ଆମ ଜିଲା ଖବର

୧କି.ମିର ତ୍ରିରଙ୍ଗା ଧରି ବାହାରିଲେ ଛାତ୍ରୀଛାତ୍ର

ବରଗଡ଼ ଅଫିସ, ୯।୮: ଆଜି ଅଗଷ୍ଟ ୯ତାରିଖ କ୍ରାନ୍ତି ଦିବସ । ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆଜାଦୀକା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି କ୍ରମରେ ବରଗଡ଼ ବିକାଶ ଗ୍ରୁପ ନିଆରା ଢଙ୍ଗରେ ମଙ୍ଗଳବାର ଏହି ଉତ୍ସବ…

ଓଲଟିଲା ବସ୍‌, ୩୫ ଯାତ୍ରୀ ଆହତ

ସମ୍ବଲପୁର,୯।୮(ବ୍ୟୁରୋ): ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌। ସମ୍ବଲପୁର ଜିଲା ଜୁଜୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ମଙ୍ଗଳବାର ଏଭଳି ଏକ ଦୁର୍ଘଟଣା ଘଟିଛି। ଏଥିରେ ୩୫ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଅନୁଗୋଳ…

ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ

ପଦ୍ମପୁର,୯।୮(ଡି.ଏନ୍‌.ଏ.): ଭିଜିଲାନ୍ସ ହାତରେ ଧରାପଡିଲେ ବରଗଡ଼ ଜିଲା ପାଇକମାଲ ବ୍ଳକର ସହକାରୀ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ। ସେ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l ବିନା ଲାଇସେନ୍ସରେ କୀଟନାଶକ ଦୋକାନ ଚଳାଇବା…

ବରିଷ୍ଠ ନାଗରିକଙ୍କ ବିନା ବିକାଶ ଅସମ୍ଭବ: ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା ଅଫିସ,୯।୮: ଝାରସୁଗଡ଼ା ଜିଲା ଏକ ଶିଳ୍ପ ସମୃଦ୍ଧ ଜିଲା ହୋଇଥିବା ବେଳେ ଏହାର ବିକାଶଧାରା ଜାରି ରହିଛି । ଝାରସୁଗୁଡାର ନୂତନ ନିର୍ମାଣରେ ବିମାନ ବନ୍ଦର, ରେଳ ଜଙ୍କସନ ଆଦି ରହିଥିବା ବେଳେ ହାର୍ଟ ହସ୍ପିଟାଲ, ମେଡିକାଲ୍‌ କଲେଜ ଆଦି…

ଆଜି ୧ କି.ମି ଲମ୍ବ ତ୍ରିରଙ୍ଗା ପତାକା ଶୋଭାଯାତ୍ରା

ବରଗଡ଼ ଅଫିସ,୯।୮: ସ୍ବାଧୀନତାର ୭୫ବର୍ଷ ଉପଲକ୍ଷେ ସମଗ୍ର ଭାରତବର୍ଷ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଏହି ଅବସରରେ ମଙ୍ଗଳବାର କ୍ରାନ୍ତି ଦିବସରେ ବରଗଡ଼ର ବିକାଶ ଗ୍ରୁପ୍‌ ତ୍ରିରଙ୍ଗା ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି। ବିକାଶ ଅଡ଼ିଟୋରିୟମରେ ଅନୁଷ୍ଠିତ ଖବରଦାତା…

କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ: ୨ ଗିରଫ

ସୋନପୁର,୯।୮(ନି.ପ୍ର.): ସୋନପୁର ଟାଉନ ପୋଲିସ ହରଡଖୋଲ ଛକ ଠାରେ ଚଢାଉ କରି ଶାଳ କାଠ ଚୋରା ଚାଲାଣରେ ନିୟୋଜିତ ଏକ ପିକ୍‌ ଅପ୍‌ ଭ୍ୟାନ୍‌କୁ ଧରିବାରେ ସକ୍ଷମ ହୋଇଛି । ଏହି ଘଟଣାରେ ପୋଲିସ କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଏବଂ…

ସ୍ଥାୟୀ ବାସିନ୍ଦାଙ୍କୁ ବିଧାୟକ ପ୍ରାର୍ଥୀ ଘୋଷଣା କର

ସମ୍ବଲପୁର,୯ା୮(ବ୍ୟୁରୋ): ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ପୁରୁଣା ଓ ଯୁବ କର୍ମକର୍ତ୍ତାମାନେ ସୋମବାର ଏକ ବୈଠକ କରି ୨୦୨୪ ସାଧାରଣ ନିର୍ବାଚନରେ ଏହି କ୍ଷେତ୍ରର ପ୍ରାର୍ଥୀ ପାଇଁ ଜଣେ ସ୍ଥାୟୀ ବାସିନ୍ଦାଙ୍କ ନାମ ଘୋଷଣା କରାଯାଉ ବୋଲି ଦାବି କରିଛନ୍ତି। ଯୁଯୁମୁରା ବ୍ଲକ…

