ଗୁଣପୁର ପୌରାଧ୍ୟକ୍ଷ ଆସନ ହାତେଇବା ବିଜେଡି ପାଇଁ ଚ୍ୟାଲେଞ୍ଜ
ଗୁଣପୁର,୧୪ା୩(ଡି.ଏନ.ଏ): ରାୟଗଡ଼ା ଜିଲାର ଗୁଣପୁର ଏବଂ ରାମନାଗୁଡ଼ା ବ୍ଲକ ବିଜେଡି ହାତରୁ ଖସିଛିା ଦୁଇଟି ସ୍ଥାନରେ ବିଜେଡିକୁ ଅଧ୍ୟକ୍ଷ ଆସନ ହରାଇବାକୁ ପଡ଼ିଛି। ଗୁଣପୁର ବ୍ଲକ ଅଧ୍ୟକ୍ଷାଭାବେ ଝିଲି ଶବର ଏବଂ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷଭାବେ ରବି ଶଙ୍କର ଗମାଙ୍ଗ ବିଜୟୀ…
ନାଲ୍କୋନଗରରେ ଦୋଳ ଉତ୍ସବ
ବଅଁରପାଳ,୧୪ା୩(ଡି.ଏନ.ଏ.): ବଅଁରପାଳ ବ୍ଲକ ନାଲ୍କୋନଗର ଯାଦବ ସମାଜ ଆନୁକୂଲ୍ୟରେ ନାଲ୍କୋ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଦୋଳ ଉତ୍ସବ(ଫଗୁ ଦଶମୀ) ରବିବାର ଆରମ୍ଭ ହୋଇଛି। ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା ଓ ଫଗୁ ଲାଗି କରାଯିବା ପରେ ଯାଦବ ମହିଳାମାନଙ୍କ ଦ୍ବାରା ବନ୍ଦାପନା…
ବାଡ଼ି ଖେଳରେ କମ୍ପିଲା ଗାଁ
ଖମାର,୧୪ା୩(ଡି.ଏନ.ଏ.): ପାଲଲହଡ଼ା ବ୍ଲକ ଖମାର ଥାନା ଶଙ୍ଖମୁର ଗ୍ରାମରେ ଫଗୁ ଦଶମୀ ପାଳିତ ହୋଇଯାଇଛି। ବିଗତ ୨ ବର୍ଷ ଧରି କୋଭିଡ୍ କଟକଣା ଯୋଗୁ ଫଗୁ ଦଶମୀ ନିରାଡ଼ମ୍ବର ରହିଥିବା ବେଳେ ଚଳିତ ବର୍ଷ ଏହା ଧୁମ୍ଧାମରେ ପାଳନ ହୋଇଥିଲା। ବିଶେଷକରି…
ବଳଦିଆବନ୍ଧ ଲୁଟ୍ ଘଟଣାରେ ୩ ଗିରଫ
ଢେଙ୍କାନାଳ ଅଫିସ,୧୪ା୩: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ବଳଦିଆବନ୍ଧର ସାଇପ୍ରସାଦ ଦାସଙ୍କ ଘରୁ ଗତ ଫେବୃୟାରୀ ୧୧ରେ ହୋଇଥିବା ଲୁଟ୍ ଘଟଣାର ଦେଢ଼ମାସ ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବଳଦିଆବନ୍ଧ ଗ୍ରାମର ରଶ୍ମିରଞ୍ଜନ ସାହୁ…
ବହୁ ପଦବୀ ଆଶାୟୀ ନିରାଶ
ଢେଙ୍କାନାଳ ଅଫିସ,୧୪ା୩: ଢେଙ୍କାନାଳ ଜିଲା ପରିଷଦ ସଭାପତି ଦୌଡ଼ରେ ଥିଲେ ରାଜନୀତିରେ ଅଭିଜ୍ଞ ଏକାଧିକ ନେତ୍ରୀ। ଏହି ପଦବୀରେ ବସାଇବାକୁ ସେମାନଙ୍କ ଲାଗି ଜୋର୍ଦାର ଲବି କରିଥିଲେ ଜିଲାର ଟାଣୁଆ ନେତା। ହେଲେ ଲବି କି ସାଙ୍ଗଠନିକ ପତିଆରା କିଛି କାମ…
କେନ୍ଦୁପଦରରେ ନିର୍ବାଚନ ପରବର୍ତ୍ତୀ ହିଂସା
ଆସିକା,୧୪ା୩ (ଡି.ଏନ.ଏ): ଆସିକା ବ୍ଲକର ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମରେ ଶନିବାର ରାତିରେ ନିର୍ବାଚନ ପରବର୍ତ୍ତି ହିଂସା ଦେଖାଦେଇଛି ା ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅପର ଗୋଷ୍ଠୀର ଜଣକର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି। ମୃତକ…
ଏନ୍ଏସିକୁ ୨୧ କୋଟିର ବକେୟା ଦେବ ଟିପିଏସ୍ଓଡିଏଲ
