ଝିଅ ବିବାହ ପୂର୍ବରୁ ବାପାଙ୍କ ଆତ୍ମହତ୍ୟା
ବଇଣ୍ଡା,୪ା୫(ଡି.ଏନ.ଏ.): ମଙ୍ଗଳବାର ରାତିରେ ହୋଇଥାନ୍ତା ଝିଅ ବାହାଘର। ଏଥିପାଇଁ ଘରେ ସରିଥିଲା ସମସ୍ତ ପ୍ରସ୍ତୁତି। ହେଲେ ବଧୂ ବେଶରେ ଝିଅକୁ ଶାଶୁଘରକୁ ବିଦା କରିବା ପୂର୍ବରୁ ସକାଳୁ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଦେଲେ ବାପା। ଅନୁଗୋଳ ଜିଲା କିଶୋରନଗର ବ୍ଲକ…
‘ଝିଅ ସହ ଦେଖି ସହିପାରିଲିନି, ରଡ୍ ଭୁସି ମାରିଦେଲି’
ଉଦଳା, ୪।୫ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଜୟପୁର ଗ୍ରାମର ଛାତ୍ର ଶୁଭାଶିଷ ବାରିକଙ୍କ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ଶୁଭାଶିଷଙ୍କ ଗୁପ୍ତାଙ୍ଗ ତଳେ ରଡ୍ ଭୁସି ହତ୍ୟା କରାଯାଇଛି। ତାଙ୍କ ପ୍ରେମିକାଙ୍କ ବାପା ହିଁ…
ଇଦ୍ ପାଳି ଫେରୁଥିବା ବେଳେ ଦୁର୍ଘଟଣା: ଚାଲିଗଲା ୨ ଯୁବକଙ୍କ ଜୀବନ
ଚାନ୍ଦବାଲି, ୩।୫ (ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ଥାନା କେନ୍ଦ୍ରାପଡ଼ା-ଚାନ୍ଦବାଲି ରାସ୍ତାର ତାରିଣୀ ଛକ ନିକଟରେ ମଙ୍ଗଳବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସ୍ଥାନୀୟ ମତୋ ମୁସ୍ଲିମ ସାହିର ସେକ୍ ଆସଲାମ ଓ…
ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ଅନୁକୂଳ, ଉତ୍ସବମୁଖର ରଥଖଳା
ପୁରୀ ଅଫିସ,୩।୫: ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମଙ୍ଗଳବାର ପରମ୍ପରା ମୁତାବକ ରଥ ନିର୍ମାଣ ଶୁଭ ଅନୁକୂଳ କରାଯାଇଛି। ଏହାକୁ ନେଇ ବଡ଼ଦାଣ୍ଡରେ ଥିବା ରଥଖଳା ଉତ୍ସବମୁଖର ହୋଇଉଠିଛି। ସକାଳଧୂପ ପରେ ଶ୍ରୀମନ୍ଦିର ଭିତରୁ ପୂଜାପଣ୍ଡା ସମନ୍ତମାନେ ମହାପ୍ରଭୁମାନଙ୍କ ତିନି ବାଡରୁ…
ଲଡୁଗାଁରେ ପର୍ଶୁରାମ ଜୟନ୍ତୀ
କୋକସରା,୩।୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁଠାରେ ମଙ୍ଗଳବାର ପର୍ଶୁରାମ ଜୟନ୍ତି ପାଳିତ ହୋଇଯାଇଛି। ବ୍ରାହ୍ମଣ ସମାଜ ପକ୍ଷରୁ ଲଡୁଗାଁ ଶିଶୁମନ୍ଦିର ଛକରୁ ହନୁମାନ ତିନିଛକ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ପର୍ଶୁରାମ ଜୟନ୍ତୀ ପାଳନ କମିଟିର କର୍ମକର୍ତ୍ତା ବାହାରି ସହର…
ବଜ୍ରପାତରେ ଚାଲିଗଲା ୫ ଗୋରୁଙ୍କ ଜୀବନ
କୁଳିଅଣା,୩।୫(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା କୁଳିଅଣା ବ୍ଳକ ଅନ୍ତର୍ଗତ ବଡ ଜୁଣବଣି ଗ୍ରାମରେ ମଙ୍ଗଳବାର ବଜ୍ରପାତ ଯୋଗୁ ୫ ଗୋରୁଙ୍କ ଜୀବନ ଯାଇଛି। ଉକ୍ତ ଗ୍ରାମର ଉପେନ୍ଦ୍ର ପ୍ରଧାନଙ୍କ ୨ଟି ଗୋରୁ ଓ ରୁଷନ ଲାଲ ବେହେରାଙ୍କ ୩ଟି ଗୋରୁଙ୍କ ବଜ୍ରାଘାତରେ ମୃତ୍ୟୁ…
