ପାଣି ପ୍ରକଳ୍ପ କେବୁଲ ତାର ଚୋରି: ଜଳ ଯୋଗାଣ ବନ୍ଦ

ଆରଡ଼ି,୧୦ା୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ବସଷ୍ଟାଣ୍ଡ ଓ କୋଇଲଖା ବାତ୍ୟା ଆଶ୍ରୟସ୍ଥଳ ନିକଟସ୍ଥ ଜଳ ପ୍ରକଳ୍ପରୁ ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ପ୍ରକଳ୍ପ ଓ ପାଣିପମ୍ପ୍‌କୁ ସଂଯୋଗ କରୁଥିବା କେବୁଲ ତାର କାଟି ନେଇଛନ୍ତି। ଉଭୟ ପ୍ରକଳ୍ପ କର୍ମଚାରୀ ଜଳ ଯୋଗାଣ କରିବାକୁ ଆସି କେବୁଲ ତାର ଚୋରି ହୋଇଥିବା ଜାଣିବାକୁ ପାରିଥିଲେ । ଏନେଇ କର୍ମଚାରୀମାନେ ଆରଡ଼ି ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ଆରଡ଼ି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି।
ସୂଚନାଯୋଗ୍ୟ, ଆରଡ଼ି ଅଞ୍ଚଳରେ ମାସକ ମଧ୍ୟରେ ୪ଟି ସ୍ଥାନରେ ଚୋରି ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି। ଶୁକ୍ରବାର ରାତିରେ ପୋଲିସ ପାଟ୍ରୋଲିଂ ସତ୍ତ୍ବେ କେବୁଲ ତାର ଚୋରି ହେବା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। କେବୁଲ ତାର ଚୋରି ହେବାରୁ ବିଭିନ୍ନ ଗାଁରେ ଜଳଯୋଗାଣ ବନ୍ଦ ରହିଛି। ସ୍ଥାନୀୟ ଅଞ୍ଚଳରେ ରାତିରେ ବାରମ୍ବାର ବିଦ୍ୟୁତ୍‌ କାଟ ଚୋରି ପାଇଁ ବାଟ ଖୋଲିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ହାତୀ ଉପଦ୍ରବ

ପାଟଣା,୨୮।୮(ସ୍ବ. ପ୍ର.): କିଛି ମାସ ବ୍ୟବଧାନ ପରେ ବିଳମ୍ବିତ ରାତିରେ ପୁଣି ପାଟଣା ରେଞ୍ଜକୁ ହାତୀପଲ ଧସେଇ ପଶିଛନ୍ତି। ହାତୀପଲ କରଞ୍ଜିଆ ରେଞ୍ଜରୁ ଆସି ସାହାରପଡା...

ଗର୍ଭବତୀ ସ୍ତ୍ରୀଙ୍କୁ ହାଣିଦେଲେ କୁରାଢ଼ିରେ

ବାରିପଦା ଅଫିସ,୨୦ା୧୧-ମୟୂରଭଞ୍ଜ ଜିଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଜଗନ୍ନାଥପୁର ଗ୍ରାମରେ ଜଣେ ୮ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଛନ୍ତି।...

ବୁଗୁଡ଼ାରେ ଶଟଡାଉନ୍‌: ସହରରେ ଧରପଗଡ଼ କଡ଼ାକଡ଼ି

ବୁଗଡ଼ା,୯।୮:(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସପ୍ତାହକୁ ୨ ଦିନ ଯଥା ଶନିବାର ଏବଂ ରବିବାର ଶଟଡାଉନ...

ଶୁଖିଲା ପଡ଼ିଛି ଦଶମୌଜା କେନାଲ

ତିହିଡ଼ି, ୨୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଅପରପକ୍ଷେ ବିଭିନ୍ନ ପଞ୍ଚାୟତରେ ଜମିକୁ ଜଳସେଚିତ କରିବା...

ଦିଲ୍ଲୀରେ ଓଡ଼ିଆ ସମାଜ ପକ୍ଷରୁ ରାଶନ ସାମଗ୍ରୀ ବଣ୍ଟନ

ରୂପ୍‌ସା, ୨୭।୪(ଡି.ଏନ.ଏ.): ସାରା ଦେଶ ଏବେ କରୋନା ପାଇଁ ଲକ୍‌ଡାଉନ୍‌ରେ ରହିଛି। ସମସ୍ତେ ସରକାରଙ୍କ ନିୟମ ମାନି ନିଜ ନିଜ ଘରେ ରହୁଛନ୍ତି। ସହରଠାରୁ ଗ୍ରାମାଞ୍ଚଳ...

ପ୍ରତି ଶନିବାର ହାଇକୋର୍ଟ ସମେତ ସବୁ କୋର୍ଟ ବନ୍ଦ

କଟକ ଅଫିସ, ୪ା୧୨- ଚଳିତ ମାସର ପ୍ରତି ଶନିବାର କୋର୍ଟ କାର୍ଯ୍ୟ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ନିଷ୍ପତ୍ତିକ୍ରମେ ହାଇକୋର୍ଟ ଏହି...

୨ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ

ନୟାଗଡ଼ ଅଫିସ/ରଣପୁର,୨୩ା୩(ସ୍ବ.ପ୍ର.): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା ଧୀରେ ଧୀରେ ବିବାଦୀୟ ହେବାରେ ଲାଗିଛି। ଏହି ଘଟଣାରେ ଦୁଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର...

ସୁଲଭ ଶୌଚାଳୟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ

ବଲାଙ୍ଗୀର ଅଫିସ,୨୧ା୧୦: ବଲାଙ୍ଗୀର ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ସୁଲଭ ଶୌଚାଳୟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିଛି। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି...

Advertisement
Archives

Model This Week