ଆମ ଜିଲା ଖବର

ଆଶଙ୍କାରେ ଚଣ୍ଡିଖୋଲ ଭୂତଳ ତୈଳଭଣ୍ଡାର

ଚଣ୍ଡିଖୋଲ,୧୦।୧୧(ଡି.ଏନ.ଏ.): ଯାଜପୁର ଜିଲା ଚଣ୍ଡିଖୋଲଠାରେ ପ୍ରସ୍ତାବିତ ଭୂତଳ ତୈଳ ଭଣ୍ଡାର ନିର୍ମାଣ ନେଇ ୨୦୧୬-୧୭ରୁ ଘୋଷଣା କରାଯାଇଥିଲେ ବି ଏ ପର୍ଯ୍ୟନ୍ତ କାର୍ଯ୍ୟ ପାଦେ ବି ଆଗେଇ ପାରିନି। ଏପରି କି ପ୍ରସ୍ତାବିତ ପ୍ରକଳ୍ପର ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ହୋଇ…

ବ୍ୟାସନଗର ମ୍ୟୁନିସିପାଲିଟି ୱାର୍ଡ ପୁନର୍ଗଠିତ

ଯାଜପୁର ଅଫିସ,୧୦।୧୧: ୨୬ ୱାର୍ଡ ବିଶିଷ୍ଟ ବ୍ୟାସନଗର ମ୍ୟୁନିସିପାଲିଟିର ପଛୁଆବର୍ଗଙ୍କ ପାଇଁ ୭ଟି ୱାର୍ଡ ସଂରକ୍ଷିତ ରହିଥିବାବେଳେ ସେଥିରୁ ୪ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତଫସିଲଭୁକ୍ତ ଜାତିଙ୍କ ପାଇଁ ସଂରକ୍ଷିତ ୩ଟି ୱାର୍ଡରୁ ୨ ମହିଳା ଓ ତଫସିଲଭୁକ୍ତ ଜନଜାତିଙ୍କ…

ଟ୍ରକ୍‌ ପଛରେ ପିଟିହେଲା ଯାତ୍ରୀବାହୀ ବସ୍‌: ୧୫ରୁ ଊର୍ଦ୍ଧ୍ୱ ଆହତ

ଛେଣ୍ଡିପଦା,୧୦ା୧୧(ଡି.ଏନ୍‌.ଏ.): ଛେଣ୍ଡିପଦା-ଅନୁଗୋଳ ୬୩ ନଂ ରାଜ୍ୟ ରାଜପଥର ନିଶା ଶିଳ୍ପାଞ୍ଚଳ ଥାନାର ଜିନ୍ଦଲ ଫାଟକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ନିଶାସ୍ଥିତ ଜିନ୍ଦଲ କମ୍ପାନୀର ମ୍ୟାଟେରିଆଲ…

ମରାମତି ଅଭାବରୁ ରାସ୍ତା ଶୋଚନୀୟ

ନାଉଗାଁ,୧୦।୧୧(ସ୍ବ.ପ୍ର.): ନାଉଗାଁ ବ୍ଲକ ଛକରୁ ତିହୁଡାକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇ ପଡିଛି। ବିଭିନ୍ନ ସଙ୍ଗଠନ, ବୁଦ୍ଧିଜୀବୀଙ୍କ ପକ୍ଷରୁ ବାରମ୍ବାର ଦାବି ସତ୍ତ୍ୱେ ରାସ୍ତାର ତିହୁଡାଠାରୁ ଅଧା କିମି ପର୍ଯ୍ୟନ୍ତ ମରାମତି କରାଯାଇଛି। ମାତ୍ର ବାକି ରାସ୍ତା ଏବେବି ଖରାପ…

ମହିଳାଙ୍କ ପାଇଁ ୫୦%ରୁ ଊର୍ଦ୍ଧ୍ୱ ଆସନ ସଂରକ୍ଷିତ

ପାରାଦୀପ, ୧୦।୧୧(ସ୍ବ.ପ୍ର.): ପାରାଦୀପ ପୌର ନିର୍ବାଚନ ପାଇଁ ମଙ୍ଗଳବାର ଚିଠା ସଂରକ୍ଷଣ ତାଲିକା ଘୋଷଣା କରାଯାଇଛି। ଜିଲାପାଳ ପାରୁଲ ପଟଓ୍ବାରିଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସମସ୍ତ ଓ୍ବାର୍ଡର ତାଲିକା ବଦଳି ଯାଇଛି। ଏଥିରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଆସନ ମହିଳାଙ୍କ ପାଇଁ…

ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବି: ଆଜି ରେଳରୋକୋ

କେନ୍ଦ୍ରାପଡ଼ା ଅଫିସ, ୧୦।୧୧: କେନ୍ଦ୍ରାପଡ଼ା ଜିଲାକୁ ୨୦୨୦ ଜୁଲାଇ ୨୪ଠାରୁ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏହା ପରେ ରେଳ ବିହୀନ ଜିଲାରୁ କେନ୍ଦ୍ରାପଡ଼ାର ନାମ ବାଦ୍‌ ପଡିଥିଲା। ଏବେ ଦୈନିକ ୩୦ ମାଲବାହୀ ଟ୍ରେନ ଗଡୁ ଥିଲେ ମଧ୍ୟ…

ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ନୋଟିସ

କଟକ ଅଫିସ,୧୦ା୧୧: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଙ୍ଗଠନ(ଡିଆର୍‌ଡିଓ) ତଥ୍ୟ ଲିକ୍‌ ମାମଲାରେ ହାଇକୋର୍ଟ ମଙ୍ଗଳବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥାକୁ ନୋଟିସ ଜାରି କରିଛନ୍ତି। ଉକ୍ତ ମାମଲାର ତଦନ୍ତର ସ୍ଥିତି(ଷ୍ଟାଟସ) ରିପୋର୍ଟ ଦାଖଲ କରିବାପାଇଁ…

ବିଏସ୍‌କେୱାଇ କାର୍ଡଧାରୀଙ୍କୁ ମାଗଣା ଚିକିତ୍ସା ଯୋଗାଅ

କଟକ ଅଫିସ,୧୦ା୧୧: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) କାର୍ଡ ହିତାଧିକାରୀଙ୍କଠାରୁ କଟକର ଏକ ଅଗ୍ରଣୀ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ଟଙ୍କା ଆଦାୟ କରିବା ଘଟଣାରେ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଆସନ୍ତା ୧୨ ତାରିଖ ମଧ୍ୟରେ ଚିକିତ୍ସିତ ରୋଗୀଙ୍କୁ ଆଇସିୟୁ ବାବଦ ଅଗ୍ରିମ…

ଲୁହା ବୋଝେଇ ଟ୍ରକ୍‌କୁ ୪.୬୦ଲକ୍ଷ ଜରିମାନା

ଗୁଣପୁର,୧୦ା୧୧(ଡି.ଏନ୍‌.ଏ.): ଲକ୍ଷାଧିକ ଟଙ୍କାର ଜିଏସ୍‌ଟି ଠକେଇ ଘଟଣା ସାମ୍ନାକୁ ଆସିଛି। ଏକ ଲୁହାରଡ୍‌ ବୋଝେଇ ଟ୍ରକ୍‌ରୁ ଜରିମାନା ବାବଦକୁ ୪ ଲକ୍ଷ ୬୦ ହଜାର ଟଙ୍କା ଆଦାୟ କରାଯାଇଛି। ରାୟଗଡ଼ା ଜିଏସ୍‌ଟିର ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉ ପରେ ଏହି ଠକେଇ ନଜରକୁ…

ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ

ବରଗଡ଼ ଅଫିସ୍‌,୯।୧୧: ବରଗଡ଼ ସଦର ଥାନା ଅଧୀନ ବିରମାଲ ଗ୍ରାମରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। ବଚସା ଏବଂ କଥା କଟାକଟିରୁ ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ସ୍ବାମୀ ନିଆଁ ଲଗାଇ ଦେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର…

ମା’ ଆଗରେ କୂଅରେ ପଡ଼ିଗଲେ ୨ ପୁଅ

ସମ୍ବଲପୁର,୯ା୧୧(ବ୍ୟୁରୋ): ସମ୍ବଲପୁର ଟାଉନ ଥାନା ଅଧୀନ ସାହୁ କଲୋନୀରେ ଏକ ଦୁଃଖଦ ଘଟଣା ଘଟିଛି। ମା’ଙ୍କ ଆଖି ଆଗରେ କୂଅରେ ପଡ଼ି ଜୀବନ ହାରିଛନ୍ତି ୨ ପୁଅ। ସେମାନେ ହେଲେ ସୁଶୀଲ ତ୍ରିପାଠୀ(୪୦) ଓ ସୁନୀଳ ତ୍ରିପାଠୀ (୩୭)। ପୋଲିସ ମୃତଦେହ…

୭ ହଜାର ଲାଞ୍ଚ ପାଇଁ ଆର୍‌ଆଇଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ, ୯।୧୧- ଏକ ଲାଞ୍ଚ ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଶୁଭଦର୍ଶୀ ପଟ୍ଟନାୟକ ଜଣେ ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?