ଆମ ଜିଲା ଖବର

୨୦୨୨ ସୁଦ୍ଧା ୨୧୨ ପଞ୍ଚାୟତରେ ପାର୍କ

ଢେଙ୍କାନାଳ ଅଫିସ, ୨୨ ।୩ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ଓ୍ବାନ୍‌ ଭିଡିଓ କନ୍‌ଫରେନ୍ସ ହଲ୍‌ରେ ସୋମବାର ଜିଲାପାଳ ସରୋଜ କୁମାର ସେଠୀ କୋଭିଡ୍‌ ସ୍ଥିତି ଏବଂ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କୋଭିଡ୍‌ ଆଶଙ୍କା ସମ୍ପୂର୍ଣ୍ଣ ଦୂର ହୋଇନାହିଁ। ତେଣୁ ଏଥିପ୍ରତି…

ସରସ ସୁନ୍ଦର ହେବ ଓଡ଼ିଶା ଦିବସ

ଅନୁଗୋଳ ଅଫିସ,୨୨ ।୩ ଅନୁଗୋଳରେ ଓଡ଼ିଶା ଦିବସ ଓ ଜିଲା ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୋମବାର ଜିଲା କାର୍ଯ୍ୟାଳୟ କୋର୍ଟ ରୁମ୍‌ଠାରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗତ…

ପଶ୍ଚିମବଙ୍ଗକୁ କାଠ ଚୋରାଚାଲାଣ

ଜଳେଶ୍ୱର, ୨୨ ।୩(ଡି.ଏନ.ଏ.) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ୧୪ ପଞ୍ଚାୟତ ରାଇବଣିଆ ଥାନା ଅଧୀନରେ ରହିଛି। ଏହି ଅଞ୍ଚଳରୁ ପ୍ରତିଦିନ ବହୁ ଜଙ୍ଗଲଜାତ ଦ୍ରବ୍ୟ ଓ ମୂଲ୍ୟବାନ କାଠ ପଶ୍ଚିମବଙ୍ଗକୁ ଚାଲାଣ ହୋଇଆସୁଛି ା ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନରେ…

କୁଲଡ଼ିହା ଅଭୟାରଣ୍ୟରେ ହାତୀମଡ଼କ

ସଜନାଗଡ଼,୨୨ ।୩(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ କୁଲଡ଼ିହା ଅଭୟାରଣ୍ୟ ଏବେ ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଗତ ୩ମାସ ମଧ୍ୟରେ ୩ ମାଈହାତୀଙ୍କ ମୃତଦେହ ଉଦ୍ଧାର ପରେ ହାତୀମଡ଼କ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କ୍ରମାଗତ ଭାବେ ହାତୀ…

ପ୍ରାର୍ଥୀନୀଙ୍କ ରୋଡ୍‌ ଶୋ’ରେ ଟେଲି କଳାକାର

ଧାମନଗର, ୨୨ ।୩ (ଡି.ଏନ.ଏ) ଭଦ୍ରକ ଜିଲା ଧାମନଗର ଏନ୍‌ଏସିରେ ଚଳିତବର୍ଷ ପ୍ରଥମଥର ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଭୋଟରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି। ସୋମବାର ସାରେ ଭାଜପା ଅଧ୍ୟକ୍ଷା ପ୍ରାର୍ଥୀ ପୁଷ୍ପଶ୍ରୀ ମହାନ୍ତି ଧାମନଗରରେ ରୋଡ଼ଶୋ କରିଛନ୍ତି।…

ସବୁ ନେତାଙ୍କ ମୁହଁରେ ଯୋଡ଼ାର ବିକାଶ

ଯୋଡ଼ା,୨୨ ।୩(ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ଅପରାହ୍ନରେ ଯୋଡ଼ା କେନ୍ଦ୍ରୀୟ ଖେଳ ପଡିଆ ଠାରେ ଗୋଟିଏ ମଞ୍ଚରେ ହେଭିଓ୍ବେଟ ନେତାଙ୍କ ସମାଗମ ହୋଇଥିଲା। ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ଜିତୁ ପଟ୍ଟନାୟକ, ଧନୁର୍ଜୟ ସିଦ୍ଧୁଙ୍କ ସମେତ…

ଜମୁଛି ପ୍ରଚାର,ଚାଲିଛି ଅଙ୍କକଷା

ବାରିପଦା ଅଫିସ,୨୨ ।୩ ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ନିର୍ବାଚନ ଲାଗି ସହର ଦୁଲୁକୁଛି। ପ୍ରାର୍ଥୀଙ୍କ ମାରାଥନ ପ୍ରଚାର ଜମୁଥିବା ବେଳେ ହାରଜିତ୍‌କୁ ନେଇ ଜୋରସୋର ଅଙ୍କକଷା ଚାଲିଛି। ସହରର କୋଣ ଅନୁକୋଣରେ ପୋଷ୍ଟର ଓ ହୋଡିଂରେ ପ୍ରାର୍ଥୀମାନଙ୍କ ଭୋଟ…

