ଆମ ଜିଲା ଖବର

ଦଳୀୟ ପ୍ରାର୍ଥୀଙ୍କ ପାଇଁ ମନ୍ତ୍ରୀଙ୍କ ପ୍ରଚାର

କାମାକ୍ଷାନଗର,୧୦ା୨(ଡି.ଏନ.ଏ) ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ପ୍ରଚାର ମଙ୍ଗ ଧରିଛନ୍ତି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ। ବୁଧବାର ଦଳର ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପଞ୍ଚାୟତ ବୁଲି ମାରାଥନ୍‌ ପ୍ରଚାର କରି ୧ନଂ. ଜୋନ୍‌ର…

ଦୁଇ ଯାଆ ଓ୍ବାର୍ଡସଭ୍ୟ ପ୍ରାର୍ଥୀ

କାମାକ୍ଷାନଗର, ୧୦ା୨(ଡି.ଏନ.ଏ): ରାଜନୀତି ଆଗରେ ଫିକା ପଡ଼ିଯାଏ ପାରିବାରିକ ସମ୍ପର୍କ। ଆଞ୍ଚଳିକସ୍ତରରୁ ଜାତୀୟସ୍ତର ଯାଏ ଦେଖିଲେ ଏଭଳି ଉଦାହରଣର ଅଭାବ ନାହିଁ। ନିକଟରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଏମିତି ଏକାଧିକ ଘଟଣା ଦୃଷ୍ଟିଗୋଚର ହୋଇଛି। ଢେଙ୍କାନାଳ ଜିଲା…

ଗୋଳନ୍ଥରା ତୈଳ ଡିପୋ ନେଇ ରାଜନୀତି

ବ୍ରହ୍ମପୁର ଅଫିସ,୧୦ା୨: ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୮ରେ ଭୋଟଗ୍ରହଣ ହେବ। ଆଉ ମାତ୍ର ୮ ଦିନ ଥିବାରୁ ସବୁ ଦଳର ପ୍ରଚାର ଜୋରଦାର ହୋଇଛି। ଏହି ବ୍ଲକରେ ୩…

ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବାକୁ ନିର୍ଦ୍ଦେଶ

ଆରଡ଼ି, ୧୦ା୨ (ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର ପଞ୍ଚାୟତ ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ୫-ଟି ଅନ୍ତର୍ଭୁକ୍ତ କରାଯାଇଛି। ଏଥିନିମନ୍ତେ ଇ ସ୍ମାର୍ଟ କ୍ଲାସରୁମ୍‌, ଇ ଲାଇବ୍ରେରୀ, ସାଇନ୍ସ ଲ୍ୟାବ୍‌, ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ପ୍ରାୟ ଦୁଇମାସ…

ଗୌଡଗାଁରେ ରାଜନୈତିକ ହିଂସା ଥମୁନି: ଘରେ ପଶି ୨ଜଣଙ୍କୁ କାତି ଚୋଟ, ୩ ଜେଲ ଗଲେ

ଦିଗପହଣ୍ଡି,୧୦ା୨(ଡି.ଏନ୍‌.ଏ.) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡଗାଁ ପଞ୍ଚାୟତରେ ରାଜନୈତିକ ହିଂସା ଥମିବାର ନାଁ ଧରୁନି। ଜଣେ ନିର୍ଦ୍ଦିଷ୍ଟ ସରପଞ୍ଚ ପ୍ରାର୍ଥୀଙ୍କୁ ସମର୍ଥନ କରିବାରୁ ମଙ୍ଗଳବାର ରାତିରେ ପଞ୍ଚାୟତ ଅଧିନ ଜାମସାହି ବସ୍ତିର ଏକ ଘରେ ପଶି ୨ ଯୁବକଙ୍କୁ କାତିରେ…

୫୨ନଂ. ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

ଭଞ୍ଜନଗର,୧୦ା୨(ଡି.ଏନ୍‌.ଏ.) ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ୫୨ନଂ. ଜିଲା ପରିଷଦ ଜୋନ୍‌ରେ ତ୍ରିମୁଖୀ ଲଢ଼େଇ ହେଉଛି। ବିଜେଡିରୁ ଭାଗ୍ୟଲତା ସେଠୀ, କଂଗ୍ରେସରୁ ସାଗରି ନାୟକ ଓ ଭାଜପାରୁ କାମିନୀବାଳା ସେଠୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭାଗ୍ୟଲତା ବୁଧବାର ବାରୁଡା ପଞ୍ଚାୟତର ବିଭିନ୍ନ…