ବିଦ୍ୟୁତ୍ ନେଲା ନାବାଳିକାଙ୍କ ଜୀବନ, ଢୁଢୁଆରେ ଉତ୍ତେଜନା
ଭଞ୍ଜନଗର,୩।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଢୁଢୁଆରେ ମଙ୍ଗଳବାର ପୂର୍ବାହ୍ନରେ ବିଦ୍ୟୁତ୍ ଆଘାତରେ ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ରାଣୀ ନାଇକ (୧୪)। ଏହି ଘଟଣାକୁ ନେଇ ଚପା ଉତ୍ତେଜନା ଦେଖା ଦେଇଛି। ସୂଚନାଯୋଗ୍ୟ, ବୁଗୁଡ଼ା ଥାନା…
ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥକାଠ
ପୁରୀ ଅଫିସ,୩।୫: ମଙ୍ଗଳବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠ ରଖାଯାଇଛି। ଅନ୍ୟପଟେ ଆଜି ପୁରୀରେ ସପ୍ତମ ପର୍ଯ୍ୟାୟ ରଥକାଠ…
ଧରାପଡ଼ିଲା ସାଇବର ଠକଙ୍କୁ ସିମ୍ ଦେଉଥିବା ର଼୍ୟାକେଟ
ଭୁବନେଶ୍ୱର,(ବ୍ୟୁରୋ)/ଢେଙ୍କାନାଳ ଅଫିସ,୩।୫: ବିଭିନ୍ନ ଟେଲିକମ୍ କମ୍ପାନୀର ସିମ୍ କାର୍ଡକୁ ପ୍ରି-ଆକ୍ଟିଭେଟ୍ କରି ଉକ୍ତ ନମ୍ବରକୁ ସାଇବର ଠକଙ୍କୁ ଯୋଗାଉଥିବା ଏକ ର଼୍ୟାକେଟ କ୍ରାଇମବ୍ରାଞ୍ଚ ହାତରେ ଧରା ପଡ଼ିଛି। ର଼୍ୟାକେଟର ମାଷ୍ଟରମାଇଣ୍ଡଙ୍କ ସମେତ ୩ ଜଣଙ୍କୁ କ୍ରାଇମବ୍ରାଞ୍ଚର ସାଇବର ସେଲ୍ ଢ଼େଙ୍କାନାଳରୁ ଗିରଫ…
ସଡ଼କ ସୁରକ୍ଷା ଦିଗରେ ଟାଟାଷ୍ଟିଲର ପଦକ୍ଷେପ
ଢେଙ୍କାନାଳ ଅଫିସ,୩।୫ ଢେଙ୍କାନାଳ ଟାଟାଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କାରଖାନା ଭିତରକୁ ଆସୁଥିବା ଟ୍ରକ୍ଗୁଡିକୁ ପାର୍କିଂସ୍ଥାନ ଯୋଗାଇଦେବା ନିମନ୍ତେ ୩ଟି ନୂତନ ପାର୍କିଂ ୟାର୍ଡ ବ୍ୟବସ୍ଥା କରାଯାଇଛି। ୫୫ନଂ. ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍କୁ…
ଅଫିସରେ ତାଲା, ଏସ୍ଡିଓଙ୍କୁ ଘେରାଉ
ଢେଙ୍କାନାଳ ଅଫିସ,୩।୫ଢେଙ୍କାନାଳ ସଦର ବ୍ଲକ ବ୍ରାହ୍ମଣୀ ନଦୀର ଗେଙ୍ଗୁଟିଆ ନିକଟରୁ ସହରକୁ ପାନୀୟଜଳ ଯୋଗାଣ ହେଉଥିବା ମୁଖ୍ୟ ପାଇପ୍ ଫାଟି ଯାଇଥିବାରୁ ୧୦ ଦିନ ହେବ ଜଳଯୋଗାଣ ବ୍ୟାହତ ହୋଇଛି। ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ପାଣି ନ ପାଇ ଢେଙ୍କାନାଳ…
ତହସିଲଦାରଙ୍କ ନାଁରେ ମାମଲା, ଲିଜ୍ଧାରୀ ଗିରଫ
ବାରିପଦା ଅଫିସ,୩।୫ ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ଆରପଟା ଓ ଡିଙ୍ଗିରା ବାଲି ସଇରାତରୁ ବେଆଇନ ବାଲି ଉତ୍ତୋଳନ ଘଟଣା ଭିନ୍ନମୋଡ଼ ନେଇଛି। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି)ରେ ଏନେଇ ମାମଲା ଚାଲିଥିବା ବେଳେ ବାରିପଦା ସଦର ଉପଜିଲାପାଳ ଅନ୍ୟା ଦାସଙ୍କ…
Archives


