ଆମ ଜିଲା ଖବର

ଶ୍ରମିକଙ୍କୁ ନିଯୁକ୍ତି ଦାବି ତେଜିଲା

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୪ା୭: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍‌ ନିଗମକୁ ଇତିମଧ୍ୟରେ ଟାଟା ଷ୍ଟିଲ ଲଙ୍ଗ୍‌ ପ୍ରଡକ୍ଟସ୍‌ ଲିମିଟେଡ ଅଧିଗ୍ରହଣ କରିଛି। ଏହି କ୍ରମରେ କାରଖାନାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ଛଟେଇ…

ଦରଖାସ୍ତଗତ ତ୍ରୁଟି: ଓସିଏସ୍‌ ପରୀକ୍ଷାରୁ ୭୦୩୯ ବଞ୍ଚିତ

କଟକ ଅଫିସ, ୧୪ା୭: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌(ଓସିଏସ୍‌) ପରୀକ୍ଷା ବହୁ ଆଶାୟୀ ବଞ୍ଚିତ ହେବେ। ଏକକାଳୀନ ୭୦୩୯ ଜଣ ଆଶାୟୀଙ୍କ ଦରଖାସ୍ତକୁ ଓପିଏସ୍‌ସି ନାକଚ କରିଦେଇଛି। ଏନେଇ ସୋମବାର ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି…

ଜନସେବା କେନ୍ଦ୍ରରେ ଛାପୁଥିଲେ ନକଲି ନୋଟ

ସମ୍ବଲପୁର/ଭୁବନେଶ୍ୱର, ୧୪ା୭(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନାର ଦୁର୍ଗମ ଅଞ୍ଚଳ ନୂଆ ଅଢ଼ାପଡା ଗ୍ରାମରେ ମଙ୍ଗଳବାର ରାତିରେ ଏସ୍‌ଟିଏଫ୍‌ ଚଢାଉ କରି ୧୫ଲକ୍ଷ ୧୨ ହଜାର ୫୦୦ ଟଙ୍କାର ନକଲି ନୋଟ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ୨ ପରିବାର ବାସହୀନ

କୋକସରା,୧୩ା୭(ଡି.ଏନ୍‌.ଏ.): ଲଗାଣ ବର୍ଷାରେ କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଭିର୍କାପଡ଼ାର ୨ ଗରିବ ପରିବାରଙ୍କ ଘର ଭାଙ୍ଗି ଯାଇଛି। ଫଳରେ ପରିବାରକୁ ଧରି ନିରାଶ୍ରୟ ହୋଇ ଭଙ୍ଗା ଘରର ଏକ କୋଣରେ ଆଶ୍ରୟ ନେଇଛନ୍ତି। ଅଭିଯୋଗ ଅନୁସାରେ, ଭିର୍କାପଡ଼ାର…

ବାଇକ୍‌ ଭାଙ୍ଗିଲା ହାତୀ, ଅଳ୍ପକେ ବର୍ତ୍ତିଲେ ଚାଳକ

କେନ୍ଦୁଝର,୧୩ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବଢୁଛି। ବନ ବିଭାଗ ପକ୍ଷରୁ ହାତୀମାନଙ୍କୁ ଘଉଡ଼ାଇବା ସହ ମାଇକରେ ସତର୍କତା ସୂଚନା ଦେବା ସହ ହାତୀ ପାଖକୁ ନ ଯିବାକୁ ସଚେତନତା ସୃଷ୍ଟି…

ନିଯୁକ୍ତିରେ ଅଣଦେଖା, କମ୍ପାନୀ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଗଞ୍ଜାମ,୧୩ା୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତରେ ବିଭିନ୍ନ ସମସ୍ୟା ନେଇ ବୁଧବାର ଏକ ପ୍ରତିନିଧି ଦଳ ଗଞ୍ଜାମ ସହରରେ ରହିଥିବା ଗ୍ରାସୀମ କମ୍ପାନୀ କର୍ତ୍ତୃପକ୍ଷ ନିକଟରେ ଫେରାଦ ହୋଇଛନ୍ତି। କାଇଁଚପୁର ପଞ୍ଚାୟତ ଋଷିକୁଲ୍ୟା ନଦୀକୂଳରୁ ଗ୍ରାସୀମ କମ୍ପାନୀକୁ ବିପୁଳ ପରିମାଣରେ…

