ଆମ ଜିଲା ଖବର

ଦୃଷ୍ଟିହୀନଙ୍କୁ ଜୀବନସାଥୀ କଲେ ମହିଳା

ଚମ୍ପୁଆ,୯।୩(ଡି.ଏନ୍‌.ଏ): ବିଶ୍ୱ ମହିଳା ଦିବସ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ଚମ୍ପୁଆ କୋର୍ଟ ପରିସରରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ। ଦୃଷ୍ଟିଶକ୍ତି ହରାଇଥିବା ୪୨ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ଜନୈକା ମହିଳା ଜୀବନସାଥୀ ବାଛିଛନ୍ତି। ବିବାହ ବନ୍ଧନରେ ଆବଦ୍ଧ…

ଏଏସ୍‌ପି ତ୍ରିନାଥଙ୍କ ସ୍ତ୍ରୀଙ୍କୁ ଆଗୁଆ ଜାମିନ

କଟକ ଅଫିସ,୮ା୩- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ସ୍ତ୍ରୀ ଦୀପ୍ତିମୟୀ ମିଶ୍ରଙ୍କୁ ହାଇକୋର୍ଟ ମଙ୍ଗଳବାର ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ଉଭୟଙ୍କ ନାମରେ ମାମଲା(ନଂ.୧୩/୨୨) ରୁଜୁ…

ଏକାଠି ହସିଲେ ଶାସକ, ବିରୋଧୀ

ଜୁନାଗଡ଼,୮।୩(ଡି.ଏନ.ଏ.): ନିର୍ବାଚନ ସମୟ ଆସିଲେ ଭାଜପା ଓ ବିଜେଡି ମଧ୍ୟରେ ବିଭିନ୍ନ ଘଟଣାକୁ ନେଇ ଆରୋପ, ପ୍ରତ୍ୟାରୋପ ଲାଗିରହେ। ଏପରି କି ବିଜେଡି ଓ ଭାଜପା ନେତାଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୁଏ। କଳାହାଣ୍ଡି ଜିଲାରେ ମମିତା ମେହେର ହତ୍ୟା…

କଂଗ୍ରେସକୁ ମିଳିଲା ନାହିଁ ପ୍ରାର୍ଥୀ

ବ୍ରହ୍ମପୁର ଅଫିସ,୮ା୩: ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) କଂଗ୍ରେସର ମେୟର ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁ ରଥ। ପୌର ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ ସୋମବାର ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ତାଙ୍କ ନାମ ଘୋଷଣା ହୋଇଛି। ସେ ନିର୍ବାଚନ ଅଧିକାରୀ…

ଆଜି ପୁଣି ବନ୍ଦ ରହିଛି ଜଗା ଦର୍ଶନ

ପୁରୀ ଅଫିସ, ୮।୩: ଶ୍ରୀମନ୍ଦିରରେ ଆଜି ପୁଣି ବନ୍ଦ ରହିଛି ଦର୍ଶନ । ଜଣେ ଭକ୍ତ ମନ୍ଦିର ପରିସରରେ ବାନ୍ତି କରିଦେବାରୁ ଦର୍ଶନ ବନ୍ଦ ରହିଛି। ଭିତରକାଠ ନିକଟରେ ଭକ୍ତ ଜଣଙ୍କ ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ମହାସ୍ନାନ ନୀତି କରାଯାଇଛି। ଅବକାଶ…

ଉତ୍ସାହିତ ପ୍ରାର୍ଥୀ: ୧୪ ପରେ ଅସଲ ଲଢେଇ

ସୁନ୍ଦରଗଡ଼,୮।୩(ଡି.ଏନ୍‌.ଏ.): ପ୍ରାର୍ଥତ୍ପତ୍ର ଦାଖଲର ଅନ୍ତିମ ଦିନରେ ପ୍ରମୁଖ ରାଜନୈତିକ ଦଳ ସମେତ ସ୍ବାଧୀନ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏପରି କି ପୌର ପରିଷଦର କାର୍ଯ୍ୟକାଳ ସମାପ୍ତର ଦୀର୍ଘ ୩ ବର୍ଷ ପରେ ପୌର…

