ଆମ ଜିଲା ଖବର

ଗୋ’ ହତ୍ୟା ଆଇନ କଡ଼ାକଡ଼ି କରିବାକୁ ଆହ୍ବାନ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଖୋର୍ଦ୍ଧା,୨୭ା୪(ପ୍ରଭାତ ପାଣିଗ୍ରାହୀ): ହିନ୍ଦୁ ସଂସ୍କୃତିର ଆରାଧ୍ୟା ଗୋମାତାଙ୍କୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନ, ଗୋ’ ହତ୍ୟା ବନ୍ଦ ଦାବିରେ ସୋମବାର ସର୍ବଭାରତୀୟ ସ୍ତରରେ ସାଧୁସନ୍ଥମାନଙ୍କ ଡାକରା ଗୋ’ ସମ୍ମାନ ଅଭିଯାନ ଆୟୋଜନ କରାଯାଇଛି। ଏହି କ୍ରମରେ ଏହି ଅଭିଯାନ, ଖୋର୍ଦ୍ଧା ଶାଖା ପକ୍ଷରୁ…

ଏମ୍‌ପି, ଏମ୍‌ଏଲଏ ପ୍ରତିନିଧିଙ୍କ ବିରୋଧରେ ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଭାଜପା କର୍ମୀ

ପାଟଣା,୨୭ା୪(ବୀରକିଶୋର ଦାଶ): ଅଢ଼େଇ ବର୍ଷର ଭାଜପା ସରକାର ଶାସନ କରିବା ପରେ ସୋମବାର ପାଟଣା ନିର୍ବାଚନ ମଣ୍ଡଳୀରେ ଭାଜପା କର୍ମୀ ଓ ନେତାମାନେ ଖୋଲାଖୋଲି କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଓ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ କାର୍ଯ୍ୟଶୈଳୀ ଉପରେ…

ଚାଷୀଙ୍କ ପ୍ରତି ରହୁନାହିଁ କମ୍ପାନୀର ଦାୟିତ୍ୱ: ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପଦ୍ମପୁର,୨୭।୪ (ପ୍ରଦୀପ୍ତ ଦାଶ): ରାଜବୋଡାସମ୍ବର ଇନପୁଟ ଡିଲର ୟୁନିୟନ ପକ୍ଷରୁ ସୋମବାର ଭାରତ ପ୍ରଧାନମନ୍ତ୍ରୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଦଫା ସମ୍ବଲିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ଭେଉଁରିଆ ଛକର ୟୁନିୟନର କର୍ମକର୍ତ୍ତା ଗଣ ଏକ ବିରାଟ…

ତେଜିଲା ଅସନ୍ତୋଷ: ପ୍ରଧାନ ଶିକ୍ଷକଙ୍କ ସହ ଦୁଇ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇଲେ ଅଭିଭାବକ

ବାଲେଶ୍ୱର,୨୭।୪: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଶାସନପଦା ୟୁଜି ୟୁପି ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶିକ୍ଷୟିତ୍ରୀଙ୍କ ବଦଳି ନେଇ ଅଭିଭାବକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଭାବକ ଏବଂ ଗ୍ରାମବାସୀ ପ୍ରଧାନ ଶିକ୍ଷକଙ୍କ…

ଚଳଚଞ୍ଚଳ କାଣ୍ଡେଲ ଗ୍ରାମ: ଲକ୍ଷ୍ମୀନୃସିଂହ ମନ୍ଦିରରେ ନାମଯଜ୍ଞ

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ କାଣ୍ଡେଲ ଗ୍ରାମସ୍ଥିତ ଲକ୍ଷ୍ମୀନୃସିଂହ ମନ୍ଦିର ପରିସରରେ ଚନ୍ଦନ ଯାତ୍ରା ଓ ଷୋହଳ ପ୍ରହର ନାମଯଜ୍ଞ ନିମନ୍ତେ ଏକ କଳସ ଯାତ୍ରା ସୋମବାର ମନ୍ଦିର ପରିଚାଳକ ବୈଦ୍ୟରାଜ ସଦାନନ୍ଦ ପୁଟେଲଙ୍କ ନେତୃତ୍ୱରେ ଅନୁଷ୍ଠିତ…

ବିକାଶମୂଳକ ଆଲୋଚନା ନେଇ ଭାଜପାର ଅଭିନବ ପ୍ରୟାସ

ରାଇକିଆ,୨୭ା୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପା ତରଫରୁ ଓ୍ବାର୍ଡ ସ୍ତରରେ ସିଧାସଳଖ ଲୋକଙ୍କ ସହ ଭେଟିବା, ବିଭିନ୍ନ ଆବଶ୍ୟକତା ଏବଂ ସମସ୍ୟାର ସମାଧାନକୁ ନେଇ ଆଲୋଚନା କରିବା ଭଳି କାର୍ଯ୍ୟକ୍ରମକୁ ନେଇ ଅଭିନବ ପ୍ରୟାସ ଆରମ୍ଭ କରିଛି। ପ୍ରତ୍ୟେକ…

