ଆମ ଜିଲା ଖବର

ପୌରପାଳିକା ସଫେଇ କର୍ମଚାରୀଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର,୧୪ା୭(ସ୍ବ.ପ୍ର.): ବିଭିନ୍ନ ସମସ୍ୟା ନେଇ ଗୁରୁବାର କେନ୍ଦୁଝର ପୌରପାଳିକାର ସଫେଇ କର୍ମଚାରୀମାନେ କାମ ବନ୍ଦ କରି ସକାଳୁ ଅଫିସ ଘେରାଉ କରିଛନ୍ତି। ଫଳରେ ସହରରେ ସଫେଇ କାମ ବାଧାପ୍ରାପ୍ତ ହୋଇଥିବା ବେଳେ ଚାରିଆଡ଼େ ମଇଳା ଆବର୍ଜନା ଜମା ହୋଇରହିଛି। ଦୀର୍ଘ ବହୁ…

ଦ୍ରୌପଦୀ ମୁର୍ମୁଙ୍କୁ ଅପମାନିତ ମନ୍ତବ୍ୟର ପ୍ରତିବାଦ

କେନ୍ଦୁଝର,୧୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରୁ ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ କଂଗ୍ରେସ ପକ୍ଷରୁ ଜାତୀୟ ମୁଖପାତ୍ର ଅଜୟ କୁମାର ବିବାଦୀୟ ମନ୍ତବ୍ୟ ଦେବା ପ୍ରତିବାଦରେ ଗୁରୁବାର ଭାଜପା ପକ୍ଷରୁ ଜିଲା…

ପ୍ରଶ୍ନପତ୍ର ଲିକ୍‌, ଏଜୁକେଶନ ଅନର୍ସ ପରୀକ୍ଷା ବାତିଲ

ସମ୍ବଲପୁର,୧୪ା୭(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏଜୁକେଶନ ଅନର୍ସ ପ୍ରଶ୍ନପତ୍ର ଲିକ୍‌ ହେବା ପରେ ପରୀକ୍ଷା ବାତିଲ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଆଜି ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେଶନ ଅନର୍ସ ପରୀକ୍ଷା ହେବାର ଥିଲା। ମାତ୍ର ଏହା ପୂର୍ବରୁ ସକାଳୁ…

ସମ୍ବଲପୁରରେ ବାଧ୍ୟତାମୂଳକ ହେଲା ମାସ୍କ

ସମ୍ବଲପୁର,୧୪।୭(ବ୍ୟୁରୋ): ରାଜ୍ୟରେ ଧିରେ ଧିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଲାଗୁ ହେଉଛି। ଭୁବନେଶ୍ୱର, କଟକ ପରେ ଏବେ ସମ୍ବଲପୁରରେ କୋଭିଡ୍‌ କଟକଣା ଲାଗୁ ହୋଇଛି। ଏଣିକି ସହରରେ ସମସ୍ତେ ମାସ୍କ…

ଶ୍ରୀମନ୍ଦିର ସାମ୍ନାରେ ଭିକ୍ଷା ବୃତ୍ତି କରୁଛନ୍ତି ଶିଶୁ

ପୁରୀ ଅଫିସ,୧୪।୭: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଚାକଚକ୍ୟ ଓ ଶ୍ରଦ୍ଧାଳୁଙ୍କ ପାଇଁ ମୌଳିକ ସୁବିଧା ଭଳି ବ୍ୟବସ୍ଥା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଭକ୍ତମାନେ ପୁରୀ ଆସିଲେ କିଭଳି ଭଲ ଅନୁଭୂତି ନେଇ ଫେରିବେ, ତାହା ଉପରେ ପ୍ରାଥମିକତା…

ଏସ୍‌ସିଏସ୍‌ରେ ମାତିଛନ୍ତି ନକଲି ପ୍ରମାଣପତ୍ର ଦଲାଲ

ପୁରୀ ଅଫିସ,୧୪।୭: ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ମହାବିଦ୍ୟାଳୟରେ ଜାଲ୍‌ ପ୍ରମାଣପତ୍ର ସହାୟତାରେ ଆଡମିଶନ୍‌ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର ରାଜେଶ କୁମାର ସାହୁ ଭୁବନେଶ୍ୱରସ୍ଥିତ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ୍‌ ସେଣ୍ଟରର ଜେନେରାଲ ମ୍ୟାନେଜରଙ୍କୁ…

