ଆମ ଜିଲା ଖବର

ଦେବଗଡ଼ରୁ ଶୁଭାରମ୍ଭ ହେଲା ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀ

ଦେବଗଡ଼,୧୦ା୧(ଡି.ଏନ.ଏ)- ଦେବଗଡ ଜିଲା ବିଜୁ ଜନତାଦଳ ଆନୁକୂଳ୍ୟରେ ଦେବଗଡ ସ୍ଥିତ ବସନ୍ତ ନିବାସ ଡାକବଙ୍ଗଳା ପରିସରରେ ଶନିବାର ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି। ଦେବଗଡ ଜିଲା ବିଜେଡି ସଭାପତି ରୋମାଞ୍ଚରଞ୍ଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିଜୁ...

ବାର୍ଥଡେ ପାର୍ଟିରେ ଲୁହା ରଡ଼ରେ ପିଟି ଯୁବକଙ୍କୁ ହତ୍ୟା

ନୂଆଗାଁ, ୧୦।୧: ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ ପୁରୁଣାପାଣି କଦମଟୋଲା ବସ୍ତିରେ ଶନିବାର ରାତିରେ ଘଟିଛି ଏକ ହତ୍ୟାକାଣ୍ଡ। ଜନୈକ ବ୍ୟକ୍ତିଙ୍କ ଘରେ ଜନ୍ମଦିନ ପାଳନ ଅବସରରେ ଗଣ୍ଡଗୋଳ ଘଟି ଜୁଏଲ ସୁରିନ(୪୦) ନାମକ ଜଣେ...

ପିକ୍‌ନିକ୍‌ ହେଲା କାଳ: ନଦୀରେ ବୁଡି ଜଣେ ମୃତ

ରାଉରକେଲା ଅଫିସ/ନୂଆଗାଁ,୧୦।୧: ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ନୂଆଗାଁ ବ୍ଲକ ଅନ୍ତର୍ଗତ କୋଏଲ ନଦୀର ତେତେରକେଲା ଘାଟରେ ରବିବାର ଅପରାହ୍ନରେ ଘଟିଛି ଅଘଟଣ। ପିକ୍‌ନିକ୍‌ କରିବାକୁ ଯାଇ ଗାଧୋଇବାବେଳେ ନଦୀରେ ୨ଜଣ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ବିକି ଶର୍ମା(୧୭)ଙ୍କ...

ଭୁଶୁଡିଲା ବିଜୁ ସେତୁ: ଜଣେ ମୃତ ୩ଗୁରୁତର

ନବରଙ୍ଗପୁର/ଉମରକୋଟ,୧୦ା୧: ନବରଙ୍ଗପୁର ଜିଲା ବଡକୁମାରୀ ପଞ୍ଚାୟତ ଅଧୀନ ତାଲାପଦର ନାଗୀନଦୀ ଉପରେ ବିଜୁ ସେତୁ ଯୋଜନାରେ ତିଆରି ଚାଲିଥିବା ପୋଲ ଭୁଶୁଡି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ମୃତକ ହେଲେ ଉମରକୋଟ ଗ୍ରାମ୍ୟ...

ଅଳ୍ପକେ ବର୍ତ୍ତିଲେ ଯବାନ: ଅଫୁଟା ଲ୍ୟାଣ୍ଡମାଇନ ଜବତ

ଚିତ୍ରକୋଣ୍ଡା,୧୦ା୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଅଧୀନ ହାଣ୍ଡିଖାଲ ଜଙ୍ଗଲରୁ କୋମ୍ବିଂ ଅପରେଶନ ବେଳେ ବିଏସ୍‌ଏଫ୍‌ ଯବାନ ଏକ ଅଫୁଟା ଲ୍ୟାଣ୍ଡମାଇନ୍‌ ଜବତ କରିଛନ୍ତି। ଏହାର ଓଜନ ୫ କିଲୋଗ୍ରାମ ହେବ। ଏଥିସହ...

