ଆମ ଜିଲା ଖବର

ମହାପ୍ରଭୁଙ୍କୁ ଦର୍ଶନ କଲେ କପିଲ

ପୁରୀ ଅଫିସ, ୨୨ା୩:କମେଡ଼ି କିଙ୍ଗ୍‌ ଭାବେ ପରିଚିତ ହାସ୍ୟ ଅଭିନେତା କପିଲ ଶର୍ମା ସୋମବାର ସନ୍ଧ୍ୟାରେ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତାଙ୍କୁ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। କପିଲ ବାଇଶିପାହାଚ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଭିତର…

ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ

ପୁରୀ ଅଫିସ,୨୨।୩:ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ହୋଇଛି। ସୋମବାର ନାଟମଣ୍ଡପ କାନ୍ଥରେ ୪ଟି ଫାଟ ଦେଖିବାକୁ ମିଳିଛି। ଏଥିମଧ୍ୟରେ ୩ଟି ଛୋଟ ଓ ଗୋଟିଏ ବଡ଼ ଫାଟ ରହିଛି। ବଡ଼ଫାଟର ଲମ୍ବ ୨ଫୁଟ୍‌ରୁ ଅଢ଼େଇ ଫୁଟ୍‌ ହୋଇଥିବାବେଳେ ଓସାର ୧ଫୁଟ୍‌ରୁ ଅଧିକ ରହିଛି।…

ଟ୍ରକ୍‌କୁ ଧକ୍କା ଦେଇ ବାଇକ୍‌ ଆରୋହୀ ମୃତ

ମାଲକାନଗିରି,୨୧ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ତୁମୁକିମାଡକା ଗ୍ରାମ ନିକଟରେ ଜଣେ ବାଇକ୍‌ ଆରୋହୀ ଏକ ଟ୍ରକ୍‌ ପଛକୁ ଧକ୍କା ଦେଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ରବିବାର ରାତିରେ କେନାଲ କାମରେ ନିୟୋଜିତ ଏକ ଟ୍ରକ୍‌ କାମ ସାରି…

କାଶୀନଗର ଏନ୍‌ଏସି: ୨ ବୁଥ୍‌ ସମ୍ବେଦନଶୀଳ

କାଶୀନଗର,୨୧ା୩-କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୩ଟି ୱାର୍ଡରେ ୧୩ଟି ବୁଥ ହେବ। ସେଥିମଧ୍ୟରୁ ଓ୍ବାର୍ଡ ନଂ. ୪ ଓ ୬ନଂ ବୁଥ ସମ୍ବେଦନଶୀଳ ବୋଲି ପୋଲିସ ଚିହ୍ନଟ କରିଛି। ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୧ନଂ ୱାର୍ଡ ଗୋଲାପି ବୁଥ, ୧୩ନଂ…

ସହରାଞ୍ଚଳ ନିର୍ବାଚନ ପାଇଁ ପ୍ରଶାସନର ପ୍ରସ୍ତୁତି

ଛତ୍ରପୁର,୨୧ା୩(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାର ସହରାଞ୍ଚଳ ନିର୍ବାଚନର ସୁପରିଚାଳନା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି। ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ଓସ୍ବାନ ହଲ୍‌ଠାରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାକରି ଜଣାଇଥିଲେ ଯେ, ଆସନ୍ତା…

ଠାକୁରଙ୍କ ଜମି ବିକି ଜେଲଗଲେ

କେନ୍ଦୁଝର,୨୧ା୩ (ସ୍ବ.ପ୍ର.): କେନ୍ଦୁଝର ସଦର ତହସିଲ ଲକ୍ଷ୍ମୀପଶି ମୌଜାରେ ଠାକୁରଙ୍କ ଜମିକୁ କିସମ ପରିବର୍ତ୍ତନ କରି ବିକ୍ରି କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ କୈଳାସ ଚନ୍ଦ୍ର ପରିଡା ନାମକ ଜଣେ ଜମି ଦଲାଲଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ…

ବିଧାୟକ ଧରିଛନ୍ତି ପ୍ରଚାରମଙ୍ଗ

ଉମରକୋଟ,୨୧ା୩(ସ୍ବ.ପ୍ର.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ଏହାକୁ ନେଇ ଉମରକୋଟ ସହରରେ ପ୍ରଚାର ସରଗରମ ହେଉଛି। ଭୋଟ ହାତେଇବାକୁ ସବୁଦଳ ଉଦ୍ୟମ ଚଳାଇଛନ୍ତି। ଭାଜପା ମଧ୍ୟ ସ୍ବତନ୍ତ୍ର ରଣନୀତି ନେଇ ପ୍ରଚାରକୁ ଓହ୍ଲାଇଛି। ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପ୍ରଚାର…

‘ସରକାରୀ ଯୋଜନା ଲୋକଙ୍କ ପାଖେ ପହଞ୍ଚାଇବି’

ଗଞ୍ଜାମ, ୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ନବ ନିର୍ବାଚିତ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି l ଏହି ଅବସରରେ ସେ ଅଞ୍ଚଳର ସହ ସରକାରୀ ଯୋଜନା କିପରି ଲୋକଙ୍କ ପାଖେ ପହଞ୍ଚି ପାରିବ ସେଥିପ୍ରତି ଗୁରୁତ୍ୱ ଦେବେ ବୋଲି…

ନିର୍ବାଚନ ପ୍ରଚାର ମଇଦାନରେ ଅଭିନେତ୍ରୀ

କେସିଙ୍ଗା,୨୧।୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ପୌର ନିର୍ବାଚନ ହେବାକୁ ଥିବା ବେଳେ ମଙ୍ଗଳବାର ପ୍ରଚାରର ଶେଷ ଦିନ। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ୩ ପ୍ରମୁଖ ଦଳ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। ସୋମବାର ଭାଜପା ଅଧ୍ୟକ୍ଷ ପ୍ରାର୍ଥୀ…

ଡ୍ରୋନ୍‌ରେ ପଠାଗଲା ରୋଗୀଙ୍କ ରକ୍ତ ନମୁନା

କେସିଙ୍ଗା,୨୧।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ବିଦ୍ୟାପୀଠ ଖେଳ ପଡ଼ିଆରୁ ସୋମବାର ୧୫ ଜଣ ରୋଗୀଙ୍କ ରକ୍ତ ନମୁନା ଗ୍ରହଣ କରି ପରୀକ୍ଷା ପାଇଁ ଡ୍ରୋନ ଯୋଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ଆଦିବାସୀ ବହୁଳ ଅଞ୍ଚଳରେ ସରକାର ସ୍ବାସ୍ଥ୍ୟ ସେବାକୁ…

ପ୍ରଚାର ମଇଦାନରେ ବର୍ଷା ପ୍ରିୟଦର୍ଶିନୀ, ଏଲିନା

ଯାଜପୁର ଅଫିସ,୨୧।୩: ଆସନ୍ତା ୨୪ ତାରିଖରେ ପୌର ନିର୍ବଚନ। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି। ନିର୍ବାଚନୀ ପ୍ରଚାର ଜୋରଦାର କରାଯାଉଥିବା ବେଳେ ରାଜନୈତିକ ଉଷ୍ମତା ମଧ୍ୟ ଦେଖା ଯାଉଛି। ମଙ୍ଗଳବାର ପ୍ରଚାରର…

ପୌର ନିର୍ବାଚନ ପୂର୍ବରୁ ବିଜେଡିର ମିଶ୍ରଣ ପର୍ବ: ବିରୋଧୀଙ୍କୁ ପଡ଼ିବ ଭାରି

ଦେବଗଡ଼,୨୧।୩ (ଡି.ଏନ୍‌.ଏ.): ପୌର ନିର୍ବାଚନ ପୂର୍ବରୁ ଦେବଗଡ଼ ଜିଲାରେ ସୋମବାର ବିଜେଡିର ମିଶ୍ରଣ ପର୍ବ ହୋଇଛି। ଭାଜପା ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ଶାସକ ଦଳର ଏହି ମିଶ୍ରଣ ପର୍ବ ବିରୋଧୀଙ୍କୁ ଭାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?