ଆମ ଜିଲା ଖବର

ଟିକା ନେଲେ ଏନ୍‌ଏସି କୋଭିଡ୍‌ ନୋଡାଲ ଅଫିସର

ଗଞ୍ଜାମ, ୯।୨(ଡି.ଏନ୍‌.ଏ.): ରାଜ୍ୟ ସରକାର ପ୍ରଥମେ କୋଭିଡ୍‌ ଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ଗଞ୍ଜାମ ଏନ୍‌ଏସି କୋଭିଡ୍‌ ନୋଡାଲ ଅଫିସର ବିପିନ କୁମାର ବାରିକି କୋଭିଡ୍‌ ଟିକା ନେଇଛନ୍ତି । ଟିକା ନେବା ପରେ...

ଧୁଙ୍ଗିଆପାଣି ଗାଁ ରାସ୍ତା ଭୁଲିଯାଇଛି ବିକାଶ

ଉମରକୋଟ, ୯।୨(ସ୍ବ.ପ୍ର.): ଉମରକୋଟ ବ୍ଲକ ତହୋରା ପଞ୍ଚାୟତର ଧୁଙ୍ଗିଆପାଣି ଗ୍ରାମ। ଏହି ଗ୍ରାମକୁ ବିକାଶ ଯେମିତି ବାଟ ଭୁଲିଯାଇଛି। ପାହାଡ଼ିଆ ଅଙ୍କାବଙ୍କା ମାଟି ରାସ୍ତା ଦେଇ ସତେ ଯେମିତି ବିକାଶ ପହଞ୍ଚତ୍ପାରୁନାହିଁ ଧୁଙ୍ଗିଆପାଣି। ସ୍ବାଧୀନତାର ୭୪ବର୍ଷ ପରେ ମଧ୍ୟ ଏଠାକାର ଲୋକଙ୍କୁ...

୧୦୦୨ ପୋଲିସ ଦେଇଛନ୍ତି ପ୍ଲାଜ୍‌ମା

କଟକ ଅଫିସ, ୯।୨: ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଇତିମଧ୍ୟରେ ରାଜ୍ୟର ସମସ୍ତ ଜିଲା, ବାଟାଲିୟନ ଓ ପୋଲିସ ପ୍ରତିଷ୍ଠାନରୁ ୧୦୦୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ କରୋନାରୁ ସୁସ୍ଥ ହେବା ପରେ ପ୍ଲାଜ୍‌ମା ଦାନ କରିଛନ୍ତି। ଓଡ଼ିଶା ପୋଲିସ କର୍ମଚାରୀଙ୍କ ପକ୍ଷରୁ ଦାନ...

ବିନା ଲାଇଫ ଜ୍ୟାକେଟରେ ଯାତ୍ରା

ବାଲୁଗାଁ,୯।୨(ଡି.ଏନ୍‌.ଏ.): ଚିଲିକାରେ ବାରମ୍ବାର ଡ଼ଙ୍ଗାବୁଡ଼ି ଘଟଣା ପରେ ଯାତ୍ରୀ ପରିବହନ ନିମନ୍ତେ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ତେବେ କେତେଜଣ ଡଙ୍ଗା ଚାଳକ ବିନା ଲାଇଫ୍‌ ଜ୍ୟାକେଟ୍‌ରେ ଯାତ୍ରୀ ପରିବହନ କରୁଥିବା ଦେଖିବାକୁ ମିଳିଛି। ପ୍ରକାଶଯେ,...

ବଡ଼ଝିଅ ଦେଲେ ମୁଖାଗ୍ନି

ମାଲକାନଗିରି,୯।୨ (ଡି.ଏନ୍‌.ଏ.): ପୁଅ ପରି ମଧ୍ୟ ଜଣେ ଝିଅ ସବୁ କିଛି ଦାୟିତ୍ୱ ସୂଚାରୁରୂପେ ତୁଲାଇପାରେ। ଉଡାଜାହାଜରେ ଆକାଶରେ ଉଡିବାଠାରୁ ଆରମ୍ଭ କରି ପାଣିରେ ପହଁରିବା ପର୍ଯ୍ୟନ୍ତ ସବୁ ଅସମ୍ଭବକୁ ସମ୍ଭବ କରିପାରେ ଝିଅ। ଏପରି ଏକ ନଜିର ସୋମବାର...

ଓଳାଶୁଣୀ ମେଳାରେ ୧୪୪ ଧାରା

ବାଲିଚନ୍ଦ୍ରପୁର,୯।୨(ସ୍ବ.ପ୍ର.): ପ୍ରସିଦ୍ଧ ଓଳାଶୁଣୀ ଗୁମ୍ପାମେଳା ରବିବାରଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁ ଭକ୍ତମାନଙ୍କୁ ମେଳାକୁ ଆସିବାକୁ ବାରଣ କରାଯାଇଥିଲା। କେବଳ ମହାପୁରୁଷଙ୍କ ପୂଜାବିଧି ଓ ନୀତିକାନ୍ତି ପାଳନ ହେବ ବୋଲି ନିଷ୍ପତ୍ତି ପ୍ରସ୍ତୁତି ବୈଠକରେ ନିଆଯାଇଥିଲା...