ଖୋର୍ଦ୍ଧା ପୌର ପ୍ରଶାସନର ତରବରିଆ କାମ, ରାସ୍ତାରେ ପାଣି

ଖୋର୍ଦ୍ଧା ଅଫିସ,୧୪ା୭: ‘ବାହାଘର ସମୟରେ ବାଇଗଣ ରୁଆ’ ଭଳି ପଦାରେ ପଡ଼ିଛି ଖୋର୍ଦ୍ଧା ପୌର ପ୍ରଶାସନର ଡ୍ରେନ୍‌ ସଫେଇ କାର୍ଯ୍ୟ। ମୌସୁମୀ ପୂର୍ବରୁ ଡ୍ରେନ ସଫେଇ ପ୍ରତି ଗୁରୁତ୍ୱ ଦିଆଗଲା ନାହିଁ। କିଛିଦିନ ତଳେ ତରବରିଆ ଭାବେ ଟେଣ୍ଡର ପରେ ଠିକା…

ଗାଁରେ ପଶିଲା ସମୁଦ୍ର ଜଳ

ମହାକାଳପଡ଼ା,୧୪ା୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଳିଆ ଅଞ୍ଚଳରେ ସମୁଦ୍ର ଜଳ ବୁଧବାର ପ୍ରବେଶ କରିଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଚିଙ୍ଗୁଡ଼ି ଘେରି ବନ୍ଧ ମୁକୁଳା ଥିବାରୁ ସମୁଦ୍ର ଜଳ ଗାଁ…

ଜଳ ପାଲଟିଛି ଜହର, ଜବରଦଖଲରେ ନଦୀପଥ

କେନ୍ଦ୍ରାପଡ଼ା ଅଫିସ, ୧୪ା୭: ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଜଳ ମଧ୍ୟ ଜହର ପାଲଟିଛି। ନଦୀମାର୍ଗ ଏବେ ଜବରଦଖଲକୁ ଚାଲି ଯାଇଛି। କୃଷି କ୍ଷେତ୍ରକୁ ଆଉ ପର୍ଯ୍ୟାପ୍ତ ଜଳ…

ଜଣେ କର୍ମଚାରୀରେ ପାରାଦୀପ ସମେତ ୩ ବ୍ଲକ

ପାରାଦୀପ, ୧୪ା୭(ସ୍ବ.ପ୍ର.): ୧୯୬୨ ମସିହା ଜାନୁୟାରୀ ୩ରେ ପାରାଦୀପ ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ପରେ ଅନେକ ସରକାରୀ ଅଫିସ ପାରାଦୀପରେ ସ୍ଥାପନା ହୋଇଥିଲା। ସେଥିମଧ୍ୟରେ ପ୍ରଥମ ଅଫିସ ଥିଲା ବିଏସ୍‌ଏନ୍‌ଏଲ୍‌ (ଭାରତ ସଞ୍ଚାର ନିଗମ ଲିମିଟେଡ୍‌)। ୧୯୬୫ରେ ସ୍ଥାପନା ହୋଇଥିବା…

ପରିବା ଫସଲରେ ବ୍ୟାପୁଛି ପତ୍ର ହଳଦିଆ ରୋଗ

ରସୁଲପୁର,୧୪ା୭(ଡି.ଏନ.ଏ.): ପରିବର୍ତ୍ତିତ ପାଣିପାଗ କୃଷିକ୍ଷେତର ସ୍ଥିତି ବିଗାଡ଼ି ଦେଉଛି। ବର୍ଷା, ଖରା ଓ ଶୀତର ଅନିୟମିତତା ଯୋଗୁ ଫସଲରେ ନାନା ଅଚିହ୍ନା ରୋଗ ଦେଖାଯାଉଛି। ତେବେ ଏହି ରୋଗ ନିୟନ୍ତ୍ରଣ କରିବାରେ ଚାଷୀ ଅସମର୍ଥ ହେଉଥିବାବେଳେ ଏବେ ପରିବା ଚାଷରେ ପତ୍ର…

ଅନିୟନ୍ତ୍ରିତ ଟ୍ରାଫିକ ସମସ୍ୟା, ବଢୁଛି ଦୁର୍ଘଟଣା

ଯାଜପୁର ରୋଡ,୧୪ା୭(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାୟନ ଯୋଗୁ ଯାଜପୁର ରୋଡ ସହରର ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସାଙ୍ଗକୁ ଯାନବାହାନ ସଂଖ୍ୟାରେ ଅଭିବୃଦ୍ଧି ଏହି ସମସ୍ୟାକୁ ଜଟଳି କରିବାରେ ଲାଗିଛି । ଶିଳ୍ପସଂସ୍ଥା ସହର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?