ଆମ ଜିଲା ଖବର

ଅଜଣା ଲିଙ୍କ୍‌ କ୍ଲିକ୍‌ କରନାହିଁ, ଓଟିପି ଦିଅନାହିଁ

କଟକ ଅଫିସ,୧୬।୧୧:ଦିନକୁ ଦିନ ସାଇବର ଠକେଇ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହ୍ବାଟ୍‌ସ ଆପ୍‌ ଠକେଇରୁ ବର୍ତ୍ତିବା ପାଇଁ ସୋମବାର କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ନିଜ ମୋବାଇଲ ଫୋନରେ…

ପୁରୀ ସମୁଦ୍ରରେ ମାଛ ମଡ଼କ

ପୁରୀ ଅଫିସ,୧୬।୧୧: ପୁରୀ ବେଳାଭୂମିରେ ଶହ ଶହ ମାଛ ମରି ପଡ଼ିଥିବା ସୋମବାର ଦେଖିବାକୁ ମିଳିଛି। ସ୍ବର୍ଗଦ୍ୱାରଠାରୁ କ୍ୟାମେଲିଆ ପର୍ଯ୍ୟନ୍ତ ବେଳାଭୂମିରେ ମାଛ ମରିପଡ଼ିଛନ୍ତି। ମାଛଗୁଡ଼ିକ ଡିସ୍କୋ କୋକଲି ପ୍ରଜାତିର ବୋଲି କୁହାଯାଉଛି। ତେବେ ଏହି ମାଛ ମଡ଼କର ପ୍ରକୃତ କାରଣ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

ପୁରୀ ଅଫିସ, ୧୬।୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ସୋମବାରଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଞ୍ଚକ ନୀତି ଆରମ୍ଭ ହୋଇଛି। ଏକାଦଶୀରେ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଛି। ତେବେ ଚଳିତବର୍ଷ ପ୍ରଶାସନର କଟକଣା ଯୋଗୁ ଏହି ଅନନ୍ୟ ବେଶ…

ପାଣି ଚୋରି ରୋକିବ ସେନ୍‌ସର

ଯାଜପୁର ଅଫିସ,୧୬।୧୧: ଜଳ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ସହର, ଶିଳ୍ପ ଏବଂ ବାଣିଜି୍ୟକ ପ୍ରତିଷ୍ଠାନଗୁଡିକୁ ଆଇନ ଅନୁଯାୟୀ ଜଳଯୋଗାଣ କରାଯାଉଛି। ୱାଟର ଆଲୋକେଶନ କମିଟି(ଡବ୍ଲ୍ୟୁଏସି)ର ମଞ୍ଜୁରୀକ୍ରମେ ୩୧ା୩ା୨୦୨୦ ସୁଦ୍ଧା ୧୦୮ ସହରାଞ୍ଚଳ ଏବଂ ୨୧୭ ଶିଳ୍ପାନୁଷ୍ଠାନକୁ ନଦୀ, ନାଳ ଓ…

ପ୍ରଧାନମନ୍ତ୍ରୀଙ୍କ ଶିଳାନ୍ୟାସ ଫଳକ ଭାଙ୍ଗିଦେଲେ

କେନ୍ଦୁଝର,୧୫ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ଏରେଣ୍ଡେଇ ଓ ତେଲକୋଇ ବ୍ଲକ ଜଗମୋହନପୁରରେ ସୋମବାର ଦୁଇଟି ଏକଲବ୍ୟ ବିଦ୍ୟାଳୟର ଶିଳାନ୍ୟାସ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସରେ ଏହାର ଶିଳାନ୍ୟାସ କରିଥିଲେ। ତେବେ ଜଗମୋହନପୁର ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଜେଡିର ମନ୍ତ୍ରୀ…

କୋର୍ଟକୁ ଖଟିଆରେ ଆସିଲେ ବୃଦ୍ଧା

ବରଗଡ଼ ଅଫିସ୍‌,୧୫।୧୧: ଏକ ପାରିବାରିକ ବିବାଦକୁ ନେଇ ସୋମବାର ଜଣେ ବୃଦ୍ଧାଙ୍କୁ ଖଟିଆରେ ପରିବାର ଅଦାଲତକୁ ଅଣାଯିବା ଘଟଣା ବରଗଡ଼ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପଟେ ପରିବାର ଅଦାଲତରେ ଏହି ବିବାଦର ସମାଧାନ ହୋଇଥିବା ସୂଚନା ମିଳିଛି ।…

