ଢେଙ୍କାନାଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର
ଢେଙ୍କାନାଳ ଅଫିସ,୨୯ା୯: ଉତ୍ତରାଞ୍ଚଳ ରାଜସ୍ବ କମିଶନର (ଆରଡିସି) ଡ. ସୁରେଶ ଚନ୍ଦ୍ର ଦଳେଇ ଗୁରୁବାର ଢେଙ୍କାନାଳ ଗସ୍ତରେ ଆସି ଅଚାନକ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଜିଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗ ଓ ଓ୍ବାର୍ଡ…
ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର: ୬ ଛାତ୍ରୀଛାତ୍ର ଆହତ
କେନ୍ଦୁଝର,୨୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅର୍ଜୁନବିଲା ପ୍ରାଥମିକ ବିଦ୍ୟାଳୟରେ ଛାତର ପ୍ଲାଷ୍ଟର ଖସି ୬ ଜଣ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ପାଠ ପଢ଼ା ହେଉଥିବା ସମୟରେ ଏଭଳି ଘଟିଥିଲା। ଉକ୍ତ କ୍ଲାସରୁମଟିକୁ ସ୍ଥାନୀୟ ଲୋକ କିଛି ଦିନ ତଳେ ମରାମତି…
ପୋଖରୀରେ ବୁଡ଼ି ଯୁବ ବ୍ୟବସାୟୀ ଜୀବନଗଲା
ବରୀ,୨୯।୯(ଡି.ଏନ୍.ଏ.): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁରର ଥାନା ଅଧୀନ କିମ୍ଭିରିଆପାଳ ପଞ୍ଚାୟତ ସଂଖାରିଗଡା ପାଖରେ ଥିବା ପୋଖରୀରେ ବୁଡ଼ି ଗୁରୁବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହରିପୁର ଗ୍ରାମର ଯୁବ ଲୁଗା ବ୍ୟବସାୟୀ ସିପୁ। ତାଙ୍କର କିମ୍ଭିରିଆପାଳ ପଞ୍ଚାୟତର…
ଜଗତପୁରରେ ଆତଙ୍କ ଖେଳାଉଥିବା ହାତୀ ଢେଙ୍କାନାଳରେ
ଢେଙ୍କାନାଳ ଅଫିସ, ୨୯।୯: କଟକ ଜିଲା ଜଗତପୁରରେ ଆତଙ୍କ ସୃଷ୍ଟି କରିଥିବା ମାଈ ହାତୀକୁ ଢେଙ୍କାନାଳ ଜିଲା କପିଳାସ ପ୍ରାଣି ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରକୁ ନିଆଯାଇଛି। ହାତୀଟିକୁ ଟ୍ରାଙ୍କୁଲାଇଜର କରି ଏକ ଟ୍ରକ୍ ସାହାର୍ଯ୍ୟରେ ଉଦ୍ୟାନ ଅଣାଯାଇଥିଲା।…
ହେଟେଲ୍ରୁ ମହିଳାଙ୍କ ମୃତଦେହ ଜବତ
ପୁରୀ ଅଫିସ,୨୯।୯: ପୁରୀରୁ ଏକ ହୋଟେଲ୍ରୁ ଗୁରୁବାର ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଛି। ମୃତା ମହିଳା ଜଣଙ୍କ ହେଲେ ଐଶ୍ୱର୍ଯ୍ୟା ସାହାନାବାଗ। ସେ ଏକ କନଫରେନ୍ସରେ ଯୋଗ ଦେବା ପାଇଁ ବୁଧବାର ତାଙ୍କ କମ୍ପାନୀ କର୍ମଚାରୀଙ୍କ ସହ ପୁରୀ ଆସିଥିଲେ।…
ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ
ଭଦ୍ରକ ଅଫିସ,୨୯।୯: ଭଦ୍ରକ ଜିଲା ସାଳନ୍ଦୀ ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ଛନ୍ତି। ଏକକାଳୀନ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। ସୂଚନାଯୋଗ୍ୟ, ଭଦ୍ରକ ସହର ପୋଷ୍ଟ ଅଫିସ ଛକ…
ନାରାୟଣପାଟଣା ବିଡିଓ ନିଲମ୍ବିତ
