି ନାଏକ ଏବଂ…

ବ୍ରାଉନ୍‌ସୁଗାର କାରବାର: ଖୋର୍ଦ୍ଧାର ବିଟେକ୍‌ ଛାତ୍ରଙ୍କୁ ବାନ୍ଧିଲା ଏସ୍‌ଟିଏଫ୍‌

ଖୋର୍ଦ୍ଧା ଅଫିସ,୪।୯ : ଖୋର୍ଦ୍ଧା ପାଲଟିଛି ବ୍ରାଉନସୁଗାରର ପେଣ୍ଠସ୍ଥଳୀ। ଯେତିକି ଧରପଗଡ ଚାଲିଛି, ସେତିକି କାରବାର ବଢିଚାଲିଛି। ବାଲେଶ୍ବର ଜଳେଶ୍ବରଠାରୁ ଚେର ଖୋର୍ଦ୍ଧା ପର୍ଯ୍ୟନ୍ତ ଲମ୍ବିଛି। ଏଠାରୁ ଜିଲାର ବିଭିନ୍ନ ଗ୍ରାମକୁ ବ୍ରାଉନସୁଗାର ପଠାଯାଉଛି। ବାରମ୍ବାର ଏସ୍‌ଟିଏଫ୍‌ ପକ୍ଷରୁ ଧରପଗଡ ସତ୍ତ୍ବେ…

ପାଣିକୋଇଲିରେ ଡବଲ ମର୍ଡର

ଯାଜପୁର ଅଫିସ/ ପାଣିକୋଇଲି(ଡି.ଏନ.ଏ.),୪।୯: ଯାଜପୁର ଜିଲା ପାଣିକୋଇଲ ଅଞ୍ଚଳରେ ଘଟିଛି ଡବଲ ମର୍ଡର। ଶୁକ୍ରବାର ସକାଳେ ୧୬ ନମ୍ବର ଜାତୀୟ ରାଜପଥର ସାନସୋତି ଗ୍ରାମ ନିକଟ ଏକ ନିମର୍ର୍ାଣାଧୀନ ପୋଲ ଉପରୁ ୨ ମୃତଦେହ ମିଳିଛି। ମୃତକ ଦ୍ୱୟ ହେଲେ ପାଣିକୋଇଲି…

ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ

ଭୁବନେଶ୍ୱର(ବ୍ୟୁରୋ)/ଭଦ୍ରକ ଅଫିସ,୪।୯: ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ ମହାପାତ୍ର। କରୋନାରେ ଗୁରୁତର ହେବା ପରେ କୋଲକାତାରେ ତାଙ୍କର ଇକ୍‌ମୋ ଚିକିତ୍ସା ଚାଲିଥିଲା। ଶୁକ୍ରବାର ରାତିରେ ଅଭିଷେକଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାରପକ୍ଷରୁ ସୂଚନା ମିଳିଛି। ଅଭିଷେକଙ୍କ ଘର ଭଦ୍ରକ…

୯୦ ପ୍ରତିଶତ ଫେରିଲେଣି ଚୁଲିକୁ

ପରିକ୍ଷିତ ସାହୁ ବଇଣ୍ଡା,୪ା୯ – ମାଟି ଚୁଲି ଧୂଆଁ ଯନ୍ତ୍ରଣାରୁ ମୁକ୍ତି ପାଇବେ ଗରିବ ପରିବାରର ମହିଳା। ଶ୍ୱାସଜନିତ ରୋଗରେ ପଡ଼ିବେନି ଏହି ମା’ମାନେ। ଉକ୍ତ ଉଦ୍ଦେଶ୍ୟରେ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ବିନା ମୂଲ୍ୟରେ ଏପରି ମହିଳାମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?