ଆମ ଜିଲା ଖବର

ପୁଣି ମୁହାଁମୁହିଁ ହେଲେ ପୋଲିସ-ମାଓବାଦୀ

ଫୁଲବାଣୀ ଅଫିସ, ୭ା୪: କନ୍ଧମାଳ ଜିଲାରେ ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଅଞ୍ଚଳର କୋଲାମ୍ପରା ଜଙ୍ଗଲରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସର ଗୁଳିମାଡ଼ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ଏଥିରେ କାହାରି ମୃତ୍ୟୁ…

କଳାହାଣ୍ଡିରେ କରୋନାର ସ୍ଥିତି ଚିନ୍ତାଜନକ

ଭବାନୀପାଟଣା,୭।୪: କଳାହାଣ୍ଡିରେ ମାଡିଲାଣି କରୋନା। ଚଳିତ ମାସ ପ୍ରଥମ ସପ୍ତାହରେ ଚିହ୍ନଟ ହୋଇଛନ୍ତି ୨୮୧ନୂଆ ଆକ୍ରାନ୍ତ। ଗତ ୧ ତାରିଖରେ ୨୬ଜଣ, ୨ରେ ୨୨, ୩ରେ ୨୬, ୪ରେ ୪୭ ଓ ୫ରେ ୫୮ଜଣ, ୬ରେ ୬୪ ଏବଂ ୭ ତାରିଖ…

ଲାଞ୍ଚ ନେଇଥିବା ଆର୍‌ଆଇଙ୍କୁ ଜେଲଦଣ୍ଡ

ବ୍ରହ୍ମପୁର ଅଫିସ,୭ା୪: ଗଞ୍ଜାମ ଜିଲା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସୁବ୍ରତ ମହାନ୍ତି ବୁଧବାର ଏକ ଲାଞ୍ଚ ଗ୍ରହଣ ମାମଲାର ଶୁଣାଣି କରିଥିଲେ। ସମସ୍ତ ପ୍ରମାଣକୁ ଭିତ୍ତି କରି ହିଞ୍ଜିଳିକାଟୁ ତହସିଲ ବୁରୁପଡ଼ାର ପୂର୍ବତନ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ମନମୋହନ ତ୍ରିପାଠୀଙ୍କୁ ୧…

ବର୍ଦ୍ଧିତ ବିଦ୍ୟୁତ୍‌ ଦର ପ୍ରତିବାଦରେ ଜିଲା କଂଗ୍ରେସର ବିକ୍ଷୋଭ

କେନ୍ଦୁଝର,୭।୪(ସ୍ବ୍ର.ପ୍ର.): ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ଦାବିରେ ଜିଲା କଂଗ୍ରେସ ପକ୍ଷରୁ ଜିଲା ସଭାପତି ବିପ୍ଳବ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ, ନେତାମାନେ ଏକ ରାଲିରେ କଂଗ୍ରେସ ଭବନରୁ ବାହାରି ବିଦ୍ୟୁତ୍‌ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ…

ଶ୍ୱଶୁରଘର ଗାଁରେ ଜ୍ୱାଇଁଙ୍କୁ ହତ୍ୟା, ଦୁଇ ଶଳା ଅଟକ

ପରଜଙ୍ଗ,୭।୪(ଡି.ଏନ୍‌.ଏ): ଶ୍ୱଶୁରଘର ଗାଁରୁ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ଖଇରପଶି ଗ୍ରାମରେ। ବିଲ ମଝିରୁ ଯୁବକଙ୍କ ମୃତଦେହ ମଙ୍ଗଳବାର ସାରେ ପୋଲିସ ଉଦ୍ଧାର କରିଛି।…

ପିପିଲି ଉପନିର୍ବାଚନ: ପ୍ରଚାର କରିବେ ଧର୍ମେନ୍ଦ୍ର

ଭୁବନେଶ୍ୱର,୭।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ଣତା ସେତିକି ବୃଦ୍ଧି ପାଉଛି। ପିପିଲି ନିର୍ବାଚନ ପାଇଁ ସବୁ ଦଳର ନେତା ଓ କର୍ମୀମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏହି ପରିପ୍ରେକ୍ଷୀରେ ଭାଜପା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର…

