ଆମ ଜିଲା ଖବର

ଗୁଳି, ବୋମାବର୍ଷଣର ଶବ୍ଦ ଛାତି ଥରାଇ ଦେଉଛି

ରାୟଗଡ଼ା ଅଫିସ,୯।୩: ଦିନ ରାତି ବୋମା ଓ ଗୁଳିବର୍ଷଣର ଭୟଙ୍କର ଶବ୍ଦ ମନେ ପଡ଼ିଲେ ଏବେବି ଛାତି ଥରୁଛି। ଘରକୁ ଫେରିବା ଆଶା ନ ଥିଲା। କେବଳ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲୁ। ୟୁକ୍ରେନ୍‌ରେ ଯୁଦ୍ଧକୁ ଅତି ନିକଟରୁ ଦେଖି…

ଅସନ୍ତୁଷ୍ଟ କର୍ମୀ ହେଉଛନ୍ତି ସ୍ବାଧୀନ ପ୍ରାର୍ଥୀ, ବିଜୟରେ ନେବେ ନିର୍ଣ୍ଣାୟକ ଭୂମିକା

ନବରଙ୍ଗପୁର,୯।୩(ବି.ପ୍ର.): ସହରରେ ଏବେ ଚାରିଆଡ଼େ ଚାଲିଛି ରାଜନୀତି ଚର୍ଚ୍ଚା। ପୌର ଅଧ୍ୟକ୍ଷ ପାଇଁ କିଏ ଉପଯୁକ୍ତ। କାହାର ପଲା ହେବ ଭାରି। କେଉଁ ଦଳ କିଭଳି ଲୋକ ସମ୍ପର୍କ ରଖି ଭବିଷ୍ୟତରେ କାର୍ଯ୍ୟ କରିବେ, ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।…

ଡାକ ସେବକଙ୍କ ନାମରେ ଥାନାରେ ଏତଲା

ନାରାୟଣପାଟଣା,୯।୩(ଡି.ଏନ.ଏ.) ନାରାୟଣପାଟଣା ପୋଷ୍ଟ ଅଫିସରୁ ଗତ ୨୫ ତାରିଖରୁ ଜମାକାରୀଙ୍କ ଅର୍ଥ ଚଞ୍ଚକତା କରି ଆତ୍ମସାତ କରି ଫେରାର ଥିବା ଡାକ ସେବକ ବୃନ୍ଦାବନ ଦଳେଇଙ୍କ ବିରୋଧରେ ମଙ୍ଗଳବାର ଜୟପୁର ଡାକ ବିଭାଗର ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଓ ନାରାୟଣପାଟଣା ପୋଷ୍ଟ ଅଫିସର…

ୟୁକ୍ରେନ୍‌ରୁ ଫେରିଲେ କୋରାପୁଟ ଜିଲାର ୧୦ ଛାତ୍ରୀଛାତ୍ର

କୋରାପୁଟ,୯।୩(ସ୍ବ.ପ୍ର): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ସେଠାରେ ପାଠ ପଢୁଥିବା କୋରାପୁଟର ୧୦ ଜଣ ଛାତ୍ରୀଛାତ୍ର ଫେରୁଥିବା ଜଣାଯାଇଛି ା ବର୍ତ୍ତମାନ ସେଥିରୁ ବର୍ତ୍ତମାନ ୭ ଜଣ କୋରାପୁଟ ଜିଲାର ଥିବା ନିଜ ଘରେ ପହଞ୍ଚତ୍ଥିବା ବେଳେ…

୨ ଲକ୍ଷ ଟଙ୍କା ନେଇ ସୁରକ୍ଷା କର୍ମଚାରୀ ଫେରାର

ଅନୁଗୋଳ ଅଫିସ, ୯।୩: ଅନୁଗୋଳ ପଞ୍ଚମହଲାସ୍ଥିତ ସିଦ୍ଧିଲକ୍ଷ୍ମୀ ମୋଟର୍ସରୁ ଗତ ୬ ତାରିଖରେ ପ୍ରାୟ ୨ ଲକ୍ଷ ଟଙ୍କା ଚୋରି ହୋଇଛି। ତେବେ ଏହି ଚୋରି ଅନ୍ୟ କେହି ନୁହେଁ, ଶୋ’ରୁମ୍‌ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ କର୍ମଚାରୀ କରିଥିବା ମ୍ୟାନେଜର…

ଗୁଣିଗାରେଡିରୁ ମହିଳାଙ୍କ ପ୍ରତି ହିଂସା: ସୂଚନା ପ୍ରଦାନକାରୀଙ୍କୁ ପୁରସ୍କାର

ଛତ୍ରପୁର,୯।୩(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଗୁଣି ଗାରେଡିକୁ ନେଇ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ସମ୍ପର୍କରେ ଯେଉଁ ଖବରଦାତା ଜିଲା ପ୍ରଶାସନକୁ ପ୍ରଥମେ ଜଣାଇବେ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ। ମଙ୍ଗଳବାର ଗଞ୍ଜାମ ଜିଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ…

ସର୍ବସାଧାରଣରେ ହେବନି ହୋଲି

ଢେଙ୍କାନାଳ ଅଫିସ, ୯।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ଓ୍ବାନ୍‌ ହଲ୍‌ରେ ସୋମବାର ଅପରାହ୍ନରେ ଜିଲାପାଳ ସରୋଜ କୁମାର ସେଠୀ ଜିଲାର କୋଭିଡ୍‌ସ୍ଥିତି, ପୌର ନିର୍ବାଚନ ଏବଂ ୫-ଟି ବ୍ୟବସ୍ଥାରେ ହେଉଥିବା ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। କରୋନା ସଂକ୍ରମଣ ସମ୍ପୂର୍ଣ୍ଣ…

ଦରମା ମିଳୁନି, ଶ୍ରମିକଙ୍କ ଆନ୍ଦୋଳନ

ବଇଣ୍ଡା,୯।୩(ଡି.ଏନ.ଏ.): କିଶୋରନଗର ବ୍ଲକ ବାମୁର ନିକଟସ୍ଥ ଭାଙ୍ଗମୁଣ୍ଡାଠାରେ ଥିବା ଠିକା ସଂସ୍ଥା ଗାୟତ୍ରୀରେ କାର୍ଯ୍ୟ କରୁଥିବା ଶତାଧିକ ଶ୍ରମିକଙ୍କୁ ୬ ମାସ ହେବ ଦରମା ମିଳିନାହିଁ। ଫଳରେ ସେମାନେ ମଙ୍ଗଳବାର କ୍ୟାମ୍ପ ଫାଟକ ବନ୍ଦ କରି ଆନ୍ଦୋଳନ କରିଛନ୍ତି। ଏଥିସହ ଅନୁଗୋଳ…

ଜମି ହଡ଼ପ ମାମଲା: ତତ୍କାଳୀନ ଏସ୍‌ଡିପିଓଙ୍କ ସାକ୍ଷ୍ୟ ଗ୍ରହଣ

ବ୍ରହ୍ମପୁର ଅଫିସ,୯।୩: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ୍‌ ପିଣ୍ଟୁ ଓ ତାଙ୍କ ସହଯୋଗୀ ସିଏଚ. ତ୍ରିନାଥଙ୍କୁ କଡ଼ା ସୁରକ୍ଷାରେ ବ୍ରହ୍ମପୁର ଜେଲରୁ ଏଡିଜେ-୨ ରାଜଶ୍ରୀ ମହାପାତ୍ରଙ୍କ କୋର୍ଟରେ ହାଜର କରାଯାଇଥିଲା। ଗୋଳନ୍ଥରା ଥାନାରେ…

ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ,୯।୩: ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ବ୍ରହ୍ମପୁର ଗ୍ରାମ୍ୟ ନିର୍ମାଣ(ବୈଦ୍ୟୁତିକ) ବିଭାଗର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ଚଢ଼ାଉ କରିଛି । ଯନ୍ତ୍ରୀଙ୍କ ବ୍ରହ୍ମପୁର ଆମ୍ବପୁଅସ୍ଥିତ କାର୍ଯ୍ୟାଳୟ ସମେତ, ବ୍ରହ୍ମପୁର ଗଜପତି…

ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, ପୂର୍ବ ପରି ରହିବ କୋଭିଡ୍‌ କଟକଣା

ସମ୍ବଲପୁର,୯।୩(ବ୍ୟୁରୋ): ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଛି ମା’ ସମଲେଶ୍ବରୀଙ୍କ ମନ୍ଦିର । କୋଭିଡ୍‌ ଯୋଗୁଁ ବହୁ ଦିନ ଧରି ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଥିଲା। ତେବେ ବର୍ତ୍ତମାନ ଜିଲା ପ୍ରଶାସନ ଓ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ନିଷ୍ପତ୍ତି କ୍ରମେ…

ନନ୍ଦନକାନନରେ ପଶିଲେ ଦୁଇଟି ଜଙ୍ଗଲୀ ହାତୀ,ପର୍ଯ୍ୟଟକଙ୍କୁ ପ୍ରବେଶ ମନା

ବାରଙ୍ଗ,୯।୩(ଡି.ଏନ୍‌.ଏ.): ନନ୍ଦନକାନନରେ ପଶିଲେ ଦୁଇ ଜଙ୍ଗଲୀ ହାତୀ । ଜିରାଫ ଘୁଆଡ ପଛ ପାଖରେ ଏହି ଦୁଇ ହାତୀ ଥିବା ସନ୍ଦେହ କରାଯାଉଛି । ଏଥିପାଇଁ ପର୍ଯ୍ୟଟକଙ୍କୁ ନନ୍ଦନକାନନରେ ପ୍ରବେଶ ପାଇଁ ବାରଣ କରାଯାଇଛି । ସୂଚନାନୁଯାୟୀ, ଦୁଇଟି ଜଙ୍ଗଲୀ ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?