ନିମ୍ନମାନର ପାଇଖାନା ନିର୍ମାଣକୁ ନେଇ ଚିନ୍ତା
ନୂଆଗାଁ,୨୫।୩(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ପରିମଳ ଯୋଜନା ମାଧ୍ୟମରେ ପାଇଖାନା ନିର୍ମାଣ ନାମରେ ଚାଲିଛି ହରିଲୁଟ। ପାଇଖାନା ନ ଥାଇ ବାହ୍ୟ ମଳମୁକ୍ତ ଅଞ୍ଚଳ ବୋଲି ଏକାଧିକ ଗ୍ରାମକୁ ଘୋଷଣା କରାଯାଇଛି । କେତେକ ସ୍ଥାନରେ…
ରିପୋର୍ଟ ଖୋଲିବ ବିଧାୟକଙ୍କ ଅସଲ ଚେହେରା
ଖୋର୍ଦ୍ଧା ଅଫିସ,୨୫ା୩: ବାଣପୁର ବ୍ଲକ ସମ୍ମୁଖରେ ଲୋକ ଏବଂ ପୋଲିସ କର୍ମଚାରୀଙ୍କ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ବିଧାୟକ ଯେଉଁ କାର୍ ଡ୍ରାଇଭ୍ କରି…
୧୦ ହଜାର ହେକ୍ଟର ଜମିରେ ତରଭୁଜ ଚାଷ
କେନ୍ଦ୍ରାପଡ଼ା ଅଫିସ, ୨୫ା୩: ଖରା ବଢ଼ିବା ସାଙ୍ଗକୁ ତରଭୁଜର ଚାହିଦା ବଢ଼ିଛି। ପ୍ରତି ଛକ ବଜାରରେ ଏବେ ତରଭୁଜ ଦେଖିବାକୁ ମିଳୁଥିବା ବେଳେ ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲାରେ ୧୦ ହଜାରରୁ ଅଧିକ ହେକ୍ଟର ଅଞ୍ଚଳରେ ଚାଷ ହୋଇଛି। ଚାଷ ପାଇଁ ସରକାରୀ…
ଏମ୍ଏଲ୍ୟୁରେ ପରୀକ୍ଷା ସ୍ଥଗିତ
କଟକ ଅଫିସ,୨୫ା୩: କଟକସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (ଏମ୍ଏଲ୍ୟୁ)ରେ ୫ ବର୍ଷିଆ ବିଏ ଏଲ୍ଏଲ୍ବି ଏବଂ ୩ ବର୍ଷିଆ ଏଲ୍ଏଲ୍ବି ପାଠ୍ୟକ୍ରମର ପ୍ରଥମ ସେମିଷ୍ଟର ପରୀକ୍ଷା ସ୍ଥଗିତ ରଖାଯାଇଛି। ଏଥିସହ ଉକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୪ଟି ଆଇନ ମହାବିଦ୍ୟାଳୟରେ ମଧ୍ୟ…
ସରିଲା ନିର୍ବାଚନ, ବଢ଼ିଲା ଉତ୍କଣ୍ଠା
ଖୋର୍ଦ୍ଧା ଅଫିସ,୨୫ା୩: ଖୋର୍ଦ୍ଧା ପୌର ନିର୍ବାଚନ ପାଇଁ ଗୁରୁବାର ଭୋଟଗ୍ରହଣ ସରିଛି। ଚଳିତ ବର୍ଷ ପୌର ଅଧ୍ୟକ୍ଷ ପାଇଁ ସିଧାସଳଖ ଭୋଟ ଗ୍ରହଣ କରାଯାଇଛି। ଭୋଟରମାନେ ନିଜ ପସନ୍ଦର କାଉନସିଲର ଏବଂ ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କୁ ବାଛିଛନ୍ତି। ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥୀ କନକଲକ୍ଷ୍ମୀ…
ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍
ଖୋର୍ଦ୍ଧା ଅଫିସ/ ବାଲୁଗାଁ/ଜଟଣୀ,୨୫ା୩ (ଡି.ଏନ୍.ଏ.)ଖୋର୍ଦ୍ଧା ଜିଲାରେ ଗୁରୁବାର ଖୋର୍ଦ୍ଧା, ଜଟଣୀ ପୌରାଞ୍ଚଳ ସମେତ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଭୋଟଗ୍ରହଣ କରାଯାଇଛି। କାଁ ଭାଁ ଉତ୍ତେଜନାକୁ ବାଦ୍ ଦେଲେ ମତଦାନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ଖୋର୍ଦ୍ଧା ପୌରାଞ୍ଚଳରେ…
ଅଧା ବାଟରେ ଏମ୍ଡିଏମ୍ ଚାଉଳ ହଡ଼ପ