ବ୍ରହ୍ମପୁର କୋର୍ଟରେ ହାଜର ହେବେ ଅଭୟକାନ୍ତ, ଆକାଶ

ବ୍ରହ୍ମପୁର ଅଫିସ, ୯।୨: ଟାଟା ମୋଟର୍ସରେ ଚାକିରି ଦେବା ନଁାରେ ହୋଇଥିବା ଠକେଇ ଘଟଣାରେ ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ନଁାରେ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଏବେ ବାପ ପୁଅଙ୍କର ମଧ୍ୟ...

ଅବୈଧ ସମ୍ପର୍କ ଲାଗି ବାଧ୍ୟ କରିବାରୁ ହତ୍ୟା

ବାହାନଗା, ୯।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ଓଷଙ୍ଗ ଗ୍ରାମର ଜୟନ୍ତ ମଳିକଙ୍କ ମୃତଦେହ ସମୁଦ୍ର କୂଳ ବାଲିରୁ ଉଦ୍ଧାର ହେବା ଘଟଣାର ୧୫ଦିନ ପରେ ଖନ୍ତାପଡା ଥାନା ଓ ଗୋପାଳପୁର ଫାଣ୍ଡି ପୋଲିସ୍‌ ୫ ଅଭିଯୁକ୍ତଙ୍କୁ...

ଲୁହାପଥରର ଅହେତୁକ ମୂଲ୍ୟବୃଦ୍ଧି

ଯାଜପୁର ଅଫିିସ,୯।୨: ରାଜ୍ୟ ବାହାରର ଶିଳ୍ପ ସଂସ୍ଥାଗୁଡିକୁ ଦୈତାରିରୁ ଖଣିଜ ସମ୍ପଦ କିଣିବାକୁ ଦ୍ୱାର ଖୋଲିଯିବା ପରେ ଏଠାରେ ଲୁହାପଥର ଦର ଆକାଶଛୁଆଁ ହୋଇଛି। ରାଜ୍ୟ ବାହାରର ଶିଳ୍ପସଂସ୍ଥାଗୁଡିକୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବାରୁ ଏହାର ଗଭୀର ପ୍ରଭାବ କଳିଙ୍ଗନଗର ଶିଳ୍ପାଞ୍ଚଳରେ...

ଜାଗିନି ଜନସ୍ୱାସ୍ଥ୍ୟ ବିଭାଗ

ଅନୁଗୋଳ ଅଫିସ, ୯।୨: ଛତୁ ଫୁଟିଲା ଭଳି ଅନୁଗୋଳ ଜିଲାରେ ଖୋଲିଛି ଖାଦ୍ୟ ସାମଗ୍ରୀ ଦୋକାନ। କେଉଁଠି ରାସ୍ତା କଡ଼ରେ ବିରିୟାନୀ ବିକ୍ରି ହେଉଛି ତ ଆଉ କେଉଁଠି ତେଲଭାଜି ଦୋକାନରେ ଗ୍ରାହକଙ୍କ ଭିଡ଼ ବଢ଼ୁଛି। କେବଳ ଅନୁଗୋଳ ସହରକୁ ଉଦାହରଣ...

ଆନ୍ଧ୍ର ପକ୍ଷରୁ ଓଡ଼ିଶାରେ ୩ ଗ୍ରାମକୁ ନେଇ ପଞ୍ଚାୟତ ନିର୍ବାଚନ: ୨ ସରପଞ୍ଚ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ପଟ୍ଟାଙ୍ଗୀ,୯ା୨: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ୩ଟି ଗ୍ରାମକୁ ନେଇ ଆନ୍ଧ୍ର ସରକାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରୁଛନ୍ତି। ଏଥିପାଇଁ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ତେବେ ଦୁଇଟି ପଞ୍ଚାୟତରେ ସରପଞ୍ଚଠାରୁ ଆରମ୍ଭ...

ଚେତାଶୂନ୍ୟ ସ୍ତ୍ରୀଙ୍କୁ ମୃତ ଭାବି ଜାଳିଦେଇଥିଲେ

ଢେଙ୍କାନାଳ ଅଫିସ,୯।୨: ସ୍ବାମୀଙ୍କ ଚାପୁଡ଼ାରେ ରୋଷେଇ ଘରେ ଚେତାଶୂନ୍ୟ ହୋଇପଡ଼ିଥିଲେ ସ୍ତ୍ରୀ। ସଂଜ୍ଞାହୀନ ସ୍ତ୍ରୀଙ୍କୁ ମୃତ ଭାବି ଚାଳିଆରେ ଲଗାଇ ଦେଇଥିଲେ ନିଅଁା। ପୋଡ଼ିଯାଇ ସ୍ତ୍ରୀ ଚିତ୍କାର କରିବା ପରେ ସେ ଜୀବିତ ବୋଲି ଜାଣିପାରିଥିଲେ ଅଭିଯୁକ୍ତ ସ୍ବାମୀ। ହେଲେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri