ଆମ ଜିଲା ଖବର

୬ ପୌରାଧ୍ୟକ୍ଷା, ୭୬ କାଉନସିଲର ପ୍ରାର୍ଥୀପତ୍ର କାଏମ

ସୁନ୍ଦରଗଡ଼,୧୧ା୩(ଡି.ଏନ.ଏ.): ସୁନ୍ଦରଗଡ଼ ପୌରନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚପରେ ୬ ପୌରାଧ୍ୟକ୍ଷ ଏବଂ ୭୬ କାଉନସିଲର ପ୍ରାର୍ଥୀପତ୍ର କାଏମ ରହିଛି। ପୌରାଧ୍ୟକ୍ଷା ପଦବୀରେ ବିଜେଡିର ରଞ୍ଜନା ପଣ୍ଡା, ଭାଜପାର ତନୟା ମିଶ୍ର, କଗ୍ରେସର ସସ୍ମିତା ଯୋଶୀ ଏବଂ ସ୍ବାଧୀନ ପ୍ରାର୍ଥନୀ ଭାବେ ନିନିମା…

ଜଙ୍ଗଲରେ ନାବାଳିକାଙ୍କୁ ବଳାତ୍କାର

ସୁନ୍ଦରଗଡ଼,୧୧ା୩(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲା ଥାନା ଅନ୍ତର୍ଗତ ଦାଣ୍ଡପାନି ନୁଆଡିହି ଗ୍ରାମରେ ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ନାବାଳିକା ଗାଁ ନିକଟ ଜଙ୍ଗଲକୁ ଜାଳେଣି ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କୁ ଅଭିଯୁକ୍ତ ବଳତ୍କାର…

ଘରେ ଲୁଚାଇ ରଖିଥିଲେ ୧ କୁଇଣ୍ଟାଲ ୬୭ କେଜି ଗଞ୍ଜେଇ

କୋକସରା,୧୧।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝିଗୁଡା ପଞ୍ଚାୟତ ଦାବ୍ରିଗୁଡାରେ ଜିଲା ଅବକାରୀ ବିଭାଗର ଏକ ଟିମ୍‌ ଚଢ଼ାଉ କରି ୪ଜଣଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରି…

ନାଏବ ସରପଞ୍ଚ ନିର୍ବାଚନ: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଫାଣ୍ଡି ଅଧିକାରୀଙ୍କ ହାତ ଭାଙ୍ଗିଦେଲେ ମହିଳା

ପାଟଣା,୧୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଉପାନ୍ତ ଅଞ୍ଚଳ ରାଇଡିହା ପଞ୍ଚାୟତରେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଫଳରେ ଉତ୍ତେଜନା ସୃଷ୍ଟି ହେବା ସହ ଏକ ଏକ ଗୋଷ୍ଠୀର ମହିଳାଙ୍କ ଆକ୍ରମଣରେ…

ବ୍ରିଜ୍‌ ଉପରୁ ମହାନଦୀକୁ ଡେଇଁଲେ ଯୁବକ

କଟକ ଅଫିସ,୧୧ା୩: କଟକ ଜିଲା କାନପୁର ଥାନା ଅନ୍ତର୍ଗତ ସିଧାମଳା ବ୍ରିଜ ଉପରୁ ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଯୁବକଙ୍କୁ ପ୍ରାୟ ୨୫ ବର୍ଷ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସ୍ଥାନୀୟ…

ପୋଲିସ ଗୁଳିରେ ହାଡକୋର ମାଓବାଦୀ ନିହତ

ମାଲକାନଗିରି,୧୧ା୩(ଡି.ଏନ୍‌.ଏ.): ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲାରେ ଗୁଳିବିନିମୟ ହୋଇଛି। ପୋଲିସ ଗୁଳିରେ ଜଣେ ହାଡକୋର ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀ ହେଉଛନ୍ତି ବିଜାପୁର ମାଓବାଦୀ ସଂଗଠନର ଡେପୁଟି କମାଣ୍ଡର ରିତେଶ ପୁନମ। ତାଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ଼ ସରକାର…

