ଆମ ଜିଲା ଖବର

ଗହମ ଯୋଗାଣ ବନ୍ଦ, ଉପଭୋକ୍ତା ହଇରାଣ

ପୁରୀ ଅଫିସ, ୧୭ା୯: ଉପଭୋକ୍ତାଙ୍କ ସମସ୍ୟା ନେଇ ଭାରତୀୟ କମ୍ପ୍ୟୁନିଷ୍ଟ ପାର୍ଟି (ମାକର୍‌ସବାଦୀ) (ସିପିଆଇଏମ୍‌) ପୁରୀ ଜିଲା କମିଟି ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି। ସ୍ମାରକପତ୍ରରେ ଦର୍ଶାଯାଇଛି…

ସାକ୍ଷୀଗୋପାଳ ଡାକ୍ତରଖାନା ଛାତରୁ ଖସୁଛି କଂକ୍ରିଟ

ସାକ୍ଷୀଗୋପାଳ, ୧୭।୯(ସ୍ବ.ପ୍ର./ଡି.ଏନ୍‌.ଏ.): ସତ୍ୟବାଦୀ ବ୍ଲକରେ ଥିବା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ଦେଢ଼ଲକ୍ଷ ଲୋକ ନିର୍ଭର କରିଥାନ୍ତି। ଜାତୀୟ ରାଜପଥ ପାର୍ଶ୍ୱରେ ସ୍ବାସ୍ଥ୍ୟକେନ୍ଦ୍ରଟି ରହିଥିବାରୁ ଏଠାକୁ ରାସ୍ତା ଦୁର୍ଘଟଣାରେ ଶିକାର ଅନେକ ଗୁରୁତର ରୋଗୀ ଚିକିତ୍ସା ପାଇଁ…

୨ ବର୍ଷ ପରେ ମା’ଙ୍କ ଦର୍ଶନ କରିବେ ଭକ୍ତ

ଜୁନାଗଡ,୧୭।୯(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡର ଅଧିଷ୍ଟାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଆଜି (ଶନିବାର) ପାଳନ ହେବ। କୋଭିଡ୍‌ କଟକଣା ଯୋଗୁ ଗତ ୨ ବର୍ଷ ହେଲା ବିନା ଭକ୍ତରେ ମା’ଙ୍କ ପର୍ବ ପାଳିତ ହେଉଥିଲା। ଏହି ସମୟରେ ପ୍ରଶାସନ…

ପୋଖରୀରୁ ମିଳିଲା ୩ ଅପରିପକ୍ୱ ଶିଶୁଙ୍କ ମୃତଦେହ

ଢେଙ୍କାନାଳ ଅଫିସ, ୧୭ା୯: ଢେଙ୍କାନାଳ ସଦର ଥାନା ଅଧୀନ ଇନ୍ଦିପୁରସ୍ଥିତ ନଟାପୋଖରୀରୁ ଶୁକ୍ରବାର ୩ ଅପରିପକ୍ୱ ନବଜାତକଙ୍କ ମୃତଦେହ ଠାବ କରାଯାଇଛି। କୌଣସି ଘରୋଇ କ୍ଲିନିକ୍‌ରେ ଗର୍ଭପାତ କରାଇବା ପରେ ଘଟଣାକୁ ଲୁଚାଇବା ନିମନ୍ତେ କେହି ମୃତଦେହ ଆଣି ପୋଖରୀରେ ଫିଙ୍ଗି…

ରାଷ୍ଟ୍ରପତିଙ୍କୁ ଭେଟିଲେ କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା

କେନ୍ଦୁଝର, ୧୭ା୯(ସ୍ବ.ପ୍ର.): ରାଷ୍ଟ୍ରପତି ଭବନରୁ ଡକରା ପାଇ ନୂଆଦିଲ୍ଲୀ ଯାଇଥିବା କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ ଶୁକ୍ରବାର ସାରେ ରାଇସିନା ହିଲ୍‌ରେ ପହଞ୍ଚତ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ସାକ୍ଷାତ ସମୟରେ ରାଷ୍ଟ୍ରପତିଙ୍କୁ ମା’ ତାରିଣୀଙ୍କ ଫଟୋ ପ୍ରଦାନ କରିଛନ୍ତି। ଜିଲାରେ…

କୋଇଲା ଚୋରା ଚାଲାଣ ଘଟଣା: ଗାଡ଼ି ମାଲିକ ସମେତ ୨ ଗିରଫ

ପଦ୍ମପୁର, ୧୬।୯(ଡି.ଏନ.ଏ.)- ଭଦ୍ରକ ସଦର ବ୍ଲକ ସାବରଙ୍ଗ ପୋଲିସ ଗତ ୨୮ ତାରିଖରେ କୋଇଲା ଚୋରା ଚାଲାଣ ବେଳେ ଇଚ୍ଛାପୁର ବାଲିବିଲି ରାସ୍ତାର ରେଳ ଧାରଣା ପାର୍ଶ୍ୱରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଥିଲା। ଏହି ଘଟଣାରେ ପୋଲିସ ଶୁକ୍ରବାର ୨ଜଣଙ୍କୁ…

ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କଲେ ଆମିକସ୍‌କ୍ୟୁରି

କୋଣାର୍କ,୧୬।୯(ଡି.ଏନ୍‌.ଏ.)- ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରେ ଦୀର୍ଘ ବର୍ଷ ଧରି ଭର୍ତ୍ତି ହୋଇଥିବା ବାଲିକୁ ବାହାର କରିବା ପାଇଁ ନିକଟରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ(ଏଏସ୍‌ଆଇ)ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ…

ଆନ୍ତର୍ଜାତିକ ସ୍ତରକୁ ବରଗଡ଼ ଛାତ୍ରୀଙ୍କ ପ୍ରକଳ୍ପ ମନୋନୀତ

ବରଗଡ଼ ଅଫିସ୍‌,୧୬।୯: ଇନସ୍ପାୟାର୍‌ ଆୱାର୍ଡ଼ରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଦେଓଳି ହାଇସ୍କୁଲ, ସତୀଭଟାର ଛାତ୍ରୀ କଲ୍ୟାଣୀ ସାହୁଙ୍କ ପ୍ରକଳ୍ପ ଶୁକ୍ରବାର ଆନ୍ତର୍ଜାତୀକ ସ୍ତର ପ୍ରତିଯୋଗିତାକୁ ମନୋନୀତ ହୋଇଛି । କଲ୍ୟାଣୀ ପ୍ରଥମେ ତାଙ୍କ ପ୍ରକଳ୍ପ ହାଇଟେକ୍‌ ବେଡ୍‌ ଫର୍‌ ପେସେଣ୍ଟ…

ବନ କର୍ମଚାରୀଙ୍କ ଗାଡି ଅଟକାଇଲା ଗୋଠଛଡ଼ା ଦନ୍ତା

ପାଟଣା,୧୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ୍‌ ଅଧୀନ ରହଣୀଦୁମା ଗାଁ ନିକଟରେ ଏକ ଗୋଠଛଡ଼ା ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଏନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀଟି ଠାକୁରମୁଣ୍ଡା ରେଞ୍ଜରୁ ବୁଧବାର ରାତିରେ ଚାଲିଆସି ଚାଷ ଜମିରେ…

ଚର୍ମ ରୋଗରେ ଗାଈ ମୃତ୍ୟୁ ଆଶଙ୍କା: ପଡ଼ୋଶୀ ରାଜ୍ୟରୁ ସଂକ୍ରମଣ ସନ୍ଦେହ

ଭଞ୍ଜନଗର,୧୬।୯(ଡି.ଏନ.ଏ): ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟରେ ବର୍ତ୍ତମାନ ଗୋରୁଙ୍କୁ ଚର୍ମ ରୋଗ ଲୁମ୍ପି ହେଉଛି । ଏଥିରେ ବହୁ ଗାଈ, ବାଛୁରୀ ମରିଯାଉଛନ୍ତି। ଆନ୍ଧ୍ରପ୍ରଦେଶରେ ଗୋରୁଙ୍କୁ ଏହି ରୋଗ ହେଉଥିବା ବେଳେ ପଡ଼ୋଶୀ ଗଞ୍ଜାମ ଜିଲାରେ ମଧ୍ୟ ଏହା…

ଗଜପତିରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୨କୁ ବୃଦ୍ଧି: ମାସକରେ ଗଲାଣି ୭ ଜୀବନ

ପାରଳାଖେମୁଣ୍ଡି,୧୬ା୯(ଡି.ଏନ୍‌.ଏ.): ଗଜପତି ଜିଲାରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଚାଲିଛି। ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ଜିଲାରେ ୪୨ ରୋଗୀ ଚିହ୍ନଟ ହୋଇଛନ୍ତି। ହେଲେ ବେସରକାରୀ ଭାବେ ଏହି ସଂଖ୍ୟା ତିନି ଗୁଣ ହେବ। ଅନ୍ୟପକ୍ଷେ ମାସକ ମଧ୍ୟରେ ୭…

କାଲି ପୁରୀରେ ଏୟାର୍‌ ଶୋ

ପୁରୀ ଅଫିସ, ୧୬।୯: ପୁରୀରେ ଶନିବାର ଏୟାର୍‌ ଶୋ ହେବ। ୧୦ଟା ୨୦ ରୁ ୧୧ ଟା ପର୍ଯ୍ୟନ୍ତ ଏହି ଶୋ କରାଯିବ। ଆସନ୍ତା ୧୮ ତାରିଖ ରବିବାର ପାଗ ଖରାପ ରହୁଥିବାରୁ ଶନିବାର ଏହି ଏୟାର୍‌ ଶୋ ହେବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?