ଡିଜିଟାଇଜେଶନ ହୋଇପାରୁନି ପାକ୍ସ
କଟକ ଅଫିସ, ୨।୧୦: କୃଷକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ଲକ୍ଷ୍ୟରେ କୋ-ଅପରେଟିଭ ସୋସାଇଟି କାର୍ଯ୍ୟକାରୀ ହେଉଛି। ରାଜ୍ୟରେ ମୋଟ୍ ୨୭୧୦ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ରହିଛି। ହେଲେ ବିଭିନ୍ନ ସମୟରେ ପାକ୍ସଗୁଡ଼ିକରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। କେଉଁଠି…
ଶୀତ ପାଇଁ ନନ୍ଦନକାନନ ସମୟ ବଦଳିଲା
ବାରଙ୍ଗ,୧।୧୦(ଡି.ଏନ୍.ଏ.)- ଶୀତ ଋତୁ ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ସମୟ ପରିିବର୍ତ୍ତନ ହୋଇଛି। ଏଣିକି ପର୍ଯ୍ୟଟକଙ୍କ ଲାଗି ସକାଳ ୮ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଉଭୟ ଉଦ୍ୟାନ। ଅକ୍ଟୋବର ପହିଲାଠାରୁ ମାର୍ଚ୍ଚ ୩୧ତାରିଖ…
ସରିଲା ଷଷ୍ଠୀ
କଟକ ଅଫିସ, ୧ା୧୦- ଦଶହରା ପାଇଁ ଉତ୍ସବ ମୁଖର କଟକ ସହର। କରୋନା ଯୋଗୁ ଦୁଇବର୍ଷ ଧରି ପୂଜା ଫିକା ପଡିଥିଲା। ଚଳିତବର୍ଷ କରୋନା ହ୍ରାସ ପାଇଥିବାରୁ ଓ କଟକଣା ନ ଥିବାରୁ ଦୁର୍ଗାପୂଜାକୁ ଆଡମ୍ବରପୂର୍ଣ୍ଣ କରିବା ପାଇଁ ବିଭିନ୍ନ ପୂଜା…
ଦୁର୍ଗାପୂଜା ପାଇଁ ମୁତୟନ ହେବେ ୨୩୦ ପ୍ଲାଟୁନ୍ ଫୋର୍ସ
କଟକ ଅଫିସ,୧ା୧୦: ଚଳିତବର୍ଷ ଦୁର୍ଗାପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଓ ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରତି ଜିଲାର ପୋଲିସବାହିନୀ ସହ ଅଧିକ ୨୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସେଥିମଧ୍ୟରେ କଟକରେ ୫୦…
ବିବାହ ବୟସରେ ଭଉଣୀ-ଭାଇଙ୍କ ବୋଝ ସମ୍ଭାଳୁଛନ୍ତି ନୟନୀ
କର୍ଲାମୁଣ୍ଡା,୧ା୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ପଞ୍ଚାୟତ ଓଡ଼ିଆମୁଣ୍ଡା ଗ୍ରାମର ମା-ବାପା ଛେଉଣ୍ଡ ତିନି ଭଉଣୀ ଭାଇ ବହୁ କଷ୍ଟରେ ଜୀବନ କାଟୁଥିବା ଦେଖିବାକୁ ମିଳିଛି। ସୂଚନାନୁଯାୟୀ, ଏହି ଗ୍ରାମର କରୁଣା ବାଗ ତାଙ୍କ ସ୍ତ୍ରୀ ମଲ୍ଲୀ ବାଗ,ବଡ଼ ଝିଅ…
ଛତୁଆରେ ଅପମିଶ୍ରଣ ନେଇ ଗାଡ଼ି ଅଟକ ରଖିଲେ ଗ୍ରାମବାସୀ
ସାରସକଣା,୧ା୧୦(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ପୋଖରିଡିହା ପଞ୍ଚାୟତରେ ଛତୁଆରେ ଅପମିଶ୍ରଣ କରାଯାଉଥିବା ନେଇ ଛତୁଆ ବାଣ୍ଟିବାକୁ ଆସିଥିବା ଗାଡ଼ିକୁ ଅଟକାଇ ରଖିଥିଲେ ଗ୍ରାମବାସୀ। ପ୍ରକାଶଥାଉ କି,ସେପ୍ଟେମ୍ବର ୧୪ରେ ସାରସକଣା ପଞ୍ଚାୟତ ସମିତି ବୈଠକରେ ଛତୁଆରେ ଅପମିଶ୍ରଣ କରାଯାଇ ଶିଶୁମାନଙ୍କୁ ଅଖାଦ୍ୟ…
ବିଦ୍ୟାଳୟ ଛାତ ପ୍ଲାଷ୍ଟର ଖସି ୭ ଛାତ୍ରୀଛାତ୍ର ଆହତ ହେବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ପିଡି ଡିଆରଡିଏ
କେନ୍ଦୁଝର,୧ା୧୦(ସ୍ବ.ପ୍ର.): ଘଟଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନବିଲା ପ୍ରାଥମିକ ବିଦ୍ୟାଳୟ ସିଲିଂରୁ ପ୍ଲାଷ୍ଟର ଖସି ୭ ଜଣ ଆଦିବାସୀ ଛାତ୍ରୀଛାତ୍ର ଆହତ ହୋଇଥିଲେ। ଶ୍ରେଣୀରେ ପାଠ ପଢୁଥିବାବେଳେ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସିଥିଲା। ଏହି ଘଟଣାକୁ ପ୍ରଶାସନ ଗୁରୁତର ସହ ନେଇଛି। ଏ…
ନିଯୁକ୍ତି ଦାବିରେ ଧାରଣାରେ ବସିଲେ ୩ ପଞ୍ଚାୟତ ବାସିନ୍ଦା
କେନ୍ଦୁଝର,୧ା୧୦(ସ୍ବ.ପ୍ର.): ସଦର ବ୍ଲକ ପଳାଶପଙ୍ଗାସ୍ଥିତ ଓଡ଼ିଶା ସ୍ପଞ୍ଜ ଲୁହା କାରଖାନା ସମ୍ମୁଖରେ ଶନିବାର ସ୍ଥାନୀୟ କ୍ଷତିଗ୍ରସ୍ତ ୩ଟି ପଞ୍ଚାୟତ- ପଳାଶପଙ୍ଗା, ରାଇକଳା ଓ କଣ୍ଡରାପଶିର ଗ୍ରାମବାସୀ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି। ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ…
ଯୁବକଙ୍କୁ ପଥରରେ ଛେଚି ହତ୍ୟା: କାରଣ ଖୋଜୁଛି ପୋଲିସ
ଲହୁଣୀପଡ଼ା,୧।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅଧୀନ ଜାମୁଡ଼ିହି ପଞ୍ଚାୟତ କୁଞ୍ଚପାଣି ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଗ୍ରାମର ସ୍ବର୍ଗତ ଲାକା ମୁଣ୍ଡାଙ୍କ ପୁଅ ବିଲିୟମ ମୁଣ୍ଡା(୩୬)। ମୃତଦେହ ସତ୍କାର ଲାଗି ଗାଁ ଲୋକଙ୍କ ସହିତ ବିଲିୟମ…
ବରା-ସାଇକେଲ ଦୋକାନୀ ମାରପିଟ, ମାମଲା ଥାନାରେ
କୁଆଁରମୁଣ୍ଡା,୧।୧୦(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଚେକ୍ଗେଟ୍ ନିକଟରେ ବରା ଓ ସାଇକେଲ ଦୋକାନୀଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଏନେଇ ସାଇକେଲ ଦୋକାନୀ ରାଫେଲ ମିଞ୍ଜଭ୍କଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଉକ୍ତ ମାରପିଟ୍ ଘଟଣାରେ ବରା ଦୋକାନୀ…
ପୂର୍ବ ଶତ୍ରୁତା: ଗାଁ ବଜାରରେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା
ଆରଡ଼ି,୧।୧୦(ଡି.ଏନ୍.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ବେତାଳି ଗାଁ ବଜାର ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ହତ୍ୟାକାଣ୍ଡ ଘଟିଛି। ନନ୍ଦ କିଶୋର ଜେନା(୩୦) ନାମକ ଜଣେ ଯୁବକ ପାଳସାହି ଗ୍ରାମର ଦେବାଶିଷ ପ୍ରଧାନ(୨୧)ଙ୍କୁ ଭୁଜାଲିରେ ହାଣି ହତ୍ୟା କରିଛନ୍ତି।…
ଆଜିଠୁ ହାଇକୋର୍ଟର ପୂଜା ଅବକାଶ
କଟକ ଅଫିସ,୧।୧୦: ଅକ୍ଟୋବର ପହିଲାରୁ ହାଇକୋର୍ଟର ପୂଜା ଅବକାଶ ଆରମ୍ଭ ହେଉଛି । ଏଥିପାଇଁ ଅକ୍ଟୋବର ୯ ପର୍ଯ୍ୟନ୍ତ ଅଦାଲତ ବନ୍ଦ ରହିବ । ୧୦ ତାରିଖରୁ ହାଇକୋର୍ଟରେ ପୂର୍ବ ପରି କାର୍ଯ୍ୟ ଚାଲିବ । ପୂଜା ଅବକାଶରେ ୩ ଦିନ…