ଏଏପିର ଗ୍ୟାରେଣ୍ଟି କାର୍ଡ

ବାଲେଶ୍ୱର ଅଫିସ, ୨୨।୩: ବାଲେଶ୍ୱର ପୌର ନିର୍ବାଚନ ପରିପ୍ରେକ୍ଷୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ସୋମବାର ଏକ ଖବରଦାତା ସମ୍ମିଳନୀ କରାଯାଇ ନିର୍ବାଚନୀ ଇସ୍ତାହାର ପରିପ୍ରେକ୍ଷୀରେ ୧୩ ପ୍ରସଙ୍ଗ ନେଇ ଜିଲା ସଭାପତି ସ୍ବର୍ଣ୍ଣ ଭାରତ ମଲ୍ଲିକ ଗ୍ୟାରେଣ୍ଟି କାର୍ଡ଼…

ଅନ୍ତିମ ରଣକୌଶଳ ଉପରେ ଭରସା

ଯାଜପୁର ଅଫିସ/ଯାଜପୁର ଟାଉନ (ଡି.ଏନ.ଏ.),୨୨ା୩:ଯାଜପୁର ଜିଲାର ବ୍ୟାସନଗର ଓ ଯାଜପୁର ପୌର ନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକି । ସେଥିପାଇଁ ସହରର ୩ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବିଜେଡି, ଭାଜପା ଓ କଂଗ୍ରେସ ସେମାନଙ୍କ ପ୍ରଚାର ଅଭିଯାନର ଅନ୍ତିମ…

ମୃତ୍ୟୁ ପାଖରେ ହାର୍‌ ମାନିଲା ୫୦ ବର୍ଷର ଅଭିଜ୍ଞତା

କେନ୍ଦ୍ରାପଡ଼ା ଅଫିସ,୨୨ା୩:ମୃତ୍ୟୁ କାହା ପାଖକୁ କେତେବେଳେ ଆସେ ସେ କଥା କହିବା ଅସମ୍ଭବ। ରଥୀ ମହାରଥୀ ହୁଅନ୍ତୁ କି ସାଧାରଣ ମଣିଷ, ସବୁ କାଳ ହାତରେ ବନ୍ଧା। ଏପରି କି ମୃତ୍ୟୁ ପାଖରେ ନାନା କୌଶଳ ଓ ଅଭିଜ୍ଞତା ବି ହାରମାନେ…

ପ୍ରଚାରରେ ହେଭିଓ୍ବେଟ୍‌ଙ୍କ ଦେଖା ମିଳିଲାନି

ପଟ୍ଟାମୁଣ୍ଡାଇ ୨୨ା୩(ସ୍ବ.ପ୍ର.):ପଟ୍ଟମୁଣ୍ଡାଇ ପୌର ପରିଷଦ ପାଇଁ ୩ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବିଜେଡି, ଭାଜପା ଓ କଂଗ୍ରେସ ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନର ଅନ୍ତିମ ପର୍ଯ୍ୟାୟରେ ପୂରା ଦମ୍‌ ଲଗାଇ ଦେଇଛନ୍ତି। ପଞ୍ଚାୟତ ନିର୍ବାଚନରେ ପଟ୍ଟାମୁଣ୍ଡାଇ ବ୍ଲକରେ ସମସ୍ତ ଜିଲା…

କଂଗ୍ରେସ କ୍ୟାମ୍ପକୁ ପୋଡ଼ିଦେଲେ

ପିପିଲି,୨୨।୩(ସ୍ବ.ପ୍ର.): ପୌର ନିର୍ବାଚନକୁ ଆଉ ଦିନ କେଇଟା ପରେ ହେବାକୁ ଥିବାବେଳେ ପିପିଲିରେ ଦେଖାଦେଇଛି ନିର୍ବାଚନୀ ହିଂସା। ପିପିଲି ପୌରାଞ୍ଚଳର ୭ନଂ. ୱାର୍ଡରେ ନିର୍ବାଚନ ପ୍ରଚାର ପାଇଁ ହୋଇଥିବା କଂଗ୍ରେସ ଦଳର କ୍ୟାମ୍ପ ଅଫିସକୁ ରବିବାର ବିଳମ୍ବିତ ରାତିରେ କେହି ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?