ଈର୍ଷାପରାୟଣ ହୋଇ ଝିଆରୀଙ୍କୁ ହତ୍ୟା କଲେ ଖୁଡ଼ୀ

ବରଗଡ଼ ଅଫିସ୍‌,୧୦।୧: ବରଗଡ଼ ଜିଲା ପାଇକମାଳ ଥାନା ଅଧୀନ ଯୋଗିନ୍ଦ୍ରନାଥପୁର ଗ୍ରାମର ଜଣେ ନାବାଳିକାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ପାରିବାରିକ କଳହ ହତ୍ୟାର କାରଣ ଏବଂ ମୃତ ନାବାଳିକାଙ୍କ ଖୁଡ଼ୀ ହିଁ ହତ୍ୟାକାରୀ ବୋଲି ପୋଲିସ ତଦନ୍ତରୁ...

ଶୁଖିଲା ପଡିଛି ମହାନଦୀ

ବୌଦ୍ଧ,୧୦।୧: ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ପରେ ମହାନଦୀରେ ଜଳସ୍ତର କମିବାରେ ଲାଗିଛି । ବିଶେଷ କରି ଖରାଦିନେ ମହାନଦୀ ଶୁଖିଲା ପଡୁଛି । କିନ୍ତୁ ଚଳିତବର୍ଷ ଜାନୁୟାରୀ ମାସ ଆରମ୍ଭରୁ ନଦୀରେ ପାଣି ଦେଖିବାକୁ...

୪୮ଦିନର କାମ ୪ ବର୍ଷରେ ସରୁନି

ଖଡିଆଳ,୧୦।୧: ନୂଆପଡ଼ା ଜିଲା ଖଡିଆଳ ବ୍ଲକ ବିରିଘାଟ ପଞ୍ଚାୟତ ଗଦାପଦର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣାଧୀନ ଘର ୪ ବର୍ଷ ପରେ ସମ୍ପୂର୍ଣ୍ଣ ନ ହୋଇ ପଡ଼ିରହିିଛି। ଗଦାପଦର ଗ୍ରାମର ବୃଦ୍ଧା କୁନ୍ଧନେ ମାଝି(୮୦)ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ...

୧୪ରେ ଇନ୍ଦ୍ରାବତୀ ମେଗାଲିପ୍ଟ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୧୦।୧: କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମୁଖୀଗୁଡାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଚୂଡାନ୍ତ ହୋଇସାରିଛି। ଆସନ୍ତା ୧୪ ତାରିଖ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଜିଲାର...

ବିଦ୍ୟାଳୟ, ମହାବିଦ୍ୟାଳୟ ପରିଦର୍ଶନ କଲେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ

ପାଟଣା,୧୦।୧(ସ୍ବ.ପ୍ର.): ଦୀର୍ଘ ୯ ମାସ ପରେ କୋଭିଡ୍‌ କଟକଣା ମଧ୍ୟରେ ଜାନୁୟାରୀ ୮ତାରିଖରୁ ରାଜ୍ୟରେ ଦଶମ ଓ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପାଇଁ କଟକଣା ମଧ୍ୟରେ ଶିକ୍ଷାଦାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା...

ପିକ୍‌ନିକ୍‌ ଯିବା ବାଟରେ ଗଛରେ ପିଟିହେଲା ବୋଲେରୋ: ଚାଳକଙ୍କ ଜୀବନ ଗଲା, ୬ ଗୁରୁତର

ସବଡେଗା,୧୦।୧(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ୨୪ ନଂ. ଜାତୀୟ ରାଜପଥ ସବଡେଗା ଫାୟାର ଷ୍ଟେଶନ ପାଖରେ ରବିବାର ପୂର୍ବାହ୍ନରେ ଏକ ବରଗଛରେ ବୋଲେରୋ ପିଟି ହେବାରୁ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬...

ଭକ୍ତଙ୍କ ପାଇଁ ଖୁସି ଖବର: ୨୧ରୁ ହଟିବ କାଳିଆ ଦର୍ଶନ କଟକଣା

ପୁରୀ ଅଫିସ,୧୦।୧: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦରକାର ପଡ଼ିବନି। ଆସନ୍ତା ୨୧ ତାରିଖରୁ ଏହି କଟକଣା ହଟିଯିବ। ଏନେଇ ରବିବାର ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri