ଆମ ଜିଲା ଖବର

ମାଓବାଦୀ ବ୍ୟାନର, ଠିକାସଂସ୍ଥା ଗାଡ଼ି ପୋଡ଼ି ମାମଲା: ୫ କୋର୍ଟ ଚାଲାଣ

ରାୟଗଡ଼ା ଅଫିସ,୧୩ା୨: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ସଦର ତହସିଲ ଅଫିସ ଫାଟକ, ବୁଡ଼ାଗୁଡ଼ାଠାରେ ଥିବା ରାସ୍ତା ନିର୍ମାଣ କରିଥିବା ସଂସ୍ଥା ଏସ୍‌ଭିଏମ ମୁଖ୍ୟ ଗେଟ୍‌ରେ ବ୍ୟାନର ମାରି ଗୋଟିଏ ଟ୍ରକ ପୋଡ଼ି ଦେବା ଘଟଣାର ରବିବାର ପୋଲିସ ୫ଜଣଙ୍କୁ ଗିରଫକରି…

ସମଲେଶ୍ୱରୀ ଏକ୍ସପ୍ରେସ୍‌ରେ ସଂଯୋଗ ହେବ ଅଧିକ କୋଚ୍‌

କୋରାପୁଟ,୧୩।୨(ସ୍ବ.ପ୍ର.): ୱାଲ୍‌ଟିୟର ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆର୍‌ଏମ୍‌) ଅନୁପ ଶତପଥୀ ଶନିବାର କୋରାପୁଟ ଗସ୍ତରେ ଆସି କୋରାପୁଟ-ରାୟଗଡ଼ା ରେଳପଥ ପରିଦର୍ଶନ କରିବା ସହ ବିଭିନ୍ନ ଷ୍ଟେଶନରେ କିପରି ଯାତ୍ରୀଙ୍କୁ ସେବା ମିଳୁଛି ସେ ନେଇ ବିଭାଗୀୟ ଅଧିକାରୀ ଓ ଯାତ୍ରୀମାନଙ୍କ ସହିତ…

ଲକ୍ଷ୍ୟଠାରୁ ଦୂରେଇ ଯାଉଛି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

କୁନ୍ଦୁରା,୧୩।୨( ଡି.ଏନ. ଏ.)- କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଗୋଟିଏ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୩ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ବ୍ଲକରେ ନିଯୁକ୍ତ ସମସ୍ତ ଡାକ୍ତର ବର୍ତ୍ତମାନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ବେଳେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକ ଖାଲି ପଡିଛି। ଫଳରେ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି ଜଙ୍ଗଲୀ କନ୍ଦା

କୋରାପୁଟ,୧୩।୨(ସ୍ବ.ପ୍ର.) କୋରାପୁଟର ଆଦିମ ଜନଜାତି ବ୍ୟବହାର କରୁଥିବା ଜଙ୍ଗଳୀ କନ୍ଦା ଚାଷ ମାଟି ଆଳୁଠାରୁ ଅଧିକପୃଷ୍ଟିକର ଓ ପୋଷକଯୁକ୍ତ। ଜଙ୍ଗଲୀ କନ୍ଦା ଆଦିବାସୀମାନଙ୍କୁ ଖାଦ୍ୟ, ପୃଷ୍ଟିସାର ଯୋଗାଇବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇବ ବୋଲି କହିଛନ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶାର…

ବ୍ରହ୍ମପୁର ସିଟି ହାଇସ୍କୁଲ: ବର୍ଷାରେ ଗଳୁଛି ପାଣି

ବ୍ରହ୍ମପୁର ଅଫିସ,୧୩।୨: ବ୍ରହ୍ମପୁର ସହରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ହେଉଛି ବ୍ରହ୍ମପୁର ସିଟି ହାଇସ୍କୁଲ। ୧୯୩୦ରୁ ୨୦୨୨ ଦୀର୍ଘ ୯୨ ବର୍ଷର ଏହି ବିଦ୍ୟାଳୟରୁ ଖ୍ୟାତିସମ୍ପନ୍ନ ବୈଜ୍ଞାନିକ କୋଟା.ହରିନାରାୟଣଙ୍କ ଭଳି ବହୁ ଜଣାଶୁଣା ବ୍ୟକ୍ତି ଶିକ୍ଷା ଗ୍ରହଣ କରିଛନ୍ତି। କିନ୍ତୁ ଏହାର ମୁଖ୍ୟ…

ହାଇଜେନିକ ମାଛ ବଜାରକୁ ନେଇ ବ୍ୟବସାୟୀ ଅସନ୍ତୋଷ

ବ୍ରହ୍ମପୁର ଅଫିସ୍‌,୧୩।୨: କମାପଲୀ ଓଭରବ୍ରିଜ ଓ ମର୍ଦ୍ଦରାଜ ଭେଣ୍ଡିଂ ଜୋନରେ ବ୍ୟବସାୟ କରୁଥିବା ମାଛ ବ୍ୟବସାୟୀଙ୍କୁ ଠିକ୍‌ ଜାଗାରେ ଥଇଥାନ ଉଦ୍ଦେଶ୍ୟରେ ବିଏମ୍‌ସି ପକ୍ଷରୁ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ପଛ ପାର୍ଶ୍ୱରେ ହାଇଜେନିକ୍‌ ମାଛ ବଜାର ନିର୍ମିତ ହୋଇଛି। ଏହାର ତଳ…

ବିଜେଡିକୁ ମୁକାବିଲା କରୁଛି ଭାଜପା

ବ୍ରହ୍ମପୁର ଅଫିସ,୧୩।୨: ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ୧୦ନଂ. ଜିଲା ପରିଷଦ ଜୋନ୍‌ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ରେ ହେବ। ବ୍ରହ୍ମପୁର ନିକଟ ଲୋଚାପଡ଼ା, ନିମଖଣ୍ଡି, ହୁଗୁଳାପଟା, ଗୁରୁଣ୍ଠି, ବୋରଗଁା, ଜଗଦଳପୁର, ଆଙ୍କୁଶପୁର ଓ ମସିହାଖାଲି ଏହି…

ନକଲି ମାୱା ମସଲା, ଗୁଟ୍‌ଖା କାରଖାନାରେ ଚଢ଼ାଉ

ଦିଗପହଣ୍ଡି,୧୩।୨(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଇଲାକାରେ ଚାଲିଥିବା ନକଲି ମାୱା ମସଲା ଏବଂ ଗୁଟ୍‌ଖା କାରଖାନା ଉପରେ ଶୁକ୍ରବାର ରାତିରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ମାଦକ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଶେରଗଡ଼ ଥାନା କୁରୁଳା…

ଏମ୍‌ଜିଏନ୍‌ଆରଇଜିଏସ୍‌ରେ କେନ୍ଦ୍ର ଦେଉନି ଅର୍ଥ

ଭଞ୍ଜନଗର,୧୩।୨(ଡି.ଏନ.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ଆସିବା ପରଠୁ ବେକାରଙ୍କୁ ଆତ୍ମନିଯୁକ୍ତି ଯୋଗାଇବାରେ ପ୍ରମୁଖ ଯୋଜନା ପାଲଟିଛି । ଏହାଦ୍ୱାରା ବେକାରି ସମସ୍ୟା ମଧ୍ୟ କିଛି ମାତ୍ରାରେ କମିଛି। କିନ୍ତୁ ବିଭିନ୍ନ ସମୟରେ ଭିନ୍ନ କାରଣରୁ…

ଅସହାୟ ପରିବାରକୁ ସାହା ଜରି ପାଲ

ଜଗନ୍ନାଥପ୍ରସାଦ,୧୩।୨(ଡି.ଏନ.ଏ.)- ପ୍ରଶାସନ ଓ ରାଜନେତାଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛନ୍ତି ଗଞ୍ଜାମ ଜିଲା ଗୟଗଣ୍ଡା ପଞ୍ଚାୟତ ଅନ୍ତର୍ଗତ କେ ଗୁଣ୍ଡୁରୀବାଡ଼ି ବାବୁଲା ମହାରଣାଙ୍କ ପରିବାର। ଭାଗ୍ୟକୁ ଆଦରି ଦୁଇ ପୁଅଙ୍କ ଭବିଷ୍ୟତକୁ ନେଇ ଭଙ୍ଗା ଚାଳିଆରେ ପଡ଼ିରହିଛନ୍ତି। ଚାଳ ଛପର ଘର ଖଣ୍ଡିକ…

ଗଜପତି ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତ

ଆର.ଉଦୟଗିରି,୧୩।୨(ଡି.ଏନ.ଏ.) ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ରାଇପଙ୍କା ଗ୍ରାମର ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକଙ୍କ ୧ କୋଟି ୧୭ ଲକ୍ଷ ୫୭ହଜାର ୬୯୪ ଟଙ୍କାର ସମ୍ପତ୍ତିକୁ ଶନିବାର ପୋଲିସ ବାଜ୍ୟାପ୍ତ କରିଛି। ରାଇପଙ୍କା ଗ୍ରାମ ସ୍ଥିତ ସରକାରୀ ଜମିରେ ଥିବା…

ଅବାଧ ପଞ୍ଚାୟତ ନିର୍ବାଚନ ଲାଗି ପୋଲିସକୁ ଚ୍ୟାଲେଞ୍ଜ

ଛତ୍ରପୁର,୧୩।୨(ଡି.ଏନ.ଏ.) ଗଞ୍ଜାମ ଜିଲାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହ ଅବାଧ ହେବ ସେନେଇ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବରୁ ପଞ୍ଚାୟତ ନିର୍ବାଚନ ବେଳେ ଯେଉଁସବୁ ସ୍ଥାନରେ ବିଶୃଙ୍ଖଳା କିମ୍ବା ହିଂସା ଘଟିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?