୬୦ ବର୍ଷୀୟ ଅଭିଯୁକ୍ତଙ୍କୁ ଦୁଇ ବର୍ଷ ଜେଲ

ଫୁଲବାଣୀ ଅଫିସ, ୧୦ା୨: ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ ପୋକ୍‌ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୫ ହଜାର ଟଙ୍କା ଜରିମାନା…

ପୁରୁଣାଙ୍କୁ ଟକ୍କର ଦେଉଛନ୍ତି ନୂଆ

ବାହାନଗା, ୧୦ା୨(ଡି.ଏନ.ଏ.) ବାହାନଗା ବ୍ଲକର ପ୍ରମୁଖ ପଞ୍ଚାୟତ ବରିପଦାରେ ଚଳିତବର୍ଷ ତ୍ରିମୁଖୀ ଲଢେଇ ହେଉଛି। ଏଥିରେ ପୁରୁଣାକୁ ଟକ୍କର ଦେଉଛନ୍ତି ନୂଆମୁହଁ। ତେବେ ବିଜେଡି ସମର୍ଥନରେ ପ୍ରାଣୀ ଡାକ୍ତରଖାନାର ଜଣେ ଅବସରପ୍ରାପ୍ତ କର୍ମଚାରୀ ମହେଶ୍ୱର ମାଝି ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି…

ପ୍ରାର୍ଥୀଙ୍କ ପାଇଁ ବିଧାୟକଙ୍କ ପ୍ରଚାର

ପଦ୍ମପୁର, ୧୦ା୨ (ଡି.ଏନ.ଏ.) ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି। ବିଭିନ୍ନ ପଞ୍ଚାୟତର ସାହି ଏବଂ ୱାର୍ଡ ବୁଲି ଲୋକଙ୍କ ମୌଳିକ ସମସ୍ୟାକୁ ବୁଝି ତାହାର…

ସପ୍ତାହେ ମଧ୍ୟରେ ଚାଲିବ ବିଦ୍ୟୁତ୍‌ ଟ୍ରେନ୍‌

ବାରିପଦା ଅଫିସ,୧୦।୨: ମୟୂରଭଞ୍ଜ ଜିଲା ବାରିପଦା ଭଞ୍ଜପୁରଠାରୁ ବାଙ୍ଗିରିପୋଷି ପର୍ଯ୍ୟନ୍ତ ବିଦ୍ୟୁତ୍‌ ଚାଳିତ ଟ୍ରେନ୍‌ ଚଳାଚଳ କରିବ। ଏନେଇ ବୁଧବାର ବିଭାଗୀୟ କର୍ତ୍ତୃପକ୍ଷ ନିରୀକ୍ଷଣ କରି ଫେରିଛନ୍ତି। ସପ୍ତାହକ ମଧ୍ୟରେ ବିଦ୍ୟୁତ୍‌ ଚାଳିତ ଟ୍ରେନ୍‌ ଚଳାଚଳ କରିବ ବୋଲି ଦକ୍ଷିଣ-ପୂର୍ବ ରେଳପଥ…

୧୪ ନଂ ଜୋନ୍‌ରେ ପ୍ରାର୍ଥିନୀଙ୍କ ପ୍ରଚାର ଜୋରଦାର

ଗଞ୍ଜାମ,୧୦ା୨(ଡି.ଏନ୍‌.ଏ.): ଆଉ ମାତ୍ର ଦିନ କେଇଟା ପରେ ଗଞ୍ଜାମ ବ୍ଲକରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ୧୪ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥିନୀ ସସ୍ମିତା ସ୍ବାଇଁ ପ୍ରଚାରକୁ ଜୋରଦାର କରିଛନ୍ତି। ଗୁରୁବାର ସନ୍ତୋଷପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦଳୀୟ ନେତୃବୃନ୍ଦଙ୍କୁ…

ଡିଏମ୍‌ୟୁ ଟ୍ରେନ୍‌ ବାତିଲ: ଯାତ୍ରୀ ନିରାଶ

ବୈଶିଙ୍ଗା, ୧୦।୨ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଯୁଗଳ ଓ ଯୁଗୁପୁରା ରେଳ ଷ୍ଟେଶନଠାରେ ବୁଧବାର ସକାଳେ ବହୁ ଯାତ୍ରୀ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ ହେଁ ଡିଏମ୍‌ୟୁ ଟ୍ରେନ୍‌ ଆସି ନ ଥିଲା। ଫଳରେ ରୂପ୍‌ସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?