ଫେସବୁକ୍ରେ ଫେକ୍ ଆକାଉଣ୍ଟ ଖୋଲି ନାବାଳିକାଙ୍କ ଅଶ୍ଳୀଳ ଫଟୋ ଛାଡ଼ିଲେ ଦୁଇ ଯୁବକ, ଆଉ ତା’ ପରେ
ପାଟଣା,୬ା୯(ସ୍ବ.ପ୍ର.): ଫେସବୁକ୍ରେ ଫେକ୍ ଆକାଉଣ୍ଟ ଖୋଲି କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ଜଣେ ନାବଳିକାଙ୍କୁ ଅଶ୍ଳୀଳ ମେସେଜ ସହ ନାବାଳିକାଙ୍କ ଫଟୋକୁ ଏଡିଟ୍ କରି ଫେସବୁକ୍ରେ ଛାଡ଼ିବା ଦୁଇ ଯୁବକଙ୍କୁ ମହଙ୍ଗା ପଡ଼ିଛି। ନାବାଳିକାଙ୍କ ବାପାଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲି…
କର୍ମ ନିଯୁକ୍ତି ଭିତ୍ତିଭୂମି ନାହିଁ
କେନ୍ଦ୍ରାପଡ଼ା ଅଫିସ,୬।୯: ସପ୍ତାହକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲାର ରାଜକନିକା ଥାନା ଅଞ୍ଚଳରେ ୪ ଲୁଟ୍ ଘଟଣା ଘଟିଛି। କାଟଣା ଅଞ୍ଚଳର ଜଣେ ଛାତ୍ରୀଙ୍କ ମୋବାଇଲକୁ ୨ ଦୁର୍ବୃତ୍ତ ବାଇକ୍ରେ ଆସି ଛଡାଇ ନେଇଛନ୍ତି। ୧ ତାରିଖରେ ଅଶୋକ ବଜାରରେ ରହୁଥିବା ଅବସରପ୍ରାପ୍ତ…
କ୍ଲିନିକ୍ ସିଲ୍ କରି ଚୁପ୍ ବସିଛି ପ୍ରଶାସନ
ନୟାଗଡ଼ ଅଫିସ,୬।୯: ପଞ୍ଜୀକରଣ ନ ଥାଇ ନୟାଗଡ଼ ଜିଲା ଖଣ୍ଡପଡ଼ା ସହରର ସ୍ବାସ୍ଥ୍ୟକେନ୍ଦ୍ର ଛକ ନିକଟରେ ବାଲାଜୀ କ୍ଲିନିକ୍ ପ୍ରାୟ ୮ମାସ ହେଲା ବେଆଇନ ଭାବେ ଚାଲୁ ଥିଲା । ହେଲେ ସେହି କ୍ଲିନିକ୍ ଉପରେ ଚଢ଼ାଉ କରାଯାଉ ନ ଥିଲା…
ସରୁନି ସୁମିତ୍ରାଙ୍କ ସଂଘର୍ଷ
ପାଲଲହଡ଼ା, ୬।୯(ଡି.ଏନ୍.ଏ.): ମା’ବାପା ବଞ୍ଚତ୍ଥିଲେ ଅଜାଡ଼ି ଦେଇଥାଆନ୍ତେ ସ୍ନେହ ସରାଗ। ରାତି ପାହିବା ବେଳକୁ ପେଟକୁ ଚିହ୍ନି ଯୋଗାଇ ଦେଇଥାଆନ୍ତେ ଖାଇବା। ଯେନତେନ କରି ନିଜେ ମୁଣ୍ଡାଇ ଥାଆନ୍ତେ ଘର ଜଞ୍ଜାଳ। ହେଲେ ୧୭ ବର୍ଷୀୟା ସୁମିତ୍ରା କୁଙ୍କାଲଙ୍କ ପାଇଁ ଏସବୁ…
ହାଇପ୍ରୋଫାଇଲ ସେକ୍ସ ର଼୍ୟାକେଟ୍ ଠାବ
ଅନୁଗୋଳ ଅଫିସ, ୬।୯: ଅନୁଗୋଳ ସହରରେ ଚାଲିଥିବା ଏକ ହାଇପ୍ରୋଫାଇଲ ସେକ୍ସ ର଼୍ୟାକେଟର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ଏହି ଘଟଣାରେ କିଙ୍ଗ୍ପିନ୍ କୁହାଯାଉଥିବା ଜଣେ ଦମ୍ପତିଙ୍କ ସମେତ ଗ୍ରାହକ ସାଜିଥିବା ସହରର ପ୍ରତିଷ୍ଠିତ ବ୍ୟବସାୟୀ ବାପପୁଅଙ୍କୁ ଗିରଫ କରାଯାଇଛି। ଏ…
ଜାଲରେ ପଡିଲା ବିରଳ ପ୍ରଜାତିର ମାଛ
ସାରସକଣା, ୬।୯(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଅଞ୍ଚଳରେ ଏକ ବିରଳ ପ୍ରଜାତିର ମାଛ ଜାଲରେ ଧରାପଡିଛି। ଆନ୍ତଃରାଜ୍ୟ ସୀମା ସୁବର୍ଣ୍ଣରେଖା ନଦୀ ଜାମଶୋଳା ଘାଟରେ ସ୍ଥାନୀୟ ମାଛ ଧରାଳୀମାନେ ମାଛ ଧରୁଥିବା ବେଳେ ଏହି ମାଛ ଜାଲରେ ଧରାପଡିଥିଲା। ମତ୍ସ୍ୟଜୀବୀମାନେ…