ଯାଜପୁର ଅଫିସ,୨୫ା୩: ସରକାର ପ୍ରାଥମିକ ଶିକ୍ଷାକୁ ଶିକ୍ଷା ଅଧିକାର ଆଇନରେ ଅନ୍ତର୍ଭୁକ୍ତ କରି ସାର୍ବଜନୀନ କରିବାକୁ ଗୁରୁତ୍ୱ ଦେଉଛନ୍ତି। ଏହିକ୍ରମରେ ପିଲାମାନଙ୍କୁ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରତି ଆକୃଷ୍ଟ କରିବାକୁ ମଧ୍ୟାହ୍ନ ଭୋଜନ (ଏମ୍ଡିଏମ୍) ଯୋଜନା ପ୍ରଣୟନ ହୋଇଛି। ୨୦୨୧…
ପୌର ନିର୍ବାଚନରେ ହିଂସା
ଭୁବନେଶ୍ୱର,(ବ୍ୟୁରୋ)/ଧାମନଗର / କଟକ/ ଭଦ୍ରକ/ ପୁରୀ/ ବଲାଙ୍ଗୀର/ ଚିକିଟି ୨୫।୩ (ଡି.ଏନ୍.ଏ.): ଗତ କିଛି ବର୍ଷ ହେବ ନିର୍ବାଚନ ସମୟରେ ହିଂସାତ୍ମକ ଆଚରଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ତଥା ଅବାଧ ଓ ନିରପେକ୍ଷ କରିବା ପାଇଁ…
ଅଜଣା ଜନ୍ତୁ ପାଦ ଚିହ୍ନ ଠାବ ଘଟଣା: ବନ ବିଭାଗର ତଦନ୍ତ ଆରମ୍ଭ
ମହାକାଳପଡା, ୨୫ା୩ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ରାମନଗର ପଞ୍ଚାୟତସ୍ଥିତ କାଜୁ ଫାର୍ମ ସମ୍ମୁଖ ରାସ୍ତାରେ ଅଜଣା ଜନ୍ତୁର ପାଦ ଚିହ୍ନ ଠାବ କରାଯାଇଥିଲା। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବନ ବିଭାଗ…
ବୃଦ୍ଧାଙ୍କୁ କୋଳରେ ବୋହି ମତଦାନ କେନ୍ଦ୍ରକୁ ନେଲେ ମହିଳା ପୋଲିସ
ଭବାନୀପାଟଣା,୨୪।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାରେ ଗୁରୁବାର ପୌର ନିର୍ବାଚନ ଶେଷ ହୋଇଛି। ଭବାନୀପାଟଣା ୧୪ ନମ୍ବର ୱାର୍ଡ ଟାଉନ ହାଇସ୍କୁଲ ବୁଥ୍ ନଂ. ୩୮ରେ ମତଦାନ ଚାଲିଥିବା ବେଳେ ସେଠାରେ ନିଯୁକ୍ତି ହୋଇଥିବା ଜାହ୍ନବୀ ସାହୁ ନାମକ ଜଣେ ମହିଳା ପୋଲିସ…
ବାଲିଘାଟକୁ ନେଇ ଗଡ଼ିଲା ମୁଣ୍ଡ
ବିଞ୍ଝାରପୁର,୨୪।୩(ଡି.ଏନ୍.ଏ): ଯାଜପୁର ଜିଲା ବିଞ୍ଝାରପୁର ଅଞ୍ଚଳରେ ବାଲିଘାଟକୁ ନେଇ ହୋଇଥିବା ବିବାଦରେ ଜଣଙ୍କର ମୁଣ୍ଡ ଗଡିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ମିଳିଥିବା ସୂଚନା ମୁତାବକ, ବିଞ୍ଝାରପୁର ତହସିଲ ଅଧୀନ ଖରସ୍ରୋତା ନଦୀର ମନେଇ ବାଲିଘାଟକୁ ପ୍ରଦୀପ…
ଲାଇନରେ ଠିଆ ହୋଇ ଭୋଟ ଦେଲେ ମନ୍ତ୍ରୀ
ଜୁନାଗଡ଼,୨୪।୩(ଡି.ଏନ୍.ଏ): କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍ଏସିରେ ଗୁରୁବାର ପୌର ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏନ୍ଏସିର ବ୍ଲକ କଲୋନୀପଡ଼ା ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ୨ ନମ୍ବର ୱାର୍ଡ ସ୍ଥିତ ୩ ନମ୍ବର ବୁଥ୍ରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର…

