ବନ୍ୟପ୍ରାଣୀ ଶିକାର କରି ଆଣୁଥିଲେ, ପଡ଼ିଲେ ଧରା

ଜମନକିରା,୫ା୫(ଡି.ଏନ୍‌.ଏ.): ବାମରା ବନ୍ୟପ୍ରାଣୀ ବନାଞ୍ଚଳ ବଡ଼ରମା ରେଞ୍ଜ ଟିକିବା ପଞ୍ଚାୟତ ଅନ୍ତର୍ଗତ ବଡଖଲିଆ ଗାଁରେ ଗୁରୁବାର ବନ କର୍ମଚାରୀ ଚଢ଼ାଉ କରି ଚଉଶିଙ୍ଗାର ମୁଣ୍ଡ, ଚମଡ଼ା ଓ ମାଂସ ଜବତ କରିଛି। ବନ ବିଭାଗ ସୂଚନା ଅନୁସାରେ, ବଡ଼ଖଲିଆ ଗାଁର ସୁଶିଲ ଭଇଁସା(୨୯) ଓ ସଞ୍ଜୟ ଭଇଁସା (୨୬) ଚଉଶିଙ୍ଗା ମାରି ମାଂସ କାଟୁଥିବା ଖବର ମିଳିଥିଲା। ରେଞ୍ଜର ଦିଲୀପ କୁମାର ମେଣ୍ଡୱାଲାଙ୍କ ନିର୍ଦ୍ଦେଶକ୍ରମେ କର୍ମଚାରୀମାନେ ଚଢାଉ କରି ଉପରୋକ୍ତ ସାମଗ୍ରୀ ଜବତ କରିଥିଲେ। ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ବଡ଼ରମା କାର୍ଯ୍ୟାଳୟକୁ ଆଣି ପଚରାଉଚୁରା କରାଯାଉଛି। ଏ ନେଇ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲେଙ୍ଗା ବଜାରରେ ଅଗ୍ନିକାଣ୍ଡ : ଜଳିଗଲା ୪୦ରୁ ୫୦ ଲକ୍ଷ ଟଙ୍କାର ସାମଗ୍ରୀ

କଟକ ଅଫିସ, ୫।୧: କଟକର ପୁରୀଘାଟ ଥାନା ଅନ୍ତର୍ଗତ ତେଲେଙ୍ଗା ବଜାରରେ ଥିବା ରଘୁନାଥଜୀଉ ସପ୍ଲାୟର୍ସରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଥିବା ପ୍ରାୟ...

ମୃତଦେହ ନେଇ ଆମ୍ବୁଲାନ୍ସ ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ୪ ଜୀବନ

ରାୟଗଡା ଅଫିସ,୧୩।୮: ରାୟଗଡ଼ା ଜିଲା ଅମ୍ବାଦଳା ଥାନା ମଞ୍ଜୁରୁକୁପା ନିକଟରେ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି।...

ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ

ଆଳି, ୨୪।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଲୋକାପଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସକାଳ ପ୍ରାୟ ୮ଟାରେ ଦୁଇ ଶିଶୁ...

ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଶୁବଳି ବନ୍ଦ ପାଇଁ ପଦକ୍ଷେପ:ଲୋକଙ୍କୁ ସଚେତନ କରିବ ପୋଲିସ ପ୍ରଶାସନ

ଭବାନୀପାଟଣା,୨୨।୯(ଡି.ଏନ.ଏ.) କଳାହାଣ୍ଡି ଜିଲାର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅକ୍ଟୋବର ୬ ତାରିଖ (ରବିବାର) ମହାସମାରୋହରେ ଅନୁଷ୍ଠିତ ହେବ । ପୋଲିସ ପ୍ରଶାସନ ତରଫରୁ...

କେନ୍ଦୁପତ୍ର ଫଡ଼ିରେ ନିୟମକୁ ଫୁ: ଶିଶୁ ଶ୍ରମିକ ନିୟୋଜିତ କରି ଅର୍ଥ ଆତ୍ମସାତ ମସୁଧା

ବାଲିଗୁଡ଼ା,୪ା୬(ଡି.ଏନ୍‌.ଏ.)-ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ବାଲିଗୁଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ନିୟୋଜନ ଚାଲିଛି। କୋମଳମତି ପାଠ ପଢ଼ୁଆ ପିଲାଙ୍କୁ ଟଙ୍କା ଲୋଭ ଦେଖାଇ...

ଗଛ କଟାକୁ ବିରୋଧ: କାଠ ଜବତ କଲା ବନ ବିଭାଗ

ଧାମନଗର,୩୧।୧୦(ଡି.ଏନ.ଏ.):ଧାମନଗର ବ୍ଲକ ଭଗବାନପୁର ନୋଡାଲ ବିଦ୍ୟାଳୟ ପରିସରରେ ଏକ ପୁରୁଣା ଗଛକୁ ବିନା ଅନୁମତିରେ କାଟିବା ଅଭିଯୋଗ ହୋଇଛି। ଖବର ପାଇ ବନ ବିଭାଗ ତରଫରୁ...

ପ୍ରାଚୀ ନଦୀରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ

ନିମାପଡ଼ା,୫ା୭(ଡି.ଏନ୍‌.ଏ.): ନିମାପଡ଼ା ଜଳସମ୍ପଦ ବିଭାଗ ଡିଭିଜନ ଅନ୍ତର୍ଗତ କାକଟପୁର ସବ୍‌ଡିଭିଜନର କାକଟପୁର ମା’ ମଙ୍ଗଳା ମନ୍ଦିର ନିକଟରେ ୨୦କୋଟି ଟଙ୍କା ବ୍ୟୟରେ ପ୍ରାଚୀ ନଦୀ ଉପରେ...

ରାଶନ କାର୍ଡରୁ କଟିଲା ହିତାଧିକାରୀଙ୍କ ନାଁ: ବ୍ଲକ ସମ୍ମୁଖରେ ଭାଜପାର ବିକ୍ଷୋଭ

ଦିଗପହଣ୍ଡି,୬ା୧୧(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ଅଧୀନ ବିଭିନ୍ନ ଗ୍ରାମାଞ୍ଚଳରେ ରାଶନ କାର୍ଡରୁ ବହୁ ପରିବାର ସଦସ୍ୟଙ୍କ ନାଁ କଟିଯାଇଛି। ଏଥିପାଇଁ ସେମାନଙ୍କୁ ୨ ମାସ ହେଲା ଚାଉଳ ମିଳୁନାହିଁ।...

Advertisement
Archives

Model This Week