ପାଣି ପାଇଁ ହଇରାଣ
ବାରିପଦା ଅଫିସ,୬।୯: ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଧୀନ ବାଇଗଣବାଡ଼ିଆ ପଞ୍ଚାୟତର ଭୁଲଗଡ଼ିଆ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଓରେଡା ପକ୍ଷରୁ ଏହି ଗଁାରେ ନିର୍ମାଣ କରାଯାଇଥିବା ସୋଲାର ପାନୀୟ ଜଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି। ଫଳରେ ଗ୍ରାମବାସୀ…
ରିମାଣ୍ଡରେ ଆସିବେ ମାନସ, ମନୋରଞ୍ଜନ
ଖୋର୍ଦ୍ଧା ଅଫିସ,୬ା୯: ବେଗୁନିଆ ଥାନା ଅଧୀନ କଡ଼ବ ଗ୍ରାମର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦଙ୍କୁ ଏକ ବନ୍ଦ କୋଠରିରେ ମାନବବାଦ ସଙ୍ଗଠନ କର୍ମକର୍ତ୍ତା ନିସ୍ତୁକ ମାଡ଼ ମାରିବା ମାମଲାରେ ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିଛି। ସମ୍ପୃକ୍ତ…
‘ମୁକ୍ତି ସଂଗ୍ରାମ ଇତିହାସର ଅମଳିନ ଅଧ୍ୟାୟ’
ଏରସମା,୬।୯(ସ୍ବ.ପ୍ର.): ସୋମବାର ଏରସମା ବିପ୍ଳବ ଦିବସ। ବ୍ରିଟିଶ ଶାସନ ବିରୋଧରେ ଏରସମାବାସୀ ଏକତ୍ରିତ ହୋଇ ଗୋଟିଏ ଥାନା ପୋଡ଼ିଦେଇଥିଲେ। ୬ ସେପ୍ଟେମ୍ବର ୧୯୪୨ରେ ଏହି ଘଟଣା ଘଟିଥିଲା। ସେତେବେଳେ ଦେଶରେ ସ୍ବାଧୀନତାର ବହ୍ନି ଜଳୁଥିଲା। ଗାନ୍ଧିଜୀଙ୍କ ଆହ୍ବାନ ଏରସମାବାସୀଙ୍କ ମନରେ ସଂଗ୍ରାମର…
ଗୁରୁଦିବସରେ ଗଲା ଗୁରୁଙ୍କ ଜୀବନ
ରୂପସା,୫।୯(ଡି.ଏନ୍.ଏ.): ଗୁରୁ ଦିବସରେ ସଡ଼କ ଦୁର୍ଘଟଣାରେ ଚାଲିିଯାଇଛି ଆଦର୍ଶ ଗୁରୁଙ୍କ ଜୀବନ। ସ୍କୁଲରୁ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଭୋଲୋରା ଛକ ନିକଟରେ ରବିବାର ୨ଟି ବାଇକ୍…
ପାହାଡ଼ରୁ ଖସି ପଡ଼ିଲେ ୨ ଭାଇ
ରାୟଗଡ଼(ଗଜପତି),୫ା୯(ଡି.ଏନ.ଏ.): ଗଜପତି ଜିଲା ମାର୍ଲବା ଘାଟିରେ ରବିବାର ବାଇକ୍ ସହ ପାହାଡ଼ ତଳକୁ ଖସିପଡ଼ି ୨ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରାୟଗଡ଼ ବ୍ଲକ ସ୍ବାଲସିଂ ସାହିର ସ୍ବର୍ଗତ ମନୋଜ କୁମାର ସ୍ବାଲସିଂଙ୍କ ପୁଅ ବିଲ୍ କ୍ଲିଣ୍ଟନ(୨୪) ଓ ପ୍ରିୟତମ…
ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ
ଦିଗପହଣ୍ଡି,୫ା୯(ଡି.ଏନ୍.ଏ.): ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ପ୍ରତିବର୍ଷ ଭଳି ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ଗୁରୁଦିବସ ପାଳନ କରାଯାଇଥିଲା। ଦିଗପହଣ୍ଡି ସରସ୍ବତୀ ବିଦ୍ୟାମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ଓ ଭଗବତୀ…

