ଆମ ଜିଲା ଖବର

ଯାତ୍ରା ପାଇଁ ଭଡ଼ାରେ ବଳଦ

ଭୁବନ, ୨୯।୯(ଡି.ଏନ୍‌.ଏ.): ଜମି ଥିଲା। ବର୍ଷତମାମ ହେଉଥିଲା ଚାଷବାସ। ଲୋଡ଼ା ହେଉଥିଲେ ବଳଦ, ପୋଢ଼ ଭଳି ଭାରବାହୀ ପ୍ରାଣୀ। ଏବେ କିନ୍ତୁ ଯାନ୍ତ୍ରିକ ଯୁଗ। କଳଲଙ୍ଗଳରେ କମ୍‌ ସମୟରେ ହୋଇଯାଉଛି ଚାଷ। ଆଉ ବର୍ଷତମାମ ଖର୍ଚ୍ଚ କରି ବଳଦ ପାଳିବାକୁ ମନ…

ଭୂଅର୍ଜନ ଅଧିକାରୀଙ୍କୁ ଝାଡ଼ୁମାଡ଼

ନୟାଗଡ଼ ଅଫିସ,୨୯।୯: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ଅଧିଗ୍ରହଣ ହୋଇଥିବା ଜମି ବାବଦ ଅର୍ଥ ପ୍ରଦାନ ପାଇଁ ଲାଞ୍ଚ ମାଗିବା ଓ ମହିଳାଙ୍କୁ ଅସଦାଚରଣ କରିବା ଜଣେ ଭୂଅର୍ଜନ ଅଧିକାରୀଙ୍କ ପାଇଁ କାଳ ହୋଇଛି । ଏହାର ବିସ୍ଫୋରକ ରୂପ ବୁଧବାର…

ତିନି ଦିନ ହେବ ନିଖୋଜ ଥିବା ବୃଦ୍ଧଙ୍କ ମିଳିଲା ମୃତଦେହ

ହିଞ୍ଜିଳିକାଟୁ ୨୮।୯(ଡି.ଏନ.ଏ.): ହିଞ୍ଜିଳି ଥାନା ମକରଝୋଳ ଗାଁ ଏକ ବିଲ ନିକଟ ନାଳରୁ ଜଣେ ବୃଦ୍ଧଙ୍କ ମୃତଦେହ ବୁଧବାର ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ହିଞ୍ଜିଳିକାଟୁ ବ୍ଳକ ସରଧାପୁର ଗ୍ରାମର ଲାଲମୋହନ ବେହେରା (୭୦)। ଲାଲମୋହନ ତିନିଦିନ ତଳୁ ନିଖୋଜ…

ସ୍ତ୍ରୀଙ୍କ ସହ ଝିଅପୁଅଙ୍କୁ ବିଭତ୍ସ ଭାବେ ହତ୍ୟା ମାମଲା: ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ସୀମାଞ୍ଚଳ

ଭଞ୍ଜନଗର, ୨୮।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡଗଡ ଥାନା ଅନ୍ତର୍ଗତ ବେଲପଡା ଗ୍ରାମରେ ୨୦୧୨ ମସିହାରେ ଘଟିଥିବା ବହୁଚର୍ଚ୍ଚିତ ସ୍ତ୍ରୀ, ନାବାଳିକା ଝିଅ, ନାବାଳକ ପୁତ୍ର ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ଦେବବ୍ରତ ପଟ୍ଟନାୟକ ୨୪ ଜଣ…

ବଲାଙ୍ଗୀରରେ ବଢ଼ୁଛି ଅପରାଧ, ହେଲେ ପୋଲିସ ନିଷ୍କ୍ରିୟ: ପ୍ରତିବାଦରେ କଂଗ୍ରେସର ଧାରଣା

ବଲାଙ୍ଗୀର ଅଫିସ, ୨୯।୮- ବଲାଙ୍ଗୀରରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଛି। ପୋଲିସ ନିଷ୍କ୍ରିୟତା ଯୋଗୁ ସହରରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଚାଲିଥିବା ଅଭିଯୋଗ କରି ଜିଲା କଂଗ୍ରେସ କମିଟି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା…

୮ ଦିନ ହେଲାଣି ଶିରୋଲ ଗ୍ରାମରେ ବ୍ୟାପିଛି ଝାଡ଼ାବାନ୍ତି: ସ୍ଥିତି ସମୀକ୍ଷା କଲେ ବିଡିଓ, ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା

କେସିଙ୍ଗା ,୨୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଲ ଗ୍ରାମରେ ୮ଦିନ ହେଲା ଝାଡ଼ାବାନ୍ତି ବ୍ୟାପିଛି। ଦୂଷିତ ଜଳ ପିଇବା ଯୋଗୁ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ଏହି ଖବର ‘ଧରିତ୍ରୀ’ରେ ପ୍ରକାଶିତ ହେବା ପରେ ପ୍ରଶାସନର ଚେତା ପଶିଛି। ବୁଧବାର…

ଘରକୁ ଘର ବୁଲି କଲେ ସ୍ବାସ୍ଥ୍ୟ ପରୀକ୍ଷା

କେସିଙ୍ଗା,୨୮।୯(ଡି.ଏନ.ଏ.):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଶିରୋଲ ଗ୍ରାମରେ ଗତ ୮ଦିନ ଝାଡ଼ାବାନ୍ତି ଲାଗିରହିଛି। ଦୂଷିତଜଳ ପିଇ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ଏହି ଖବର ଧରିତ୍ରୀରେ ପ୍ରକାଶ ହେବା ପରେ ବୁଧବାର କେସିଙ୍ଗା ବିଡ଼ିଓ ପ୍ରଫୁଲ କୁମାର ଅଦୁ, ହରେକୃଷ୍ଣ ଧଳ,…

କଟକ ବଡ଼ ମେଡିକାଲରୁ ପିଲାଚୋରି ଘଟଣା: ସୁରକ୍ଷାକର୍ମୀଙ୍କୁ ବହିଷ୍କାର

କଟକ ଅଫିସ,୨୮।୯: କଟକ ବଡ଼ ମେଡିକାଲରୁ ପିଲାଚୋରି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଜଣେ ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। କାର୍ଯ୍ୟରେ ଅବହେଳା ଦର୍ଶାଇ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ବହିଷ୍କାର କରିଥିବା ଜଣାପଡ଼ିଛି। ଏହା ସହିତ ଆଇସିୟୁରେ ଥିବା ୪…

ଯୋବ୍ରା ବ୍ୟାରେଜରୁ ହାତୀ ମୃତଦେହ ଠାବ

କଟକ ଅଫିସ, ୨୮।୯: କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ବୁଧବାର ଏକ ହାତୀର ମୃତଦେହ ଠାବ ହୋଇଛି। ବ୍ୟାରେଜର ୧୫ ନମ୍ବର ଗେଟ୍‌ରେ ହାତୀଟିର ମୃତଦେହ ଲାଗିଥିଲା। ହାତୀଟି ନଦୀ ପାର ହେଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।…

ରେଞ୍ଜରଙ୍କୁ କାରଣଦର୍ଶାଅ ନୋଟିସ୍‌

ସୋନପୁର,୨୮।୯(ନି.ପ୍ର.): ସୁବର୍ଣ୍ଣପୁର ବନଖଣ୍ଡ ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ବାଘପାଲି ଜଙ୍ଗଲରେ ବାଘ ଶିକାର ଘଟଣାରେ ଉଲୁଣ୍ଡା ବନାଞ୍ଚଳ ଅଧିକାରୀ ଦିଲୀପ ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ସୁବର୍ଣ୍ଣପୁରର ଭାରପ୍ରାପ୍ତ ବନଖଣ୍ଡ ଅଧିକାରୀ(ଡିଏଫଓ) ନୀତିଶ କୁମାର ଏହି ନୋଟିସ୍‌ ଜାରି…

୧୫୨୯୩ ଯୋଗ୍ୟ ଚାଷୀଙ୍କୁ ମିଳିନି କାଳିଆ,ପିଏମ୍‌ କିଷାନ ଟଙ୍କା

ଅମରପାଲି,୨୭ା୯(ଡି.ଏନ.ଏ): ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କୁ ସହାୟତା ପାଇଁ କରିଥିବା କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଏବେ ବାଟବଣା ହୋଇପଡିଛି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଅନେକ ଯୋଗ୍ୟ ହିତାଧିକାରୀ ଉକ୍ତ ଯୋଜନାରୁ ବାଦ୍‌ ପଡିଛନ୍ତି।…

ସ୍ତ୍ରୀଙ୍କୁ ନେଉଥିଲେ ମେଡିକାଲ, ପିଟିଲା ଟ୍ରକ୍‌

ପାଟଣା,୨୮।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ଦେଇ ଯାଇଥିବା ୨୨୦ନଂ. ଜାତୀୟ ରାଜପଥରେ ବୁଧବାର ଘଟିଛି ଏକ ଦୁର୍ଘଟଣା। ସକାଳୁ ମଙ୍ଗଳପୁର ଛକ ଏଞ୍ଜେଲ ଢାବା ନିକଟରେ ଏକ ଟ୍ରକ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?