ଭଞ୍ଜନଗର,୧୪ା୩(ଡି.ଏନ.ଏ): ଭଞ୍ଜନଗର ମତ୍ସ୍ୟ ଯାଅଁାଳ ଉପତ୍ାଦନ କେନ୍ଦ୍ର ରୋଡ଼ରେ ଏନ୍ଏସି ପକ୍ଷରୁ ହୋଇଥିବା ଅଣୁ ଜୈବସାର ପରିଚାଳନା କେନ୍ଦ୍ରର ବିଦ୍ୟୁତ୍ ବିଲ ବାକି ଥିବାରୁ ଗତ ସପ୍ତାହରେ ଟିପିଏସ୍ଓଡ଼ିଏଲ ଉକ୍ତ କେନ୍ଦ୍ରର ବିଦ୍ୟୁତ୍ ବିଚ୍ଛିନ୍ନ କରି ଦେଇଥିଲା। ଅଣୁ ଜୈବସାର ପରିଚାଳନା…
ଜିଲାପରିଷଦ ସଭାପତି ନିର୍ବାଚନ: ଗଞ୍ଜାମ ଅଞ୍ଜଳି, ଗଜପତି ଜି. ତିରୁପତି, କନ୍ଧମାଳ ନନ୍ଦିନୀ
ଛତ୍ରପୁର/ପାରଳାଖେମୁଣ୍ଡି (ଡି.ଏନ୍.ଏ.)/ ଫୁଲବାଣୀ ଅଫିସ୍, ୧୪ା୩: ଗଞ୍ଜାମ ଜିଲା ପରିଷଦ ସଭାପତି ଭାବେ ଅଞ୍ଜଳି ସ୍ବାଇଁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅଞ୍ଜଳି ଧରାକୋଟ ବ୍ଲକର ୩୧ ନମ୍ବର ଜୋନ୍ରୁ ଜିଲା ପରିଷଦ ସଭ୍ୟା ନିର୍ବାଚିତ ହୋଇଛନ୍ତି। ଜିଲା ପରିଷଦ ସଭାପତି ନିର୍ବାଚନରେ…
ବିଜେଡି ମହିଳା ସଭାନେତ୍ରୀଙ୍କ ଘର ଉପରକୁ ବୋମାମାଡ଼
ବରୀ,୧୪ା୩(ଡି.ଏନ୍.ଏ.): ଯାଜପୁର ଜିଲା ବରୀ ବ୍ଲକ ବିଜେଡି ମହିଳା ସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ନାଥଶର୍ମାଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି। ଏନେଇ ଜ୍ୟୋତ୍ସ୍ନାରାଣୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ଶାସକ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ…
ବ୍ରହ୍ମପୁର ପୌର ନିର୍ବାଚନ ହେଉନି ନିରପେକ୍ଷ
ବ୍ରହ୍ମପୁର ଅଫିସ,୧୪ା୩: ବ୍ରହ୍ମପୁର ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାରେ ପ୍ରଶାସନ ବିଫଳ ହୋଇଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଇଙ୍ଗିତରେ ସରକାରୀ କଳ ବେନିୟମ ଭାବେ କାର୍ଯ୍ୟ କରୁଛି। ବସ୍ତିଗୁଡିକର ଗରିବ ହିତାଧିକାରୀଙ୍କୁ ଦିଆଯାଇଥିବା ଆବାସ ଯୋଜନା ଘରର…
ରାତିସାରା ଷ୍ଟେଶନରେ ଶୋଉଛନ୍ତି ଯାତ୍ରୀ
କେନ୍ଦୁଝର,୧୪ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଏକ ଗରିବ ଓ ଆଦିବାସୀ ବହୁଳ ଜିଲା। ଜିଲାବାସୀ ବିଭିନ୍ନ ସ୍ଥାନକୁ ସ୍ବଳ୍ପ ଖର୍ଚ୍ଚରେ ଯିବା ଆସିବା ପାଇଁ ରେଳ ଉପରେ ଭରସା କରିଥାନ୍ତି। ମାତ୍ର କେନ୍ଦୁଝର ସହରରୁ ଗୋଟିଏ ମାତ୍ର ଟ୍ରେନ ଦୈନିକ ଚଳାଚଳ କରୁଛି।…
ବାପ-ଝିଅଙ୍କୁ ଚାପିଦେଲା ଟ୍ରକ୍
ଖମାର,୧୪ା୩(ଡି.ଏନ୍.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ ୧୪୯ରେ ବାଇକ୍ ଉପରେ ଟ୍ରକ୍ ଚଢ଼ି ଯିବାରୁ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଖମାର ଗ୍ରାମର ସୁନୀଲ କୁମାର ସାହୁ…

