ଟଙ୍କା ଜମାକରୁଥିବା ବେଳେ ଧରାପଡ଼ିଲେ ଭିଜିଲାନ୍ସ ହାତରେ
ମାଲକାନଗିରି,୨୫।୩(ଡି.ଏନ୍.ଏ.): ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଦାସ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଯନ୍ତ୍ରୀ ଦାସ ଶୁକ୍ରବାର ଡିସିବି ବ୍ୟାଙ୍କରେ ୧୦ ଲକ୍ଷ ଜମା କରିବାକୁ ଯାଇଥିବା ବେଳେ ଭିଜିଲାନ୍ସ ଅଧିକାରୀ ଚଢାଉ କରି ତାଙ୍କୁ କାବୁ…
ନିର୍ବାଚନୀ ହିଂସାରେ ଜଣଙ୍କୁ ବାନ୍ଧିଲା ପୋଲିସ
ବ୍ରହ୍ମପୁର ଅଫିସ,୨୫ା୩: ବ୍ରହ୍ମପୁର ମହାନଗରରେ ସଂଘଟିତ ନିର୍ବାଚନୀ ହିଂସା ଘଟଣାରେ ବୈଦ୍ୟନାଥପୁର ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଲାଞ୍ଜିପଲ୍ଲୀ ଢିପ ସାହିର ସୁନୀଲ ବେହେରା। ପୋଲିସ ଏକ ମାମଲା(ନଂ. ୮୭/୨୨) ରୁଜୁ କରି ସୁନୀଲଙ୍କୁ ଶୁକ୍ରବାର କୋର୍ଟ ଚାଲାଣ…
ଅଞ୍ଚଳର ବିକାଶ ପାଇଁ କାମ କରିବି
କୋକସରା,୨୫।୩(ଡି.ଏନ.ଏ): କଳାହାଣ୍ଡି ଜଲା କୋକସରା ପଞ୍ଚାୟତ ସମିତିର ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଏବଂ ଉପାଧ୍ୟକ୍ଷ ରାଜିବ ଅଗ୍ରୱାଲ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ଅଧ୍ୟକ୍ଷା ଏବଂ ଊପାଧ୍ୟକ୍ଷ ଅଞ୍ଚଳର ବିକାଶ ପାଇଁ କାମ କରିବେ ବୋଲି…
ଗୁଳି ଫୁଟି ଆଇଆଇସିଙ୍କ ମୃତ୍ୟୁ
ବ୍ରହ୍ମପୁର ଅଫିସ/ଆସ୍କା, ୨୫।୩: ଗୁଳି ଫୁଟି ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି । ଏ ନେଇ ଗଞ୍ଜାମ ଏସ୍ପି ସୂଚନା ଦେଇଛନ୍ତି । ଗାଙ୍ଗପୁର ଥାନା ପରିସରରେ ଆଇଆଇସି ଦେବ କୁମାର…
ମିଳିଲା ମାନସଙ୍କ ହାତ ଲେଖା ଚିଠି
ଚାନ୍ଦବାଲି,୨୫।୩(ଡି.ଏନ୍.ଏ.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ ମାନସ ଲେଖିଯାଇଥିବା ଚିଠି ମିଳିଛି। ତେବେ ମାନସଙ୍କ ଏହି ଚିଠି ପାଇଥିବା ନେଇ ଦୟାଲ ଆଶ୍ରମର କେୟାରଟେକର ସୂଚନା…
ଝସକେତନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
ସୋନପୁର,୨୫।୩(ନି. ପ୍ର): ସୁବର୍ଣ୍ଣପୁର ଜିଲା ପରିଷଦ ଉପାଧ୍ୟକ୍ଷ ଭାବେ ବରିଷ୍ଠ ବିଜେଡି ନେତା ଝସକେତନ ବଘାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି. ତାଙ୍କୁ ଜିଲାପାଳ ଆବୋଲି ସୁନିଲ ନରୱାଣେ ଉପାଧ୍ୟକ୍ଷ ଭାବେ ଶୁକ୍ରବାର ଶପଥ ପାଠ କରାଇଛନ୍ତି. ସେ ଏକମାତ୍ର ପ୍ରାର୍ଥୀ ଭାବେ…
ଜିଲା ପରିଷଦ ଉପାଧ୍ୟକ୍ଷା ହେଲେ ମିଥିଳା
ବଲାଙ୍ଗୀର ଅଫିସ, ୨୫।୩- ଶୁକ୍ରବାର ଅନୁଷ୍ଠିତ ଜିଲା ପରିଷଦ ଉପାଧ୍ୟକ୍ଷା ନିର୍ବାଚନରେ ମୁରିବାହାଲ ୨୭ ନମ୍ବର ଜିଲା ପରିଷଦ ଜୋନର ଜିଲା ପରିଷଦ ପ୍ରାର୍ଥିନୀ ମିଥିଳା ମାଝି ନିର୍ବାଚିତ ହୋଇଥିବା ଜଣାପଡିଛି । ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ଲାଗୁରୀଙ୍କ ପରିଚାଳନା…
ମା ଦଣ୍ଡ କାଳୀଙ୍କ ପ୍ରସିଦ୍ଧ ୨୧ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ
ପୁରୁଷୋତ୍ତମ ପୁର,୨୫/୩(ଡିଏନ୍ଏ) ଗଞ୍ଜାମ ଜିଲ।ର ପ୍ରସିଦ୍ଧ ମା ଦଣ୍ଡ କାଳୀ ଙ୍କ ୨୧ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ହୋଇଛି। ଗତ ତିନି ବର୍ଷ ହେଲା ମହାମାରି କରୋନାକୁ ନେଇ ଯାତ୍ରା ବନ୍ଦ ହୋଇ ପଡିଥିବା ବେଳେ କେବଳ ପରମ୍ପରା ଅନୁସାରେ ଦେବ…
କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ଘଟଣା: ପଳାସପୁର ଗାଁରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍
ଚାନ୍ଦବାଲି,୨୫ା୩(ଡି.ଏନ୍.ଏ.): କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାରେ ଡିଏସ୍ପି କଳ୍ପନା ସାହୁଙ୍କ ନେତୃତ୍ୱରେ କ୍ରାଇମ୍ବ୍ରାଞ୍ଚର ୫ ଜଣିଆ ଟିମ୍ ଶୁକ୍ରବାର ଚାନ୍ଦବାଲି ଥାନା ଅଧୀନସ୍ଥ ପଳାସପୁର ଗାଁକୁ ଯାଇ ପଚରାଉଚରା କରିଛନ୍ତି। ସେମାନଙ୍କ ସହିତ ଚାନ୍ଦବାଲି ଥାନାଧିକାରୀ କରୁଣାକର…
ଅଶୋକ ପ୍ରତିହାରୀ ହେଲେ କେନ୍ଦ୍ରାପଡ଼ା ଜିଲା ପରିଷଦ ଉପାଧ୍ୟକ୍ଷ
କେନ୍ଦ୍ରାପଡ଼ା ଅଫିସ,୨୫ା୩: ରାଜ୍ୟ ନିର୍ବାଚନ କମିଶନରଙ୍କ ବିଜ୍ଞପ୍ତି ଅନୁଯାୟୀ କେନ୍ଦ୍ରାପଡ଼ା ଜିଲା ପରିଷଦ ନିର୍ବାଚନ ଡିଆରଡିଏ ହଲ୍ରେ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ୩୧ ନଂ ଜୋନ୍ ସଭ୍ୟ ବିଜେଡିର ଅଶୋକ କୁମାର ପ୍ରତିହାରୀ ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଭାବେ ବିଜୟୀ…
ଶିଶୁକନ୍ୟାକୁ ହତ୍ୟା କରି କଟାମୁଣ୍ଡ ଧରି ଗାଁ ଦାଣ୍ଡରେ ବୁଲିଲେ ଯୁବକ
ଜମନକିରା,୨୫ା୩(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ଥାନା କସଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଆଠ ବର୍ଷର ଶିଶୁକନ୍ୟାାର ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। କସଡ଼ା ଗାଁର ନବକିଶୋର ଧରୁଆଙ୍କ ଆଠ ବର୍ଷର ଝିଅ ଲୁସି ଘର…
ମାନସ ହତ୍ୟା ମାମଲା: ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା
ଚାନ୍ଦବାଲି,୨୫।୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଚାନ୍ଦବାଲି ଥାନାରେ ଗୁରୁବାର କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚିଥିଲେ। ଦ୍ବିତୀୟ ଦିନରେ ଦୁଇ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା ଜାରି ରଖିଛି। ଦେବାଶିଷ ଜେନା ଓ ଶରତ ପଣ୍ଡାଙ୍କୁ…