ନକଲି ସୁନା ଦେଇ ବ୍ୟାଙ୍କରୁ ଠକିନେଲେ ୧୯ ଲକ୍ଷ

ସୋନପୁର,୧୫।୧୧(ନି.ପ୍ର.):ଚଞ୍ଚକତା କରି ୬ଜଣ ବ୍ୟକ୍ତି ସୋନପୁର ୟୁକୋ ବ୍ୟାଙ୍କ ଶାଖାରୁ ୧୯ଲକ୍ଷ ଟଙ୍କା ଋଣ ନେବାରେ ସକ୍ଷମ ହୋଇଛନ୍ତି। ବ୍ୟାଙ୍କ ଅଡିଟ୍‌ ସମୟରେ ଏହି ଘଟଣା ଜଣାପଡିଛି। ଶାଖା ପରିଚାଳକ ପ୍ରଶାନ୍ତ କୁମାର ନାୟକ ଏହି ସମ୍ପର୍କରେ ସୋମବାର ସୋନପୁର ଥାନାରେ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର

ଛତ୍ରପୁର,୧୫ା୧୧(ଡି.ଏନ୍‌.ଏ.): ୨ଦିନ ଧରି ଲଗାଣ ବର୍ଷାରେ ଛତ୍ରପୁର ଏନ୍‌ଏସି ୯ନମ୍ବର ୱାଡ ନୂଆସାହିରେ ରହୁଥିବା କାଳୁ ଚରଣ ନାୟକଙ୍କ ଘର ସୋମବାର ଭୁଶୁଡ଼ି ପଡ଼ିଥିଲା। ହେଲେ ଦୁଇ ଶିଶୁଙ୍କ ସମେତ ମା’ ବାପ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏପରିକି ଘରର ସମସ୍ତ ଆସବାପତ୍ର…

ବାଇକ୍‌ ଚୋରି କରି ବିକୁଥିଲେ ଗ୍ୟାରେଜ୍‌ରେ

ଭଞ୍ଜନଗର/ବୁଗୁଡ଼ା,୧୫।୧୧(ଡି.ଏନ.ଏ): ଭଞ୍ଜନଗର ଉପଖଣ୍ଡ ଅଧୀନ ଭଞ୍ଜନଗର, ବେଲଗୁଣ୍ଠା ଏବଂ ବୁଗୁଡ଼ା ପୋଲିସକୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍‌ ସୋମବାର ଏକ ଆନ୍ତଃ ଜିଲା ବାଇକ୍‌ ଲୁଟେରା ଦଳକୁ କାବୁ କରିଛି । ପୋଲିସ ଏହି ର଼୍ୟାକେଟର ୭ଜଣଙ୍କୁ ଗିରଫ କରିଛି। ସେମାନଙ୍କ…

ବିଜେଡିରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ

ଖୋର୍ଦ୍ଧା ଅଫିସ,୧୫।୧୧: ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଝଟକା ଲାଗିଛି। ବେଗୁନିଆ ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ ସୋମବାର ବିଜେଡିରେ ସାମିଲ ହୋଇଛନ୍ତି । ନିଜର ସମର୍ଥକଙ୍କ ସହ ପ୍ରଦୀପ ି ବିଜେଡି କାର୍ଯ୍ୟାଳୟରେ ବିଧିବଦ୍ଧ…

ପାଣିରେ ଭାସିଗଲା ଅଟୋ

ବ୍ରହ୍ମପୁର ଅଫିସ,୧୫।୧୧: ପାଣିରେ ଭାସି ଯାଉଥିବା ବେଳେ ଅଟୋକୁ ଉଦ୍ଧାର କରାଯାଇଛି। ଏଭଳି ଏକ ଘଟଣା ଦେଖିବାକୁ ରମିଳିଛି ଗଞ୍ଜାମ ଜିଲା ନାରାୟଣପୁର-ହରିପୁର ରାସ୍ତାରେ। ଅଟୋରେ ଜଣେ ମହିଳା ଓ ଦୁଇଜଣ ଶିଶୁ କାଳିପଲ୍ଲୀ ଯିବା ନିମନ୍ତେ ଉକ୍ତ ରାସ୍ତାରେ ଯାଉଥିବା…

ମୃତଦେହ ବ୍ୟବଚ୍ଛେଦରେ ବିଳମ୍ବ ନେଇ ଉତ୍ତେଜନା

ରାଇକିଆ,୧୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ଗୋଷ୍ଠୀ କେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦରେ ବିଳମ୍ବକୁ ନେଇ ଉତ୍ତେଜନା ଦେଖା ଦେଇଛି । ରବିବାର ଅପରାହ୍ନରେ ବାକିଙ୍ଗିଆ ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ଜଣକର ମୃତ୍ୟୁ ଘଟିଥିଲା । ଅପରାହ୍ନ ସାଢ଼େ ତିନିଟାରୁ ସୋମବାର ସକାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?