ଆମ ଜିଲା ଖବର

କୋରାପୁଟରେ ହେବ ଗୁମ୍ଫା ପର୍ଯ୍ୟଟନର ବିକାଶ

କୋରାପୁଟ,୨୬ା୮(ସ୍ବ.ପ୍ର.): କୋରାପୁଟ ଜିଲାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହି ପ୍ରାକୃତିକ ବିଭବକୁ ଅଧିକ ଆକର୍ଷଣୀୟ କରିବା ଲାଗି କୋରାପୁଟ ଜିଲାରେ ଥିବା ବିଭିନ୍ନ ଗୁମ୍ପାର ବିକାଶ କରାଯିବ। ଆଲୋକୀକରଣ ବ୍ୟବସ୍ଥା ସହ ସେଠାକୁ ଯାତାୟାତ ଲାଗି…

ଭତ୍ତା ଅପେକ୍ଷାର ଅନ୍ତ ହେଉନି

ରାସୋଳ, ୨୫।୮(ଡି.ଏନ୍‌.ଏ.): ୩୦ବର୍ଷ ତଳେ ସ୍ବାମୀ ହାତ ଛାଡ଼ି ଦେବା ପରେ ମୂଲମଜୁରି ଲାଗି ଦୁଇ ପୁଅଙ୍କୁ ବଡ଼ କଷ୍ଟରେ କରିଥିଲେ ମଣିଷ। ଦଇବ ଦଣ୍ଡ ଦେଲା। ଅକାଳରେ ଚାଲିଗଲେ ବଡ଼ପୁଅ। ସାନପୁଅ ନିଜ ପରିବାର କଥା ଦେଖିଲେ। ଏବେ ଏକା…

ସୁରକ୍ଷା କର୍ମୀ ନିଲମ୍ବିତ, ଷ୍ଟାଫ୍‌ନର୍ସଙ୍କୁ ତାଗିଦ୍‌

ଢେଙ୍କାନାଳ ଅଫିସ, ୨୬।୮: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଡେଇଁ ୨ ରୋଗୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଶେଷ ହୋଇଛି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜଣେ ସୁରକ୍ଷା କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ…

ମାଙ୍କଡ଼ ପାଇଁ ମୁଣ୍ଡବ୍ୟଥା

ରାସୋଳ,୨୬।୮(ଡି.ଏନ୍‌.ଏ.): ସବୁଜ ଛନଛନ ପନିପରିବାରେ ପୂରି ଉଠୁଥିଲା ବାଡ଼ିବଗିଚା। କଲରାଠାରୁ କଖାରୁ, ସଜନାଠାରୁ ସଲରା ଏପରି କି ସପେଟା, ପିଜୁଳି ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଫଳୁଥିଲା। ବାଡ଼ି ପଟ ଛୋଟ ଜାଗାରେ ହେଉଥିବା ଏଭଳି ତଟକା ପରିବା ଅନେକାଂଶରେ କମାଉଥିଲା ପକେଟ…

ଆଜି ଶ୍ରୀମନ୍ଦିରକୁ ସାତପୁରୀ ତାଡ଼ ଆସିବ

ପୁରୀ ଅଫିସ, ୨୬ା୮:ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ। ସପ୍ତପୁରୀ ଅମାବାସ୍ୟାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ତାଡ଼ରେ ସାତପୁର ଦିଆ ପିଠା ଭୋଗ କରାଯାଇଥାଏ। ତେଣୁ ତାଡ଼ଗୁଡ଼ିକୁ ସାତପୁରୀ ତାଡ଼ ବୋଲି କୁହାଯାଏ। ଶନିବାର ସପ୍ତପୁରୀ ଅମାବାସ୍ୟା ପଡୁଛି। ଏହା ପୂର୍ବଦିନ…

ମୁଖ୍ୟ ଆକର୍ଷଣ ସାଜିବ ୩୫ କିଲୋ ଲଡୁ

ଜଟଣୀ,୨୬।୮(ଡି.ଏନ୍‌.ଏ.):ଆଉ ଦିନ କେଇଟା ପରେ ଗଣେଶ ପୂଜା। ଏହି ପୂଜା ପାଳନକୁ ନେଇ ଖୋର୍ଦ୍ଧାର ଜଟଣୀ ସହର ଚଳଚଞ୍ଚଳ ହୋଇପଡ଼ିଛି। ଦୁଇ ବର୍ଷର ବ୍ୟବଧାନ ପରେ ଭକ୍ତଙ୍କ ଗହଣରେ ପୂଜା ହେଉଥିବାରୁ ଏକାଠି ହେବେ ଭକ୍ତ ଏବଂ ଭଗବାନ। ସହରର କୋଣ…

ସନ୍ତୋଷଜନକ ହେଉନି ଶିକ୍ଷାଦାନ

ବଇଣ୍ଡା,୨୬ା୮ (ଡି.ଏନ.ଏ.): ବିଦ୍ୟାଳୟ ଭିତ୍ତିଭୂମିରେ କରାଯାଇଛି ବଡ଼ ପରିବର୍ତ୍ତନ। ସ୍ମାର୍ଟ ହୋଇଛି ଶିକ୍ଷାନୁଷ୍ଠାନ। ହେଲେ ଶିକ୍ଷାଦାନକୁ ନେଇ ସନ୍ତୁଷ୍ଟ ନୁହନ୍ତି ଛାତ୍ରୀଛାତ୍ର କି ଅଭିଭାବକ। କାରଣ ବିଦ୍ୟାଳୟରେ ନାହାନ୍ତି ପ୍ରଧାନ ଶିକ୍ଷକ, କଳା ଶିକ୍ଷକ ଓ ଖେଳ ଶିକ୍ଷକ। ଦୀର୍ଘଦିନ ହେଲା…

୬ ମାସରେ ଗଲାଣି ୧୮୬ ଜୀବନ

ଛତ୍ରପୁର,୨୬୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛିା ଏପରିକି ରାଜ୍ୟରେ ସର୍ବାଧିକ ଦୁର୍ଘଟଣା ଏହି ଜିଲାରେ ହୋଇଛି। ମିଳିଥିବା ସୂଚନା ଅନୁସାରେ, ୨୦୨୧ରେ ଜିଲାରେ ୩୦୬ଟି ଦୁର୍ଘଟଣା ଘଟିଥିଲା୬ ସେଥିରେ ୧୫୪ ଜଣଙ୍କ ଜୀବନ ଯାଇଥିବା…

ଛାତ୍ରୀଙ୍କୁ ଅସଦାଚରଣ କରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ବଲାଙ୍ଗୀର ଅଫିସ୍‌/ଦେଓଗଁା,୨୬ା୮(ଡି.ଏନ୍‌.ଏ.): ସ୍କୁଲରେ ପ୍ରଧାନଶିକ୍ଷକ ୫ଜଣ ଛାତ୍ରୀଙ୍କୁ ଦୀର୍ଘଦିନ ଧରି ଅସଦାଚରଣ କରିଆସୁଥିଲେ। ବଲାଙ୍ଗୀର ଜିଲା ଦେଓଗଁା ଥାନା ମୁରସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିବା ପରେ ଗୁରୁବାର ଗ୍ରାମବାସୀ ସ୍କୁଲ ଘେରାଉ କରିିଥିଲେ। ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ…

ମାଟି ମୂର୍ତ୍ତିର କମିଛି, ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତିର ବଢ଼ିଛି ଚାହିଦା

ପାରଳାଖେମୁଣ୍ଡି,୨୫ା୮ (ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କଞ୍ଚା ମାଟିରେ ତିଆରି ମୂର୍ତ୍ତୀ ବ୍ୟବସାୟ କ୍ରମଶଃ କମୁଥିବାବେଳେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ଚାହିଦା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ପୂଜାପାର୍ବଣ ଋତୁ ଆସିଲେ କାରିଗରମାନେ ମାଟି ସଂଗ୍ରହ…

ଅପରେଶନ ‘ଦମନ’ରେ ମଶା ନିପାତ

ବ୍ରହ୍ମପୁର ଅଫିସ,୨୬ା୮: ଗଞ୍ଜାମ ଜିଲାରେ ବିଗତ ବର୍ଷରେ ମ୍ୟାଲେରିଆ ମହାମାରୀ ଭାବେ ବ୍ୟାପିଥିଲା। ଜିଲା ସ୍ବାସ୍ଥ୍ୟ ବିଭାଗର ଉଦ୍ୟମ ଯୋଗୁ ଏବେ ମ୍ୟାଲେରିଆ ନିୟନ୍ତ୍ରଣକୁ ଆସିଛି। ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ସରକାରଙ୍କ ତରଫରୁ ହାତକୁ ନିଆଯାଇଥିବା ଅପରେଶନ ‘ଦମନ’(ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ…

ଜଙ୍ଗଲରେ ପଡ଼ିଛି ମୁଣ୍ଡ ନ ଥିବା ମୃତଦେହ

କର୍ଲାମୁଣ୍ଡା,୨୬ା୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମ.ରାମପୁର ରାସ୍ତାର ଅଲାତରା ସନ୍ନିକଟ ସୁନାମୁଖୀ ଜଙ୍ଗଲରେ ଜଣେ ଯୁବକର ମୁଣ୍ଡବିହୀନ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ସକାଳେ ଖବର ପାଇ ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ରିପୋର୍ଟ ଲେଖାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?