ଆମ ଜିଲା ଖବର

ବୁର୍ଲା ପାୱାର କେନାଲରେ ଭାସିଗଲେ ଇଂଞ୍ଜିନିୟରିଂ ଛାତ୍ର

ସମ୍ବଲପୁର,୨୯।୪(ବ୍ୟୁରୋ): ସମ୍ବଲପୁର ବୁର୍ଲା ପାୱାର କେନାଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଗାଧୋଉଥିବାବେଳେ ଜଣେ ଇଂଞ୍ଜିନିୟରିଂ ଛାତ୍ର ଭାସିଯାଇ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭିସୁଟର ମେକାନିକାଲ ଇଂଞ୍ଜିନିୟରିଂ ଦ୍ୱିତୀୟ ବର୍ଷର ଛାତ୍ର ତ୍ରିଲୋଚନ ମହାରଣା। ମିଳିଥିବା ସୂଚନା ମୁତାବକ,…

ବିଦ୍ୟୁତ୍‌ ଖୁଣ୍ଟରୁ ଖସିପଡ଼ିଲେ ଲାଇନ୍‌ମ୍ୟାନ

ଗଞ୍ଜାମ,୨୯।୪(ଡି.ଏନ୍‌.ଏ.): ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି ମରାମତି କରୁଥିବା ବେଳେ ଖସିପଡି ଜଣେ ଲାଇନ ମ୍ୟାନ୍‌ (କର୍ମଚାରୀ) ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଦାମୋଦରପୁର ଗ୍ରାମର ଭୀମ ରେଡି l ତାଙ୍କ ଗୋଡ଼ରେ ଅଧିକ ଆଘାତ ଲାଗିଥିବା ବେଳେ ତୁରନ୍ତ ତାଙ୍କୁ…

ବକେୟା ପାଉଣା ଦାବିରେ ଡିଆରଡିଏ ଅଫିସ ଘେରିଲେ ଶ୍ରମିକ

ବଲାଙ୍ଗୀର ଅଫିସ,୨୯ା୪: ବଲାଙ୍ଗୀର ଡିଆରଡିଏ ଅଫିସ ସମ୍ମୁଖରେ ଶ୍ରମିକମାନେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘଦିନର ବକେୟା ପାଉଣା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ସୁଲେକେଲା ପଞ୍ଚାୟତର ଶ୍ରମିକ। ହାତରେ ଡାଲାଭାର ଧରି ଶ୍ରମିକମାନେ ଶୋଭାଯାତ୍ରା…

ରାୟଗଡ଼ା ଗସ୍ତରେ ରାଜ୍ୟ ଖାଦ୍ୟ କମିଶନ

ରାୟଗଡ଼ା ଅଫିସ,୨୯ା୪: ରାୟଗଡ଼ାକୁ ଦିନିକିଆ ଗସ୍ତ କରି ରାଜ୍ୟ ଖାଦ୍ୟ କମିଶନ ପି.କେ.ମେରକାପ ଖାଦ୍ୟ ଯୋଜନାର ସମୀକ୍ଷା କରିଛନ୍ତି। ରାୟଗଡ଼ା ବ୍ଲକରେ ଆଇଓ୍ବାଇସିଏଫ୍‌ କାର୍ଯ୍ୟକ୍ରମ, ସୁଲଭ ମୂଲ୍ୟ ଦୋକାନ,ଅଙ୍ଗନଓ୍ବାଡି କେନ୍ଦ୍ର, ପୁଷ୍ଟି ବଗିଚା,ରୋଷେଇ ବଗିଚା ଓ ଶିଶୁଯତ୍ନ ଗୋଷ୍ଠୀଗୁଡ଼ିକ ପରିଦର୍ଶନ କରିଛନ୍ତି।

୧୫ ଆକାଉଣ୍ଟ ଅଚଳ, ଜବତ ହେବ ସମ୍ପତ୍ତି

ସମ୍ବଲପୁର,୨୯ା୪(ବ୍ୟୁରୋ): ସମ୍ବଲପୁର ପୋଲିସ ଗତ ୨୬ ତାରିଖରେ ଏକ ଆନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ କରିଥିଲା। ଏହି ର଼୍ୟାକେଟର ମୁଖ୍ୟ ଅଭିଯୁକ୍ତ ସଦର ଥାନା ପୁଟିବନ୍ଧ ଶ୍ରୀରାମନଗରର ସୁଶାନ୍ତ କୁମାର ଲେଙ୍କା (୪୪)ଙ୍କ ସମେତ ୭ଜଣଙ୍କୁ ପୋଲିସ…

