ଚାଷୀଙ୍କୁ ଚିନ୍ତା: ୧୦,୯୬୨ ହେକ୍ଟର ଫସଲ ନଷ୍ଟ
ଖୋର୍ଦ୍ଧା ଅଫିସ,୨୫ା୮: ଖୋର୍ଦ୍ଧା ବ୍ଲକର ନରଣଗଡ଼, ଓରବରସିଂ, ବ୍ରଜମୋହନପୁର ପଞ୍ଚାୟତର ୧୭ ଗାଁ ଏବେ ବି ବନ୍ୟାପାଣି ଘେରରେ ରହିଛି। ଜଳସ୍ତର କମୁଛି ହେଲେ ଲୋକଙ୍କ ଦୁର୍ଦ୍ଦଶା ଥମୁନି। ଏକର ଏକର ଚାଷଜମି ବୁଡ଼ି ରହିଛି। ମୌସୁମୀ ପ୍ରବେଶରେ ବିଳମ୍ବ, ସ୍ବଳ୍ପବୃଷ୍ଟି,…
ସଙ୍କଟରେ ପୁରୀ ସହରର ମଧୁର ଜଳଭଣ୍ଡାର
ପୁରୀ ଅଫିସ,୨୫।୮: ପୁରୀ ସହରର ମଧୁର ଜଳଭଣ୍ଡାର ସରି ସରି ଆସୁଛି। ବ୍ୟାପକ ହୋଟେଲ ଶିଳ୍ପ ଓ ବେଆଇନ ବୋର୍ୱେଲ ଖନନ ଯୋଗୁ ମଧୁର ଜଳଭଣ୍ଡାରର ଜଳସ୍ତର କମିବାରେ ଲାଗିଛି। ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳରେ ମଧୁର ଜଳଭଣ୍ଡାର ଏକ ଦୁର୍ଲଭ ସମ୍ପଦ। ତାହାର…
ପଟ୍ଟାମୁଣ୍ଡାଇରେ ବେଧଡ଼କ ଚାଲିଛି ନିଶା କାରବାର
ପଟ୍ଟାମୁଣ୍ଡାଇ,୨୫ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ବଢି ଚାଲିଛି। ବ୍ରାଉନସୁଗାର, ଗଞ୍ଜେଇ, ଅଫିମ, ବିଦେଶୀ ଓ ଦେଶୀ ମଦ ବ୍ୟାପକ ଭାବେ ଚୋରାରେ ବିକ୍ରି ଚାଲିଛି। ଏହାର କବଳରେ ପଡି ଯୁବବର୍ଗ ବିଭିନ୍ନ ପ୍ରକାରର…
ମାଛଧରା ଡଙ୍ଗାରେ ଯାତ୍ରୀ ପରିବହନ, ମୁଣ୍ଡପିଛା ଭଡ଼ା ଶହେରୁ ଦେଢ଼ଶହ
ମହାକାଳପଡ଼ା,୨୫ା୮(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ମହାନଦୀର ବାହାକୁଦ-ମୂଷାଡ଼ିଆ ଫେରି ଘାଟରୁ ଡଙ୍ଗାରେ ଯାତ୍ରୀ ପରିବହନ ଉପରେ ଜିଲା ପ୍ରଶାସନ ରୋକ୍ ଲଗାଇଛି। ହେଲେ ପ୍ରତିଦିନ ଲୁଚାଛପାରେ ମାଛଧରା ଡଙ୍ଗାରେ ଯାତ୍ରୀ ପରିବହନ ଚାଲିଛି। ଏଥିପାଇଁ ମୁଣ୍ଡପିଛା ଭଡ଼ା ଶହେରୁ…
ଜଳସେଚନ ବଦଳରେ ଜଳବନ୍ଦୀ ଜୀବନ
କେନ୍ଦ୍ରାପଡ଼ା ଅଫିସ, ୨୫ା୮: ଓଡ଼ିଶାର ଦ୍ୱିତୀୟ ବୃହତମ ଜଳପଥ କେନ୍ଦ୍ରାପଡ଼ା ଜିଲାରେ ଅଛି। କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ ଏହି ଜିଲାରେ ଜଳପଥ ଉପକାରରେ ଲାଗିବା କଥା। ତେବେ ଗତ ଲଘୁଚାପଜନିତ ଲଗାଣ ବର୍ଷା ଓ ନଦୀରେ ଆସିଥିବା ବନ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ…
କୁନ ବେହେରାଙ୍କ ୨ଟି ଯାକ କିଡ୍ନୀ ଖରାପ: ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ଜେନାପୁର,୨୫ା୮(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଉତ୍ତର ଆରିମୂଳ ଗଁାର କୁନ ଚନ୍ଦ୍ର ବେହେରା(୫୯) କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ୨ଟି ଯାକ କିଡ୍ନୀ ଖରାପ ହୋଇଯାଇଛି। ମାତ୍ର ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ସେ…
ଛାତ୍ରୀଛାତ୍ର ଆସୁଛନ୍ତି, ଶିକ୍ଷକଙ୍କ ଦେଖାନାହିଁ
ବରୀ,୨୫ା୮(ଡି.ଏନ.ଏ.): ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧୀନରେ ଥିବା ବରୀ ପଞ୍ଚାୟତର ଜଲ୍ଲାଲଉଦ୍ଦିନ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରିବାକୁ ଆସୁଛନ୍ତି। ମାତ୍ର ଶିକ୍ଷୟିତ୍ରୀଶିକ୍ଷକ ଆସୁନାହାନ୍ତି। ଫଳରେ ପିଲାଙ୍କ ପାଠ ପଢାରେ ବ୍ୟାଘତ ସୃଷ୍ଟି ହେଉଛି।…
ନଦୀବନ୍ଧରେ ବିତୁଛି ଜୀବନ
ଯାଜପୁର ଅଫିସ/ଝୁମ୍ପୁରି(ଡି.ଏନ.ଏ.),୨୫ା୮: ବୈତରଣୀର ଶାଖା କାଣୀ ନଦୀର ବ୍ରହ୍ମଚାରୀପାଟଣା ଗ୍ରାମ ନିକଟରେ ସୃଷ୍ଟି ହୋଇଥିବା ଘାଇ ଦ୍ୱାରା ପ୍ରବାହିତ ବନ୍ୟା ପାଣି ନିକଟସ୍ଥ ଗ୍ରାମଗୁଡିକୁ ଅହରହ ପଶୁଛି। ଦ୍ୱିତୀୟ ବନ୍ୟାରେ ମରାମତି ଘାଇ ପୁଣି ଭାଙ୍ଗି ଯିବାରୁ ଜଳସେଚନ ବିଭାଗ ପକ୍ଷରୁ…
ଶିଶୁ ସୁରକ୍ଷା ସନ୍ଦିହାନ
ଢେଙ୍କାନାଳ ଅଫିସ, ୨୫।୮: ସ୍କୁଲମୁହାଁ ହେବେ କୋମଳମତି ଶିଶୁ। ଛୋଟ ବୟସରୁ ସେମାନଙ୍କୁ ଯୋଗାଇ ଦିଆଯିବ ଶୈଖିକ ପରିବେଶ। ଖାଇବାକୁ ଦିଆଯିବ ପୁଷ୍ଟିକର ଖାଦ୍ୟ। ନିଆଯିବ ସ୍ବାସ୍ଥ୍ୟର ଯତ୍ନ। କେବଳ ଶିଶୁ ନୁହନ୍ତି, ଗର୍ଭବତୀ, ପ୍ରସୂତିଙ୍କ ଟିକାକରଣଠାରୁ ଆରମ୍ଭ କରି କିଶୋରୀ…
କେଁ ପୂରାଇଛି ଠିକା ସଂସ୍ଥା: ଆବଶ୍ୟକତା ବେଳେ ଉପଲବ୍ଧ ହେଉନି ୧୦୮
ବଇଣ୍ଡା, ୨୫ା୮ : ନିଃଶୁଳ୍କ ହୋଇଥିବାରୁ ୧୦୮ ଆମ୍ବୁଲାନ୍ସ ଉପରେ ବଢ଼ୁଛି ନିର୍ଭରଶୀଳତା। ତତ୍କାଳ ସେବା ମଧ୍ୟ ଦେଉଛି ସନ୍ତୋଷ। ହେଲେ ଅନୁଗୋଳ ଜିଲା କିଶୋରନଗରରେ କେଁ ପୂରାଇଛି ଠିକା ସଂସ୍ଥା। ଜିଲା ସ୍ବାସ୍ଥ୍ୟ ପ୍ରଶାସନ ସହ ସଲାସୁତୁରା କରି କିଶୋରନଗରରେ…
ଜାତୀୟ ପତାକାରେ ମାଂସ ଗୁଡ଼ାଇ ରଖିଲେ ଦୋକାନୀ: ବନ୍ଧବାହାଲରେ ଉତ୍ତେଜନା
ଝାରସୁଗୁଡ଼ା ଅଫିସ,୨୫ା୮: ଜଣେ ମାଂସ ଦୋକାନୀ ଜାତୀୟ ପତାକାକୁ ଅସମ୍ମାନ କରିବା ନେଇ ଝାରସୁଗୁଡ଼ା ଜିଲା ବନ୍ଧବାହାଲ ଶିଳ୍ପାଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଏନେଇ ସ୍ଥାନୀୟ ଲୋକେ ଗୁରୁବାର ସମ୍ପୃକ୍ତ ମାଂସ ଦୋକାନ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଦୋକାନ ବଜାର…
ନଦୀରେ ପଶି ରାଶନ ଆଣିବାକୁ ଗଲେ ଲୋକେ
ଆର.ଉଦୟଗିରି,୨୫ା୮(ଡି.ଏନ.ଏ.): ସରକାର ଗାଁ ଗାଁକୁ ରାସ୍ତା ସଂଯୋଗୀକରଣ କରିବା ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତଥାପି ସ୍ବାଧୀନତାର ୭ ଦଶନ୍ଧି ପରେ ମଧ୍ୟ ଆଜିବି ଅନେକ ଗ୍ରାମକୁ ଭଲ ରାସ୍ତା ସହିତ ପୋଲ ଖଣ୍ଡେ…

