ଆମ ଜିଲା ଖବର

ଶିଶୁଙ୍କୁ ମିଳିଲା ପୋକ ସାଲୁବାଲୁ ଛତୁଆ

ଆଳି,୧୩।୭(ଡି.ଏନ.ଏ.): ରାଜ୍ୟ ସରକାର ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ସ୍ବାସ୍ଥ୍ୟ ଗଠନରେ ସହାୟକ ହେବା ନିମନ୍ତେ ପୁଷ୍ଟିକର ଛତୁଆ ଯୋଗାଇ ଦେଉଛନ୍ତି। ଏହି ଛତୁଆ ପ୍ରସ୍ତୁତି ନିମନ୍ତେ ସ୍ବୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି। ଅନେକ ସମୟରେ ନିମ୍ନମାନର…

ଜାପାନରେ ଓଡ଼ିଆ ମନୋବିଜ୍ଞାନୀ ଶୀତଲ

କଟକ ଅଫିସ, ୧୩।୭: ଅନେକ ଓଡ଼ିଆ ନିଜ ପ୍ରତିଭା ବଳରେ ଦେଶବିଦେଶରେ ନାମ ଅର୍ଜନ କରୁଛନ୍ତି। ଶିକ୍ଷକମାନଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରଶିକ୍ଷଣ ଦେବା ସହ ଅଧିକ ଜ୍ଞାନ ଅର୍ଜନ କରିବା ପାଇଁ ଜାପାନ ସରକାରଙ୍କ ଶିକ୍ଷା ବିଭାଗର ନିମନ୍ତ୍ରଣ କ୍ରମେ ଓଡ଼ିଆ…

ବାଲେଶ୍ୱରରେ ହେବ ଟଙ୍କା ଛାପା କାଗଜ କାରଖାନା

ବାଲେଶ୍ୱର ଅଫିସ,୧୩।୭: ବାଲେଶ୍ୱର ଜିଲା ରେମୁଣା ତହସିଲ ଅଞ୍ଚଳରେ ହେବ ନୋଟ ଛାପା କାଗଜ ପ୍ରସ୍ତୁତି କାରଖାନା। ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ତିନିଜଣିଆ ଅଧିକାରୀ ମଙ୍ଗଳବାର ଜମି ସର୍ବେକ୍ଷଣ ଲାଗି ବାଲେଶ୍ୱରରେ ପହଞ୍ଚିଛନ୍ତି। ସେମାନେ ପ୍ରଥମେ ଜିଲାପାଳ…

ପାଠପଢ଼ା ସମୟରେ ସ୍କୁଲରେ ପଶିଲା ଭାଲୁ

ନନ୍ଦାହାଣ୍ଡି,୧୩।୭(ଡି.ଏନ.ଏ): ପାଠପଢ଼ା ଚାଲିଥିବା ସମୟରେ ସ୍କୁଲରେ ପଶିଲା ଭାଲୁ। ପ୍ରବଳ ବର୍ଷାରେ ଖାଦ୍ୟ ନ ପାଇ ଭାଲୁ ଗାଁ ମୁହାଁ ହୋଇଥିଲା। ଜଙ୍ଗଲ ନିକଟରେ ସ୍କୁଲ ଥିବା ଦେଖି ସେଠାରେ ପଶି ଆଶ୍ରୟ ନେଇଥିଲା। ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ…

ଚାଷୀଙ୍କୁ ହତ୍ୟା

ସମ୍ବଲପୁର, ୧୩।୭(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା କୁଡାପରାର ଚାଷୀ ନେପାଳ ପୋଢ଼ (୫୫)ଙ୍କୁ ମଙ୍ଗଳବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ମୃତଦେହ ଜବତ କରି ସମ୍ପୃକ୍ତ ୩ ଯୁବକଙ୍କୁ ଅଟକ ରଖିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ନେପାଳ…

ଓଡ଼ିଶାର ବିସ୍ମୟ ପ୍ରତିଭା ଦାସିଆ ଅଜା

ନୟାଗଡ଼ ଅଫିସ,୧୩।୭: ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ସାରସ୍ବତ ସାଧକ, ନିଷ୍ଠାପର ସାମାଜିକ କର୍ମୀ ଦାସିଆ ଅଜା ଭାବେ ପରିଚିତ ଦାଶରଥି ପଟ୍ଟନାୟକ ଥିଲେ ଓଡ଼ିଶାର ବିସ୍ମୟ ପ୍ରତିଭା। ୯୦ ବର୍ଷ ବୟସରେ ବି ସେ ଖବରକାଗଜ ପଢ଼ୁଥିବା ବେଳେ ନିଜର…

ଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ରତ୍ନ ସିଂହାସନକୁ ବାହୁଡ଼ି ଗଲେ ମହାପ୍ରଭୁ

ପୁରୀ ଅଫିସ,୧୨।୭: ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ମଙ୍ଗଳବାର ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହୋଇଛି। ସନ୍ଧ୍ୟାଧୂପ ଶେଷ ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀରାମକୃଷ୍ଣ ଓ ଶ୍ରୀମଦନମୋହନଙ୍କୁ ଏବଂ ପରେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ…

ବୁଧବାର ଶ୍ରୀମନ୍ଦିରରେ ମିଳିବ ‘ନୀଳାଚଳ ଅବଢ଼ା’

ପୁରୀ ଅଫିସ,୧୨।୭- ନବଦିନାମତ୍କ ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀଭାଇଙ୍କ ସହ ଏବେ ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜମାନ କରୁଛନ୍ତି। ସ୍ନାନପୂର୍ଣ୍ଣିମାଠାରୁ ଶୂନ୍ୟ ପଡିଥିବା ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ବିଜେ କରୁଥିବାରୁ ପୁଣି ଚଳଚଞ୍ଚଳ ହୋଇଉଠିଛି। ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ବୁଧବାରଠାରୁ…

ପୋଲିସ ଫେରାଇଲା ଚୋରି ମୋବାଇଲ୍‌

ଝାରସୁଗୁଡା ଅଫିସ୍‌,୧୨।୭: ମୋବାଇଲ୍‌ ଚୋରି ହୋଇଥିବା ଓ ହଜିଯାଇଥିବା ନେଇ ଝାରସୁଗୁଡ଼ା ଜିଲାର ବିଭିନ୍ନ ଥାନାରେ ସମୁଦାୟ ୪୧୩ ମାମଲା ରୁଜୁ ହୋଇଥିଲା । ଏନେଇ ଏସ୍‌ପି ରାହୁଲ ଜୈନଙ୍କ ନିର୍ଦ୍ଦେଶକ୍ରମେ ସାଇବର୍‌ ସେଲ୍‌ ଓ କେତେକ ପୋଲିସ୍‌ ଅଧିକାରୀଙ୍କୁ ନେଇ…

ପ୍ରଥମ ବର୍ଷାରେ ଧୋଇଗଲା ମାଟି: ବିଜୁ ଏକ୍ସପ୍ରେସ୍‌ ଓ୍ବେରେ ବିରାଟ ଗର୍ତ୍ତ

କୋକସରା,୧୨।୭(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ଯୋଜନା ମଧ୍ୟରେ ପଶ୍ଚିମାଞ୍ଚଳର ଅନେକ ଜିଲ୍ଲାକୁ ଯୋଡୁଥିବା ବିଜୁ ଏକ୍ସପ୍ରେସ ୱେ ଏକ ବୃହତ ଯୋଜନା। କଳାହାଣ୍ଡି ଜିଲାର ଶେଷ ସୀମା ଆମପାଣିଠାରୁ ବିଜୁ ଏକ୍ସପ୍ରେସ ୱେ ଆରମ୍ଭ ହୋଇ ନୂଆପଡା ଜିଲାକୁ ସଂଯୋଗ କରୁଛି। ପୂର୍ତ୍ତ…

କଲଭଟ୍‌ ତଳେ କଙ୍କାଳ

କଳାହାଣ୍ଡି,୧୨।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଅନ୍ତର୍ଗତ ତେନ୍ତୁଳିପଡ଼ା କଲଭଟ୍‌ ତଳେ କଙ୍କାଳ ପଡ଼ିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକମାନେ ଏ ନେଇ ପୋଲିସକୁ ଖବର ଦେଇଛନ୍ତି। ସୂଚନାନୁଯାୟୀ, ତେନ୍ତୁଳିପଡ଼ା ଗ୍ରାମର କିଛି ବ୍ୟକ୍ତି କଲଭଟ୍‌କୁ ମାଛ ଧରିବା ପାଇଁ ଯାଇଥିଲେ।…

ତହସିଲଦାରଙ୍କ ବଦଳି ଦାବିରେ ବିକ୍ଷୋଭ

ଗଞ୍ଜାମ,୧୨ା୭(ଡି.ଏନ୍‌.ଏ.): ବିଭିନ୍ନ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକଙ୍କ ପାଇଁ ଅଡୁଆ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ତ୍ରିବେଣୀ ମଠ ଛକଠାରେ ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ୍ୱ ରହିଆସୁଥିବା କନ୍ଧ ଶତପଥୀଙ୍କ ଘର ଭାଙ୍ଗିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?