ବ୍ୟାଙ୍କ ସମ୍ମୁଖରୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଝାମ୍ପିନେଲେ

ଟିଟିଲାଗଡ଼,୭।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ବ୍ୟାଙ୍କ ସମ୍ମୁଖରୁ ବୁଧବାର ପୂର୍ବାହ୍ନରେ ୧,୫୯,୫୦୦ ଟଙ୍କା ଝାମ୍ପି ନେଇଛନ୍ତି ଲୁଟେରା। ଟିଟିଲାଗଡ଼ ବାସିନ୍ଦା ପ୍ରଦୀପ୍ତ ଜେନା ଟଙ୍କା ବ୍ୟାଗ୍‌ ଧରି ସ୍ବି ବଜାର ବ୍ରାଞ୍ଚକୁ ଜମା କରିବାକୁ ଯାଉଥିବା ସମୟରେ ଜଣେ ଯୁବକ ବ୍ୟାଗ୍‌…

ଥାନା ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ୨ ଗୁରୁତର

ବାଲେଶ୍ୱର ଅଫିସ, ୬।୪: ବାଲେଶ୍ୱର ଜିଲା ରେମୁଣା ଥାନା ଭିତରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଥାନା ଭଙ୍ଗାରୁଜା ସହ ଗୋଟିଏ ଗୋଷ୍ଠୀର ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ରାତି ତମାମ ଥାନାରେ ଉତ୍ତେଜନା ଲାଗି ରହିଥିଲା। ଘଟଣାକୁ…

ହାତୀ ଆକ୍ରମଣରେ ୨ ଜଣଙ୍କ ଜୀବନ ଗଲା

ଛେଣ୍ଡିପଦା,୭।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାଟକ ମୁଣ୍ଡା ପଞ୍ଚାୟତରେ ହାତୀ ଆକ୍ରମଣରେ ବୁଧବାର ୨ ଜଣଙ୍କ ଜୀବନ ଯାଇଛି । ମୃତକଦ୍ୱୟ ହେଲେ ଚନ୍ଦ୍ରପୁର ଗ୍ରାମର କାଠିଆ ପାଣିଗ୍ରାହୀ ଓ ସୁହାଗି ସେଠୀ। ଘଟଣାର ପ୍ରକାଶ ଯେ, ସକାଳେ ସୁହାଗି…

ପାନୀୟ ଜଳ ସମସ୍ୟାକୁ ନେଇ ଆନ୍ଦୋଳନ, ରାସ୍ତାରୋକୋ

ମହାକାଳପଡ଼ା,୭।୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ରାଜଗଡ଼ ପଞ୍ଚାୟତ ରାଜଗଡ ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ଲୋକେ ବୁଧବାର ସକାଳେ ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଓରାତ ଅଙ୍ଗୁଲାଇ ମୁଖ୍ୟ ରାସ୍ତାରେ ମହିଳାମାନେ ମାଠିଆ ଧରି ବସିଥିବା ଦେଖିବାକୁ ମିଳୁଛି।…

୧୧୨ର ପରିଚାଳନା, ଏନ୍‌ଏଚ୍‌ ପାଟ୍ରୋଲିଂ ଉପରେ ଗୁରୁତ୍ୱ

କଟକ ଅଫିସ, ୭ା୪: କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଭିଡିଓ କନଫରେନ୍ସ ଜରିଆରେ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡିଜିପି ଅଭୟ ଯୋଗଦେଇ ଆପରାଧିକ ଘଟଣାଗୁଡ଼ିକର ତଦାରଖ କରିବା ସହ କରୋନା ଟିମ୍‌ ସ୍ବାସ୍ଥ୍ୟ ପରୀକ୍ଷା ଓ…

ଧରାପଡ଼ିଲା ଆଉ ଏକ ଆନ୍ତଃରାଜ୍ୟ ସାଇବର କ୍ରାଇମ୍‌

ଝାରସୁଗୁଡ଼ା ଅଫିସ,୭ା୪: କିଛିଦିନର ବ୍ୟବଧାନ ପରେ ଝାରସୁଗୁଡା ଜିଲା ପୋଲିସ ପୁଣି ଏକ ଆନ୍ତଃରାଜ୍ୟ ସାଇବର କ୍ରାଇମ୍‌ର ପର୍ଦ୍ଦାଫାଶ କରି ୩ଜଣଙ୍କୁ ଗିରଫ କରିଛି। ଗତ ଫେବୃୟାରୀ ମାସରେ ବେଲପାହାଡର ଯୁବତୀ ନୀତା ଛତରଙ୍କୁ କୌନ ବେନେଗା କରୋଡପତିରେ ୩୫ଲକ୍ଷ ଟଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri