ମୋପେଡରେ ଥିଲେ ଜେଜେ ନାତି, ମାଡ଼ିଗଲା ବସ୍
ଶେରଗଡ଼/ହିଞ୍ଜିଳିକାଟୁ ,୯ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ଥାନା ତଥା ହିଞ୍ଜିଳିକାଟୁ ବ୍ଲକ ବୁରୁପୋଡା ଭଗବତୀ ହାଇସ୍କୁଲ ନିକଟରେ ମଙ୍ଗଳବାର ଏକ ଘରୋଇ ବସ୍ ମୋପେଡକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଯାଉଥିବା ମୋପେଡରେ ଯାଉଥିବା ଜେଜେଙ୍କ ମୃତ୍ୟୁ ଘଟିଥିବା ବେଳେ…
ବାପା ପୋଲିସରେ, ପୁଅ ଆକ୍ସିସ ବ୍ୟାଙ୍କରୁ ଲୁଟ୍ କରି ଫସିଲେ
ସୁନ୍ଦରଗଡ଼,୯।୧୧(ଡି.ଏନ୍.ଏ.): ପୋଲିସ ବାପାଙ୍କ ସର୍ଭିସ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍ କରିବା ପଡ଼ିଛି ମହଙ୍ଗା। ଲୁଟେରାଙ୍କୁ କାବୁ କରିଛି ପୋଲିସ। ସୁନ୍ଦରଗଡ଼ ଟାଉନ୍ ଥାନା ଆକ୍ସିସ ବ୍ୟାଙ୍କରୁ ମଙ୍ଗଳବାର ବନ୍ଧୁକ ଦେଖାଇ ପାଖାପାଖି ୧୫ ଲକ୍ଷ ଟଙ୍କା ଲୁଟ୍ କରି ଚମ୍ପଟ…
ଲକ୍ଷାଧିକ ଟଙ୍କାର ୨ ହାତୀ ଦାନ୍ତ ଜବତ
କେନ୍ଦୁଝର, ୯।୧୧(ସ୍ବ.ପ୍ର.): ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଅଧୀନ ନୁଣଘର ଗ୍ରାମରେ ଚଢାଉ କରି ବନ ବିଭାଗ ୨ଟି ହାତୀ ଦାନ୍ତ ଜବତ କରିଛି। ଏହାର ଓଜନ ପ୍ରାୟ ୭.୧୯୫ କିଗ୍ରା । ଏହି ଘଟଣାରେ କେନ୍ଦୁଝର ବନ ବିଭାଗ…
ସାନ ଭାଇଙ୍କୁ କୁରାଢ଼ିରେ ହାଣିଦେଲେ
ଠାକୁରମୁଣ୍ଡା,୯।୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅଧୀନ ତାଳପଦା ପଞ୍ଚାୟତ ସରାସପୋଷୀ ଗ୍ରାମରେ ମଙ୍ଗଳବାର ବଡ଼ ଭାଇର କୁରାଢ଼ି ଚୋଟରେ ସାନ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଲକ୍ଷ୍ମୀଧର ନାଏକ(୫୦)। ଅଭିଯୁକ୍ତ କକା ପୁଅ ଭାଇ କୃଷ୍ଣ ନାଏକ ଫେରାର…
ଷ୍ଟେଶନରେ ହଠାତ୍ ପହଞ୍ଚି ଚା’ ପିଇଲେ ରେଳ ମନ୍ତ୍ରୀ
ଝାରସୁଗୁଡା ଅଫିସ୍,୯।୧୧: ଓଡ଼ିଶା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ସକାଳେ ଝରସୁଗୁଡା ରେଳ ଷ୍ଟେଶନରେ ପହଞ୍ଚି ଯାଞ୍ଚ କରିଛନ୍ତି। ପରେ ଝାରସୁଗୁଡାରେ ଦକ୍ଷିଣ ପୂର୍ବ ରେଳବାଇ ଏବଂ ପୂର୍ବ ତଟ ରେଳବାଇ ର ଅଧିକାରୀଙ୍କ ସହ ଏକ…
ଜଙ୍ଗଲକୁ ଯାଇଥିଲେ ବ୍ୟକ୍ତି, ଘରକୁ ଫେରିଲା ମୃତଦେହ
କେନ୍ଦୁଝର,୯।୧୧(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ ବାଲି ପୋଖରୀ ସଂରକ୍ଷିତ ଜଙ୍ଗଲରେ ବଣୁଆ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ଜଳଧର (୫୦) ଓ ଘର୍ ହାତୀନୋଟା ଗ୍ରାମରେ ବୋଲି ଜଣା ପଡିଛି। ମଙ୍ଗଳବାର ସକାଳେ ପାଖ…
ଏ ବର୍ଷ ବି ହେବନାହିଁ ଐତିହାସିକ ବାଲିଯାତ୍ରା
କଟକ ଅଫିସ,୯।୧୧: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ହେବ ନାହିଁ। ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଜିଲା ପ୍ରଶାସନ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଏନେଇ କଟକ ଜିଲାପାଳ ଭବାନୀ ଶଙ୍କର…
ବଜାର ବୁଲୁଛି ଜଗା
ଫୁଲବାଣୀ ଅଫିସ,୮।୧୧: କନ୍ଧମାଳ ଜିଲାର ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା ଏବେ ଡାକ୍ତରଖାନା କ୍ୟାବିନ୍ରୁ ବାହାରି ଫୁଲବାଣୀ ସହରରେ ବୁଲୁଛି । ବଜାରରେ ଜଳଖିଆ ଖାଉଛି ା ବାପାଙ୍କ ହାତ ଧରି ଏ ଦୋକାନରୁ ସେ ଦୋକାନକୁ ଯାଉଛି। ସକାଳେ…
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ
ସମ୍ବଲପୁର,୯।୧୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଆମଲିପାଲ୍ଲୀ ନିକଟସ୍ଥ ଜଙ୍ଗଲରୁ ମଙ୍ଗଳବାର ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ବନ୍ୟପ୍ରାଣୀ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଛି। ଖବରପାଇ ବନ ବିଭାଗ…
ରାଜଧାନୀରୁ ଅପହୃତା ଛାତ୍ରୀ ରମ୍ଭାରୁ ଠାବ
ଗଞ୍ଜାମ,୯।୧୧(ଡି.ଏନ୍.ଏ): ଭୁବନେଶ୍ୱର ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ କେହି ଅପହରଣ କରିଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା l ଅପହରଣକାରୀ ଏକ କାର ଯୋଗେ ରମ୍ଭା ଆଣିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା। ସ୍ଥାନୀୟ ପୋଲିସ…
ଲୁହା ରଡ୍ ଧରି ଗୋଡ଼ାଇଲେ
ପୁରୀ ଅଫିସ,୯।୧୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୋମବାର ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ବ୍ୟକ୍ତିଜଣକ ଉତ୍ତ୍ୟକ୍ତ ହୋଇ ଏକ ଲୁହାରଡ୍ ଧରି ସୁରକ୍ଷା କର୍ମୀଙ୍କ ସମେତ ସ୍ଥାନୀୟ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ତେବେ…
ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ
ପୁରୀ ଅଫିସ, ୮ା୧୧: ଶ୍ରୀମନ୍ଦିରରେ ସୋମବାର ପ୍ରଭୁ ବଳଭଦ୍ର ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ପ୍ରଭୁ ବଳଭଦ୍ରଙ୍କୁ ହରିହର ବେଶରେ ସଜ୍ଜିତ କରିଥିଲେ। ପ୍ରଭୁ ବଳଭଦ୍ର ବାମପାର୍ଶ୍ୱରେ କଳା ଓ ଡାହାଣ ପାର୍ଶ୍ୱରେ…