କୋରାପୁଟ,୨୯ା୯(ସ୍ବ.ପ୍ର.): ନାରାୟଣପାଟଣା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ନିଲମ୍ବନ କରିଛନ୍ତି ସରକାର। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକରେ କାର୍ଯ୍ୟରତ ସମୟରେ ଦୁର୍ନୀତି ହୋଇଥିବା ନେଇ ସରକାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ସରକାର ବିଡିଓଙ୍କୁ ନିଲମ୍ବନ କରିଛନ୍ତି।
ଭୁଶୁଡ଼ିଲା ମେଡିକାଲ ପାଚେରି: ଜଣେ ମୃତ, ଭାଙ୍ଗିଲା ଗାଡ଼ି
କୋରାପୁଟ,୨୯।୯(ସ୍ବ.ପ୍ର.): କୋରାପୁଟ ସହରରେ ବୁଧବାର ରାତିରେ ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଏଥିରେ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ପାଚେରି ଭୁଶୁଡି ପଡ଼ିଛି। ପାଚେରି ଭୁଶୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ…
ଭୁବନେଶ୍ୱର-ଦାରିଙ୍ଗବାଡ଼ି ବସ୍ ଦୁର୍ଘଟଣାଗ୍ରସ୍ତ
ଭଞ୍ଜନଗର,୨୯ା୯(ଡି.ଏନ୍.ଏ.): ଭୁବନେଶ୍ୱର ଭଞ୍ଜନଗର ଦେଇ ଦାରିଙ୍ଗିବାଡ଼ି ଅଭିମୁଖେ ଯାଉଥିବା ସାରଳା ବସ୍ ବୁଧବାର ବିଳମ୍ବିତ ରାତିରେ ନିକଟସ୍ଥ ଜାମପଲ୍ଲୀ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ରେ ଥିବା ପ୍ରାୟ ୧୫ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ସେଥିମଧ୍ୟରେ ଥିବା ୩ ଜଣ ଯାତ୍ରୀ…
ପାହାଡ଼ୀ ମଣିଷ ହରିହରଙ୍କ ପରିବାରକୁ ସହାୟତା ପ୍ରଦାନ ଦାବି
ଓଡ଼ଗାଁ,୨୯ା୯(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ଅଧୀନ ତୁଲୁବି ଗ୍ରାମକୁ ବିଖ୍ୟାତ ଗ୍ରାମରେ ପରିଣତ କରିଥିବା ପାହାଡ଼ି ମଣିଷ ହରିହର ବେହେରାଙ୍କ ମଙ୍ଗଳବାର ପରଲୋକ ହୋଇଥିଲା ା ତାଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ସବୁ ମହଲରେ ଦାବି…
ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିଲେ, ଶେଷରେ ମଳତ୍ୟାଗ କରି ଚାଲିଗଲେ ଦୁର୍ବୃତ୍ତ
ଗଞ୍ଜାମ,୨୯ା୯(ଡି.ଏନ୍.ଏ.): ଗଞ୍ଜାମ ଅଞ୍ଚଳରେ ଦିନକୁ ଦିନ ଚୋରି ରାହାଜାନି ବୃଦ୍ଧି ପାଉଥିବା ଜଣାପଡ଼ିଛି। ଗୁରୁବାର ଭୋର୍ରୁ ସହରସ୍ଥିତ ବୁଢ଼ୀ ଠାକୁରାଣୀ ମନ୍ଦିରରୁ କେହି ଦୁର୍ବୃତ୍ତ କାନ୍ଥ ଭାଙ୍ଗି ହୁଣ୍ଡିରେ ଥିବା ସମସ୍ତ ଟଙ୍କା ଲୁଟି ନେଇଥିବା ଦେଖିବାକୁ ମିଳିଛି। ଏଥିସହ ସେଠାରେ…
ବନ ବିଭାଗ ଶୋଇଛି, ପ୍ରତିଦିନ ଚାଲିଛି ଗଛକଟା
ନୂଆଗାଁ,୨୯।୯ (ଡି.ଏନ.ଏ.)-ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ଅଧିନରେ ଥିବା ଜଙ୍ଗଲରୁ ବାରମ୍ବାର ଶାଳ କାଠ ଚୋରି ହେଉଥିଲେ ମଧ୍ୟ ବନ ବିଭାଗ ନୀରବଦ୍ରଷ୍ଟା ସାଜିଛି । ଜାତୀୟ ରାଜପଥ ପାର୍ଶ୍ୱ ପଞ୍ଚୁପାଣ୍ଡବ ଜଙ୍ଗଲରୁ ମଙ୍ଗଳବାର ୨ଟି ଶାଳ ଗଛକୁ କାଟି କାଠ…