ସମ୍ବଲପୁର ରୋଡ୍‌ ଷ୍ଟେଶନ ବନ୍ଦ ବିରୋଧ ତେଜିଲା

ସମ୍ବଲପୁର,୯ା୮(ବ୍ୟୁରୋ): ସମ୍ବଲପୁର-ରୋଡ୍‌ ଷ୍ଟେଶନ ବନ୍ଦ କରିବା ପ୍ରକ୍ରିୟା କିଛିଦିନ ବନ୍ଦ ହେବା ପରେ ୨ଦିନ ହେଲା ପୁଣି ଆରମ୍ଭ ହୋଇଛି। ଏହାକୁ ନେଇ ସହରରେ ଅସନ୍ତୋଷ ଦେଖାଦେଇଛି। ସୋମବାର ଏହାର ଉଗ୍ରରୂପ ଦେଖିବାକୁ ମିଳିଥିଲା। ୫ଶହରୁ ଊର୍ଦ୍ଧ୍ୱ ମହିଳାପୁରୁଷ ଶୋଭାଯାତ୍ରା କରି…

ଆଇନ ବିଭାଗକୁ ସୁପାରିସ କରୁନି ପରିଚାଳନା କମିଟି

ପୁରୀ ଅଫିସ,୯।୮:ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ ଓ ମରାମତି ପାଇଁ ସବୁ ମହଲରେ ଦାବି ହେଉଥିବା ସତ୍ତ୍ବେ ପ୍ରଶାସନ କର୍ଣ୍ଣପାତ କରୁନାହିଁ। ଫଳରେ ରତ୍ନଭଣ୍ଡାର ଓ ସେଥିରେ ଥିବା ଦାରୁଦିଅଁଙ୍କ ଦୁର୍ମୂଲ୍ୟ ଅଳଙ୍କାରର ସ୍ଥିତିକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଆଇନ ବିଭାଗ…

ପୁଅକୁ ଦେଖା କରିବାକୁ ଆସି ମାଡ଼ ଖାଇଲେ ବାପା

ପୁରୀ ଅଫିସ,୯।୮:ପୁରୁଷର ଲୁହକୁ କେହି କେବେ ବୁଝିନାହାନ୍ତି। ମୋ ପୁଅକୁ ଗଲା ୨ ବର୍ଷ ହେଲା ଦେଖିନି। କୋର୍ଟ ଅନୁମତି ପତ୍ର ମୋ ପାଖରେ ଥାଇ ମଧ୍ୟ ମୋତେ ରାସ୍ତାରେ ମାଡ଼ ମରାଗଲା। ମୋତେ ସାହାଯ୍ୟ କରନ୍ତୁ, ପୁଅକୁ ଥରୁଟିଏ ଦେଖିବାକୁ…

ତଦନ୍ତ ସ୍ଥିତି ଜଣାଇବାକୁ ଡିଜିପିଙ୍କୁ ନିର୍ଦ୍ଦେଶ

କଟକ ଅଫିସ,୯ା୮:ହାତୀମୃତ୍ୟୁ ସଂକ୍ରାନ୍ତୀୟ ମାମଲାର ବିଚାର ନ ଆଗେଇବା, ବିଭାଗୀୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ଶିଥିଳତା, ହାତୀ ଶିକାରୀ ଧରା ନ ପଡ଼ିବା ଆଦି ପ୍ରସଙ୍ଗରେ ସନ୍ତୋଷଜନକ ଉତ୍ତର ହାଇକୋର୍ଟଙ୍କୁ ମିଳିପାରିନାହିଁ। ଏନେଇ ବନ ବିଭାଗର କାର୍ଯ୍ୟରେ ହାଇକୋର୍ଟ ସୋମବାର ଘୋର…

ତିଆରି ହେଲା ଅସ୍ଥାୟୀ ପୋଲ, ଗାଁକୁ ଗଲା ମେଡିକାଲ ଟିମ୍‌

ପାପଡାହାଣ୍ଡି, ୯।୮(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ସରପଞ୍ଚ ଚନ୍ଦ୍ର ଧ୍ୱଜ ମାଝି ଝାଡାବାନ୍ତି ଆକ୍ରାନ୍ତ ଗ୍ରାମ ତୁଳସୀପଦର ଲାଗି ଅସ୍ଥାୟୀ ପୋଲ ନିର୍ମାଣ କକରିଛନ୍ତି। ସ୍ଥାନୀୟ ଅଞ୍ଚଳର କେତେଜଣଙ୍କୁ ନେଇ ନାଳରେ ଏକ ସିମେଣ୍ଟ ପୋଲ ଓ କାଠ ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?