ନାଳରେ ଭାସି ଯାଇଥିଲେ, ଆଜି ଉଦ୍ଧାର ହେଲା ମୃତଦେହ

କୋରୁକୋଣ୍ଡା,୧୩ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଏମ୍‌ଭି-୩୧ ନିକଟ ନାଳରେ ଗତକାଲି ଭାସିଯାଇଥିବା ବ୍ୟକ୍ତିଙ୍କ ମୃତଦେହ ବୁଧବାର କୋରୁକୋଣ୍ଡା ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି। ମାଲକାନଗିରି ଜିଲାରେ କିଛିଦିନ ହେବ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ…

କାଲି ୧୨ ଘଣ୍ଟା ବନ୍ଦ ରହିବ ମା’ ତାରିଣୀଙ୍କ ଦର୍ଶନ

କେନ୍ଦୁଝର,୧୩।୭(ଡି.ଏନ୍‌.ଏ.): ଶ୍ରଦ୍ଧାଳୁଙ୍କ ପାଇଁ ମା’ ଗୁରୁବାର ତାରିଣୀଙ୍କ ଦର୍ଶନ ବନ୍ଦ ରହିବ । ସକାଳ ୬ଟାରୁ ସା ୬ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏ ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆଷାଢୀ ପର୍ବ…

ବିଶ୍ରାମାଗାର ନିର୍ମାଣରେ ଦୂରଦୃଷ୍ଟି ଅଭାବ

ପରଜଙ୍ଗ, ୧୩।୭(ଡି.ଏନ.ଏ.) – ବିଶ୍ରାମାଗାର ନିର୍ମାଣରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ଦୂରଦୃଷ୍ଟିର ଅଭାବ ପ୍ରତିବାଦରେ ମଙ୍ଗଳବାର ରାସ୍ତାକୁ ଓହ୍ଲାଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗ୍ରାମବାସୀ। ସେମାନେ ପୂର୍ବାହ୍ନ ୯ଟାରୁ ଦୁଇଘଣ୍ଟା ଧରି ପଥରଖମ୍ବ ଛକ ନିକଟରେ…

ଧରାପଡ଼ିଲା ବାଇକ୍‌ ଚୋରି ର଼୍ୟାକେଟ୍‌

ଢେଙ୍କାନାଳ ଅଫିସ, ୧୩।୭ – ସହରରେ ଘୂରି ବୁଲୁଥିଲେ। ସାମାନ୍ୟ ସୁବିଧା ମିଳିଲେ ମାଷ୍ଟର କି’ ସହାୟତାରେ ଚୋରି କରି ନେଇଯାଉଥିଲେ ବହୁ ମୂଲ୍ୟ ଟଙ୍କାର ବାଇକ୍‌। ଜାଲ୍‌ ନମ୍ବର ପ୍ଲେଟ୍‌ ଲଗାଇ ଏହାକୁ ଶାଗମାଛ ଦରରେ ବିକ୍ରି କରିଦେଉଥିଲେ। ଏଭଳି…

ଜଙ୍ଗଲ ଜମିରେ ଅମୃତ ସରୋବର ପୋଖରୀ

କାମାକ୍ଷାନଗର, ୧୩।୭(ଡି.ଏନ୍‌.ଏ) – ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କଣ୍ଟାପାଳ ପଞ୍ଚାୟତ ପକ୍ଷରୁ ଅମୃତ ସରୋବର ଯୋଜନାରେ ଖୋଳାଯାଇଥିବା ପୋଖରୀକୁ ନେଇ ବିବାଦ ସୃଷ୍ଟି ହୋଇଛି। ଶ୍ରମିକ ସହାୟତାରେ ଏହି ଜଳାଶୟ ଖନନ ନିୟମ ରହିଥିଲେ ମଧ୍ୟ ମେଶିନରେ କାମ କରାଯାଇଛି।…

ତହସିଲଦାରଙ୍କ ବଦଳି ଦାବିରେ ରାଜନୀତି ସରଗରମ

ଗଞ୍ଜାମ,୧୩।୭(ଡି.ଏନ୍‌.ଏ.): ଗଞ୍ଜାମ ତହସିଲଦାରଙ୍କ ଅଶାଳୀନ ବ୍ୟବହାର ଓ କାର୍ଯ୍ୟଶୈଳୀକୁ ନେଇ ଗଞ୍ଜାମ ସହରରେ ରାଜନୀତି ଜୋର ଧରିଛି। ତହସିଲଦାର ହଟାଓ ଏବେ ଭିନ୍ନ ମୋଡ଼ରେ ଥିବା ପରିଲିକ୍ଷିତ ହେଉଛି। ସହରର ଗୋଟିଏ ପକ୍ଷ ତହସିଲଦାରଙ୍କ କାର୍ଯ୍ୟକଳାପ ଭଲ ନୁହେଁ କହି ବଜ଼ାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?