ବାଇକ୍‌କୁ ପିଟିଲା ସ୍କର୍ପିଓ, ବସ୍‌ ସହ ମୁହାଁମୁହିଁ ହେଲା କାର୍‌, ଚାଲିଗଲା ୪ ଜୀବନ

କରଞ୍ଜିଆ,୨୭ା୪(କବିତା ମହାନ୍ତ) : ମୟୂରଭଞ୍ଜ କରଞ୍ଜିଆ ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ସ୍କର୍ପିଓ ପିଟିଥିବାରୁ ବାଇକ୍‌ରେ ଯାଉଥିବା ସ୍ବାମୀ-ସ୍ତ୍ରୀଙ୍କ ଜୀବନ ଯାଇଛି। ମୃତ ଦମ୍ପତି କରଞ୍ଜିଆ ହସ୍ପିଟାଲରୁ ଦେହ ଦେଖାଇ ନିଜ ଘର ପାଣ୍ଠ ଗ୍ରାମକୁ ଯାଉଥିବା…

ପାଣି ପାଇଁ ତାତିଲେ ମହିଳା: ବ୍ଲକ କାର୍ଯ୍ୟାଳୟ ଘେରାଉ…

ଆଳି,୨୭।୪(ବନମାଳୀ ସେନାପତି): ପାଣି ପାଇଁ ତାତିଲେ ମହିଳା। ପାଇପ ଯୋଗେ ଠିକ ଭାବେ ପାଣି ମିଳୁ ନ ଥିବାରୁ ମହିଳାମାନେ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ତୁରନ୍ତ ପାଣି ଯୋଗାଉ ଦେବା ନିମନ୍ତେ ଦାବି କରିଛନ୍ତି l ଏଭଳି ଅଭିଯୋଗ ଆସିଛି…

ମୋକିମଙ୍କ ଘରେ ଦିଲୀପ, ବଢ଼ିଲା ରାଜନୈତିକ ଚର୍ଚ୍ଚା

କଟକ,୨୭।୪: ରାଜ୍ୟ ସଭା ଏମ୍‌ପି ଦିଲ୍ଲୀପ ରାୟ ସୋମବାର କଟକ ଗସ୍ତରେ ଆସି ବରିଷ୍ଠ ନେତା ମହମ୍ମଦ ମୋକିମ୍‌ଙ୍କୁ ଭେଟିଛନ୍ତି। ଏପରିକି ମୋକିମଙ୍କ ବାସଭବନରେ ଦିଲୀପ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ମଧ୍ୟ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିବା ସୂଚନା ମିଳିଛି।…

ଜୟପୁର ସହରରରେ ସେକ୍ସ ର଼୍ୟାକେଟ୍‌: ମାଷ୍ଟର ମାଇଣ୍ଡ ସମେତ ବସ୍‌ଷ୍ଟାଣ୍ତରୁ ୩ ମହିଳାଙ୍କୁ ଉଠାଇନେଲା…

ଜୟପୁର,୨୭।୪(ପବନ ପାଣିଗ୍ରାହୀ)-ଜୟପୁର ସରକାରୀ ବସଷ୍ଟାଣ୍ତ ନିକଟରୁ ସେକ୍ସ ର଼୍ୟାକେଟ୍‌ ଅଭିଯୋଗରେ ଟାଉନ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିବା ସହ ୨ ନାବାଳିକାଙ୍କୁ ବାଳସୁଧାର ଗୃହକୁ ପଠାଇଛି। ଅଭିଯୁକ୍ତା ହେଲେ ବେଢ଼ାସାହି ଅଞ୍ଚଳର ଶିଳ୍ପା ପଣ୍ଡା। ଜୟପୁର ସହରର କେତେକ ସ୍ଥାନରେ…

ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀ ନେଲେ ଚରମ ନିଷ୍ପତ୍ତି, ଗରା ବାଲଟି ଧରି ଧାରଣାରେ ବସିଲେ

ଉଦଳା,୨୭ା୪(ସନ୍ତୋଷ କୁମାର ବାଚ୍ଛିନୀ): ଦୀର୍ଘ ବର୍ଷ ହେବ ଗ୍ରାମରେ ରହିଛି ପାନୀୟ ଜଳ ସମସ୍ୟା। ଯାହାକୁ ନେଇ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କେହି ନ ଶୁଣିବାରୁ ଗ୍ରାମବାସୀ ନେଲେ ଚରମ ନିଷ୍ପତ୍ତି । ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ସମ୍ମୁଖରେ…

ସମ୍ବଲପୁରରେ ତୃତୀୟ ରାଜ୍ୟ ସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ କଣ୍ଟ୍ରି ପ୍ରତିଯୋଗିତାର ଶୁଭାରମ୍ଭ

​ସମ୍ବଲପୁର,୨୭।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ୩ୟ ରାଜ୍ୟ ପୋଲିସ ସନ୍ତରଣ ଓ କ୍ରସକଣ୍ଟ୍ରି ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି । ଡିଜିପିଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରୀଡ଼ା ଆୟୋଜନ କରାଯାଉଥିବା କ୍ରମରେ ସମ୍ବଲପୁରରେ ସୋମବାର ଏହି ସନ୍ତରଣ ଓ କ୍ରସକଣ୍ଟ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?