୫୮ ବର୍ଷରେ ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ

ଫୁଲବାଣୀ ଅଫିସ,୨୯ା୪: ମନରେ ପାଠ ପଢ଼ିବାର ଇଚ୍ଛା ଥିଲେ ବୟସ କେବେ ବି ବାଧକ ସାଜେନା। ଏହାର ଏକ ଉଦାହରଣ ପାଲଟିଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ୫୮ ବର୍ଷ ବୟସରେ ସେ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ଯାହାକୁ ନେଇ ସମଗ୍ର…

ଝିଅ ସାମ୍ନାରେ ବାପାଙ୍କୁ ହାଣିଲେ

ପଦ୍ମପୁର,୨୯ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆନ୍ଦଲା ପଞ୍ଚାୟତର ଜୋରଗଡ଼ିଆ ଗ୍ରାମର କରୁଣାକର ପ୍ରଧାନ(୫୦)ଙ୍କୁ ଗ୍ରାମର କିଛି ଦୁର୍ବୃତ୍ତ ସଙ୍ଗବଦ୍ଧ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସା ପାଇଁ କଟକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କରୁଣାକରଙ୍କ ମୃତ୍ୟୁ…

ଫାଣ୍ଡିରୁ ଅଭିଯୁକ୍ତ ଫେରାର ହେବା କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଲା

ସଇଁତଳା,୨୯ା୪(ଡି.ଏନ.ଏ.): ବିନ୍ଧନବାହାଲି ମଦଭାଟି ଡକାୟତି ଘଟଣାରେ ବଲାଙ୍ଗୀର ଜିଲା ସଇଁତଳା ଥାନା ଅଧୀନ ବଡ଼ମାଳ ଫାଣ୍ଡି ପୋଲିସ ଅଟକ ରଖିଥିବା ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଦାୟିତ୍ୱରେ ଅବହେଳା ପାଇଁ ୩ ଜଣ କନଷ୍ଟେବଳଙ୍କୁ ଏସ୍‌ପି ନୀତିନ କୁଶଲକର ନିଲମ୍ବିତ କରିଛନ୍ତି।…

ହସ୍ତାନ୍ତର ହେଉ ଅବ୍ୟବହୃତ ସ୍କୁଲ ଗୃହ

ବନ୍ତ,୨୯ ।୪(ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଗୋପୀନାଥପୁର ପଞ୍ଚାୟତର ଅବ୍ୟବହୃତ ଅମରସିଂହପୁର ପ୍ରାଥମିକ ବିଦ୍ୟାଳୟ ଗୃହକୁ ହସ୍ତାନ୍ତର କରିବା ପାଇଁ ଆଞ୍ଚଳିକ ମଞ୍ଚ ପକ୍ଷରୁ ବ୍ଲକ ପ୍ରଶାସନକୁ ଲିଖିତ ଭାବେ ଜଣାଯାଇଛି। ଗତ ଦୁଇବର୍ଷରୁ ଊର୍ଦ୍ଧ୍ୱ ହେବ ଉକ୍ତ ସ୍କୁଲ…

ସଞ୍ଜ ହେଲେ ତାଟିକବାଟ ବନ୍ଦ

ଯୋଡ଼ା/ଚମ୍ପୁଆ,୨୯ ।୪(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ମୟୂରଭଞ୍ଜ ଜିଲାରୁ ଆସିଥିବା ହାତୀପଲ ଆତଙ୍କ ଖେଳାଇଛନ୍ତି। ଦୁଇ ଦିନ ହେଲା ଏହି ହାତୀପଲ ଚମ୍ପୁଆ ରେଞ୍ଜର ରଜିଆ, ପତଳା,ବର୍ଦ୍ଧନା ପ୍ରଭୃତି ଅଞ୍ଚଳରେ ଉତ୍ପାତ କରୁଛନ୍ତି। ଯାହା ଫଳରେ ଗ୍ରାମବାସୀ ସା…

ଛାତ୍ରୀଛାତ୍ରଙ୍କ ମନରେ ଉତ୍କଣ୍ଠା

ଆରଡ଼ି, ୨୯ ।୪ (ଡି.ଏନ.ଏ.) ଶୁକ୍ରବାରଠାରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା। ଏଥର ନିଜ ବିଦ୍ୟାଳୟ କିମ୍ବା ପାଖ ସ୍କୁଲରେ ଛାତ୍ରୀଛାତ୍ର ପରୀକ୍ଷା ଦେବେ। କରୋନାରେ ପ୍ରଭାବିତ ଛାତ୍ରୀଛାତ୍ର ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ବି ଯେହେତୁ ବର୍ଷାଧିକ ସମୟ ସ୍କୁଲ…

ଅସହ୍ୟ ତାତି, ଖାଁ ଖାଁ ଭଦ୍ରକ ସହର

ଭଦ୍ରକ ଅଫିସ, ୨୯ ।୪ ଏବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଅସହ୍ୟ ତାତି ଯୋଗୁ ମଧ୍ୟାହ୍ନରେ ଭଦ୍ରକ ସହର ଖଁା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?