କୋଣାର୍କରେ ପ୍ରବେଶ ଶୁଳ୍କ ଛାଡ଼

କୋଣାର୍କ,୮।୩(ଡି.ଏନ୍‌.ଏ): ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଆର୍ଥିକ, ରାଜନୈତିକ, ସାମାଜିକ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ବଢ଼ାଇବା ଓ ଅଧିକାର ପ୍ରତି ସଚେତନ କରିବା ଏହି ଦିବସର ମୂଳ ଲକ୍ଷ୍ୟ । ମାର୍ଚ୍ଚ ୮ ମହିଳା ଦିବସ ଅବସରରେ ମଙ୍ଗଳବାର ସୂର୍ଯ୍ୟ ମନ୍ଦିର…

ଅଧ୍ୟକ୍ଷ ପଦ ପାଇଁ ଲଢେଇ: ଶାସକ, ବିରୋଧୀଙ୍କ ସହ ସ୍ବାଧୀନ ପ୍ରାର୍ଥୀ

ରେଢ଼ାଖୋଲ,୮ା୩(ଡି.ଏନ.ଏ.): ରେଢ଼ାଖୋଲ ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିରୁ ସୁନୀଲ କୁମାର ପ୍ରଧାନ, ଭାଜପାରୁ ଶିବରାମ ସାହୁ ଓ କଂଗ୍ରେସ ଦଳରୁ ଆଇନଜୀବୀ ସଜଲକାନ୍ତ ପାଲ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ବିଜେଡି ଓ ଭାଜପା ପକ୍ଷରୁ ସମସ୍ତ ୧୩ ୱାର୍ଡର…

ନିମାପଡା ସହରରେ ଟ୍ରେଣ୍ଡସ’ର ନୂଆ ଆଉଟଲେଟ ଉଦଘାଟିତ

ଭୁବନେଶ୍ୱର,୮ା୩ : ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ରିଲାଏନ୍ସ ରିଟେଲର ଆପାରେଲ ଏବଂ ଆସେସରି ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସ’ର ନୂତନ ଆଉଟ୍‌ଲେଟ ନିକଟରେ ପୁରୀ ଜିଲାର ନିମାପଡା ସହରରେ ଶୁଭାରମ୍ଭ ହୋଇଯାଇଛି। ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାଶନ କ୍ଷେତ୍ରକୁ ଲୋକାଭିମୁଖୀ କରି…

ପାନୀୟ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା

ଅନୁଗୋଳ ଅଫିସ,୮ା୩ ଅନୁଗୋଳ ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସୋମବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ…

ପଦାରେ ପଡ଼ିଲା କଂଗ୍ରେସର ଦୁର୍ବଳତା

ଅନୁଗୋଳ ଅଫିସ,୮ା୩ ପୌର ନିର୍ବାଚନକୁ ନେଇ ଅନୁଗୋଳ ରାଜନୀତି ସରଗରମ୍‌ ହୋଇପଡ଼ିଛି। ଆସନ୍ତା ୨୪ ତାରିଖରେ ଭୋଟ ଗ୍ରହଣ ଥିବାବେଳେ ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ସୋମବାର ବିଜେଡି, ଭାଜପା ଓ କଂଗ୍ରେସ ସହ ଅନ୍ୟ ଦଳରୁ ମୋଟ…

କାଉନ୍‌ସିଲର ପଦବୀରେ ୩୦ ନାମାଙ୍କନ

କାମାକ୍ଷାନଗର, ୮ା୩ (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ପୌର ନିର୍ବାଚନ ଲାଗି ସୋମବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ନଗରପାଳ ପଦବୀ ଲାଗି ବିଜେଡିର ଧର୍ମାନନ୍ଦ ପରିଡ଼ା, ଭାଜପାର ରଣଜିତ୍‌ ସାହୁ, କଂଗ୍ରେସର ସନ୍ତୋଷ ମହାରଣା ଏବଂ ସ୍ବାଧୀନ ପ୍ରାର୍ଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?