ଜଳିଗଲା ବାଇକ୍‌ ଶୋ’ ରୁମ୍‌

ବାଙ୍କୀ,୧୧ା୩(ଡି.ଏନ୍‌.ଏ.): ବାଙ୍କୀ ବଜାରସ୍ଥିତ ଏକ ବାଇକ ଶୋ’ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ଶୋ’ରୁମ୍‌ରେ ଥିବା ବାଇକ୍‌ ସମେତ ସମସ୍ତ କମ୍ପ୍ୟୁଟର ଓ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି। ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଅନ୍ନପୂର୍ଣ୍ଣା ମୋଟର୍ସର ବାଇକ୍‌ ଶୋ’ ରୁମ୍‌ର…

ନନ୍ଦନକାନନରେ ଧଳା ବାଘୁଣୀ ରୁପା ଜନ୍ମ କଲା ପ୍ରଥମ ଶାବକ

ବାରଙ୍ଗ,୧୧।୩(ଡି.ଏନ୍‌.ଏ.): ନନ୍ଦନକାନନରେ ଧଳା ବାଘୁଣୀ ରୁପା ଶୁକ୍ରବାର ସକାଳେ ତାର ପ୍ରଥମ ଶାବକ ଜନ୍ମ ଦେଇଛି। ବାଘ ଶାବକର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ଏବେ ସ୍ବତନ୍ତ୍ର ଖୁଆଡରେ ଥିବା ସିସିଟିଭରେ ନଜର ରଖାଯାଇଛି। ଶାବକ ଛୁଆ ଜନ୍ମ ହେବା ପରେ ପ୍ରାଣୀ…

ସୁସ୍ଥ ହେଲେ ହକି ଖେଳାଳି

ଢେଙ୍କାନାଳ ଅଫିସ, ୧୧ା୩ ଢେଙ୍କାନାଳ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଦ୍ୱିତୀୟ ନାଭାଲ ଟାଟା ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୭ ମହିଳା ହକି ଖେଳାଳି ଗ୍ୟାସ୍‌ଟ୍ରାଇଟ୍‌ର ଶିକାର ହୋଇ ବୁଧବାର ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପରେ ଗୁରୁବାର ସମସ୍ତେ ସୁସ୍ଥ ହୋଇଛନ୍ତି। ତେବେ…

ପରିମଳ ଉପରେ ଦିଆଯାଉନି ଧ୍ୟାନ

ଅନୁଗୋଳ ଅଫିସ,୧୧ା୩ ଜନସଂଖ୍ୟା ଦୃଷ୍ଟିରୁ ଅନୁଗୋଳ ପୌରାଞ୍ଚଳର ତୃତୀୟ ବୃହତ୍ତମ ଓ୍ବାର୍ଡ ହେଉଛି ୧ ନମ୍ବର ଓ୍ବାର୍ଡ। ଜନବହୁଳ ଅଞ୍ଚଳ ହୋଇଥିବାରୁ ଏହି ଓ୍ବାର୍ଡର ସମସ୍ୟା ମଧ୍ୟ ଅଧିକ। ହେଲେ ଦୀର୍ଘବର୍ଷ ହେଲା ପୌର ପ୍ରଶାସନ ଏହାର ସମାଧାନ କରିପାରୁ ନାହିଁ।…

ସବୁଠି ସମାନ ସମସ୍ୟା

ଢେଙ୍କାନାଳ ଅଫିସ, ୧୧ା୩ ଆସନ୍ତା ୨୪ରେ ବହୁ ପ୍ରତୀକ୍ଷିତ ପୌର ନିର୍ବାଚନ। ଏଥିଲାଗି ସରିଛି ନାମାଙ୍କନ ପ୍ରକ୍ରିୟା। ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ୧୪ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଜନ ସମର୍ଥନ ହାସଲ କରିବାକୁ ଏବେଠାରୁ ପ୍ରଚାର ଆରମ୍ଭ…

ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ହଡ଼ପ ଅଭିଯୋଗ

ପାଟଣା,୧୧ା୩(ସ୍ବ.ପ୍ର.): ଗରିବଙ୍କ କଲ୍ୟାଣ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ଯୋଜନା କରିଥିବା ବେଳେ ସ୍ଥଳ ବିଶେଷରେ ଯୋଗ୍ୟ ହିତାଧିକାରୀଙ୍କ ଅନୁକମ୍ପା ରାଶି ହେଉ କି ସରକାରୀ ଯୋଜନାର ଅର୍ଥ ହେଉ ତାକୁ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?